• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

subarnapur
ସୁବର୍ଣ୍ଣରେଖା ମୁହାଁଣରେ କେବେ ନିର୍ମାଣ ହେବ ବନ୍ଦର ?

ବିସ୍ଥାପିତ ହେବା ଭୟରେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହେଉ: ବୁଦ୍ଧିଜୀବୀ ବାଲିଆପାଳ(ଅଜିତ୍ ଦାସ ଓ ରଶ୍ମିରଞ୍ଜନ ଦାସ) : ସୁବର୍ଣ୍ଣରେଖା ମୁହାଁଣରେ ନିର୍ମାଣ ହେବ ଓଡିଶାର ଆଉ ଏକ ବନ୍ଦର ବନ୍ଦର । ଭିତ୍ତିପ୍ରସ୍ତର ସ୍ଥାପନ କରି ଆସନ୍ତା ୪ ରୁ ୫...

boudh
ପତ୍ନୀବ୍ରତା ସତ୍ୟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଦିନରାତି ସ୍ତ୍ରୀ ସେବାରେ ପତି। ଟିକିନିକି କାମ ସବୁ କରୁଛନ୍ତି। ସୁନା ସଂସାରକୁ ଘାରିଛି ରୋଗର କଳାବାଦଲ। ଘର ସମ୍ଭାଳିବା ଲୋକ ଏବେ ବିଛଣାରେ। ଆଉ ରୋଜଗାରିଆ ଲୋକ ବେଉସା ଛାଡି ତାଙ୍କ ଖବର ବୁଝୁଛନ୍ତି। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏବେ ସରକାରୀ ସହାୟତାକୁ ଅପେକ୍ଷା।

sonepur
ମାଲେସିଆରେ ଚମକିବେ କୁନି ଝିଅ ଉତ୍ପଳା, ରାଜ୍ୟ ପାଇଁ ଆଣିବେ ଗୌରବ

ଛୋଟ ବେଳୁ ପାଠପଢା ସହ ନାଚ, ଗୀତ ଏବଂ ମଡେଲିଂ ପ୍ରତି ଥିଲା ରୁଚି। ପ୍ରଥମେ ପରିବାର ଲୋକ ଏହାକୁ ଦେଖି ବିରକ୍ତି ହୋଇଥିଲେ। ହେଲେ କୁନି ଝିଅଙ୍କ ଆଗ୍ରହ ଓ ସଫଳତା ଦେଖି ଖୁସି ହୋଇ ଯାଇଛନ୍ତି। ଅଗଷ୍ଟ ମାସରେ ହେବାକୁ ଥିବା ଆନ୍ତର୍ଜାତୀୟ”ବିୟୁଟି ପେଜେଣ୍ଟ’ ପ୍ରତିଯୋଗିତାରେ...

corona
ଦିନକରେ ଦେଢ଼ ଲକ୍ଷ ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା, ମହାମାରୀ ନେଲା ୮୩୯ ଜଣଙ୍କ ଜୀବନ

ନୂଆଦିଲ୍ଲୀ : ଦେଶରେ ଆଜି ଦେଢ଼ ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା । ୨୪ ଘଣ୍ଟାରେ ୧ ଲକ୍ଷ ୫୨ ହଜାର ୮୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଆଜିର ଏହି ନୂଆ ତଥ୍ୟ ସହ ବର୍ତ୍ତମାନ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧...

verginity test
ସତୀତ୍ୱ ପରୀକ୍ଷାରେ ଫେଲ ହେଲେ ମହିଳା : ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନେବାକୁ ନିର୍ଦ୍ଦେଶ ଦେଲା ପଞ୍ଚାୟତ

କୋହ୍ଲାପୁର : ଏକବିଂଶ ଶତାଦ୍ଦୀରେ ମହିଳାମାନେ ପୁରୁଷଙ୍କ କାନ୍ଧକୁ କାନ୍ଧ ମିଳାଇ କାମ କରିବା ସହ ଘର କଥା ବୁଝୁଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ମହାକାଶରେ ପହଞ୍ଚିଥିବା ମହିଳା ଆଜି ବି ସମାଜରେ ଉପକ୍ଷେତି ଆଉ ଅବହେଳିତ । ନାରୀ ଅଧିକାର କଥା କହୁଥିବା ଦେଶରେ ଏବେ...

bear
ଲୋକେ ନଷ୍ଟ କରୁଛନ୍ତି, ଭାଲୁ ଜଗୁଛି ଜଙ୍ଗଲ !

ଜଗନ୍ନାଥପ୍ରସାଦ( ରାଜେଶ କୁମାର ପଣ୍ଡା) : ଜଙ୍ଗଲ ସୁରକ୍ଷା ଦାୟିତ୍ୱ ନେଇଛି ଭାଲୁ । ହେଲେ ଏ ସତସତିକା ଭାଲୁ ନୁହେଁ  ଜଙ୍ଗଲୀ ଭାଲୁ ସଦୃଶ ଦେଖାଯାଉଥିବା ଜଣେ ବ୍ୟକ୍ତି । କେତେବେଳେ ରାସ୍ତା ଉପରେ ତ ଆଉ କେତେବେଳେ ଗାଁକୁ ଗାଁ ବୁଲି ଜଙ୍ଗଲ ସୁରକ୍ଷା ନେଇ...

darsahn munda
କୁକୁଡା ଚିଆଁ ଫୁଟା ମେସିନ୍ ତିଆରି କରି ଚର୍ଚ୍ଚାରେ ଆଦିବାସୀ ଯୁବକ

ଆନନ୍ଦପୁର(ମୁନା ସିଂ) : ଆଦିବାସୀ ଯୁବକଙ୍କର ନିଆରା ପ୍ରୟାସ । ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ତିଆରି କରିଛନ୍ତି ଦେଶୀ ଇନକ୍ୟୁବେଟର୍ ମେସିନ୍ । ଯେଉଁଥିରେ ଅଣ୍ଡା ଫୁଟାଇବା ଠାରୁ ଆରମ୍ଭ କରି କୁକୁଡା ଚିଆଁ ବଢିବା ପର୍ଯ୍ୟନ୍ତ ବ୍ୟବସ୍ଥା ରହିଛି । ଲକଡାଉନ୍ ସମୟରେ ଚାକିରୀ...

school dropout
ସ୍କୁଲ ପାଠ ଶେଷ କରିନାଆନ୍ତି, କିନ୍ତୁ ଏବେ ଦେଶର ସର୍ବକନିଷ୍ଠ କୋଟିପତି

ନୂଆଦିଲ୍ଲୀ: ଦେଶର ସର୍ବକନିଷ୍ଠ କୋଟିପତି ନିଖିଲ କାମାତ । ପିଲାବେଳୁ କିଛି ନୂଆ କରିବାର ଝୁଙ୍କ ଆଜି ତାଙ୍କୁ ସଫଳ କରିଛି । ସ୍କୁଲ ଯାଇ ପାଠପଢ଼ିବା ତାଙ୍କୁ ଅଣନିଃଶ୍ୱାସୀ କରିପକାଉଥିଲା । ମନରେ ଭିନ୍ନ ଭିନ୍ନ ଚିନ୍ତା ଆସୁଥିଲା। ତେବେ  ପାଠପଢ଼ାରେ ମନ ନଲାଗିବାରୁ ଛୋଟବେଳରୁ ସେ...

vaccine
ଆଜିଠୁ ଆସନ୍ତା ୧୪ ତାରିଖ ଯାଏଁ ସାରା ଦେଶରେ ଚାଲିବ ଟିକା ଉତ୍ସବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ  ଆଜିଠୁ ଆସନ୍ତା ୧୪ ତାରିଖ ଯାଏଁ ସାରା ଦେଶରେ ଟିକା ଉତ୍ସବ ପାଳନ ହେବ । ମହାନ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କ  ଜୟନ୍ତୀରୁ ଏହି ଟିକା ଉତ୍ସବ ଆରମ୍ଭ ହୋଇ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଶେଷ...

mask
କୋଭିଡ୍ ଅମାନିଆଙ୍କୁ ଧରିବ ସିସିଟିଭି : ଗଠନ ହେଲା ସ୍ୱତନ୍ତ୍ର ଟିମ୍

ଭୁବନେଶ୍ୱର : କୋଭିଡ୍ ନିମୟ ମାନୁନଥିବା ଅମାନିଆଙ୍କୁ ସାବାଡ଼ କରିବାକୁ ଗଠନ ହେଲା ସ୍ୱତନ୍ତ୍ର ଟିମ୍ । ପୋଲିସ ଆଖିରେ ଧୂଳି ଦେଇ ମାସ୍କ ପିନ୍ଧୁନଥିବା ତଥା ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା ଲୋକେ ଆଉ ରକ୍ଷା ପାଇବେ ନାହିଁ । ସିସିଟିଭି ଆଧାରରେ ଅମାନିଆଙ୍କ ନିକଟରେ ପହଞ୍ଚିବା...

gopabandhu
ଶବର ସାଥୀ ଗୋପବନ୍ଧୁ ସାର୍

ଆଜିକାଲି ଯେତେବେଳେ ଜୀଅନ୍ତା ମଣିଷର ସାଥୀ ହେବାକୁ କେହି ରାଜି ହେଉନାହାଁନ୍ତି,  ଏପରି ଜଣେ ନିଆରା ମଣିଷ ଅଛନ୍ତିଳ, ଯାହାଙ୍କୁ ଅଂଚଳରେ ଲୋକେ ଡାକନ୍ତି ‘ଶବର ସାଥୀ’। ପେସାରେ ସେ ଜଣେ ଶିକ୍ଷକ ହେଲେବି, ଅଧିକାଂଶ ସମୟ ତାଙ୍କର କଟେ ମଣାଣି ଭୂଇଁରେ। ଚିହ୍ନା ନାହିଁ ପରିଚୟ ନାହିଁ,...

cinema hall
ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍ ସିଲ୍ କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି : ଦର୍ଶକ ମାନିଲେନି ସାମାଜିକ ଦୂରତା ।  ପୁଣି ଦୁଇ ସିନେମା ହଲ୍ ସିଲ୍ । ଗଜପତି ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍ ସିଲ୍ କଲା ଜିଲ୍ଲା ପ୍ରଶାସନ । କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜୟ ମା ଓ ଲକ୍ଷ୍ମୀ ସିନେମା...

vaccine
ଓଡ଼ିଶାରେ ପହଞ୍ଚିଲା ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ କୋଭିସିଲଡ ଟିକା ପହଞ୍ଚିବା ପରେ ଏଗୁଡିକୁ ସବୁ ଜିଲ୍ଲାକୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଟିକା ଉତ୍ସବ ପାଳନ ହେବ ଏବଂ ସବୁ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି...

kashivishwanath
ଭୟ ସୃଷ୍ଟି କରୁଛି ସଂକ୍ରମଣ : କାଶୀ ବିଶ୍ୱନାଥ ମନ୍ଦିରର ଗର୍ଭଗୃହକୁ ପ୍ରବେଶ ଉପରେ କଟକଣା

ବାରାଣାସୀ : ଧର୍ମନଗରୀ ବାରାଣାସୀରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏଥର ପୂର୍ବାପେକ୍ଷା କମ  ସମୟ ମଧ୍ୟରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଫଳରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୀରେ ଧୀରେ ମନ୍ଦିର ଓ ମଠ ଉପରେ ପ୍ରଭାବ...

prasant
ବିଜେପି ହାତେଇବ ପଶ୍ଚିମବଙ୍ଗ ?

କୋଲକାତା : ଭାଙ୍ଗିବ କି ଟିଏମସି ଗଡ଼ ? ପଶ୍ଚିମବଙ୍ଗରେ ବିଜୟୀ ହେବ କି ଭାରତୀୟ ଜନତା ପାର୍ଟି ? ବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବୀୟ କ୍ଲ‍ବ ହାଉସ୍ ଆପ ଜରିଆରେ କିଛି ଭିଡ଼ିଓ ଜାରି କରିଛନ୍ତି...

baikuntha-dham
କରୋନାର ଭୟଙ୍କର ରୂପ : ଗୋଟିଏ ଆମ୍ବୁଲାନ୍ସରେ ବୁହା ହେଉଛି ୩ ଶବ, ଶ୍ମଶାନରେ ଲମ୍ବା ଲାଇନ୍

ଲକ୍ଷ୍ନୌ : ମହାମାରୀର ଭୟଙ୍କର ରୂପ । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ିଚାଲିଛି । ଶବକୁ ମିଳୁନି ଶ୍ମଶାନ । ଶବ ନେବାକୁ ଆମ୍ବୁଲାନ୍ସ ମିଳୁନି, ଗୋଟିଏ ଗୋଟିଏ ଆମ୍ବୁଲାନ୍ସରେ ୩ରୁ ଚାରିଟି ଶବ ବୁହା ହେଉଛି । କରୋନା ଜନିତ...

mrg
’ଏକୁଟିଆ ଜୀବନ ବିତାଇବା ଯନ୍ତ୍ରଣାଦାୟକ’ : ଜୀବନସାଥୀ ଖୋଜୁଛନ୍ତି ୭୩ ବର୍ଷୀୟ ମହିଳା

ମହୀଶୂର : ଜୀବନର ଶେଷ ସମୟରେ ଚାଲିଛି ଜୀବନସାଥୀ ଖୋଜା । ଭବିଷ୍ୟତର ଠିକଣା ନଥିବା ବେଳେ ଅତୀତର ଅଲିଭା ପୃଷ୍ଠାକୁ ଆଦରି ନୂଆ ଇତିହାସ ଲେଖିବାକୁ ଚାହାନ୍ତି ବୃଦ୍ଧ ମହିଳା । ଦୁନିଆରେ ଏକା ଏକା ଜୀବନ କାଟିକା ସତରେ ଅତି ଯନ୍ତ୍ରଣାଦାୟକ । କର୍ଣ୍ଣାଟକ ମହୀଶୂରରେ...

boudh
ଚାଷୀଙ୍କ ସଫଳତାର କାହାଣୀ : ରୋଜଗାର ଯୋଗାଉଛି ବାଡ଼ି କଲରା, ଦିନକୁ ତୋଳୁଛନ୍ତି ୧୦ କିଲୋ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): କଲରା ଚାଷ ଦେଇଛି ପରିଚୟ। ବୌଦ୍ଧ ଜିଲ୍ଲାର ଜଣେ ଚାଷୀ ଜୈବିକ ପଦ୍ଧତିରେ କଲରା ଚାଷ କରି ଭଲ ଦୁଇ ପାଇସା ରୋଜଗାର କରିବା ସହିତ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ଯୁବଚାଷୀ ରଶ୍ମୀ ରଞ୍ଜନ । ଏକ ଏକର ଜମିକୁ ସବୁଜ ରଙ୍ଗରେ ରଙ୍ଗୀନ...

child
ରିମୋର୍ଟ ପାଇଁ ୩ ବର୍ଷ ଝିଅର ଜୀବନ ନେଲା ମା’

ବେଙ୍ଗାଲୁରୁ:ସାମାନ୍ୟ ରିମୋର୍ଟ ପାଇଁ ପିଶାଚୀ ସାଜିଲା ମା’। ବାପାଙ୍କ ପକ୍ଷ ନେଉଥିବା କୁନି ଝିଅକୁ ତଣ୍ଟି ଚିପି ମାରିଦେଲା । ନିର୍ମାଣାଧୀନ କୋଠାରୁ ୩ ବର୍ଷିୟ ଝିଅର ମୃତ ଦେହ ମିଳିବା ପରେ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ୍। ପଶ୍ଚିମ ବେଙ୍ଗାଲୁରରେ ଘଟିଛି ଏପରି ଅଭାବନୀୟ ଘଟଣା। ନିକଟରେ...

park
ପାର୍କ ପରି ସଜେଇ ହୋଇଛି ସରକାରୀ ସ୍କୁଲ : ଭଳି କି ଭଳି ଫୁଲ ଫୁଟିଛି, ପନିପରିବା ବି ଫଳିଛି

ସୁବର୍ଣ୍ଣପୁର: କରୋନା ବଦଳାଇଦେଲା ସ୍କୁଲର ଚିତ୍ର । ପାର୍କର ଭ୍ରମ ସୃଷ୍ଟି କରୁଛି ସ୍କୁଲ । ଶିକ୍ଷକଙ୍କ ପ୍ରୟାସ କ୍ରମେ ଶିକ୍ଷାନୁଷ୍ଠାନ ଏବେ ପାଲଟି ଯାଇଛି ମନୋରମ ଉଦ୍ୟାନ । ଭଳିକି ଭଳି ଫୁଟ ଫୁଟିଛି, ପନିପରିବା ବି ଫଳିଛି । ସ୍କୁଲ ପାଚେରୀରେ ଅଙ୍କା ହୋଇଛି ଆଖି...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।