• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Son murdered in front of mother in Bolangir
ମା’ ସାମ୍ନାରେ ପୁଅକୁ ହାଣି ବୁହାଇଲେ ରକ୍ତ ନଦୀ

ପୁଅକୁ ବଞ୍ଚାଇବା ପାଇଁ ଯାଇ ମହିଳା ଜଣକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। କିଏ ଓ କାହିଁକି ଆକ୍ରମଣ କଲା ତାହା ଜଣାପଡ଼ିନି। ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। 

Several Cuttack villages submerged in Mahanadi flood water
ମାଡ଼ି ଆସିଲା ବନ୍ୟା ପାଣି, ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ଅନେକ ଗାଁ

କଟକ ତିଗିରିଆ ପଞ୍ଚାୟତର ବହୁ ଗାଁ ଜଳମଗ୍ନ ହୋଇଛି। ମହାନଦୀରେ ବନ୍ୟା ପାଣି ଯୋଗୁ ଅଂଶୁପା ହ୍ରଦ ମଧ୍ୟ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି।

Another Low Pressure Area To Form On August 19
ପୁଣି ଆସୁଛି ଏକ ଲଘୁଚାପ ! ୧୮ରୁ ପ୍ରବଳ ବର୍ଷା ସମ୍ଭାବନା

ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ତାରିଖରୁ ପ୍ରବଳ ବର୍ଷା ହୋଇପାରେ।

Flood Like Situation In Mahanadi River
ମହାନଦୀରେ ବନ୍ୟା: ତଳିଆ ଅଞ୍ଚଳ ଲୋକଙ୍କ ପାଇଁ ସତର୍କ ଘଣ୍ଟି !

ହୀରାକୁଦ ପାଣି ସହ ତେଲ ନଦୀର ପାଣି ମହାନଦୀରେ ମିଶିବା ପରେ ସୋନପୁର, ବୌଦ୍ଧ ଜିଲ୍ଲାର ବହୁ ଗାଁ ବନ୍ୟା ଘେରକୁ ଚାଲିଯାଇଛି। ବନ୍ୟା ପାଣି ମାଡ଼ି ଯିବାରୁ ବୌଦ୍ଧର ଅନେକ ଅଞ୍ଚଳ ଦୁଃସ୍ଥିତିରେ ରହିଛି। 

Odisha BJP Criticises Chhattisgarh Govt Over Flood Like Situation In Mahanadi
ଓଡ଼ିଶା ବନ୍ୟା ପାଇଁ ଛତିଶଗଡ଼ ଦାୟୀ: ବିଜେପି

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଗତ ମେ’ ମାସରେ ଯେତେବେଳେ ମହାନଦୀ ଶୁଖିଲା ପଡ଼ିଥିଲା, ସେତେବେଳେ ଛତିଶଗଡ଼କୁ ଅନୁରୋଧ ସତ୍ତ୍ୱେ ପାଣି ଛାଡ଼ିଲେ ନାହିଁ। ଏବେ ପାଣି ଅଧିକ ହେବାରୁ ଗେଟ୍ ଖୋଲି ଦିଆଯାଉଛି।

Jagatsinghpur, Puri face max threat due to flooding in Mahanadi says src
ବଡ଼ ବନ୍ୟା ଟାଳିବାକୁ କସରତ: ଏହି ୨ ଜିଲ୍ଲାକୁ ବେଶୀ ବିପଦ

ବଡ଼ ବନ୍ୟାକୁ ଟାଳିବା ପାଇଁ ହୀରାକୁଦର ୮ଟି ଗେଟ୍‌କୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ସକାଳ ୯ଟା ଯାଏ ବନ୍ଦ କରାଯିବ। ଏହାଦ୍ୱାରା ପ୍ରାୟ ୧.୨୦ ଲକ୍ଷ କ୍ୟୁସେକ୍‌ ପାଣି କମିଯିବ।

PM Modi celebrates 76th Independence Day
ସ୍ୱାଧୀନତା ଦିବସରେ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

‘ଶାସ୍ତ୍ରୀଙ୍କ ଜୟ ଯବାନ, ଜୟ କିଷାନ ସହ ଅଟଲୀ ଜୟ ବିଜ୍ଞାନ ଯୋଡ଼ିଥିଲେ। ଆଜି ଜୟ ଅନୁସନ୍ଧାନ ଯୋଡ଼ି ସମସ୍ତଙ୍କୁ ଆହ୍ୱାନ ଦେଉଛି’ ବୋଲି ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ଏହା କହିଛନ୍ତି।

Industrialist  Mukesh Ambani, family get threat calls
ମୁକେଶ ଅମ୍ବାନୀଙ୍କୁ ପୁଣି ମିଳିଲା ଧମକ, ୩ ଥର ଆସିଲା ଧମକପୂର୍ଣ୍ଣ କଲ୍‌

ଏହି ଧମକ ଥରେ କି ୨ଥର ନୁହେଁ ବରଂ ୩ଥର କଲ୍‌ କରାଯାଇ ଦିଆଯାଇଛି। କିଏ ଓ କାହିଁକି ଏହି ଧମକପୂର୍ଣ୍ଣ କଲ୍‌ କରିଥିଲା, ତାହା ଜଣାପଡ଼ିନି।

Bihar CM Nitish Kumar Big Announcement
୨୦ ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର, ଏହି ସରକାର କଲେ ବଡ଼ ଘୋଷଣା...

ରାଜ୍ୟରେ ୧୦ ଲକ୍ଷ ନିଯୁକ୍ତି ପ୍ରଦାନ କରିବ ବରଂ ଆଉ ୧୦ ଲକ୍ଷ ଲୋକଙ୍କୁ ମଧ୍ୟ ରୋଜଗାର ପ୍ରଦାନ କରିବ। ଅର୍ଥାତ୍‌ ୨୦ ଲକ୍ଷ ଲୋକଙ୍କୁ ଚାକିରି ଓ ରୋଜଗାର ପ୍ରଦାନ କରାଯିବ। ସ୍ୱାଧୀନତା ଦିବସ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବଡ଼ ଘୋଷଣା କରିଛନ୍ତି।

PM Modi Speech On 76th Independence Day
‘ପରିବାରବାଦ ଓ ଦୁର୍ନୀତି ଦେଶ ପାଇଁ ଚାଲେଞ୍ଜ’

‘ଖେଳ ମୈଦାନରେ ବି ପରିବାରବାଦ ପାଇଁ କ୍ଷତି ପହଞ୍ଚୁଥିଲା। ଏହା ଦୂର ହେବାରୁ ବିଶ୍ୱରେ ଆମକୁ ସଫଳତା ମିଳୁଛି’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

 CM Naveen Patnaik on 76th I-Day
‘ଓଡ଼ିଶାରେ ଟ୍ରାନ୍ସଫରମେସନର ନୂଆ ଯୁଗ ଆରମ୍ଭ’

‘ଗାଁର ପ୍ରତିଭାବାନ ପିଲାଙ୍କ ପାଇଁ ରାଜ୍ୟରେ ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇଛି। ୩୧୫ ଆଦର୍ଶ ବିଦ୍ୟାଳୟରେ ୧ ଲକ୍ଷ ପିଲା ପାଠ ପଢୁଛନ୍ତି। ୫ ହଜାର ଝିଅଙ୍କ ପାଇଁ ଆଦର୍ଶ ବିଦ୍ୟାଳୟରେ ୫୦ଟି ହଷ୍ଟେଲ ରହିଛି’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Daily Horoscope
Daily Horoscope 15th August 2022: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ୍‌ ହୋଇପାରନ୍ତି

ସୌର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ  ସୋମବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

 Independence Day 2022
‘ଆମେ ଆଉ ଦୁନିଆର ପ୍ରମାଣପତ୍ର ଉପରେ ବଞ୍ଚିବାକୁ ଚାହୁଁନୁ’

‘ଆମେ ଆଉ ଦୁନିଆର ପ୍ରମାଣପତ୍ର ଉପରେ ବଞ୍ଚିବାକୁ ଚାହୁଁନୁ। ସାମର୍ଥ୍ୟର ସହ କାର୍ଯ୍ୟ କରି ଗୁଲାମୀ ଠାରୁ ଦୂରେଇ ଯାଇଛୁ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

India Celebrates 76th Independence Day
‘ଆଗାମୀ ୨୫ ବର୍ଷ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ’

‘ସାରା ବିଶ୍ୱର କୋଣ ଅନୁକୋଣରେ ତ୍ରିରଙ୍ଗା ଫରଫର ହୋଇ ଉଡୁଛି। ଆଜିର ଦିନ ଦେଶବାସୀଙ୍କ ପାଇଁ ଐତିହାସିକ ଓ ସଂକଳ୍ପର ଦିନ’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Independence Day 2022
ଜୟ ହିନ୍ଦ୍‌: ଦେଶ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ

ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି।

Mother Saves kid from snake bite video goes viral
ନାଗ ଫଣାରୁ ପୁଅକୁ ଟାଣି ଆଣିଲା ମା’, ଭିଡିଓ ଭାଇରାଲ୍‌

ଜଣେ କୁନି ଶିଶୁୁକୁ ନାଗ ସାପ ଚୋଟ ମାରିବା ପୂର୍ବରୁ ହିଁ ତା ମା’ ତାକୁ ଟାଣି ଆଣି ଜୀବନ ବଞ୍ଚାଇ ଦେଉଛନ୍ତି। ଫଳରେ ଏକ ନିଶ୍ଚିତ ଅଘଟଣରୁ ନିଜ ପୁଅକୁ ବଞ୍ଚାଇ ପାରିଛନ୍ତି ମହିଳା ଜଣକ।

Congress Set To Launch Protest Over Prise Rise On August 28
ଦରଦାମ ବୃଦ୍ଧି ପ୍ରତିବାଦରେ ପୁଣି ରାଜରାସ୍ତାରେ ଗର୍ଜିବ କଂଗ୍ରେସ

 ଦରଦାମ ବୃଦ୍ଧି ନେଇ ସର୍ବଭାରତୀୟ ସ୍ତରରେ ପ୍ରତିବାଦ କରିବା ପାଇଁ ଅଗଷ୍ଟ ୨୮ ତାରିଖରେ କଂଗ୍ରେସ ଦିଲ୍ଲୀ ଚଲୋ ଡାକରା ଦେଇଛି।

Few Singers And Politicians Behind The Murder Of Punjabi Singer Siddhu Moosewala Says His Father
ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପଛରେ ଗାୟକ, ରାଜନେତାଙ୍କ ହାତ !

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ବାପା ବଲକାର ସିଂ କହିଛନ୍ତି ଯେ, ତାଙ୍କ ପୁଅର ହତ୍ୟା ପଛରେ କିଛି ଗାୟକ ଓ ରାଜନେତାଙ୍କ ହାତ ରହିଛି। ଖୁବ୍‌ଶୀଘ୍ର ସେ ଏହାର ଖୁଲାସା କରିବେ।

Heavy To Very Heavy Rainfall Likely In 11 Districts Of Odisha
୨୪ ଘଣ୍ଟାରେ ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ ! ସତର୍କ କଲା ପାଣିପାଗ ବିଭାଗ

ଆସନ୍ତା ୨୪ ଘଣ୍ଟା ଲାଗି ୧୧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Flood Water Released From Hirakud Will Reach Mundali Tmorrow
ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା, କାଲି ମୁଣ୍ଡଳି ଛୁଇଁବ ବନ୍ୟା ଜଳ

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବନ୍ୟା ଜଳ କଟକ ମୁଣ୍ଡଳି ଅତିକ୍ରମ କରିବ। ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।