• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୈାର  ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୬  ତାରିଖ,  ଗୁରୁବାର, ଚନ୍ଦ୍ର-  କୁମ୍ଭ ପ୍ରାତଃ ୦୫.୫୭ ଗତେ ମୀନ ତିଥି – ୧୨ଶୀ ଦିବା ୦୯.୪୪ ଗତେ ୧୩ଶୀ ଘାତ ଚନ୍ଦ୍ର-  ମିଥୁନ ଓ ମୀନ ରାଶିର, ପ୍ରାତଃ ୦୫.୫୭ ଗତେ ଧନୁ ରାଶିର ଘାତ ବାର –  ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ – ୨ ପାଦ - ପଶୁ ଓ ବଂଶ ହାନି - ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୪୪ ଗତେ ୧ ପାଦ - କୁଟୁମ୍ବହାନି - ତିଳକାଞ୍ଚନ ଦାନ ଦିବା ୧୧.୨୬ ପର୍ଯ୍ୟନ୍ତ

ଶୁଭ ସମୟ... 

ପ୍ରାତଃ – ୦୫.୪୮ ରୁ ୦୭.୧୯
ସନ୍ଧ୍ୟା – ୦୬.୦୨ ରୁ ୦୯.୨୪

ରାତ୍ରି – ୦୧.୦୫ ରୁ ୦୩.୧୭
ରାତ୍ରି – ୦୪.୦୮ ରୁ ୦୫.୪୯ 

ଅଶୁଭ ସମୟ...

ଋାହୁକାଳ – ଦିବା ୧୨.୫୬ ରୁ ୦୨.୨୧
କାଳବେଳା – ଦିବା ୦୨.୨୧ ରୁ ୦୩.୪୬
ବାରବେଳା –  ଦିବା ୦୩.୪୬ ରୁ ୦୫.୧୨
କାଳରାତ୍ରି – ରାତ୍ରି ୧୧.୩୦ ରୁ ୦୧. ୦୫