ଅଶୁଭ ସୋମବାର। ଭୟଙ୍କର ଦୁର୍ଘଟଣା, ଛାତିଥରା ଦୃଶ୍ୟ...ଚାହୁଁ ଚାହୁଁ ଚାଲିଗଲା ୩ ଜୀବନ
Published: Sarbeswar
Last updated: 21 November 2022, 10:36 PM IST
ରାଜଧାନୀ ଛାତି ଉପରୁ ଗର୍ଜନ। ସରକାରଙ୍କୁ ସିଧାସଳଖ ଚେତାବନୀ। ସରକାରୀ କର୍ମଚାରୀର ମାନ୍ୟତା, ମାସକୁ ୫ହଜାର ପେନସନ୍, ମୃତ୍ୟୁ ଘଟିଲେ ପରିବାରର ଜଣଙ୍କୁ ଚାକିରି ସହ ୫ଲକ୍ଷ କ୍ଷତିପୂରଣ ୮ଦଫା ଦାବିରେ ଆଜି ଭୁବନେଶ୍ବର ଲୋୟର ପିଏମଜିରେ ଗର୍ଜନ କରିଛନ୍ତି ହଜାର ହଜାର ଅଙ୍ଗନଓ୍ୱାଡ଼ି କର୍ମୀ। ପାଖାପାଖି ୫୦ହଜାରରୁ ଅଧିକ ଅଙ୍ଗନଓ୍ୱାଡ଼ି କର୍ମଚାରୀ, ସରକାରଙ୍କ ମିଥ୍ୟା ପ୍ରତିଶୃତିର କଡା ଜବାବ ଦେଇ ବନ୍ଦ ରଖିଛନ୍ତି। ସାରା ରାଜ୍ୟର ୬୦ ହଜାରରୁ ଉର୍ଦ୍ଧ୍ୱ ଅଙ୍ଗନବାଡ଼ି କେନ୍ଦ୍ର ହକ୍ ପାଇଁ ବିଧାନସଭା ଆଗରେ ଦେଇଛନ୍ତି ଧାରଣା।