ଜି. ଉଦୟଗିରି ଥାନା ଅଧିକାରୀ ରେବତୀ ଶବରଙ୍କୁ ବଦଳି କରାଯାଇଛି। ଏନେଇ କନ୍ଧମାଳ ଏସ୍ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।
ଆଜିର ଦିନରେ ପ୍ରତିଟି ଖେଳାଳି ଓ କ୍ରୀଡ଼ାପ୍ରେମୀ ନିଜ ଫେଭରେଟ୍ ଗେମ୍କୁ ନେଇ ସେଲିବ୍ରେସନ୍ କରୁଛନ୍ତି। ମହାନ ଖେଳାଳି ହକି ଲେଜେଣ୍ଡ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ଭାରତରେ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଏ।
ଗାଁ ମଝିରେ ଖଣ୍ଡା, ବାଡ଼ି, ଲାଠି ଧରି ଦୁଇ ଗୋଷ୍ଠୀର ଲୋକେ ଜଣେ ଅନ୍ୟ ଜଣଙ୍କ ଉପରକୁ ଆକ୍ରମଣ କରିଥିଲେ। ସର୍ବସମ୍ମୁଖରେ ଗାଁ ମଝିରେ ଏହି ଆତଙ୍କରାଜ ଚାଲିଥିଲା।
ଗତକାଲିର ମ୍ୟାଚ୍ ଆରମ୍ଭରୁ ଶେଷ ଯାଏ ରୋମାଞ୍ଚରେ ଭରପୁର ଥିଲା। ପରସ୍ଥିତି ଏପରି ହୋଇଥିଲା କି ଶେଷ ଓଭରରେ ମ୍ୟାଚ୍ର ଫଳାଫଳ ସାମ୍ନାକୁ ଆସିଥିଲା।
ଘଣ୍ଟା ପ୍ରତି ୧୮୦ କି.ମି. ସ୍ପିଡ୍ରେ ଦୌଡୁଥିବା ଏହି ସ୍ୱଦେଶୀ ଟ୍ରେନ୍ର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ଭାରତ ସରକାର। ଟ୍ରାଏଲ୍ ରନିଂରେ ଘଣ୍ଟା ପ୍ରତି ୧୮୦ କି.ମି. ବେଗରେ ଟ୍ରାକ୍ରେ ବନ୍ଦେ ଭାରତ ଟ୍ରେନ୍ ଦୌଡ଼ିଛି।
ଆସନ୍ତାକାଲି ସୁପର୍ସଣ୍ଡେରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପାଖାପାଖି ଗୋଟିଏ ବର୍ଷର ବ୍ୟବଧାନ ପରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି।
କୋଟିଆ ପଞ୍ଚାୟତର ଶେଷ ଗାଁ ଫାଟୁସିନେରି ନିକଟ ତଥା ଆନ୍ଧ୍ରର ନନ୍ଦା ଗାଁ ପଟେ ରାସ୍ତା ତିଆରି ପାଇଁ ଆନ୍ଧ୍ର ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
କେଉଁ ପରିସ୍ଥିତିରେ ମହିଳା SIଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ନି। ସରକାରୀ କ୍ୱାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି।
ଗୋଟିଏ ପରିବାରର ୬ ସଦସ୍ୟଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୁଇସାଇଡ୍ ନୋଟ୍ ଜବତ କରି ପୋଲିସ୍ ୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।
ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନକୁ କଡ଼ାକଡ଼ି ଭାବେ ସାରା ରାଜ୍ୟରେ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପ୍ଲାଷ୍ଟିକ୍ ବର୍ଜ୍ୟର ପୁନଃ ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରାଯାଇଛି।
କେଉଁ କାରଣ ପାଇଁ ଯୁବକ ଜଣକ ନଦୀକୁ ଡେଇଁଲେ ତାହା ଜଣାପଡ଼ି ନାହିଁ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି।
ଅଫିସ୍ ଅଫ୍ ପ୍ରଫିଟ୍ ଅଭିଯୋଗ ଆଧାରରେ ଝାଡ଼ଖଣ୍ଡର ରାଜ୍ୟପାଳଙ୍କୁ ସୋରେନ୍ଙ୍କ ବିଧାୟକ ପଦ ରଦ୍ଦ ପାଇଁ ନିର୍ବାଚନ ଆୟୋଗ ସୁପାରିଶ ପଠାଇଛନ୍ତି। ଚର୍ଚ୍ଚା ହେଉଛି ଯେ, ଖୁବ୍ଶୀଘ୍ର ରାଜ୍ୟପାଳ ତାଙ୍କ ନିଷ୍ପତ୍ତି ନିର୍ବାଚନ କମିଶନଙ୍କୁ ଜଣାଇବେ
ବାର୍ହା ଶିକାର ପାଇଁ ଶିକାରୀ ବିଦ୍ୟୁତ୍ ଚାର୍ଜ କରି ଫାଶ ବସାଇଥିଲା। ହେଲେ ଦୁର୍ଭାଗ୍ୟବଶତଃ, ଏକ ଦନ୍ତା ଏହି ବିଦ୍ୟୁତ୍ ଫାଶରେ ପଡ଼ି ଯାଇଥିଲା।
ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୧ ତାରିଖରେ ହେବାକୁ ଥିବା ପରୀକ୍ଷା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ASO ପରୀକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୧୩୯ଟି ପରୀକ୍ଷା କେନ୍ଦ୍ର କରାଯାଇଛି।
ପ୍ରଥମ ଭାରତୀୟ ଜାଭଲିନ୍ ଥ୍ରୋୟର ଭାବେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ଜିତିଛନ୍ତି। ଟାଇଟଲ୍ ଜିତି ସେ ଭାରତ ପାଇଁ ଗର୍ବ ଓ ଗୌରବ ଆଣିବା ସହ ଇତିହାସ ରଚିଛନ୍ତି।
ଜଣେ ବୃଦ୍ଧାଙ୍କ ଅନ୍ତିମସଂସ୍କାର ବେଳେ ତାଙ୍କ ପରିବାର ସଦସ୍ୟ କାନ୍ଦିବା ବଦଳରେ ହସ ହସ ମୁହଁରେ ମୃତଦେହ ସହ ଫଟୋ ଉଠାଇଛନ୍ତି। ଏ ଫଟୋକୁ ଦେଖିଲାପରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଏହା ବିବ୍ରତ କରିଛି।
‘ସୋନିଆ ଗାନ୍ଧି ସଭାପତି ଥିଲେ ମଧ୍ୟ ରାହୁଲଙ୍କ ଇଚ୍ଛା ଅନୁସାରେ ହିଁ ସବୁ ଚାଲେ। ଏପରିକି ରାହୁଲଙ୍କ ପିଏ ଓ ସୁରକ୍ଷାକର୍ମୀ ମଧ୍ୟ ନିଷ୍ପତ୍ତି ନେଇଥାନ୍ତି।’ ଏହାସହ କଂଗ୍ରେସରେ କିଛି ଠିକ୍ ଚାଲିନି ବୋଲି ଇସ୍ତଫାପତ୍ରରେ ଗୁଲାମନବୀ ଜଣାଇଛନ୍ତି।
ଆତଙ୍କବାଦୀଙ୍କ ଅନୁପ୍ରବେଶ ବେଳର ଭିଜୁଆଲ୍କୁ ଭାରତୀୟ ସେନା ସାର୍ବଜନୀନ କରିଛି। ପାକିସ୍ତାନ କିଭଳି ଅସ୍ଥିରfତା ସୃଷ୍ଟି ପାଇଁ ଉଦ୍ୟମ କରୁଛି ତାହା ଏଥିରୁ ସ୍ପଷ୍ଟ ହେଉଛି।
ବ୍ରହ୍ମପୁର MKCG ମେଡିକାଲ୍ରେ ଅଗ୍ନିକାଣ୍ଡ ଘଟିଛି। ମେଡିକାଲ୍ର ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ନିଆଁ ଲାଗି ଧୂଆଁ ବାହାରୁଥିବା ସୂଚନା ମିଳିଛି।
ଗୁଲାମନବୀ, ରାହୁଲ ଗାନ୍ଧିଙ୍କୁ ଟାର୍ଟେଟ କରିବା ସହ କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ‘ରାହୁଲ ଗାନ୍ଧିଙ୍କ ପ୍ରବେଶ ପରେ କଂଗ୍ରେସରେ ସବୁ ଗଡ଼ବଡ଼ି ଆରମ୍ଭ ହେଲା।