• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Dumka Murder Case: Sections Of POCSO Act Added
ସ୍ୱତନ୍ତ୍ର କୋର୍ଟକୁ ଅଙ୍କିତା ମର୍ଡର କେସ୍‌ ଟ୍ରାନ୍ସଫର, ପୋଷ୍ଟମର୍ଟମ ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା...

ଦୁମ୍‌କାର ଅଙ୍କିତା ସିଂ ହତ୍ୟା ମାମଲାରେ ପୋକ୍ସୋ ଧାରା ଯୋଡ଼ା ଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହରୁଖ ଓ ତାର ସାଙ୍ଗ ନଇମ ଓରଫ ଛୋଟୁ ଉପରେ ପୋକ୍ସୋ ଆକ୍ଟର ଧାରା ଲାଗିଛି।

Flood In Pakistan
ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା: ମୋଦିଙ୍କ ଆବେଗଭରା ଟ୍ୱିଟ୍‌, ଧନ୍ୟବାଦ ଜଣାଇଲେ ସରିଫ୍‌

ପାକିସ୍ତାନର ଜଳ ପ୍ରଳୟରେ ଏବେବି ସମସ୍ତ ୪ ପ୍ରଦେଶରେ ଅଧିକାଂଶ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ୧୩ ଶହକୁ ବୃଦ୍ଧି ପାଇଥିବା ବେଳେ ଭୋକ ଉପାସରେ ରାସ୍ତାରେ ପଡ଼ି ରହିଛନ୍ତି ହଜାର ହଜାର ବିପନ୍ନ।

Two Minor Boys Drown In Pond In Nayagarh
ଗଣେଶ ପୂଜାରେ ଅଘଟଣ, ପୋଖରୀରେ ବୁଡ଼ି ୨ ଭାଇ ମୃତ

ପୋଖରୀରେ ଗାଧୋଇବାକୁ ଯାଇ ୨ ନାବାଳକ ଭାଇଙ୍କ ମୃତ୍ୟୁ ହୋଇଛି। ଗାଧୋଇବା ବେଳେ ଦୁଇ ଭାଇଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ଉଭୟ ପାଣିରେ ବୁଡ଼ି ଯାଇଥିଲେ।

Commercial LPG Cylinder Price Reduced
ମହଙ୍ଗା ମାଡ଼ ଭିତରେ ସାଧାରଣଜନତାଙ୍କୁ ବଡ଼ ଆଶ୍ୱସ୍ତି: ପୁଣି କମିଲା LPG ଗ୍ୟାସ୍‌ ଦାମ୍‌

ଆଜିଠୁ ଅର୍ଥାତ୍‌ ସେପ୍ଟେମ୍ବର ୧ରୁ LPG ସିଲିଣ୍ଡର ଦାମ୍‌ ହ୍ରାସ ପାଇଛି। ତେବେ ୧୪.୨ କିଲୋ ଘରୋଇ LPG ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। 

WhatsApp-JioMart service launches by Reliance Retail
ଏଣିକି WhatsAppରେ ବି କରିପାରିବେ ଜିଓମାର୍ଟ ସପିଙ୍ଗ

ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ହ୍ୱାଟ୍ସଆପ୍‌(WhatsApp)ରେ ଜିଓମାର୍ଟ ସେବାର ଶୁଭାରମ୍ଭ ହୋଇଛି। ଏଣିକି ଗ୍ରାହକମାନେ ହ୍ୱାଟ୍ସଆପ୍‌ରେ ଜିଓମାର୍ଟରେ ସପିଙ୍ଗ କରିପାରିବେ।

Woman Spent 40 Lakh On Plastic Surgery
ସୁନ୍ଦରୀ ହେବା ପାଇଁ ଖର୍ଚ୍ଚ କଲେ ୪୦ ଲକ୍ଷ ଟଙ୍କା; ଏତେ ସୁନ୍ଦର ହେଲେ ଯେ, ଏବେ କେହି ମିଳୁ ନାହାନ୍ତି...

ଏହି ଯୁବତୀ ସୁନ୍ଦର ଦିଶିବା ପାଇଁ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ଏବେ ତାଙ୍କର ଏମିତି ଅବସ୍ଥା, ବୟଫ୍ରେଣ୍ଡ୍‌ କିମ୍ବା ରିଲେଶନଶିପ୍‌ ତ ଦୂରର କଥା ଲୋକମାନେ ତାଙ୍କୁ ମଣିଷ ଭାବେ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି।

DSP in-charge of Dhenkanal Sadar police station, Abhinab Dalua in Vigilance net
ଭିଜିଲାନ୍ସ ଜାଲରେ ପୋଲିସ୍‌ ବାବୁ, ୩୦ ହଜାର ଟଙ୍କା ନେବାବେଳେ ଧରାପଡ଼ିଲେ...

ଢେଙ୍କାନାଳ ସଦର ଥାନା ଡିଏସ୍‌ପି ଇନ୍‌-ଚାର୍ଜ ଅଭିନବ ଡାଳୁଆ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଛନ୍ତି। ୩୦ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିବା ସୂଚନା ମିଳିଛି। 

Crimes against women surge in Odisha
ମହିଳାଙ୍କୁ ଅସଦାଚରଣରେ ଓଡ଼ିଶା ନମ୍ବର-୧

ମହିଳାଙ୍କୁ ନିର୍ଯାତନା ଦେଶର ଟପ୍-୫ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ସେହିପରି ମହିଳାଙ୍କ ଉପରେ ହେଉଥିବା ଅପରାଧରେ ଓଡ଼ିଶା ୩ ନମ୍ବରରେ ରହିଛି।

High Court quashes Odisha Medical Services Association election case
OMSA ନିର୍ବାଚନ ପ୍ରସଙ୍ଗ: ମାମଲା ଖାରଜ କଲେ ହାଇକୋର୍ଟ

ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍(OMSA)ନିର୍ବାଚନ ପ୍ରସଙ୍ଗକୁ ନେଇ ଦାୟର ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି।

NASA Postpones Launch Of Artemis I Moon Mission
ରକେଟ୍‌ ଉତ୍‌କ୍ଷେପଣର ୪୦ ମିନିଟ୍ ପୂର୍ବରୁ ସ୍ଥଗିତ ହେଲା ଚନ୍ଦ୍ର ଅଭିଯାନ

ଚନ୍ଦ୍ରକୁ ପୁଣି ମଣିଷ ପଠାଇବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା-ନାସା ଏହି ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା। ମାତ୍ର ରକେଟର ସ୍ପେସ୍ ଲଞ୍ଚ୍‌ ସିଷ୍ଟମ-SLS ଇଞ୍ଜିନରେ ତ୍ରୁଟି ଦେଖାଯାଇଥିଲା।

Death Of Two Female Elephants in Keonjhar
କରେଣ୍ଟ ନେଲା ହାତୀ ଜୀବନ: ନିଲମ୍ବିତ ହେଲେ ଫରେଷ୍ଟର, ଗାର୍ଡ

KVK ଫାର୍ମ ଭିତରେ ବିଦ୍ୟୁତ୍‌ ତାର ଲାଗି ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। 

Atleast 15 people end life in Odisha everyday: NCRB report
ଦିନକୁ ଓଡ଼ିଶାରେ ୧୫ ଜଣ କରୁଛନ୍ତି ଆତ୍ମହତ୍ୟା: NCRB ରିପୋର୍ଟ

ଗତବର୍ଷ କେବଳ ୫,୬୫୧ ଜଣ ଆତ୍ମହତ୍ୟା କରିଥିବା ନ୍ୟାସନାଲ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋର ୨୦୨୧ ରିପୋର୍ଟରେ ପ୍ରକାଶ ପାଇଛି।  

Day temperature in Odisha rises due to weak monsoon
ବଢ଼ୁଛି ଦିନ ତାତି, ୬ ସହରର ତାପମାତ୍ରା ୩୫ ଡିଗ୍ରୀ

ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ୬ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ଵା ଏହାଠୁ ଅଧିକ ରେକର୍ଡ କରାଯାଇଛି। ୩୫.୮ ଡ଼ିଗ୍ରୀ ତାପମାତ୍ରା ସହ ଚାନ୍ଦବାଲି ଉତ୍ତପ୍ତ ସହର ହୋଇଛି।

One Person Reportedly Jumps Into Mahanadi River In Cuttack
ମହାନଦୀକୁ ଡେଇଁଲେ ଯୁବକ ! ବ୍ରିଜ୍‌ ଉପରେ ଥୁଆ ହୋଇଛି ସ୍କୁଟି ଓ ଚପଲ

ଆଜି ସକାଳେ ବ୍ରିଜ୍‌ ଉପରେ ସ୍କୁଟି ଓ ଚପଲ ରଖାଯାଇଥିବା ନେଇ କିଛି ଲୋକ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ।

Senior Journalist Ardhendu Das Released From Jail
୨ ମାସ ପରେ ଜେଲ୍‌ରୁ ମୁକୁଳିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ

ଦିଲ୍ଲୀର ଜଣେ ବ୍ୟବସାୟୀ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ୧ କୋଟି ଟଙ୍କା ଠକେଇ ନେଇ EOWରେ ଅଭିଯୋଗ କରିଥିଲେ। ଏହାପରେ ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରାଯାଇଥିଲା।

SBI WhatsApp service launched
SBI ଗ୍ରାହକଙ୍କ ପାଇଁ ଖୁସି ଖବର: ଏଣିକି WhatsAppରେ ଚେକ୍‌ କରିପାରିବେ ଆକାଉଣ୍ଟ ବାଲାନ୍ସ...

Yono App ଲଗ୍‌ଇନ୍‌ କିମ୍ବା ଏଟିଏମ୍‌ ନଯାଇ ମଧ୍ୟ SBI ଗ୍ରାହକ ମିନି ଷ୍ଟେଟମେଣ୍ଟ୍‌ ସମ୍ପର୍କରେ ତଥ୍ୟ ପାଇପାରିବେ। ମିନି ଷ୍ଟେଟମେଣ୍ଟରେ ବ୍ୟାଙ୍କ ପକ୍ଷରୁ ଶେଷ ୫ ଟ୍ରାଞ୍ଜାକ୍ସନ୍‌(ନେଣଦେଣ)ଆପଣଙ୍କୁ ମିଳିପାରିବ। 

No Infra For Players As Sports Complex Lies Incomplete For Years
ଖେଳାଳି ଅଛନ୍ତି, ହେଲେ ଭିତ୍ତିଭୂମି ନାହିଁ: ଦୀର୍ଘ ବର୍ଷ ହେଲା ସରିପାରୁନି ସ୍ପୋର୍ଟସ କମ୍ପ୍ଲେକ୍ସ

ବିଭିନ୍ନ ସ୍ଥାନରେ ଓ କାନ୍ଥ ବାଡ଼ରେ କ୍ରୀଡାବିତ୍ ହିଁ ଦେଶର ବା ଜାତିର ଭବିଷ୍ୟତ ବୋଲି ବଡ଼ ବଡ଼ ହୋଡିଂ ଲଗାଇ ପ୍ରଚାର କରାଯାଉଛି। ହେଲେ ବାସ୍ତବ ସ୍ଥିତି କିନ୍ତୁ ଓଲଟା।

Chameleon trading racket busted in Bhubaneswar
ଆଶ୍ଚର୍ଯ୍ୟ ! ! ! ଏଣ୍ଡୁଅର ଦାମ୍‌ ଦେଢ଼ ଲକ୍ଷ ଟଙ୍କା, ଚାଲାଣ ବେଳେ ଭୁବନେଶ୍ୱରରେ ଧରାପଡ଼ିଲା...

ବହୁରୂପୀ ଏଣ୍ଡୁଅକୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା ହୋଇଥିଲା। ବାଣୀବିହାରରେ ଡିଲ୍‌ ଚାଲିଥିବା ବେଳେ ଖବର ପାଇ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଞ୍ଜ୍‌ର ଟିମ୍‌ ମିଳିତ ଭାବେ ଚଢ଼ଉ କରିଥିଲେ।

Dumka Girl Death Case
୫ ଦିନ ପରେ ଜୀବନ ଯୁଦ୍ଧରେ ହାରିଗଲେ ଯୁବତୀ, ପେଟ୍ରୋଲ ପକାଇ ଜାଳି ଦେଇଥିଲେ ଶାହରୁଖ...

ଗତ ଅଗଷ୍ଟ ୨୩ ତାରିଖରେ ଭୋର ୪ଟା ସମୟରେ ଶୋଇଥିବା ଅବସ୍ଥାରେ ଅଙ୍କିତାଙ୍କ ଉପରେ ପେଟ୍ରୋଲ ପକାଇ ଶାହରୁଖ ଜୀଅନ୍ତା ଜାଳି ଦେଇଥିଲା।

Jeypore's divyang football prodigy awaits Govt help
ଦିବ୍ୟାଙ୍ଗ ହୋଇ ବି ସକ୍ଷମ: ଠିକ୍‌ରେ ସିନା ଚାଲି ପାରୁ ନାହାନ୍ତି, ହେଲେ ଖେଳରେ ମାଷ୍ଟର..

ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କ ଆଗରେ ଶାରୀରିକ ଅକ୍ଷମତା ଫିକା ପଡ଼ିଛି। ଫୁଟବଲ୍ କହିଲେ ତାଙ୍କ ଜୀବନ। ଫୁଟବଲ ଖେଳିବାକୁ ପ୍ରତିଦିନ ସକାଳୁ ସେ ଦୌଡ଼ି ଆସନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।