• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

delhi
ମୃତ୍ୟୁ ପୂର୍ବର ମେସେଜ ଛାଡ଼ିଗଲେ କରୋନା ଯୋଦ୍ଧା : ଠିକ୍ ସମୟରେ ପ୍ଲାଜମା ମିଳିଥିଲେ, ମୁଁ ବଞ୍ଚିଯାଇ ଥାଆନ୍ତି . . .

ଦିଲ୍ଲୀ : ’ମୋତେ ବହୁତ କଷ୍ଟ ହେଉଛି । ନିଶ୍ୱାସ ନେଇପାରୁନି । ଛାତିରେ ଅସହ୍ୟ ଯନ୍ତ୍ରଣା । ଶରୀର ଉପରେ ମୋର ନିୟନ୍ତ୍ରଣ ନାହିଁ ”। କରୋନାରେ ଜୀବନ ହାରିବା ପୂର୍ବରୁ ଯନ୍ତ୍ରଣା ବଖାଣିଲେ କରୋନା ଯୋଦ୍ଧା । ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ପୋଲିସ ଏସଆଇଙ୍କୁ ଠିକ୍...

କରୋନା ଆକ୍ରାନ୍ତଙ୍କ ପାଇଁ ପ୍ରାଣ ରକ୍ଷାକାରୀ ପ୍ରୋନିଂ : ମେଡିକାଲ ନଯାଇ ଶରୀରରେ ବଢାଇ ହେବ ଅମ୍ଳଜାନ ପରିମାଣ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଆକସ୍ମିକ ଭାବେ ହୁହୁ ବଢିବା କାରଣରୁ ସ୍ୱାସ୍ଥ୍ୟ ଭିତ୍ତଭୂମି ଉପରେ ବଢିଛି ଚାପ । ସଂକ୍ରମିତଙ୍କ ସଂଖ୍ୟା ଆଖି ପିଛୁଳାକେ ବଢୁଥିବାରୁ ସବୁ ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇ ଦେବା ସମମ୍ଭ ହେଉନି । ଖାସ୍ କରି ଅକ୍ସିଜେନର ନିଅଣ୍ଟିଆ ସ୍ଥିତି ଗୁରୁତର ସମସ୍ୟା...

sachin
୪୮ ବର୍ଷ ବୟସରେ ପାଦ ଥାପିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଆଜି ଜନ୍ମଦିନ ୪୮ ବର୍ଷ ବୟସରେ ପାଦ ଥାପିଲେ ସଚିନ ୧୯୭୩ ଏପ୍ରିଲ ୨୪ରେ ସଚିନଙ୍କ ଜନ୍ମ କ୍ରିକେଟ୍ ଜଗତରେ ସଚିନଙ୍କ ନାଁରେ ରହିଛି ଅନେକ ରେକର୍ଡ ଅନ୍ତର୍ଜାତୀୟ କ୍ରିକେଟରେ ୩୦ ହଜାରରୁ ଅଧିକ ରନର ରେକର୍ଡ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିଅରରେ ୧୦୦...

utarakhand-glac
ଉତ୍ତରାଖଣ୍ଡରେ ପୁଣି ହିମସ୍ଖଳନ : ଋଷିଗଙ୍ଗା ନଦୀର ଜଳସ୍ତର ବୃଦ୍ଧି

ଡେରାଡୁନ୍ : ପୁଣି ଉତ୍ତରାଖଣ୍ଡରେ ହିମସ୍ଖଳନ । ଭାରତ-ଚୀନ୍ ସୀମା ଚାମୋଲି ଜିଲ୍ଲାର ସୁମନ ଗାଁ ଅଞ୍ଚଳରେ ହିମସ୍ଖଳନ ହୋଇଛି । ଫଳରେ ଋଷିଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇଛି। ତେବେ ଏଥିରେ ମୃତାହତ ନେଇ କୌଣସି ସୂଚନା ମିଳି ପାରିନାହିଁ । ପ୍ରବଳ ବରଫପାତ ଯୋଗୁଁ ହିମସ୍ଖଳନ...

jarmani-oxygen
ଦେଶରେ ଅକ୍ସିଜେନ ଅଭାବ ପୂରଣ ହେବା ଆଶା : ଜର୍ମାନୀରୁ ଆସୁଛି ପୋର୍ଟେବୁଲ ଅକ୍ସିଜେନ ପ୍ଲାଣ୍ଟ

କରୋନା ସଙ୍କଟ ବେଳେ ଦେଶରେ ଅକ୍ସିଜେନ ଅଭାବ ପୂରଣ ହେବା ଆଶା ଜର୍ମାନୀରୁ ଆସୁଛି ୨୩ଟି ପୋର୍ଟେବୁଲ ଅକ୍ସିଜେନ ପାଣ୍ଟ ଘଣ୍ଟା ପ୍ରତି ୨୪ ଶହ ଲିଟର ଅମ୍ଲଜାନ ଉତ୍ପାଦନ କ୍ଷମତା ପ୍ଲାଣ୍ଟ ଜରିଆରେ ଦେଶରେ ବଢ଼ିବ ଅକ୍ସିଜେନ୍ ଉତ୍ପାଦନ ନୂଆଦିଲ୍ଲୀ : ଦେଶରେ ଅକ୍ସିଜେନର ଅଭାବ ଭିତରେ...

ମହିଳା ଡାକ୍ତରଙ୍କ ସେବା ମନୋଭାବକୁ କୋଟି କୋଟି ପ୍ରଣାମ

ବାଲାଘାଟ : ଡାକ୍ତର ନୁହଁନ୍ତି ସେ ସାକ୍ଷାତ ଭଗବାନ ।  ଗୋଟିଏ ପଟେ କରୋନାର ଭୟ ଅନ୍ୟପଟେ ଘଞ୍ଚ ଅରଣ୍ୟରେ ରକ୍ତମୁଖା ନକ୍ସଲଙ୍କ ଉତ୍ପାତ ।  ତଥାପି ଜୀବନକୁ ପାଣି ଛଡ଼ାଇ ବାଲାଘାଟର ଜଣେ ଡାକ୍ତର ସ୍କୁଟିରେ ନାଗପୁର ଅଭିମୁଖେ ବାହାରି ପଡିଥିଲେ । ରାସ୍ତାରେ ପ୍ରବଳ ଗ୍ରୀଷ୍ମତାପରେ...

oxygen-delhi
ଦିଲ୍ଲୀକୁ ଅଧିକ ଅକ୍ସିଜେନ୍ ଦିଆଯାଉ : ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ କେଜ୍ରିୱାଲ

ମୋଦିଙ୍କ ଅକ୍ସିଜେନ୍ ସମୀକ୍ଷା କରୋନା ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୋନା ସ୍ଥିତିକୁ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି ବୈଠକରେ ଅଧିକ ଅକ୍ସିଜେନ୍ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଛି ରାଜ୍ୟରେ ଦିଲ୍ଲୀ ପାଇଁ ଯାଉଥିବା ଅକ୍ସିଜେନକୁ ଅଟକା ଯାଉଛି ମୋଦିଙ୍କ ଗୋଟିଏ ଫୋନ୍ କଲ୍ ଦିଲ୍ଲୀର...

ଜଳପଥ ଦେଇ ଆସିପାରନ୍ତି ପ୍ରବାସୀ: ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର : ସଂକ୍ରମଣ ବଢ଼ୁଥିବା ବେଳେ ଜଳପଥ ଦେଇ ଆସିପାରନ୍ତି ପ୍ରବାସୀ । ଏହାକୁ ଦୃଷ୍ଟିରେ ରଖି ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ସୂଚନା ଦେଇଛନ୍ତି ରେଲୱେ ଓ ତଟରକ୍ଷୀ ସୁରକ୍ଷା ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ।  ପ୍ରବାସୀ ଆସିବା ସମ୍ଭାବନା ଥିବାରୁ ୧୮ଟି ମେରାଇନ୍...

brahmapur
୨୦୧୫ରୁ ଆଜିଯାଏଁ ଗୋଟିଏ ଗଛ ଲଗାଇନି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ

କେବଳ ତାର ଜାଲି ପାଇଁ ୪୫ ଲକ୍ଷ ! ସୂଚନା ଅଧିକାର ଆଇନରୁ ମିଳିଲା ତଥ୍ୟ ବ୍ରହ୍ମପୁର : ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟକରଣର ଦାୟିତ୍ୱ ବହନ କରୁଛି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ । ଆଶ୍ଚର୍ଯ୍ୟର କଥା ବିଡିଏ ତାର ପରିଧରେ ଆସୁଥିବା ଅଞ୍ଚଳରେ ୨୦୧୫...

hospital
ଗଙ୍ଗାରାମ ହସ୍ପିଟାଲରେ ୨୪ ଘଣ୍ଟାରେ ୨୫ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସ୍ଥିତି ଏବେ ଭୟଙ୍କର । ସାରା ଦେଶରେ ବେକାବୁ ହେଉଛି କରୋନା ମହାମାରୀ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଲୋକଙ୍କ ଜୀବନ ବଞ୍ଚାଇ‍କୁ ଲଗାତାର ପ୍ରୟାସ ଚଳାଇଛନ୍ତି । ଏସବୁ ସତ୍ତ୍ୱେ ରାଜଧାନୀ ଦିଲ୍ଲୀରୁ ଆସିଛି ଦୁଃଖଦ ଖବର । ଗଙ୍ଗାରାମ ହସ୍ପିଟାଳରେ ବିଗତ ୨୪...

daughter
’ହାତ ଯୋଡ଼ୁଛି, ଦୟାକରି ବାପାଙ୍କ ପାଇଁ ଅକ୍ପିଜେନ୍ ଯୋଗାଡ କରିଦିଅନ୍ତୁ’

କୋଲକାତା : ’ହାତ ଯୋଡ଼ୁଛି, ଦୟାକରି ବାପାଙ୍କ ପାଇଁ ଅକ୍ପିଜେନ୍ ଯୋଗାଡ କରିଦିଅନ୍ତୁ, ନହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ବାହାର କରିଦେବେ। ମାତ୍ର ଦୁଇ ଦିନ ହେଲା ସେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି । ତାଙ୍କର ଅବସ୍ଥା ବହୁତ ଗମ୍ଭୀର’ । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ଏବେ ଶେଷ...

sashi
ବଞ୍ଚି ଥାଉ ଥାଉ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶଶି ଥରୁର୍

ନୂଆଦିଲ୍ଲୀ : ସଂକ୍ରମଣ ବଢ଼ୁଥିବା ବେଳେ ବାଉଳା ହେଲା କଂଗ୍ରେସ ନେତା । ବଞ୍ଚି ଥାଉ ଥାଉ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶଶି ଥରୁର୍ । ସୁମିତ୍ରା ମହାଜନଙ୍କ ଦେହାନ୍ତ ହେବାର ମିଥ୍ୟା ଖବର ଗୁରୁବାର ରାତିରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ...

patanjnali
ପତଞ୍ଜଳି ଯୋଗପୀଠରେ ଏଣ୍ଟ୍ରି କଲା କରୋନା : ୮୩ ଜଣ ପଜିଟିଭ୍ ଚିହ୍ନଟ

ହରିଦ୍ୱାର : ପତଞ୍ଜଳି ଯୋଗପୀଠରେ ପ୍ରବେଶ କଲା ମହାମାରୀ । ଉତ୍ତରାଖଣ୍ଡରେ ତୀବ୍ର ବେଗରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ମଧ୍ୟରେ ଯୋଗଗୁରୁ ବାବା ରାମଦେବଙ୍କ ହରିଦ୍ୱାର ସ୍ଥିତ ବିଭିନ୍ନ ସଂସ୍ଥାନରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏ‍ବେ ସୁଦ୍ଧା ଯୋଗପୀଠର ବିଭିନ୍ନ ସ୍ଥାନରେ...

covid-fire-8am
ମହାରାଷ୍ଟ୍ରର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୩ ମୃତ

ମୁମ୍ବାଇ : ମହାରାଷ୍ଟ୍ରରେ ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ । କରୋନା ସଙ୍କଟ ମଧ୍ୟରେ ମହାରାଷ୍ଟ୍ରର ଗୋଟିଏ ପରେ ହସ୍ପିଟାଲରେ ଦୁର୍ଘଟଣା ଘଟୁଛି । ନାସିକର ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡର ଲିକ୍ କାରଣରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ମାମଲା ଥଣ୍ଡା ପଡ଼ିନଥିବା ବେଳେ ମୁମ୍ବାଇର...

covaxin
’କୋଭିଡର ନୂଆ ଭ୍ୟାରିଏଣ୍ଟ ପାଇଁ କୋଭାକ୍ସିନ ଅଧିକ ଫଳପ୍ରଦ’ : ICMR

ଡବଲ ମ୍ୟୁଟାଣ୍ଟ ନଷ୍ଟ କରିବାରେ କୋଭାକ୍ସିନ ବେଶି ସାମର୍ଥ୍ୟ ଗବେଷଣାରୁ କୋଭାକ୍ସିନ ଅଧିକ ସାମର୍ଥ୍ୟ ଥିବା କହିଲା ICMR ୟୁକେ, ବ୍ରାଜିଲ୍, ଦକ୍ଷିଣ ଆମେରିକାର ମ୍ୟୁଟାଣ୍ଟ ମୁକାବିଲାରେ ଅଧିକ ଫଳପ୍ରଦ ନ୍ୟାସନାଲ୍ ଭାଇରୋଲୋଜି, ଆଇସିଏମ୍ଆର୍ ରିସର୍ଚ୍ଚରେ ପ୍ରକାଶ ନୂଆଦିଲ୍ଲୀ : କରୋନାର ନୂଆ ଭ୍ୟାରିଏଣ୍ଟ ମୁକାବିଲାରେ ଅଧିକ ଫଳପ୍ରଦ...

sonu sood
ଗରିବଙ୍କ ପାଇଁ ଅଛନ୍ତି ଗରିବଙ୍କ ଭଗବାନ : ୧୫ ମିନିଟରେ ବେଡ଼୍, ୩୦ ମିନିଟରେ ଇଞ୍ଜେକ୍ସନ୍

ସଙ୍କଟ ବେଳର ସଙ୍କଟମୋଚକ ସୋନୁ ସୁଦ୍ ।  ଅଣନିଶ୍ୱାସୀ କରିପକାଉଛି ମହାମାରୀର ମାୟାଜାଲ, ଅବଶ ହୋଇପଡ଼ୁଛି ଶରୀର, ତଥାପି ମାନବସେବା ଛାଡ଼ି ନାହାନ୍ତି ଗରିବଙ୍କ ମସିହା ସୋନୁ ସୁଦ୍ । ଅଦୃଶ୍ୟ ଭାଇରସ କରାଳ ରୂପ ନେଇ ସାରିଥିବା ବେଳେ ଅଭିନେତା ସୋନୁ ସୁଦ୍ ଯାହା କରୁଛନ୍ତି, ପ୍ରଶାସନ...

OTV-portal
’ମୋର କେହି ଝିଅ ନାହାନ୍ତି, ମୁଁ ମରିଗଲେ ପୋଲିସକୁ ଦେଇଦେବ ମୃତଦେହ’

”ବାପାଙ୍କୁ କାଳେ କରୋନା ହୋଇଥିବ’, ଆମର ତ ପୁଣି ପିଲା ଛୁଆ ଅଛନ୍ତି‘ ସଂକ୍ରମଣ ଭୟରେ ବୁଢ଼ାବାପାକୁ ଏକୁଟିଆ କରିଦେଲେ ପରିବାର ଲୋକ ୮୦ ବର୍ଷିୟ ବୃଦ୍ଧଙ୍କର ପରିବାରରେ ୩ ବିବାହିତ ଝିଅ ଦିଲ୍ଲୀ ପୋଲିସ୍ କନେଷ୍ଟବଳଙ୍କ ପାଇଁ ବଞ୍ଚିଲା ଜୀବନ ମେଡ଼ିକାଲକୁ ଯିବାକୁ ରାଜି ହେଉନଥିଲେ ପୂର୍ବତନ...

pkg-7am
ଜୀବନ ଜୀବିକାରେ ବନ୍ଧ: ମହାନଦୀର ଶାଖାନଦୀ ଶୁକପାଇକା ସତ୍ତା ହରାଇବା ପରେ ବଢିଛି ଅଞ୍ଚଳବାସୀଙ୍କ ଦୁଃଖ

କଟକ(ପ୍ରଭାତ ବିଶୋଇ ଓ ସୌମ୍ୟ ରଞ୍ଜନ ସାହୁ) : ସରକାରଙ୍କ ନିଷ୍ପତ୍ତି ଜୀବନ ବଞ୍ଚାଇ ଦେଲା, ହେଲେ ଜୀବିକା ଛଡାଇ ନେଲା । କୌଳିକ ବୃତ୍ତି  ହରାଇ ଏବେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ଅଞ୍ଚଳବାସୀ । କଟକ ସଦର ନିର୍ବାଚନ ମଣ୍ଡଳୀ କନ୍ଦରପୁର, ଆୟତପୁରଠାରୁ ବାଙ୍କଳ...

elephant
ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲା ଦନ୍ତା, ତିନି ମୃତ

ପଦ୍ମପୁର ନିକଟରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଶୌଚ ପାଇଁ ନିକଟ ଜମିକୁ ଯାଇଥିବା ବେଳେ ଦଳିଦେଲା ହାତୀ ଗାଇସିଲଟ ବ୍ଲକ ଉମରଟ ଗାଁରେ ହାତୀ ଆକ୍ରମଣ ଗାଁରେ ଚାପା ଉତ୍ତେଜନା; ଗ୍ରାମବାସୀଙ୍କୁ ଫରେଷ୍ଟରଙ୍କ ବୁଝାସୁଝା ପଦ୍ମପୁର : ପୁଣି ଜୀବନ ନେଲା ଦନ୍ତା । ବରଗଡ...

6
ଜରାଜୀର୍ଣ୍ଣ ଅବସ୍ଥାରେ ବ୍ୟାସନଗର ପାନ୍ଥଶାଳା

ବିପଦସଙ୍କୁଳ ଅବସ୍ଥାରେ ବ୍ୟାସନଗର ପାନ୍ଥଶାଳା ପ୍ରାଶାସନିକ ଅବହେଳାରୁ ଖତ ଖାଉଛି କୋଟି କୋଟି ଟଙ୍କାର ସଂପତ୍ତି ପାନ୍ଥଶାଳାର ପୁନରୁଦ୍ଧାର ପାଇଁ ସାଧାରଣରେ ଦାବି ଯାଜପୁର(ଅଭୟ ପତି) : ଦିନ ଥିଲା ସେଠି ଆଶ୍ରୟ ନେଉଥିଲେ ପର୍ଯ୍ୟଟକ । ଦୂର ଦୂରାନ୍ତରୁ ଆସୁଥିବା ଲୋକଙ୍କ ପାଇଁ ସହଜ ସୁବିଧା ଥିଲା...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।