• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ � ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Kishore Jena
ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ କିଶୋର ଜେନା, ଜାଭଲିନ୍‌ ଥ୍ରୋ’ରେ ଜିତିଲେ ରୌପ୍ୟ ପଦକ

ପ୍ରଥମ ପ୍ରୟାସରେ ସେ ୮୧ ଦଶମିକ ୨୬ ମିଟର, ଦ୍ୱିତୀୟରେ ୭୯ ଦଶମିକ ୭୬ ମିଟର ଜାଭେଲିନ୍ ଫିଙ୍ଗିଥିବା ବେଳେ ତୃତୀୟ ଉଦ୍ୟମରେ ୮୬ ଦଶମିକ ୭୭ ମିଟର ଜାଭେଲିନ୍ ଥ୍ରୋ କରିଥିଲେ ।

Student Death
ରାସ୍ତା କାମ ଫଳକ ଖସି ପ୍ରଥମ ଶ୍ରେଣୀ ଛାତ୍ର ମୃତ

ଏହି ସମୟରେ ରାସ୍ତା କାମ ପାଇଁ ଲାଗିଥିବା ଫଳକ ଅସିତଙ୍କ ଉପରେ ଖସି ପଡ଼ିଥିଲା । ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

IAF
ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା, ମିଳିଲା ଟୁ ସିଟର୍ ଯୁଦ୍ଧ ବିମାନ ’ତେଜସ୍’

HAL ଠାରୁ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ VR ଚୌଧୁରୀ ଏହାକୁ ଗ୍ରହଣ କରିଛନ୍ତି । ଏହି ଯୁଦ୍ଧ ବିମାନରେ ସ୍ୱଦେଶୀ ଇଲେକ୍ଟ୍ରୋନିକାଲି ସ୍କାନ୍ଡ ରାଡର ଖଂଜା ଯାଇଛି । ବିମାନରେ ମିସାଇଲ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲଗାଯିବା ଭଳି ବ୍ୟବସ୍ଥା ହୋଇଛି। ଆକାଶ ମାର୍ଗରେ ମଧ୍ୟ ବିମାନରେ...

Scrub Typhus
କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ

ରାଜ୍ୟବ୍ୟାପି ମାଡିଗଲାଣି ସ୍କ୍ରବ୍ ଟାଇଫସ୍। କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳକୁ ବି ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨ ହଜାର ୭୭ ଜଣଙ୍କର ସ୍କ୍ରବ୍ ଟାଇଫସ୍ ପରୀକ୍ଷା ହୋଇଥିବାବେଳେ ୨ ହଜାର ୮ ଶହ ୨୦ ରୋଗୀ ଚିହ୍ନଟ ହୋଇଛନ୍ତି।

Jayanarayan Mishra
ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଟାର୍ଗେଟ, କାହିଁକି ଶ୍ରଦ୍ଧାଙ୍କୁ ଭାଟିକାନ୍ ସିଟି ନେଲେ ?

ମୁଖ୍ୟମନ୍ତ୍ରୀଙ୍କ ଏ ଉକ୍ତି ସମ୍ବିଧାନ ବିରୋଧୀ, ସେ ନିଜେ ଜନବିରୋଧୀ । ଏଥିସହ ଶ୍ରଦ୍ଧାଙ୍କ ସମ୍ପର୍କରେ ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀ ନିଜ ଆଡ଼ୁ ସଫେଇ ଦେଲେ ସେ ତାଙ୍କ ଫିଜିଓଥେରାପିଷ୍ଟ। ସେ ଯଦି ତାଙ୍କ ଫିଜିଓଥେରାପିଷ୍ଟ, ଆମର ଟିକେ ବି ଆପତ୍ତି...

GRS Murder
ପୁଣି ରକ୍ତ ରଞ୍ଜିତ ହେଲା ଗଞ୍ଜାମ, କେନାଲ କଡ଼ ରାସ୍ତାରୁ ମିଳିଲା GRSଙ୍କ କ୍ଷତବିକ୍ଷତ ମୃତଦେହ

ମୃତଦେହକୁ ଦେଖିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଗତକାଲି ରାତିରେ ତାଙ୍କ ସହ କୌଣସି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ବେଗୁନିଆପଡା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି।

Digapahandi block chairman bypoll
ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ: ବିପିନ ଗୋଷ୍ଠୀର ବାଜିମାତ୍‌

ବିପିନଙ୍କ ସମର୍ଥକଙ୍କ ବିଜୟ ଯୋଗୁଁ ବିପ୍ଳବ ପାତ୍ର ଗୋଷ୍ଠୀକୁ ଝଟ୍‌କା ଲାଗିଛି । ନିକଟରେ ବିଜେଡିରୁ ବିପିନ ପ୍ରଧାନ ନିଲମ୍ବିତ ହୋଇଥିଲେ । ଦଳବିରୋଧୀ କାର୍ଯ୍ୟ ଦର୍ଶାଇ ବିପିନଙ୍କୁ ନିଲମ୍ବିତ କରାଯାଇଥିଲା।

Kishore Jena
ଏସିଆନ୍ ଗେମ୍ସ: ଆଜି ଟ୍ରାକ୍‌କୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା

ଆଜି ଜାଭେଲିନ୍ ଥ୍ରୋ’ରେ ସମସ୍ତଙ୍କ ନଜର ରହିବ ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ। ଗୋଲ୍ଡେନ୍ ବୟ ନୀରଜ ଚୋପ୍ରାଙ୍କ ସହ ଆଜି ଟ୍ରାକ୍‌କୁ ଓହ୍ଲାଇବେ କିଶୋର। ଗତ ମାସରେ ବୁଦାପେଷ୍ଟରେ ହୋଇଥିବା ୱାର୍ଲ୍ଡ ଆଥେଲେଟିକ୍ ଚମ୍ପିଆନସିପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ କିଶୋର ।

Unit 1 Market
ବିଏମ୍‌ସି ସହ ଆଲୋଚନା ପରେ ଖୋଲିଲା ୟୁନିଟ୍-୧ ହାଟ

ପାର୍କିଂ ସମେତ ଜବରଦଖଲ ଓ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ବ୍ୟବସାୟୀ ସଂଘ। ଆନ୍ଦୋଳନ ଯୋଗୁଁ ଗତ ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

Naveen Patnaik
‘ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ, ମୋ ଫିଜିକାଲ୍ ଫିଟନେସ୍‌ ପାଇଁ ଭଉଣୀ ଗୀତା ମେହେଟ୍ଟା ପଠାଇଥିଲେ’: ମୁଖ୍ୟମନ୍ତ୍ରୀ

ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ । ମୋ ଫିଜିକାଲ୍ ଫିଟନେସ୍‌ ପାଇଁ ଭଉଣୀ ଗୀତା ମେହେଟ୍ଟା ତାଙ୍କୁ ପଠାଇଥିଲେ ।

NewsClick
ନ୍ୟୁଜ୍‌ ପୋର୍ଟାଲ ‘ନ୍ୟୁଜ୍‌କ୍ଲିକ୍’ ଅଫିସରେ ଚଢାଉ, ସଂସ୍ଥାର କିଛି ସାମ୍ବାଦିକଙ୍କ ଲାପଟପ୍ ଏବଂ ଫୋନ୍ ଜବତ

କିଛିଦିନ ତଳେ ନ୍ୟୁୟର୍କ ଟାଇମ୍ସର ଏକ ଅନୁସନ୍ଧାନ ଅଭିଯୋଗ କରିଥିଲା ଯେ, ନ୍ୟୁଜ୍‌କ୍ଲିକ୍ ପୋର୍ଟାଲ୍ ଚାଇନାର ପ୍ରଚାର କରିବା ପାଇଁ ଏକ ନେଟୱାର୍କରୁ ପାଣ୍ଠି ପାଉଛି। ଏହାପରେ ଅଗଷ୍ଟ ୧୭ରେ ଦିଲ୍ଲୀ ପୋଲିସ ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା।

Bus Accident
ବାଙ୍କୀ ବସ୍‌ ଟ୍ରାଜେଡି: ଘଟଣାସ୍ଥଳରେ ଆରମ୍ଭ ହେଲା ତଦନ୍ତ

ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏକ ବସ୍ ବ୍ରିଜ୍‌ ଉପରେ ଭାରସାମ୍ୟ ହରାଇଥିଲା । ହଠାତ୍ ବସ୍‌ଟି ନଦୀ ଭିତରକୁ ମୋଡ ପରିବର୍ତ୍ତନ କରି ଅଟକି ଯାଇଥିଲା । ମହାନଦୀ ଗର୍ଭକୁ ଖସୁ ଖସୁ ପୋଲ ବାଡ଼ରେ ଅଧା ଝୁଙ୍କି ରହିଥିଲା ।

Canada Diplomats
୭ ଦିନରେ ୪୧ କାନାଡ଼ା କୂଟନୀତିଜ୍ଞଙ୍କୁ ଫେରାଇ ନେବାକୁ ଭାରତର ନିର୍ଦ୍ଦେଶ, ନହେଲେ...

ଇଂରାଜୀ ଖବରକାଗଜ 'ଫାଇନାନ୍‌ସିଆଲ ଟାଇମ୍ସ'ର ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଭାରତରେ ୬୨ ଜଣ କାନାଡ଼ା କୂଟନୀତିଜ୍ଞ ଅଛନ୍ତି । ଏହା ସଂଖ୍ୟା ୨୧ କୁ ହ୍ରାସ କରିବାକୁ ମୋଦି ସରକାର କହିଛନ୍ତି ।

Novel Prize
ପଦାର୍ଥ ବିଜ୍ଞାନ ପାଇଁ ୩ ବୈଜ୍ଞାନିକ ପାଇବେ ନୋବେଲ୍ ପୁରସ୍କାର

ଏହି ୩ ବୈଜ୍ଞାନିକ ଭୌତିକ ପଦାର୍ଥର ଇଲେକ୍ଟ୍ରୋନ୍ ଡାଇନାମିକ୍ସ ଅଧ୍ୟୟନ ପାଇଁ ଆଲୋକର ଆଟୋସେକେଣ୍ଡ୍ ପଲ୍ସ ସୃଷ୍ଟି କରିବାର ଉପାୟ ଉଦ୍ଭାବନ କରିଛନ୍ତି । ବିଶ୍ୱ ବ୍ରହ୍ମାଣ୍ଡର ବୟସ ଯେତେ ସେକେଣ୍ଡ୍, ଯଦି ଗୋଟିଏ ସେକେଣ୍ଡକୁ ସେତିକି ଭାଗ କରାଯାଏ, ତେବେ ତାହାର ଗୋଟିଏ ଭାଗକୁ ଆଟୋସେକେଣ୍ଡ କୁହାଯାଏ ।

Earthquake
ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ଦଶମିକ ୨ ରହିଥିବା ସୂଚନା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଅନୁସାରେ ଆଜି ୨ଟା ୫୧ ମିନିଟରେ ୪୦ ସେକେଣ୍ଡରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

Hit and Run
ରାଜଧାନୀ ହିଟ୍‌ ଆଣ୍ଡ ରନ୍ ମାମଲା: ଅଭିଯୁକ୍ତ ବିକାଶ ପାଲ୍‌କୁ ଗିରଫ କଲା ପୋଲିସ

ସୂଚନା ଅନୁସାରେ ବିକାଶ୍ ପାଲ୍ ଚଲାଉଥିବା କାର୍ ପ୍ରଥମେ ଡିଭାଇଡରରେ ପିଟି ହୋଇ ଫୁଟପାଥ୍‌ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା । ଏପରିକି ଶ୍ରମିକଙ୍କୁ କିଛି ଦୂର ଘୋଷାଡି ବି ନେଇଥିଲା।

OSSC Exam
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ ପରୀକ୍ଷାରେ ପୁଣି ତ୍ରୁଟି ! ସିଲାବସ୍ ବାହାରୁ ଆସିଛି ପ୍ରଶ୍ନ

ସଂସ୍କୃତରେ ଆସିଥିବା ପ୍ରଶ୍ନର ୮୦ ପ୍ରତିଶତ ପ୍ରଶ୍ନ ବାହାରୁ ଆସିଥିବା ବେଳେ ହିନ୍ଦୀ ପ୍ରଶ୍ନପତ୍ରରେ ୧୨ଟି ତ୍ରୁଟି ଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ପରୀକ୍ଷା ବାତିଲ କରି ଆଉଥରେ ପରୀକ୍ଷା କରିବାକୁ ସେମାନେ ଦାବି କରିଛନ୍ତି ।

Elephant Death
ରାଜ୍ୟରେ ଅସୁରକ୍ଷିତ ଗଜରାଜ, ୮ ବର୍ଷ ମଧ୍ୟରେ ମରିଛନ୍ତି ୬୯୮ ହାତୀ

ବିଭିନ୍ନ ରୋଗ, ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣା, ସଡ଼କ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗ ଆଦି ହାତୀ ଓ ବାଘ ମୃତ୍ୟୁର ପ୍ରମୁଖ କାରଣ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

Maharastra Hospital
ମହାରାଷ୍ଟ୍ର ନାନ୍ଦେଡ୍ ହସ୍ପିଟାଲରେ ଥମୁନି ମୃତ୍ୟୁ, ୪୮ ଘଣ୍ଟାରେ ମୋଟ ୩୧ ଜଣଙ୍କ ମୃତ୍ୟୁ

ଏତେ ରୋଗୀଙ୍କ ମୃତ୍ୟୁ ପାଇଁ ଔଷଧର ଅଭାବ ଓ କର୍ମଚାରୀଙ୍କ ଅଭାବକୁ ଦାୟୀ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ବିଶେଷ କରି ଜରୁରୀକାଳୀନ ମେଡିସିନର ଅଭାବ ଥିବା କୁହାଯାଇଛି ।

Anurag Thakur
‘ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା ଦୁର୍ନୀତିର ତଦନ୍ତ ହେବ’: ଅନୁରାଗ ଠାକୁର

ବିରୋଧୀ ବିଜେପି ବିରୋଧରେ ନବୀନଙ୍କ ଜନବିରୋଧୀ ମନ୍ତବ୍ୟ ଉପରେ ଜବାବ ରଖି, ଆମେ କେମିତି ଜନବିରୋଧୀ ହେଲୁ ବୋଲି ବି ପ୍ରଶ୍ନ ପଚାରିଛନ୍ତି ଅନୁରାଗ ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।