• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

KASIM
ଭୁଲରେ ଭାରତ ସୀମାକୁ ପଶି ଆସିଥିଲା ପାକିସ୍ତାନ ନାବାଳକ, ଚକୋଲେଟ ଦେଇ ଫେରାଇ ଦେଲେ ଯବାନ

ଉତ୍ତେଜନା ଭିତରେ ମଧ୍ୟ ମାନବିକତାର ପରିଚୟ ଦେଲେ ଭାରତ-ପାକିସ୍ଥାନ ସୀମାରେ ମୁତୟନ ଭାରତୀୟ ବୀର । ଭୁଲବଶତଃ ପାକିସ୍ତାନର ଆଠ ବର୍ଷର ନାବାଳକ ରାଜସ୍ଥାନର ବାଡ଼ମେର ସୀମା ପାର କରି ଭାରତକୁ ଚାଲିଆସିଥିଲା । ଘରକୁ ଫେରୁଥିବା ଚିନ୍ତା କରି ପାକିସ୍ତାନ ବଦଳରେ ଭାରତରେ ପହଞ୍ଚିଯାଇଥିଲା । ଆଉ...

ali
ସହରରେ ନୁହେଁ, ପଞ୍ଚାୟତ ହୋଇଥିବା ଶିଶୁ ଉଦ୍ୟାନକୁ ଦେଖି ଘଡ଼ିଏ ଅଟକି ଯାଉଛନ୍ତି ଲୋକେ

ଆଳି(ବନମାଳୀ ସାହୁ): ଫୁଲକୁ ଦେଖି ଯେ କେହି ଖୁସି ହେବା ସ୍ୱାଭାବିକ। ଫୁଲର ସୌନ୍ଦର୍ଯ୍ୟ ସମସ୍ତଙ୍କ ମନପ୍ରାଣରେ ଅପୂର୍ବ ଆନନ୍ଦ ଭରିଦିଏ । ଆଉ ଶିଶୁ ଉଦ୍ୟାନରେ ବୁଲିବା ପାଇଁ କିଏ ବା ଭଲ ନପାଏ। ଅବସର ବିନୋଦନ ହେଉ ବା ଅବସାଦରୁ ମୁକ୍ତି। ଶିଶୁ ଉଦ୍ୟାନରେ ଟିକିଏ...

corona vaccine
କାମ କରୁନି କି କରୋନା ସଞ୍ଜିବନୀ ? ଟିକା ନେବା ପରେ ବି କାହିଁକି କବଳିତ କରୁଛି ମହାମାରୀ ?

ମହାମାରୀରୁ ରକ୍ଷା ପାଇବାକୁ ଆବଶ୍ୟକ ଭ୍ୟାକ୍ସିନ ରୂପୀ ସଞ୍ଜିବନୀ। କରୋନାକୁ ମାତ ଦେବାକୁ ଟିକାକରଣ ଏକ ମାତ୍ର ଉପାୟ ବୋଲି ଭୀତତ୍ରସ୍ତ ଜନତା ଚିନ୍ତା କରୁଥିଲେ। ଆଉ ସମସ୍ତଙ୍କ ପାଇଁ ଟିକା ଉପଲବ୍ଧ ହେବା ପରେ ଦେଶରେ ଖେଳିଯାଇଥିଲା ଖୁସିର ମାହୋଲ । ଆଉ ଏସବୁ ଭିତରେ ଭାରତର ...

linkedin
କର୍ମଚାରୀଙ୍କୁ ବଡ଼ ଉପହାର ଦେଲା କମ୍ପାନୀ : ଆରାମ କରିବାକୁ ଏକ ସପ୍ତାହ ଛୁଟି

କର୍ମଚାରୀଙ୍କୁ ବହୁମୂଲ୍ୟ ଉପହାର ଦେଲା କମ୍ପାନୀ । ମାଇକ୍ରୋସପ୍ଟ ମାଲିକାନାରେ ଥିବା ସୋସିଆଲ ନେଟୱର୍କ  କମ୍ପାନୀ Linkedin ମହମାରୀ ପ୍ରାଦୁର୍ଭାବ ସମୟରେ କର୍ମଚାରୀଙ୍କୁ ଉପହାର ଦେବାପାଇଁ ନିଷ୍ପତ୍ତି ନେଇଛି । ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ଥିବାବେଳେ  ସାରା ବିଶ୍ୱରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଏକ...

maniknandan
କବଳିତ କରିପାରିଲାନି କ୍ଷମତା ଲୋଭ : ବିଜେପି ଟିକେଟ ଫେରାଇଦେଲେ ୱାଇନାଡ଼ ଯୁବକ

ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି । କ୍ଷମତା ଆଗରେ ରକ୍ତ ସମ୍ପର୍କ ବି  ତୁଚ୍ଛ । ନୀରିହ ଲୋକଙ୍କ ଆଶା, ଆକାଂକ୍ଷାକୁ ପାଦରେ ଦଳି  ବ୍ୟକ୍ତିଗତ ଆୟ ତଥା କ୍ଷମତା ବଢ଼ାଇବା ପାଇଁ ନେତାମାନେ ଏବେ ରାଜନୀତି କରିବାକୁ ବ୍ୟଗ୍ର । ତଥାପି ନିର୍ବାଚନୀ...

bijaya-panigrahi
’ତୁଳନାତ୍ମକ ଭାବେ ଅଧିକ ସଂକ୍ରମଣକାରୀ ବର୍ତ୍ତମାନର ଷ୍ଟ୍ରେନ୍’

ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ବର୍ତ୍ତମାନ ଯେଉଁ ଷ୍ଟ୍ରେନ୍ ଆସିଛି, ତାହା ଅଧତ୍କ ବେଗରେ ସଂକ୍ରମଣ କରୁଛି ରାଜ୍ୟରେ ୨୮ ଲକ୍ଷ ୬୬ ହଜାର ୨୫୨ ଜଣ ଟିକା ନେଇ ସାରିଲେଣି ଏବେ ଯେତିକି ଟିକା ଅଛି ଆଉ ୪ ଦିନ...

ginger
ବଢ଼ୁଛି ଅଦା ଚାଷୀଙ୍କ ଅସନ୍ତୋଷ : ୧୦୦ ଟଙ୍କାରେ ବିହନ କିଣି ୧୦ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ରୋଜଗାର ବୃଦ୍ଧି ଓ ଅଧିକ ଲାଭକୁ ଲକ୍ଷ୍ୟ ରଖି କୋରାପୁଟ ଜିଲ୍ଲାର ଚାଷୀ ଅଦା ଚାଷ କରିଥିଲେ । ଏଠାକାର ମାଟି ଅଦା ଚାଷ ପାଇଁ ଉପକୂଳ ହୋଇଥିବାରୁ ଏଠାରେ  ଅଦା ଚାଷ କରାଯାଏ । ଅଦା ବିକ୍ରି ପାଇଁ ସରକାରଙ୍କ ପକ୍ଷରୁ କୌଣସି...

assembly odisha
ଧାନ କିଣା ପ୍ରସଙ୍ଗରେ ପୁଣି ବିଧାନସଭାରେ ହୋହଲ୍ଲା

ଗୃହରେ ଉଠିଲା ଧାନ, ସୀମା ଓ ଖଣି ପ୍ରସଙ୍ଗ ୧୪ ଲକ୍ଷ ୭୨ ହଜାର ଚାଷୀଙ୍କ ପଂଜୀକରଣ ହୋଇଛି କିନ୍ତୁ କାଳିଆ ଟଙ୍କା ପାଇଛନ୍ତି ୩୪ ହଜାର ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର ଖଣି ସଂପର୍କିତ ମୁଲତବୀ ଗ୍ରହଣ ନ ହେବାରୁ କଂଗ୍ରେସର ହୋହାଲ୍ଲା ସୀମାବର୍ତ୍ତୀ ଜିଲ୍ଲାରେ ସାମାଜିକ...

electric-supply
ଆଲୋକୀକରଣ ପାଇଁ ଗଜପତି ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ

ମୋହନା(ମିହିର ଜତି): ଜଳରୁ ବିଦ୍ୟୁତ ଉତ୍ପାଦନ କରି ଆଲୋକୀକରଣ କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ । ଏବେ ନଦୀ, ନାଳ ହେଉ ଅବା ପୋଖରୀ, ଯେଉଁଠି ଜଳ ଉତ୍ସ ରହିଛି ସେଠାରୁ ସହଜରେ ବିଦ୍ୟୁତ ଉତ୍ପାଦନ କରି ବିନା ଖର୍ଚ୍ଚରେ ବିଦ୍ୟୁତ ବିନିଯୋଗ କରିହେବ...

Venkaiah_Naidu
ଚାକିରି ପଛରେ ନ ଗୋଡ଼ାଇ ନିଯୁକ୍ତିଦାତା ହେବାକୁ ଉପରାଷ୍ଟ୍ରପତିଙ୍କ ଆହ୍ୱାନ

ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ଚରିତ୍ର ଗଠନ ସହ ଶିକ୍ଷା ସଫଳ ଜୀବନର ପ୍ରଥମ ପାହାଚ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଓ ସଂଗଠିତ କରିଥାଏ ଚାକିରି ପଛରେ ନ ଗୋଡ଼ାଇ ନିଯୁକ୍ତିଦାତା ହେବାକୁ  ଆହ୍ୱାନ ଦେଲେ ଶୃଙ୍ଖଳା, ସଚ୍ଚୋଟତା ଓ କଠିନ ପରିଶ୍ରମ ସଫଳତାର ମୂଳମନ୍ତ୍ର ଓଡ଼ିଶାର...

temple
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାଉସୀ ମା ମନ୍ଦିରରୁ ଚୋରି

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାଉସୀ ମା ମନ୍ଦିରରୁ ଚୋରି । ବଳଗଣ୍ଡି ସ୍ଥିତ ମାଉସୀ ମା ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ତାଲା କାଟି, ଆଲମିରା ଓ ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି...

china
ଲଦାଖ ପରେ ପିଓକେ ଜରିଆରେ ଭାରତକୁ ଘେରିବାକୁ ଚୀନର ଯୋଜନା

ଶ୍ରୀନଗର : ଚୀନର ଆଉ ଏକ ଷଡ଼ଯନ୍ତ୍ରର ଖୁଲାସା । ପିଓକେ ଜରିଆରେ ଭାରତକୁ ଘେରିବାକୁ ନୂଆ ଚାଲ କରୁଛି ପଡ଼ୋଶୀ ଦେଶ । ପିଓକେ ସ୍ଥିତ ସ୍କାର୍ଦ୍ଦୁ ରାସ୍ତାକୁ ସିଧାସଳଖ କାରାକୋରମ ହାଇୱେ ସହ ଯୋଡ଼ୁଛି, ଯଦ୍ୱାରା ଚୀନ ଓ ପାକିସ୍ତାନ ଲାଭବାନ ହୋଇପାରିବେ । କାରଗିଲ...

subhendu
ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ କାରକେଡ୍ ଉପରେ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ନିର୍ବାଚନୀ ହିଂସା । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ବିରୋଧରେ ଲଢୁଥିବା ଶୁଭେନ୍ଦୁ ଅଧିକାରୀଙ୍କ କାରକେଡ୍ ଉପରେ ଆକ୍ରମଣ ହୋଇଛି ।  ଶୁଭେନ୍ଦୁ ଅଧିକାରୀଙ୍କ କାରକେଡ଼୍ ଉପରକୁ ପଥର ମାଡ଼ କରିବା ସହ ତାଙ୍କର ଗାଡ଼ି ଭଙ୍ଗାରୁଜା...

bijnor
ବିଡ଼ା ବିଡ଼ା ଚକଚକିଆ ନୋଟ୍ ଦେଖି ଚୋରକୁ ହେଲା ହୃଦଘାତ . . ଆଉ ତା’ପରେ

ବିଜନୋର : ଆଖି ଆଗରେ ଥିଲା ପୁଳା ପୁଳା ଟଙ୍କା । ଏତେ ଟଙ୍କା କେବେ ଦେଖିନଥିବା ବେଳେ ଖୁସିରେ ଆତ୍ମହରା ହୋଇ ହୃଦଘାତର ଶିକାର ହେଲା ଚୋର । ଦେଢ଼ ମାସ ପୂର୍ବରୁ ଜନସେବା କେନ୍ଦ୍ରରୁ ହୋଇଥିବା ୧୩ ଲକ୍ଷ ଚୋରି ଘଟଣାର ଖୁଲାସା କରି ଏପରି...

police-foundation-day
’ଓଡ଼ିଶା ପୋଲିସ ସବୁ କ୍ଷେତ୍ରରେ ଆଗୁଆ’

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବୁ କ୍ଷେତ୍ରରେ ଆଗୁଆ । ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ିଛି ଓଡ଼ିଶା ପୋଲିସ । ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ପୋଲିସର ପ୍ରୟାସ ପ୍ରଶଂସନୀୟ । ଓଡ଼ିଶା ପୋଲିସର ୮୬ ତମ ପ୍ରତିଷ୍ଠା ଦିବସରେ ଏପରି କହିଛନ୍ତି ପୋଲିସ ଡିଜି ଅଭୟ । ପ୍ରତିଷ୍ଠା...

jungle fire
ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ

ଜଳୁଛି ଜଙ୍ଗଲ ।  ରାଜ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ଲାଗିଛି ନିଆଁ। ବାଲେଶ୍ୱର ରେମୁଣା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ଗୋବିନ୍ଦପୁର, ପଚାଶଟି, ଖମଟଣା ଗାଁରେ ପ୍ରାୟ ୮ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ଗ୍ରାମବାସୀ ନିଆଁ ଆୟତ୍ତ କରିଥିବା...

rajnikant
ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ:ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ଅଭିନେତା ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏ ସମ୍ପର୍କରେ ଏକ ପ୍ରେସମିଟରେ ଘୋଷଣା କରିଛନ୍ତି ।  ଆସନ୍ତା ୩ରେ ରଜନୀକାନ୍ତଙ୍କୁ ୫୧ ତମ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ...

utkal divas
ଗୁମୁରି କାନ୍ଦୁଛି ଗଜପତି : ଉଭୟ ମାତୃଭୂମି ଏବଂ ମାତୃଭାଷା ବିପଦରେ

ମାତୃଭୂମି ଏବଂ ମାତୃଭାଷାକୁ ସୁରକ୍ଷା ଦେବାରେ ସରକାର ଯେତିକି ବିଫଳ, ଏଥିପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାରେ ତଥାକଥିତ ବୁଦ୍ଧିଜୀବି ସେତିକି ସମ୍ବେଦନହୀନ । ତେଣୁ ଆଜି ଉଭୟେ ମାତୃଭୂମି ଏବଂ ମାତୃଭାଷା ବିପଦରେ । ଏଭଳି କହିବାର ମାନେ ବୁଝିବାକୁ ହେଲେ ଓଡିଶାର ଏନ୍ତୁଡିଶାଳ କୁହାଯାଉଥିବା...

utkal divas
ସ୍ମୃତି ସାଉଁଟୁଛି ଆଜିର ଓଡ଼ିଶା… ଖଣ୍ଡ ବିଖଣ୍ଡିତ ଉତ୍କଳରୁ ସ୍ୱତନ୍ତ୍ର ପ୍ରଦେଶ

ଓଡିଶା ଇତିହାସରେ ଏପ୍ରିଲ ୧ ତାରିଖ ଅବିସ୍ମରଣୀୟ ଦିନ। ୧୯୩୬ ଆଜିର ଦିନରେ ସାରା ଭାରତ ବର୍ଷରେ ପ୍ରଥମ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା ଆମ ରାଜ୍ୟ ଓଡିଶା। ଏହା ପୂର୍ବରୁ ଆଧୁନିକ ଭାରତରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ନ ଥିଲା କହିଲେ ଚଳେ। ବିକ୍ଷିପ୍ତ ଭାବେ...

heat wave
ତାତିରେ ସିଝିବ ଓଡ଼ିଶା:୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା । ଝାଞ୍ଜି ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ୨୪ ଘଣ୍ଟାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ଆଶଙ୍କା କରାଯାଉଛି । ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମପ୍ରବାହ ନେଇ ୨୧ ଜିଲ୍ଲାକୁ ଅରେଞ୍ଜ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।