• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

saptahanta-shutdown
ଆଜି ଠାରୁ କୋଭିଡ୍ କଟକଣା କଡ଼ାକଡ଼ି : ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ

ସନ୍ଧ୍ୟା ୬ରୁ ସକାଳ ୫ ନାଇଟ୍ କର୍ଫ୍ୟୁ ଅନ୍ୟ ୨୦ ଜିଲ୍ଲାର ସହରାଞ୍ଚଳରେ ରାତି ୯ରୁ ସକାଳ ୫ ନାଇଟ୍ କର୍ଫ୍ୟୁ ଭୁବନେଶ୍ୱର : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ଲାଗି କଟକଣାକୁ କଡାକଡି କରିଛନ୍ତି ସରକାର । ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣ ହୁ...

maharastra
’ମୋ ବାପାଙ୍କୁ ଗୋଟିଏ ବେଡ଼୍ ଦିଅ, ନହେଲେ ମାରି ଦିଅ’

ମୁମ୍ବାଇ : ମୋ ବାପାଙ୍କୁ ଗୋଟିଏ ବେଡ଼୍ ଦିଅ, ନହେଲେ ମାରି ଦିଅ । ଆମ୍ବୁଲାନ୍ସରେ ପଡ଼ି ପଡ଼ି ମୃତ୍ୟୁକୁ ଅପେକ୍ଷା କରିଥିବା ବାପାକୁ ବଞ୍ଚାଇବାକୁ କାନ୍ଦି କାନ୍ଦି ଗୁହାରୀ ଜଣାଉଛି ଅସହାୟ ପୁଅ । କରୋନା ସଂକ୍ରମଣରେ ଅଣନିଶ୍ୱାସୀ ହୋଇଯାଉଥିବା ବାପାଙ୍କୁ ହସ୍ପିଟାଲରୁ ହସ୍ପିଟାଲକୁ ନେଇ ଥକିଗଲେଣି...

mamuni
ମୁସଲିମ୍ ଯୁବତୀଙ୍କ ମୁହଁରେ ସଂସ୍କୃତ ଶ୍ଲୋକ

ମାମୁନି ଖାତୁନ୍ । ଯିଏ ମୁସଲିମ୍ ହୋଇ ବି ଗାଇପାରନ୍ତି ଅନର୍ଗଳ ସଂସ୍କୃତ ଶ୍ଲୋକ। କେତେବେଳେ ଗଶେଶ ବନ୍ଦନା ତ କେତେବେଳେ ଗାୟତ୍ରୀ ମନ୍ତ୍ର ଆଉ ଶିବ ସ୍ତ୍ରୋତ୍ର।

delhi-curfew
ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ : ବିବାହ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପାସ୍ ଜରିଆରେ ଅନୁମତି

ନୂଆଦିଲ୍ଲୀ : କରୋନାର ବଢ଼ୁଥିବା ସଙ୍କଟକୁ  ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଘୋଷଣା ହୋଇଛି । ଶୁକ୍ରବାର ରାତି ୧୦ଟାରୁ ଆରମ୍ଭ ହୋଇ ସୋମବାର ୬ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରେସ କନଫରେନ୍ସ ଜରିଆରେ ନୂଆ କଟକଣା...

placement
ସଙ୍କଟ ସମୟରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମିଳିଲା ନିଯୁକ୍ତି

ଚଣ୍ଡିଗଡ଼ : କରୋନା କାଳରେ ସରକାରୀ ଚାକିରି ପାଇବା ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଯାଇଛି । ବେସରକାରୀ ଚାକିରି ଟିଏ ପାଇଲେ, ସେତିକିରେ ଖୁସି ହେବାକୁ ପଡ଼ୁଛି । ତାଲାବନ୍ଦ ସମୟରେ ଅନେକ ଛୋଟଛୋଟ କମ୍ପାନୀ ବନ୍ଦ ହୋଇଯିବାକୁ ହଜାର ହଜାର ଲୋକ ଚାକିରି ହରାଇ ଘରେ ବସିଛନ୍ତି...

corona
ସଂକ୍ରମିତଙ୍କ ପାଖରେ ମାତ୍ର ଏକ ମିନିଟ ରହିଲେ ମାଡ଼ି ଯାଉଛି ମହାମାରୀ  

ନୂଆଦିଲ୍ଲୀ : ସଂକ୍ରମଣ ବଢ଼ୁଥିବା ବେଳେ ମାସ୍କ ନପିନ୍ଧିବା ମୃତ୍ୟ ସହ ଖେଳିବା ସହ ସମାନ । ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ କରୋନାର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏସବୁ ମଧ୍ୟରେ ବିଶେଷଜ୍ଞଙ୍କ ମତ ଅନୁସାରେ ମାତ୍ର...

malkangiri
ତଳେ ପଡ଼ି ଯାଇଥିବା ତରକାରୀ ଗୋଟାଇ ଖାଇଲେ ବୃଦ୍ଧା

ମାଲକାନଗିରି : ଭାଇରାଲ ଭୋକର ଭୟାନକ୍ କାହାଣୀ । ଭୋକ ଏଠି ବେଶ୍ ଜଣାଣୁଣା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ, ଏନ୍ତୁଡ଼ି ଶାଳରୁ ଜୁଇ ଯାଏ ଗରିବ ମଣିଷକୁ ଘଡ଼ିକି ଘଡ଼ି ମାରୁଥାଏ ଭୋକ । ଏଇ ଭୋକ ପାଇଁ କିଏ ଚୋର ସାଜୁଥିବା ବେଳେ ଆଉ କାହାର...

hanuman
ବର୍ଷା ହେଲାନି, ହନୁମାନଙ୍କ ଉପରେ ରାଗ ଶୁଝାଇଲେ ଯୁବକ

ଦ୍ୱାରିକା : ବର୍ଷା ନେହେବାରୁ ସଙ୍କଟମୋଚନ ହନୁମାନଙ୍କ ଉପରେ ରାଗ ଶୁଝାଇଲେ ଯୁବକ । ଖରାରେ ଜନଜୀବନ ସନ୍ତୁଳି ହେଉଥିବା ବେଳେ ଦିଲ୍ଲୀର ଦ୍ୱାରିକା ଜିଲ୍ଲାର କକରୋଲା ଗାଁରେ ନବରାତ୍ରିର ପ୍ରଥମ ଦିନରେ ଏକ ମନ୍ଦିରରେ ହନୁମାନଙ୍କ ସମେତ ଅନେକ ଦେବାଦେବୀଙ୍କ ମୂର୍ତ୍ତି ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି ।...

Trinatha
ତ୍ରିନାଥ ପ୍ରଧାନଙ୍କ ପାଇଁ ସରକାରୀ ଯୋଜନା ସାତସପନ

  ୮୦ ବର୍ଷ ବୟସ୍କ ତ୍ରିନାଥ ପ୍ରଧାନଙ୍କୁ ମିଳୁନି ସରକାରୀ ସହାୟତା କାନ୍ଥ ଭୁଶୁଡି ପଡିବା ପରେ ପଲିଥିନ୍ ପାଲଟିଛି ସାହାରା ଭଞ୍ଜନଗର (ରାଜେଶ କୁମାର ପଣ୍ଡା) : ବୃଦ୍ଧ, ଅସହାୟ ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା । ଅସଲରେ କିନ୍ତୁ କେତେ ଫାଇଦା ପାଉଛନ୍ତି...

Dhud
ପୁଣି ଚର୍ଚ୍ଚାରେ ଢୁଡ୍ : ଦୁଇ ଦିନ ହେଲା ଜଙ୍ଗଲୀ ବାରହାର ପତ୍ତା ମିଳୁନି

ପୁରୁଷୋତ୍ତମପୁର : ଜଙ୍ଗଲୀ ବାରହା ଢୁଡ୍ ନିଖୋଜ । ଦୁଇ ଦିନ ହେଲା ଢୁଡ୍ ସମ୍ପର୍କରେ କୌଣସି ପତ୍ତା ମିଳୁନି । କେନ୍ଦୁଝର ତେଲକୋଇ ବ୍ଲକ ପୁରୁଷୋତ୍ତମପୁର ଗାଁର ଜଙ୍ଗଲି ବାରହା ଢୁଡ ନିଖୋଜ ହୋଇଯାଇଛି । ଗତ ଦୁଇ ଦିନ ହେଲା ସେ କେଉଁ ଆଡ଼େ ଚାଲି...

bhadrak
ରଙ୍ଗହୀନ ଜୀବନକୁ ରଙ୍ଗୀନ କରେ ସ୍ନେହାଙ୍କ ରଙ୍ଗତୁଳୀ

ଭଦ୍ରକ(ପାର୍ଥସାରଥି ନାୟକ): ବୟସ ଠାରୁ ୧୦ ଗୁଣ ଅଧିକ ସାଉଣ୍ଟିଛନ୍ତି ପୁରସ୍କାର ଓ ମାନ ପତ୍ର । ଘରର କାନ୍ଥ ଓ ଘର ଭିତରରେ ଦୃଶ୍ୟ ହିଁ କହୁଛି ଝିଅର ସଫଳତାର କାହାଣୀ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଏହି କଳା ପ୍ରତି ସଂପୂର୍ଣ୍ଣ ସମର୍ପିତ...

traffic constable
ଟ୍ରାଫିକ୍ ପୋଲିସଙ୍କୁ ସଲାମ୍ : ଲୋକଙ୍କ ଯିବା ଆସିବାରେ ସମସ୍ୟା ହେବାରୁ କୋଦାଳ ଧରି ରାସ୍ତା ସମାନ କଲେ

ଟ୍ରାଫିକ୍ ପୋଷ୍ଟରେ ଡ୍ୟୁଟି କରୁଥିଲେ। ଦେଖିଲେ ଯେ, ଏକ ଖାଲ ପାଇଁ ଲୋକେ ଅସୁବିଧାରେ ପଡୁଛନ୍ତି। ଟ୍ରାଫିକ୍ ସମସ୍ୟା ବଢୁଛି। ଏହା ପରେ ତୁରନ୍ତ ହାତରେ ଏକ କୋଦାଳ ଧରି ସେ ଓହ୍ଲାଇ ପଡ଼ିଲେ ରାସ୍ତାକୁ। ଆଉ ତା ପରର ଦୃଶ୍ୟ ଦେଖିଲେ ଆପଣଙ୍କୁ ବି ସେହି ଟ୍ରାଫିକ୍...

covid hospital
ଆତଙ୍କ ଖେଳାଉଛି କରୋନା : ଆଜିଠୁ ଖୋଲିବ ଆଦିତ୍ୟ ଅଶ୍ୱିିନୀ କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର:  ଆଜିଠାରୁ ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ଏପରି ପଦକ୍ଷେପ ନେଇଛି । ଆଇସିୟୁ ସହ ମୋଟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହେବ । ସେହିପରି ସମ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା...

IAS-OTV
ମଫସଲି ମଣିଷ ପରି ହାତରେ ଦା’ ଧରି ଫସଲ ଅମଳ କରୁଛନ୍ତି ଆଇଏଏସ୍ ଅଫିସର

ଲୁଧିଆନା : ଦେହରେ ଧୋବ ଫରଫର ଧଳା ଧୋତି ସାଙ୍ଗକୁ ମୁଣ୍ଡରେ ପଗଡ଼ି ଆଉ ମୁହଁରେ ସୂତି କପଡ଼ାର ମାସ୍କ । ମଫସଲି ମଣିଷ ପରି ହାତରେ ଦା’ ଧରି ଜମିରେ କାମ କରୁଛନ୍ତି ଆଇଏଏସ୍ ଅଫିସର ।  ସହରୀ ଜୀବନର ଚାକଚକ୍ୟ ତାଙ୍କୁ ମା’ ମାଟି ଠାରୁ...

corona
ଦେଶରେ ଅଣାୟତ କରୋନା ସ୍ଥିତି : ଦୈନିକ ସଂକ୍ରମଣ ଦୁଇ ଲକ୍ଷ ମୁହାଁ

ନୂଆଦିଲ୍ଲୀ : ସାରା ଦେଶରେ ବେକାବୁ ହେଉଛି କରୋନା ମହାମାରୀ । ଦିନକୁ ଦିନ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୮୪ ହଜାର ୩୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଦେଶରେ ଦୈନିକ...

mamali
ଚଢେଇଙ୍କ ପାଇଁ ସମର୍ପିତ କୁନି ଝିଅ ମାମାଲି

ଭଦ୍ରକ( ପାର୍ଥ ସାରଥୀ ନାୟକ) : ନିରୀହ ପକ୍ଷୀଙ୍କ ଅକୁଥା ବେଦନା ବୁଝେ କୁନି ଝିଅ । ଆଉ ତାକୁ ଦେଖିଲେ କିଚିରିମିଚିରି ଶବ୍ଦ କରି ଚଢ଼େଇମାନେ ଖାଇବାକୁ ମାଗନ୍ତି । ଶୋଷ ହେଉଥିଲେ ଥଣ୍ଟ ହଲେଇ ପାଣି ପିଇବା ପାଇଁ ମାଗନ୍ତି । ନିଦାଘ ଗ୍ରୀଷ୍ମରେ ନିଜର...

cctv
ସିସିଟିଭି ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର : ସିସିଟିଭି ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର । ଯୁକ୍ତ ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରର ପ୍ରବେଶ ଦ୍ୱାର, ପରୀକ୍ଷା ହଲ, ବାରଣ୍ଡା ଓ ଅନ୍ୟାନ୍ୟ ସ୍ଥାନରେ ସିସିଟିଭି ଲଗାଯିବା ଜରୁରୀ। ...

beaten
ଛେଳି ଚୋରି ଅଭିଯୋଗରେ ଅକଥନୀୟ ନିର୍ଯାତନା

କଟିହାର : ଚୋରି କରୁଥିବାବେଳେ ଧରା ପଡ଼ିବାରୁ ଲଣ୍ଡା କରି ନିସ୍ତୁକ ମାଡ଼ । ମାନବିକତା ଭୁଲିଗଲେ ଲୋକେ । ବିହାର କଟିହାରରେ ଛେଳି ଚୋରି ଅଭିଯୋଗରେ ଦୁଇ ମହିଳା ଓ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବାର ବର୍ବର ଚିତ୍ର ସାମ୍ନାକୁ ଆସିଛି । ଚୋରକୁ ଶାସ୍ତି...

mahabisuba
ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ : ରାଜ୍ୟରେ ପ୍ରଚଳନ ହେବ ନୂଆ ପଞ୍ଜିକା

ଭୁବନେଶ୍ୱର : ଆଜି ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି . . ତା ସହ ମହାବୀର ଜୟନ୍ତୀ । ଏଥିପାଇଁ ଉତ୍ସବମୁଖର ସାରା ରାଜ୍ୟ । ତେବେ ଏଥର କରୋନା କଟକଣା ପାଇଁ ଫିକା ପଡିଛି ମହାବିଷୁବ ସଂକ୍ରାନ୍ତି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ପୁରୀ...

pana sankranti
ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ମନା

ଭୁବନେଶ୍ୱର : ରାଜ୍ୟରେ ମହାମାରୀର ପ୍ରଭାବ ବଢ଼ି ବଢ଼ି ଚାଲିଥିବା ବେଳେ ଆସନ୍ତାକାଲି ପଣା ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । ଆସନ୍ତାକାଲି ମହାବିଷୁବ ସଂକ୍ରାନ୍ତି ପଡ଼ୁଥିବା ବେଳେ ମନ୍ଦିରରେ ଭିଡ଼ ହେବାର ଆଶଙ୍କା କରି ଆଗୁଆ ପଦକ୍ଷେପ ନିଆଯାଇଛି । କରୋନା...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।