• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

bus
କୋଭିଡ୍ ସଂକ୍ରମଣରେ ବ୍ରେକ୍ ଦେବାକୁ ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜିଠାରୁ ବନ୍ଦ ରହିବ ଆନ୍ତଃରାଜ୍ୟ ବସ୍ ଚଳାଚଳ । ଫଳରେ ଅନ୍ୟ ରାଜ୍ୟକୁ ଯାଆସ କରୁଥିବା ସମସ୍ତ ବସ୍ ସେବା ବନ୍ଦ ରହିବ । ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ ମୁତାବକ ‌ଆନ୍ତଃରାଜ୍ୟ ବସ୍ ସେବାକୁ ବନ୍ଦ କରାଯାଇଛି...

water problem
ଖରା ବଢ଼ୁଛି,ପାଣି ଟୋପାଏ ମିଳୁନି : ଲୋକେ ପିଉଛନ୍ତି ଝରଣାର ଦୂଷିତ ଜଳ

ରାମଚନ୍ଦ୍ରପୁର(ମନୋଜ ପାତ୍ର): ଖରା ବଢିବା ସହ ବଢୁଛି ଜଳକଷ୍ଟ । ପିଇବା ପାଣି ଟୋପାଏ ମିଳୁନି ।  ରାମଚନ୍ଦ୍ରପୁରରେ ଏବେ ଭୀଷଣ ଜଳକଷ୍ଟ ଦେଖାଦେଇଛି । ଗାଁରେ ଥିବା ଏକମାତ୍ର ନଳକୂପ ଠିକ୍‍ ଭାବେ ପାଣି ବାହାରୁ ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ସୋଲାର...

OTV-Portal
କରୋନାରେ ଜୀବନ ହାରିଲେ ବାପପୁଅ, ସଂକ୍ରମଣ ଭୟରେ କବାଟ କିଳିଦେଲେ ପଡ଼ୋଶୀ

ଗୋରଖପୁର : ମାନବିକତାରେ ବିଶାଳ ପାଚେରୀ ଛିଡ଼ା କଲା ଅଦୃଶ୍ୟ ଭାଇରସ୍ । କରୋନାରେ ବାପପୁଅଙ୍କ ମୃତ୍ୟୁ ପରେ ମୁହଁରେ କବାଟ କିଳିଦେଲେ ସୁଖଦୁଃଖର ସାଥୀ ସାଜିଥିଲା ପଡ଼ୋଶୀ । ଘଣ୍ଟା ଘଣ୍ଟା ଧରି ଛଅ ଘଣ୍ଟା ଘର ବାହାରେ ପଡ଼ିରହିଲା ପୁଅର ମୃତଦେହ । ଯେଉଁ ମଣିଷ...

୭
ବାକ୍ସରେ କଙ୍କଡା ଚାଷ କରୁଛନ୍ତି ଯୁବକ : ବର୍ଷକୁ ରୋଜଗାର ହେଉଛି ୫ ଲକ୍ଷ ଟଙ୍କା

ପାଣି ଉପରେ ଡବା ଭଳି ଭାସୁଥିବା ବାକ୍ସରେ ହେଉଛି କଙ୍କଡା ଚାଷ। ବର୍ଷକୁ ରୋଜଗାର ହେଉଛି ୫ ଲକ୍ଷ ଟଙ୍କା। ଯୁବକଙ୍କ ଏହି ନୂଆ କୌଶଳ ଆପଣାଇ କଙ୍କଡା ଚାଷ କରୁଛନ୍ତି ଓ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି ।

jee-main-stagitha
ଯୁଗ୍ମ ପ୍ରବେଶିକା ପରୀକ୍ଷା JEE (ମେନ୍) ସ୍ଥଗିତ

ନୂଆଦିଲ୍ଲୀ : ଯୁଗ୍ମ ପ୍ରବେଶିକା ପରୀକ୍ଷା, JEE (ମେନ୍) ସ୍ଥଗିତ । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି( NTA)  JEE (ମେନ୍) ପରୀକ୍ଷାକୁ ସ୍ଥଗିତ ରଖିଛି  । ଛାତ୍ର ଓ ଅଭିଭାବକଙ୍କ ଦ୍ୱାରା ଲଗାତାର ଉଠୁଥିବା ଦାବିକୁ ଧ୍ୟାନରେ ରଖି NTA ୧୦...

Makes Chariot For Ratha Jatra
କୁନି ଭକ୍ତଙ୍କ କୁନିରଥ

ଭକତ ଡୋରିରେ ବନ୍ଧା କାଳିଆ ଠାକୁର । କୁନି ଭକତର କୁନି ରଥ । ପୁରୀ ଯିବାକୁ ଇଛା ଥିଲା ହେଲେ ସେ ଯାଇ ପାରିଲାନି ଜଗାକୁ ଦର୍ଶନ କରିବା ପାଇଁ , ସେଥିପାଇଁ ତ କୁନି ରଥ ତିଆରି କରି ରଥ ଟାଣିଛି କୁନି ଭକ୍ତ ।...

ganjam
ପୁଣି ଗଞ୍ଜାମକୁ ଫେରୁଛନ୍ତି ପ୍ରବାସୀ : ଷ୍ଟେସନରେ ପ୍ରବାସୀଙ୍କ ଟେଷ୍ଟିଂ ଓ ଟ୍ରେସିଂ

ଦ୍ୱିତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତ ଗଞ୍ଜାମ ପ୍ରଶାସନ ସରପଞ୍ଚ ସଜାଗ, ପ୍ରବାସୀଙ୍କ ଆଇସୋଲେସନ ଉପରେ ଗୁରୁତ୍ୱ ସୁରଟରେ କୋଭିଡରେ ଜୀବନ ହାରିଲେ ଆଉ ଜଣେ ଓଡିଆ ବ୍ରହ୍ମପୁର, ଆସ୍କା, ଖଲ୍ଲିକୋଟ( ଅଶୋକ ବ୍ରହ୍ମା, ମନୋଜ ମୁନୀ,ସିଲୁ ବିଶ୍ୱାଳ) : କରୋନାର ଗତବର୍ଷ ହଟସ୍ପଟ ପାଲଟିଥିବା ଗଞ୍ଜାମ ଜିଲ୍ଲାର ସଂକ୍ରମଣ...

corona
ବେକାବୁ କରୋନାର ଦ୍ୱିତୀୟ ଲହର : ଦିନକରେ ସର୍ବାଧିକ ୧୫୦୧ ଜଣଙ୍କ ଜୀବନ ନେଲା ଭାଇରସ୍

ନୂଆଦିଲ୍ଲୀ : ଦେଶରେ କରୋନା ବିସ୍ଫୋରକ ରୂପ ଧାରଣ କରିସାରିଛି । ମହାମାରୀ ଅନିୟନ୍ତ୍ରିତ ମନେ ହେଉଛି । ପ୍ରତିଦିନ କୋଭିଡ ସଂକ୍ରମଣର ନୂଆ ରେକର୍ଡ ସାମ୍ନାକୁ ଆସୁଛି। ଆଜି ଦିନକରେ ସର୍ବାଧିକ ୧୫୦୧ କରୋନା ସଂକ୍ରମିତ ପ୍ରାଣ ହରାଇଥିବା ବେଳେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ...

ganjam
ପରିଣତ ବୟସରେ ପର କରିଦେଲେ ପୁଅଝିଅ, ସରକାରୀ ଯୋଜନା ବି ସାତସପନ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା) : ପୁଅ, ଝିଅ ସମସ୍ତେ ଅଛନ୍ତି । କିନ୍ତୁ ଦାୟିତ୍ୱ ନେବା ସମୟରେ ସବୁ ପର କରି ଚାଲିଗଲେ । ପରିତ୍ୟକ୍ତ ଭଙ୍ଗା ଘରେ କଟୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ ।  ବୟସର ଅପରାହ୍ନରେ ଗୋଟିଏ ପରିତ୍ୟକ୍ତ ଘରର ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ।...

Oxygen-plant
ଦେଶରେ କରୋନା ବିସ୍ଫୋରଣ : ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ  ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣ ସ୍ଥିତିର ମୁକାବିଲା ପାଇଁ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ । କୋଭିଡ ସ୍ଥିତି ନେଇ ଗତକାଲି ସମୀକ୍ଷା ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୋଦି । ରୋଗୀଙ୍କ ପାଇଁ ଔଷଧ, ଅକ୍ସିଜେନ୍‌, ଭେଣ୍ଟିଲେଟର ଏବଂ...

୧
”ସାପ ମୋ ସାଙ୍ଗ, ସେମାନଙ୍କ ସୁରକ୍ଷା ମୋର ଦାୟିତ୍ୱ’

ବାରିପଦା(ମାନିକ୍ ଲାଲ୍ ପାଣି) : ମୁଁ ସାପକୁ ବହୁତ ଭଲ ପାଏ । ସାପ ମୋର ସାଙ୍ଗ, ସେମାନଙ୍କ ସୁରକ୍ଷା ମୋର ଦାୟିତ୍ୱ । ବିଷଧର ସାପ ପ୍ରେମରେ ଯୁବତୀ । ବାପାଙ୍କ ସାପଧରା ଦେଖି ସେ ପଡ଼ିଥିଲେ ସାପ ପ୍ରେମରେ । ସାପକୁ ଉଦ୍ଧାର କରୁଥିବା ଅନେକ...

sonu
ଗରିବଙ୍କ ଭଗବାନ୍ ସୋନୁ ସୁଦଙ୍କୁ କରୋନା

ଅଭିନେତା ସୋନୁ ସୁଦଙ୍କ କରୋନା ରିପୋର୍ଟ ପଜିଟିଭ୍ ଟ୍ୱିଟ୍ କରି ସୂଚନା ଦେଲେ ସୋନୁ ହୋମ୍ କ୍ୱାରେଣ୍ଟିନରେ ରହି ଲୋକଙ୍କ କାମ କରିବି ଘରେ ବସି ଏବେ ଅଧିକ ସମୟ ଲୋକଙ୍କ ସହାୟତା କରିପାରିବି ଅଭିନେତା ସୋନୁ ସୁଦଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା...

cuttack-144
ଆଜିଠାରୁ ନାଇଟ୍ କର୍ଫ୍ୟୁ : କଟକ, ଭୁବନେଶ୍ୱରରେ ୧୪୪ ଧାରା

  ନାଇଟ୍ କର୍ଫ୍ୟୁ ପାଇଁ କଟକ-ଭୁବନେଶ୍ୱରରେ ୧୪୪ ଧାରା ଜାରି ରାତି ୯ରୁ ସକାଳ ୫ ଯାଏ ବାହାରେ ବୁଲାବୁଲି କରିବାକୁ ସଂପୂର୍ଣ୍ଣ ବାରଣ କଟକଣାରୁ ବାଦ୍ ଅତ୍ୟାବଶ୍ୟକ ସେବା ଭୁବନେଶ୍ୱର : କଟକ ଓ ଭୁବନେଶ୍ୱରରେ ୧୪୪ ଧାରା । କରୋନା ସଂକ୍ରମଣ ଚେନକୁ ଭାଙ୍ଗିବାକୁ  ନାଇଟ...

pm
ସାଧୁ ସନ୍ୟାସୀଙ୍କୁ ମୋଦିଙ୍କ ଅପିଲ : କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବାକୁ ଅନୁରୋଧ

କୁମ୍ଭମେଳାକୁ ଅଧିକ ସଂଖ୍ୟାରେ ଲୋକ ନ ଆସିବାକୁ ଅନୁରୋଧ କୁମ୍ଭମେଳାକୁ ଆସିଥିବା  ୬୮ ସାଧୁ କରୋନା ଆକ୍ରାନ୍ତ ସପ୍ତାହକ ମଧ୍ୟରେ ୨ହଜାର ଶ୍ରଦ୍ଧାଳୁ କୋଭିଡ୍ ପଜିଟିଭ୍ ୨ ରାଜସ୍ନାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ ନୂଆଦିଲ୍ଲୀ : କରୋନା ସଂକ୍ରମଣ ବଢୁଥିବାରୁ ବଢୁଛି ଚିନ୍ତା । ତେଣୁ କୁମ୍ଭମେଳାକୁ ପ୍ରତୀକାତ୍ମକ...

Hostel-pkg
୬ ବର୍ଷ ଧରି ଅବ୍ୟବହୃତ ହୋଇ ପଡ଼ି ରହିଛି ଜୟପୁର ITDA ହଷ୍ଟେଲ

 ହଷ୍ଟେଲ ଅଛି ହେଲେ ବ୍ୟବହାର ହୋଇପାରୁନି  ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହଷ୍ଟେଲ ଏବେ ଖତ ଖାଉଛି ହଷ୍ଟେଲର ସୁରକ୍ଷା ଓ ନିରାପତ୍ତା ନେଇ ଉଠିଲା ପ୍ରଶ୍ନ ହଷ୍ଟେଲ ସ୍ଥିତି ଯାଞ୍ଚ କରିବ ବୈଷୟିକ ଟିମ୍: ନିର୍ବାହୀ ଯନ୍ତ୍ରୀ ଜୟପୁର : ହଷ୍ଟେଲ ଅଛି ହେଲେ ବ୍ୟବହାର...

ambaji temple
ଅମ୍ବେ ମା’ଙ୍କ ଅନନ୍ୟ ମନ୍ଦିର : ଆଖିରେ ପଟି ବାନ୍ଧି ପୂଜା କରନ୍ତି ପୂଜାରୀ

ବନାସକାଣ୍ଠା : ମନ୍ଦିରର ଦେଶ ଭାରତ । ଆମ ଦେଶରେ ଏତେ ମନ୍ଦିର ଅଛି ଯେ ଗଣିବା ସମ୍ଭବପର ନୁହେଁ ।  ବିଭିନ୍ନ ମନ୍ଦିର ଗୁଡିକରେ ପଛରେ ଲୁଚି  ରହିଛି ଭିନ୍ନ ଭିନ୍ନ ରହସ୍ୟମୟୀ ତଥ୍ୟ, ଯାହାକୁ ବୁଝିବାକୁ ମନୁଷ୍ୟ ଆଜି ଯାଏଁ ଅସମର୍ଥ । ସେହିପରି ଭାବେ...

ganga
ଗଙ୍ଗାରେ ଗାଧୋଇଲେ କରୋନା ସଂକ୍ରମଣ ଆଶଙ୍କା, ୧୫ ଦିନ ପାଇଁ ବୁଡ଼ ନପକାଇବାକୁ ଅପିଲ୍

ବାରାଣାସୀ : ଗଙ୍ଗା ସ୍ନାନ ଜରିଆରେ କରୋନା ସଂକ୍ରମଣର ଆଶଙ୍କା ରହିଛି । ପବିତ୍ର ଗଙ୍ଗା ନଦୀ ନିକଟସ୍ଥ ବିଭିନ୍ନ ଅଞ୍ଚଳରେ ଅଦୃଶ୍ୟ ଭାଇରସ୍ ବିକଟାଳ ରୂପ ନେଇ‍ପାରେ ବୋଲି ଚେତାବନୀ ଦେଇଛନ୍ତି ବୈଜ୍ଞାନିକ । ତେବେ ଏହାକୁ ଦୃଷ୍ଟିରେ ରଖି ଆଗାମୀ ୧୫ ଦିନ ପାଇଁ ଗଙ୍ଗା...

West-bengal-election
ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ : ସକାଳ ୭ରୁ ମତଦାନ ଆରମ୍ଭ, ଭୋଟରଙ୍କ ଲମ୍ବା ଧାଡ଼ି

କୋଲକାତା : ଆଜି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେଉଛି । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛିଅ ଯାହା ସଂଧ୍ୟା ୬ଟା ଯାଏ ଚାଲିବ ।  ପଞ୍ଚମ ପର୍ଯ୍ୟାୟରେ ଆଜି ୬ଟି ଜିଲ୍ଲାର ୪୫ଟି ଆସନରେ ଭୋଟ୍ ଗ୍ରହଣ ହେଉଛି । ଆଜି...

haider
ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା; ରିମାଣ୍ଡ ସ୍ଥଗିତ

କଟକ :  ହାଇଦରକୁ କରୋନା । ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଗତକାଲି ହୋଇଥିବା ଆଣ୍ଟିଜେନ୍ ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ଆସିଥିଲା । ହେଲେ  RT-PCR ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ଏହାପରେ...

haider
ଆଜିଠୁ ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର

ଆଜିଠୁ ରିମାଣ୍ଡରେ ହାଇଦର ରିମାଣ୍ଡରେ ନେଇ ସତ ଉଗାଳିବ କଟକ ମଙ୍ଗଳାବାଗ ପୋଲିସ କାଲି ୩ ଯୁବତୀ ଓ ୮ ସହଯୋଗୀଙ୍କୁ ଜେରା କରାଯାଇଥିଲା  କଟକ : ଆଜି ଠାରୁ ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର । ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେଇ ସତ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।