• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Rajendra Das
ରାଜୁ ଦାସଙ୍କୁ ଦଳରୁ ବହିଷ୍କୃତ; ବଢ଼ିଲା ବିଜେଡିର ଭୋଟ୍ ବିଭାଜନ ଆଶଙ୍କା

ବିଜେଡି ଟିକଟ୍ ନମିଳିବା ସତ୍ତ୍ୱେ ଦଳର ନିଷ୍ପତ୍ତିକୁ ଗ୍ରହଣ ନକରି ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ । ହେଲେ ବଡ଼ ପ୍ରଶ୍ନ, କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା ? କଣ ପାଇଁ ରାଜେନ୍ଦ୍ରଙ୍କୁ ଟିକଟ୍ ଦେଲାନାହିଁ...

Congress
୨୪ ବର୍ଷ ପରେ ଅଣଗାନ୍ଧି କଂଗ୍ରେସ ମୁଖିଆ ! ମଲ୍ଲିକାର୍ଜୁନ ଖଡଗେ ପରବର୍ତ୍ତୀ ସଭାପତି

ମଲିକାର୍ଜୁନ ଖଡ଼ଗେ କଂଗ୍ରେସର ସଭାପତି । ୯୩୮୫ ଭୋଟ୍‌ରୁ ଖଡ଼ଗେଙ୍କୁ ୭୮୯୭ ଭୋଟ୍ ମିଳିଥିବା ସୂଚନା । ୨୪ ବର୍ଷ ପରେ କଂଗ୍ରେସରେ ଅଣଗାନ୍ଧି ସଭାପତି । ଶଶି ଥରୁରଙ୍କୁ ମାତ୍ର ୧୦୭୨ ଭୋଟ୍ ମିଳିଥିବା ସୂଚନା

ଚକ ଘୂରିଲେ ପରିବାର ଚଳିବ
ପାଖେଇ ଆସୁଛି ଦୀପାବଳି...ଏବେଠୁ ଚଳଚଂଚଳ ହେଲେଣି କୁମ୍ଭାର ପରିବାର

ଆଉ ମାତ୍ର ସପ୍ତାହେ ରହିଲା କାଳୀପୂଜା ବା ଦୀପାବଳି। ଘରେ ଘରେ ଜଳିବ ଦ୍ୱୀପ...ସେଇଥି ପାଇଁ ତ ଏବେଠୁ ଦୀପ ଗଢିବାରେ ବ୍ୟସ୍ତ କୁମ୍ଭାର ପରିବାର

ନବୀନଙ୍କ ଜନ୍ମଦିନ ପାଇଁ ଯାଜପୁରରେ ୧୦୦ ଫୁଟର ଲଗାଗଲା ଫଟୋ
ନବୀନଙ୍କ ଜନ୍ମଦିନ ପାଇଁ ଉତ୍ସବମୁଖର ଯାଜପୁର ଟାଉନ୍‌...ବାଳାଶ୍ରମ ପଡିଆରେ ଲାଗିଲା ୧୦୦ ଫୁଟିଆ ପୋଷ୍ଟର, ଫୁଟିଲା ପ୍ରବଳ ବାଣ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଜନ୍ମଦିନ ଅବସରରେ ଯାଜପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ। ୧୦୦ ଫୁଟିଆ ପୋଷ୍ଟର ଲାଗିବା ସହିତ କେକ୍‌ କାଟିଲେ କର୍ମୀ ଓ ନେତା। ପ୍ରବଳ ଆତସବାଜିରେ ଆଲୁଆ ହୋଇଗଲା ଯାଜପୁର ଆକାଶ

Naveen Patnaik
ଜନ୍ମଦିନରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍‌...ବିରୋଧୀଙ୍କୁ ଲାଗିଲା ଜୋରଦାର ଝଟ୍‌କା

ନବୀନଙ୍କ ବଡ଼ ନିଷ୍ପତ୍ତି ସାମ୍ନାରେ ବିରୋଧୀ ହେଲେ ବାୟା। ଧାମନଗର ନିର୍ବାଚନ ପାଇଁ ବିରୋଧୀ ପାଗଭିଡୁଥିବା ବେଳେ ଏତିକି ବେଳେ ଚକମା ଦେଇ ଦେଲେ ନବୀନ। ଖାଲି ଚକମା ଦେଲେ ତାହା ନୁହେଁ ବରଂ ବିରୋଧୀଙ୍କୁ ପୂରା ଚୁପ୍‌ କରିଦେଲେ

ସାମ୍ନାକୁ ଆସିଲା କୋହିନୂର ହୀରାର ପ୍ରଥମ ଝଲକ୍‌
ରାଣୀ ଏଲିଜାବେଥ୍-୨ଙ୍କ କଫିନ୍ ଶୋଭାଯାତ୍ରାରେ କ୍ୟାମେରା ଆଗକୁ ଆସିଲା କୋହିନୂର୍ ହୀରାର ଝଲକ

ରାଣୀ ଏଲିଜାବେଥ୍-୨ଙ୍କ କଫିନ୍ ଶୋଭାଯାତ୍ରାରେ କ୍ୟାମେରା ଆଗକୁ ଆସିଲା କୋହିନୂର୍ ହୀରା। ଯାହାକୁ ନେଇ ଓଡ଼ିଶା ସମେତ ସାରା ଦେଶରେ ଚର୍ଚ୍ଚା...

ତାଳଚେରରେ ଚାଲିଛି ଗଜାନନଙ୍କ ଭସାଣୀ
ତାଳଚେରରେ ଚାଲିଛି ଗଜାନନଙ୍କ ମେଲାଣି : ରାଜ୍ୟ ପ୍ରସିଦ୍ଧ ବ୍ୟାଣ୍ଡପାର୍ଟି ଗୀତରେ କମ୍ପୁଛି ସହର

୧୦ ଦିନ ପରେ ବିସର୍ଜନ ହୋଇଛନ୍ତି ଗଜାନନ। ତାଳଚେରରେ ଚାଲିଛି ଭସାଣୀ ଶୋଭାଯାତ୍ରା...ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ବ୍ୟାଣ୍ଡପାର୍ଟିଙ୍କ ଗୀତରେ କମ୍ପୁଛି ତାଳଚେର ସହର

ବଡଗଡରେ ଏଥର ୫୧ ଫୁଟ୍‌ ଉଚ୍ଚର ପୂଜା ପାଉଛନ୍ତି ଗଣେଶ
ଗଣେଶ ପୂଜା ପାଇଁ ସଜେଇ ହୋଇଛି ପୂରା ରାଜଧାନୀ : କେଉଁଠି ବିରାଟ ମୂର୍ତ୍ତି ତ ଆଉ କେଉଁଠି ଆକର୍ଷଣୀୟ ତୋରଣ

ଦୁଇ ବର୍ଷ ପରେ ଏଥର ବିନା କରୋନା କଟକଣାରେ ଆୟୋଜନ ହେଉଛି ଗଣେଶ ପୂଜା। ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଣେଶ...ଏଥର ପୂଜା ଦେଖିବାକୁ ଭକ୍ତଙ୍କ ପ୍ରବଳ ଗହଳି

ଭୁବନେଶ୍ୱରରେ ଏକ ଗଛରେ ତିଆରି ହୋଇଛନ୍ତି ଗଣେଶ
ବିଘ୍ନ ବିନାଶକଙ୍କ ପାଇଁ ଗାଁ ଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ...

ଆଜି ଗଣେଶ ଚତୁର୍ଥୀ। ଗାଁ ଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ। କୋଉଠି ଗଛରେ ଗଣେଶ ମୂର୍ତ୍ତି ତିଆରି ହୋଇଛି ତ ପୁଣି ଆଉ କୋଉଠି ନୂଆ ଢଙ୍ଗରେ ଗଣେଶ ମୂର୍ତ୍ତି ତିଆରି କରି ପୂଜାର୍ଚ୍ଚନା କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ

Rain
ଏ କି ଦୁର୍ଦ୍ଦଶା ! ଉପରୁ ବର୍ଷା ଛେଚୁଛି, ତଳେ ବନ୍ୟା ପାଣି...ଛାତରେ ପାଲ ଟାଣି ରହୁଛି ମଣିଷ

ଆଉ ବଢ଼ିରେ ବୁ଼ଡିଥିବା ସବୁ ଗାଁ ଭିତରର ଦୁର୍ଦ୍ଦଶାର ଦୃଶ୍ୟ ହିଁ ବୟାନ କରୁଛି ବନ୍ୟା ବିପନ୍ନଙ୍କ କଷ୍ଟ। ଘରେ ପାଣି ପଶିଯିବା ପରେ ପାଲଟାଙ୍ଗି ଯିଏ ଛାତ ଉପରେ ରହୁଥିଲେ, ବର୍ଷା ପରଠୁ ଏବେ ଖଟ ଉପରେ ବସିଛନ୍ତି। ତାହାରି ଉପରେ ଷ୍ଟୋଭ୍ ଆଉ ବାସନକୁସନ ବି...

Cyclone
ବାତ୍ୟା ହେବନି କିନ୍ତୁ ପ୍ରବଳ ବର୍ଷିବ !

ଏଣେ ଅତିପ୍ରବଳ ବର୍ଷା ନେଇ ରାଜ୍ୟର ୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଏମିତିକି ଏହି ଜିଲ୍ଲାମାନଙ୍କରେ ଅକସ୍ମାତ ବନ୍ୟା ଓ ପାହାଡ଼ି ଅଞ୍ଚଳରେ ଭୂସ୍ଖଳନର ବି ସମ୍ଭାବନା ରହିଛି।

Rahul Gandhi
୨୦୨୪ ନିର୍ବାଚନ ବୈତରଣୀରେ କଂଗ୍ରେସ ମଙ୍ଗ ଧରିବ କିଏ?

ଗୁରୁତ୍ୱପୂର୍ଣ୍ଣ କଥା ହେଲା କଂଗ୍ରେସର ଗୋଟିଏ ଗୋଷ୍ଠୀ ଚାହୁଁଛନ୍ତି ରାହୁଲ ଗାନ୍ଧୀ ସଭାପତି ହୁଅନ୍ତି। ହେଲେ ଖୋଦ୍‌ ରାହୁଲ ସଭାପତି ଦାୟିତ୍ୱ ନେବା ପାଇଁ ଅରାଜି ହେଉଛନ୍ତି ଯାହାକୁ ନେଇ ଏବେ ବଢୁଛି ଚର୍ଚ୍ଚା

Hirakud
୨୦ ଗେଟ୍‌ ଦେଇ ହୀରାକୁଦରୁ ଛଡ଼ାଯାଉଛି ବନ୍ୟାପାଣି...ମୁଣ୍ଡଳିରେ କମୁଛି ବନ୍ୟାଜଳ

ମୁଣ୍ଡଳିରେ ଏବେ ୯ ଲକ୍ଷ ୪୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ମିଳିଥିବା ସୂଚନା ଅନୁସାରେ, ମୁଣ୍ଡଳି ତଳମୁଣ୍ଡରେ ମଧ୍ୟ ଜଳସ୍ତର କମିଛି। କିନ୍ତୁ ତଳସ୍ତରରେ ପଶିଥିବା ପାଣି ଲୋକଙ୍କର ଦୁର୍ଦ୍ଦଶାକୁ ଏବେ ଦ୍ୱିଗୁଣିତ କରିଛି।

ପାଣିରେ ବୁଡ଼ିବା ପୂର୍ବରୁ ବିଶାଳ ଜାହାଜ ଟାଇଟନିକର ଶେଷ ଫଟୋ
ଆଜି ବିଶ୍ୱ ଫଟୋଗ୍ରାଫି ଦିବସ: ଦେଖନ୍ତୁ କିଛି ନିଆରା ଫଟୋ...

ପ୍ରତିବର୍ଷ ପରି ଆଜିର ଦିନରେ ପାଳନ ହେଉଛି ବିଶ୍ୱ ଫଟୋଗ୍ରାଫି ଦିବସ। ତେବେ ଏହି ଫଟୋ ଗୁଡ଼ିକୁ ଦେଖିଲେ ତାଜା ହୋଇଯିବ ବର୍ଷବର୍ଷର ପୁରୁଣା ସ୍ମୃତି...

Rajnath
ସେନା ପାଇଁ ପରୀକ୍ଷା ଦେଲା ପରେ ବି କାହିଁକି ସେନାରେ ଯୋଗ ଦେଲେନି ରାଜନାଥ?

ଆସାମ ରାଇଫଲ୍ସ ଏବଂ ଭାରତୀୟ ସେନାର ୫୭ ତମ ମାଉଣ୍ଟେନ୍ ଡିଭିଜନର ଯବାନମାନଙ୍କୁ ସମ୍ବୋଧିତ କରି ଏମିତି କହିଛନ୍ତି ରାଜନାଥ। ଖାଲି ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଆଜି ଭାବୁଛି ଆପଣମାନଙ୍କୁ ମୋର ପିଲାଦିନର କଥା କହିବି। ପିଲା ଦିନରୁ ମୋର...

Lightning strike
ସ୍କୁଲରେ ବଜ୍ରପାତ : ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର

ସ୍କୁଲରେ ଘଟିଲା ବଡ଼ ଅଘଟଣ। ବଜ୍ରପାତ ହେବାରୁ ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି।  ତିଲେଇବଣି ବ୍ଲକ ପୁଟୁରାପଶି ୟୁପି ସ୍କୁଲରେ ବଜ୍ରପାତ ହୋଇଥିବା ନେଇ ସୂଚନା ମିଳିଛି

Mamata Banerjee
ସ୍ୱାଧୀନତା ଦିବସରେ କଳାକାରଙ୍କ ସହ ଧୁମ୍‌ ନାଚିଲେ ଦିଦି, ଭାଇରାଲ ହେଲା ଭିଡିଓ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଳାକାରଙ୍କ ସହ ମିଶି ଦୀର୍ଘ ସମୟ ପର୍ଯ୍ୟନ୍ତ ନାଚିଥିଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାରମ୍ପରିକ ଗୀତରେ ଦିଦି ନାଚୁଥିବା ବେଳେ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ସାମିଲ ହୋଇଥିବା ଅତିଥିମାନେ ତାଙ୍କ ଭିଡିଓ ରେକର୍ଡ କରୁଥିବା ଦେଖିବାକୁ ମିଳିଛି।

chandrashekhar-dead-body-found-after-38-years
୩୮ ବର୍ଷ ପରେ...ବରଫ ଭିତରୁ ଉଦ୍ଧାର ହେଲା ଯବାନଙ୍କ ମରଶରୀର

୩୮ ବର୍ଷ ପରେ ବରଫ ଭିତରୁ ଶବ ଉଦ୍ଧାର ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ପୂରା ସତ। ସିଆଚେନ୍ ଗ୍ଲାସିଅରରେ ବରଫ ଧସିବା କାରଣରୁ ପ୍ରାଣ ହରାଇଥିବା ଲାନସନାୟକ ଚନ୍ଦ୍ରଶେଖର ହରବୋଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ମିଳିବାର ସୂଚନା ପାଇବା ପରେ ପରିବାର...

ଶ୍ରାବଣରେ ଜମି ଫାଟି ଆଁ
ଶ୍ରାବଣ ଯିବାକୁ ବସିଲାଣି ହେଲେ ବର୍ଷାର ଦେଖା ନାହିଁ

କେଉଁଠି ବନ୍ୟା ତ କେଉଁଠି ମରୁଡ଼ି ପରିସ୍ଥିତି। ଇଏ ହେଉଛି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାର ଦୃଶ୍ୟ। ବର୍ଷା ଅଭାବରୁ ଫାଟି ଆଁ କଲାଣି ଚାଷଜମି। କେଉଁଠି କେଉଁଠି ରୁଆ ବେଉଷଣ ଆରମ୍ଭ ହୋଇପାରୁନି। ଏହା ହେଉଛି ବରଗଡ଼ ସଦର ବ୍ଲକର ଏକ ଧାନଜମିର ଦୃଶ୍ୟ...

ବେକେ ପାଣିରେ ସ୍କୁଲ ଯାତ୍ରା
ଆମେ ପଛେ ଓଦା ହେଉ...କିନ୍ତୁ ଆମ ବହି ସୁରକ୍ଷିତ ଥାଉ...

ଭରା ନଈରେ ଏମିତି ନିଜ ଜୀବନକୁ ବାଜିରେ ଲଗାଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ। କେତେବେଳେ କଣ ବିପଦ ଘଟିବ ତାହା କେହି ବି କହିପାରିବେ ନାହିଁ। ସ୍କୁଲ ୟୁନିଫର୍ମ ପିନ୍ଧିଛନ୍ତି...ବେକେ ପାଣିରେ ପଶି ସ୍କୁଲ ଯାଉଛନ୍ତି। ଏ ଦୃଶ୍ୟ ହେଉଛି ଗଂଜାମ ସୋରଡାର

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି