Mission 2024- BJP & Congress chalking out strategy
ଶନି ୨୪ ପାଇଁ ବିଜେପିର ପାଗଭିଡ଼ା। ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ। ୨୦୨୪ ପାଇଁ କେତେ ଆଗେଇଛି ପ୍ରସ୍ତୁତି, ରାଜ୍ୟ ନେତାଙ୍କଠୁ ହିସାବ ନେବେ, ଦଳକୁ କିଭଳି ଆହୁରି ମଜଭୁତ କରିହେବ ସେନେଇ ମନ୍ତ୍ର ଦେବେ ବଂଶଲ। ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ମୋ ବୁଥ୍, ସବୁଠୁ ମଜଭୁତ କାର୍ଯ୍ୟକ୍ରମ କିଭଳି ଆଗକୁ ବଢିବ ତାର ଉପାୟ ବତାଇବେ। ଧାମନଗର ଓ ପଦ୍ମପୁର ଫଳାଫଳକୁ ନେଇ ବି ସମୀକ୍ଷା କରାଯିବ। କାଲି ଦୁଇଟି ପର୍ଯ୍ୟାୟରେ ବୈଠକ ହେବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)