• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

FIFA U-17 Women's World Cup Logo Unveiled
ମହିଳା ବିଶ୍ୱକପ୍ ଫୁଟବଲ୍‌ ଲୋଗୋ ଉନ୍ମୋଚିତ

କିକ୍ ଅଫ୍ ଦି ଡ୍ରିମ୍ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ୍‌ ଲୋଗୋ ଉନ୍ମୋଚନ କରିଛନ୍ତି। 

Allegedly Collect Money From Students For Matric Certificates
ଟଙ୍କା ନାହିଁ ତ, ସାର୍ଟିଫିକେଟ୍‌ ନାହିଁ: ୨୦୦ ଟଙ୍କାରେ ମିଳୁଛି ମାଟ୍ରିକ୍‌ ସାର୍ଟିଫିକେଟ୍‌ !

ମାଟ୍ରିକ୍‌ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଦେବା ଲାଗି ପ୍ରଧାନଶିକ୍ଷକ ୨୦୦ ଟଙ୍କା ନେଉଥିବା ଅଭିଯୋଗ ହୋଇଛି।

Governor Professor Ganeshi Lal Travels In Train
କୋରାପୁଟ ଗସ୍ତରେ ରାଜ୍ୟପାଳ, ଟ୍ରେନ୍‌ରେ କଲେ ଯାତ୍ରା

ହୀରାଖଣ୍ଡ ଟ୍ରେନ୍‌ରେ ଭୁବନେଶ୍ୱରରୁ ବାହାରି କୋରାପୁଟରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌। 

Youth Set On Fire In Jharkhand
ଯୁବକଙ୍କୁ ଜୀଅନ୍ତା ଜାଳି ଦେବାକୁ ଉଦ୍ୟମ, ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ...

ଜଣେ ଯୁବକଙ୍କ ଶରୀରରେ ନିଆଁ ଲଗାଇ ତାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Daily Horoscope
Daily Horoscope 10th September 2022: ଏହି ରାଶିର ବ୍ୟକ୍ତି କୌଣସି ବଡ଼ ଦାୟିତ୍ୱ ନେଇପାରନ୍ତି

ସୌର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ, ଶନିବାର। ତିଥି – ପୂର୍ଣ୍ଣିମା ଦିବା ୦୩/୨୮ ଗତେ ପ୍ରତିପଦ। ତିଥି – ପୂର୍ଣ୍ଣିମା ଦିବା ୦୩/୨୮ ଗତେ ପ୍ରତିପଦ ଚନ୍ଦ୍ର – କୁମ୍ଭ ରାତ୍ରି ୦୨/୨୩ ଗତେ ମୀନ ଘାତ ଚନ୍ଦ୍ର- ମିଥୁନ...

Tension erupted in Umerkote town of Nabarangpur district over cremation
ଶବ ସତ୍କାରକୁ ନେଇ ଉତ୍ତେଜନା

ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମୃତଦେହ ପୋତାକୁ ବିରୋଧ କରି ଗତକାଲି ଦିନ ତମାମ ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଜୟପୁର-ରାଇଘର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।

Student of a private ITI attempts killing self over alleged ragging
ରାଗିଂ ପରେ ଆତ୍ମହତ୍ୟା ଉଦ୍ୟମ ! ବିଷ ପିଇଲେ ITI ଛାତ୍ର

କଲେଜରେ ରାଗିଂ ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। କଲେଜରୁ ଫେରିବା ପରେ ସମ୍ପୃକ୍ତ ଛାତ୍ର ବିଷ ପିଇ ଦେବାରୁ ଅଚେତ ହୋଇପଡ଼ିଥିଲେ।

7 Drown In Haryana During Ganesh Idols' Immersion
ଗଣେଶ ଭସାଣି ବେଳେ ଅଭାବନୀୟ ଘଟଣା: ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ଭାସିଗଲେ ୭ ଜଣ

ଅଗଷ୍ଟ ୩୧ରେ ଗଣେଶ ପୂଜା ପଡ଼ିଥିବା ବେଳେ ୧୦ ଦିନ ଧରି ହରିୟାଣାର ବିଭିନ୍ନ ସ୍ଥାନରେ ଏହି ଉତ୍ସବ ପାଳନ ହୋଇଥିଲା। ତେବେ ମୂର୍ତ୍ତି ବିସର୍ଜନ ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା।

Heavy Rainfall Likely In 14 Districts Of Odisha
୧୪ ଜିଲ୍ଲାରେ ପ୍ରବଳ ବର୍ଷିବ ! ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ୧୦ ତାରିଖରେ ୧୧ ଜିଲ୍ଲା ଓ ୧୧ ତାରିଖରେ ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। 

Disrespect to Lord Jagannath – Tent house owner seeks forgiveness from deity
କାନ ଧରି ଭୁଲ୍‌ ମାଗିଲେ, ଗୋଟିଏ ଦିନ ନିର୍ଜଳା ଉପବାସ କଲେ...

ପିକ୍ଅପ୍ ଭ୍ୟାନ୍‌ରେ ଗଦା ହୋଇଥିବା ବାଉଁଶ, କାଠ ଓ କପଡ଼ା ଉପରେ ଅଳିଆ ବୋହିଲା ଭଳି ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ଲଦି ନିଆ ଯାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

Twitter will let you edit your tweets
ଏଣିକି ଏଡିଟ୍‌ କରିପାରିବେ ଟ୍ୱିଟ୍‌; ଜାଣନ୍ତୁ, କ’ଣ ରହିଛି ନିୟମ...

ଟ୍ୱିଟରର ଏହି ନୂଆ ଏଡିଟ୍‌ ଫିଚର ସମସ୍ତଙ୍କ ପାଇଁ ଉପଲ୍ଲବ୍ଧ ନୁହେଁ। କେବଳ ଟ୍ୱିଟର ବ୍ଳ୍ୟୁ ସବ୍‌ସ୍କ୍ରିପସନ୍‌ ଥିବା ୟୁଜର୍ସ ଏହି ନୂଆ ଏଡିଟ୍‌ ଫିଚରର ସୁବିଧା ଉଠାଇ ପାରିବେ।

Minor Girl Allegedly Commits Suicide In Balasore
ପ୍ରେମିକ କଥାରେ ପଡ଼ି ବିଷ ପିଇଲେ ଯୁବତୀ ! ଘର ଲୋକଙ୍କୁ ଧମକାଇବା ପାଇଁ କହିଥିଲା ପ୍ରେମିକ....

ପ୍ରେମର ସ୍ୱୀକୃତି ପାଇଁ ଜଣେ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବିଷ ପିଇ ଘର ଲୋକଙ୍କୁ ଡରାଇବାକୁ ଉଦ୍ୟମ କରି ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। 

Under Construction Building Collapses In Delhi
ଅଭାବନୀୟ ଘଟଣା: ଭୁଶୁଡ଼ିଲା ନିର୍ମାଣାଧୀନ ବିଲ୍ଡିଂ, କିଛି ଶ୍ରମିକ ଫସି ରହିଥିବା ଆଶଙ୍କା

ଆଜାଦ୍‌ ମାର୍କେଟ ଅଞ୍ଚଳରେ ଥିବା ଏକ ୪ ମହଲା ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଚାଲିଥିଲା। ତେବେ ଆଜି ସକାଳେ ହଠାତ୍‌ ଏହା ଭୁଶୁଡ଼ି ପଡ଼ିଥିଲା।

Fraudster dupes Odisha man on pretext of booking room in Shirdi
‘ଶିରିଡି ଯାଇଥାନ୍ତି ବାବାଙ୍କ ଦର୍ଶନ ପାଇଁ, ହେଲେ ଠକ ମୋର ଚିତା କାଟିଦେଲା’

ଶିରିଡିରେ ରୁମ୍‌ ବୁକ୍‌ କରିବା ନାଁରେ ଶ୍ରଦ୍ଧାଳୁ ଜଣକ ୨୪ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସାଇବର ଥାନାରେ ସେ ଅଭିଯୋଗ କରିବା ସହ ଖୋଳତାଡ଼ କରିବାକୁ ଅନୁରୋଧ କରିଛନ୍ତି।

Odisha sculptors face hardship due to unavailability of stones
ପଥର ତଳେ ଶିଳ୍ପୀଙ୍କ ଭାଗ୍ୟ: ମିଳୁନି ପଥର, ହାତ ବାନ୍ଧି ବସିଛନ୍ତି କାରିଗର

ପଥର ଅଭାବରୁ କାମ ନପାଇ କାରିଗରମାନେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଖଣି ଖାଦାନ ଉପରେ ସରକାରୀ କଟକଣା ଲାଗିବା ପରେ ଏଭଳି ସ୍ଥିତି ଉପୁଜିଛି। 

Mo Bus vandalised on Jatani-Sundarpada road
ରାସ୍ତାରେ ଅଟକାଇ ‘ମୋ ବସ୍‌’କୁ ପିଟି ଭାଙ୍ଗି ଦେଲେ

କେହି କିଛି ବୁଝିବା ଆଗରୁ ଯୁବକ ଜଣକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ହଠାତ୍‌ ଡ୍ରାଇଭର ବସିଥିବା ସିଟ୍‌ର କାଚ ଡୋର୍‌କୁ ଏକ ଲୁହା ରଡ୍‌ରେ ବାଡ଼େଇ ଭାଙ୍ଗିଥିଲେ।

Very To Very Heavy Rainfall Likely In Various Districts Odisha
ପାଣିପାଗ ବିଭାଗର ଓ୍ୱାର୍ଣ୍ଣିଂ- ୧୦,୧୧ରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ !

ଆଜି କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ୧୦ ତାରିଖରେ ୧୧ ଜିଲ୍ଲା ଓ ୧୧ ତାରିଖରେ ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। 

Online Temple Darshan To Begin In Odisha Very Soon
ଏଣିକି ଓଡ଼ିଶାରେ ମଧ୍ୟ ଅନ୍‌ଲାଇନ୍‌ରେ ଦେବାଳୟ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ 

ଓଡ଼ିଶାରେ ମଧ୍ୟ ଇଣ୍ଟିଗ୍ରେଟେଡ୍‌ ଟେମ୍ପୁଲ୍ ମ୍ୟାନେଜମେଣ୍ଟ ସିଷ୍ଟମ ଆରମ୍ଭ ହେବ। ଏହାଦ୍ୱାରା ଶ୍ରଦ୍ଧାଳୁ ଅନ୍‌ଲାଇନ୍‌ରେ ଦେବାଳୟ ଦର୍ଶନ କରିପାରିବେ। 

3 Suicide Case Reported In 24 hrs In Odisha
୨୪ ଘଣ୍ଟାରେ ୩ ଆତ୍ମହତ୍ୟା ! ମିଳିଲା ଶିକ୍ଷକ ଓ ଛାତ୍ରଙ୍କ ମୃତଦେହ

ଗତ ୨୪ ଘଣ୍ଟାରେ ୩ ଜଣ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ରାଜ୍ୟରେ ୩ଟି ସ୍ଥାନରୁ ଏହି ଖବର ଆସିଛି।

Before Release Film Brahmastra Faces Boycott Trend
ରିଲିଜ୍‌ ପୂର୍ବରୁ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ବୟକଟ୍‌ ଡର: ରଣବୀର, ଆଲିଆଙ୍କୁ ଛାଡ଼ିଲେନି ମନ୍ଦିର

‘ବ୍ରହ୍ମାସ୍ତ୍ର’କୁ ଘାରିଛି ବୟକଟ୍ ଡର।  ବିରୋଧ ଏତେ ତେଜିଲାଣି ଯେ ଉଜୈନ ମହାକାଳଙ୍କ ମନ୍ଦିରକୁ ଫିଲ୍ମ ଲିଡ୍ ଷ୍ଟାର ରଣବୀର କପୁର ଓ ଆଲିଆ ଭଟ୍ଟ ଯାଇ ପାରିଲେନି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।