• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

ramnabami
ଆଜି ପବିତ୍ର ରାମନବମୀ : ଶ୍ରୀରାମଙ୍କ ଜନ୍ମୋତ୍ସବ ଲାଗି ଚଳଚଳଞ୍ଚଳ ଦେବାଳୟ

ଶ୍ରୀରାମଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଏକାଠି ନହେବାକୁ ଜାରି ହୋଇଛି କଟକଣା ସେପଟେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବିଶାଳ ବାଲୁକାକଳା ଭୁବନେଶ୍ୱର : ଆଜି ଚୈତ୍ର ମାସ ଶୁକ୍ଲ ନବମୀ । ଆଜିର ଦିନକୁ ସବୁଠି ରାମ ନବମୀ ଭାବେ ପାଳନ...

lockdown-maharastra
ମହାରାଷ୍ଟ୍ରରେ ମଧ୍ୟ ଲାଗୁ ହୋଇପାରେ ଲକଡାଉନ୍ କଟକଣା

ମୁମ୍ବାଇ : ମହାରାଷ୍ଟ୍ରରେ ମଧ୍ୟ ଲାଗୁ ହୋଇପାରେ ଲକଡାଉନ୍ କଟକଣା । ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନେଇ ଘୋଷଣା କରିପାରନ୍ତି । ବର୍ତ୍ତମାନ ରାଜ୍ୟରେ ୧୫ ଦିନିଆ କର୍ଫ୍ୟୁ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ହେତୁ କଠୋର ନିଷ୍ପତ୍ତି ନେଇପାରନ୍ତି ଠାକରେ ।...

mango
ସଫଳ ଆମ୍ବଚାଷୀ : ଗୋଟିଏ ଗଛରେ ଫଳାଉଛନ୍ତି ୩୦୦ କିସମର ଆମ୍ବ

ଚର୍ଚ୍ଚାରେ ଆମ୍ବଚାଷୀ । ଦିନେ ପାଠପଢ଼ା ଛାଡ଼ିଥିଲେ, ଆଉ ଏ‍ବେ ପାଲଟି ଯାଇଛନ୍ତି ସଫଳ ଆମ୍ବଚାଷୀ । ମାତ୍ର ଗୋଟିଏ ଆମ୍ବ ଗଛରେ ଫଳାଉଛନ୍ତି ୩୦୦ ପ୍ରକାର ଆମ୍ବ, ଜାଣନ୍ତୁ ଏହି ଅସମ୍ଭବ କେମିତି ହେଲା ସମ୍ଭବ?

odisha
”୨ଦିନ ଭିତରେ ଫାଇନାଲ୍ କର, ନହେଲେ ହୁଲସ୍ତୁଲ୍ ହେବ ଓଡ଼ିଶା’

ଭୁବନେଶ୍ୱର : ”୨ଦିନ ଭିତରେ ଫାଇନାଲ୍ କର, ନହେଲେ ହୁଲସ୍ତୁଲ୍ ହେବ ଓଡ଼ିଶା । ପରୀକ୍ଷା ବାତିଲ୍ କର ନକଲେ ମାଷ୍ଟର କ୍ୟାଣ୍ଟିନରେ ଲାଇଭ ହେବ ।  ସିବିଏସଇ ପିଲା ପରୀକ୍ଷା ବାତିଲ୍ ହୋଇଥିବା ବେଳେ ଆମ ପରୀକ୍ଷା କାହିଁକି ବାତିଲ୍ କରାଯାଉ ନାହିଁ’ । ଆମ ଭବିଷ୍ୟତ...

court
କୋର୍ଟ ପାଇଁ ଗାଇଡ୍ ଲାଇନ୍ : ଭର୍ଚୁଆଲ୍ ମୋଡରେ ହେବ ଶୁଣାଣି

କରୋନା କାଳରେ କୋର୍ଟ ପରିଚାଳନା ପାଇଁ ଗାଇଡଲାଇନ୍ କୋର୍ଟରେ ମାମଲାଗୁଡ଼ିକର ଶୁଣାଣି ଭର୍ଚୁଆଲ୍ ମୋଡରେ ହେବ କୋର୍ଟ ରୁମରେ ସାମାଜିକ ଦୂରତା ଓ କରୋନା ପ୍ରୋଟକଲ୍ ପାଳନ କରାଯିବ କୋର୍ଟ ପରିସରକୁ ସପ୍ତାହକୁ ଥରେ ସାନିଟାଇଜ୍ କରାଯିବ ଜ୍ୱର କିମ୍ବା କାଶ ଲକ୍ଷଣ ଥିବା କର୍ମଚାରୀଙ୍କୁ କୋର୍ଟକୁ ବାରଣ...

corona
୨୪ ଘଣ୍ଟାରେ ଦେଶରେ ୨,୫୯,୧୭୦ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୬୧ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ନୂଆ...

9Am-Posco
ପୁଣି ଓଡ଼ିଶା ଫେରୁଛି ପସ୍କୋ !

ଭୁବନେଶ୍ୱର : ଦକ୍ଷିଣ କୋରିଆର ବିଶାଳ ଷ୍ଟିଲ୍ ଉତ୍ପାଦନକାରୀ କଂପାନି ପସ୍କୋ ପୁଣି ଓଡ଼ିଶା ଫେରୁଥିବା ସୂଚନା ।  ପ୍ରାୟ ୧୨ ବିଲିୟନ୍ ୟୁଏସ୍ ଡଲାର ବା ୮୯ ହଜାର ୭୧୩ କୋଟି ଟଙ୍କା ରେକର୍ଡ ପରିମାଣର ପୁଞ୍ଜି ନିବେଶ କରି ରାଜ୍ୟରେ ଏକ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟ...

e waste
ଇୱେଷ୍ଟକୁ ବ୍ୟବହାର କରି ନିର୍ମାଣ ହୋଇଛି ଆଖି ଝଲସିଲା ଭଳି କଳାକୃତି

ଅଦରକାରୀ ବସ୍ତୁରେ ଅଭୂତପୂର୍ବ କଳାକୃତି ବୃଦ୍ଧି ପାଉଛି ଇ ୱେଷ୍ଟ  ବା ଇଲେକଟ୍ରୋନିକ୍ସ ବର୍ଯ୍ୟବସ୍ତୁ  ପରିବେଶକୁ ଭୟଙ୍କର ଭାବେ ପ୍ରଦୂଷିତ କରୁଛି ଇ ୱେଷ୍ଟ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀ    ବ୍ରହ୍ମପୁର(ଜଗନ୍ନାଥ ସାହୁ):  ଦିନକୁ ଦିନ ବଢୁଛି ଇଲେକଟ୍ରୋନିକ୍ସ ସାମଗ୍ରୀର ଚାହିଦା । ଫଳରେ...

godda
ମହଙ୍ଗା ପଡ଼ିଲା ଫେସବୁକ୍ ପ୍ରେମ : ପ୍ରେମିକ ସହ ସୁଖର ସଂସାର ଗଢ଼ିବାକୁ ସୁଦୂର ମୁମ୍ବାଇରୁ ଝାଡ଼ଖଣ୍ଡ ଧାଇଁଆସିଥିଲେ ଯୁବତୀ

ଗୋଡ୍ଡା : ମହଙ୍ଗା ପଡ଼ିଲା ଫେସବୁକ୍ ପ୍ରେମ । ପ୍ରେମିକ ସହ ସଂସାର ଗଢ଼ିବାର ସ୍ୱପ୍ନ ନେଇ ମା’ବାପାକୁ ପର କରିଆସିଥିଲେ ଯୁବତୀ । ହେଲେ ପ୍ରେମିକାକୁ ଦେଖିବା ମାତ୍ରେ ବିଧା ଗୋଇଠା ବର୍ଷାଇଲା ପ୍ରେମିକ । ଝାଡ଼ଖଣ୍ଡ ଗୋଡ୍ଡାର ରାଜରାସ୍ତାରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

7am-jatra
ବାହାଘରର ୨୪ ଘଣ୍ଟା ପୂର୍ବରୁ ତାଲିକା ଦେବେ ଆୟୋଜକ : ଅଙ୍ଗନବାଡ଼ି କେନ୍ଦ୍ର, ଯାତ୍ରା, ରଙ୍ଗମଞ୍ଚ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଘୋଷଣା 

ଭୁବନେଶ୍ୱର : ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ସହ ରାଜ୍ୟରେ ଯାତ୍ରା, ଅପେରା ଓ ମୁକ୍ତାକାଶ ରଂଗମଞ୍ଚକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଏଣିକି ଯାତ୍ରା, ଅପେରା, ମୁକ୍ତାକାଶ ରଂଗମଞ୍ଚ ବନ୍ଦ ରହିବ । ତା ସହ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବା ନେଇ ଘୋଷଣା...

bus
ଦିଲ୍ଲୀରେ ଲକଡାଉନ ପରେ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ : ଆନନ୍ଦବିହାର ବସ୍ ଟର୍ମିନାଲରେ ପ୍ରବଳ ଭିଡ଼

ବସରେ ସିଟ୍ ନମିଳିବାରୁ ଛାତ ଉପରେ ବସି ଯାଉଛନ୍ତି ଲୋକେ ରାତି ୧୦ରୁ ଲାଗୁ ହୋଇଛି ୬ ଦିନିଆ ସଟଡାଉନ୍ ନୂଆଦିଲ୍ଲୀ : ଦିଲ୍ଲୀ ଆନନ୍ଦବିହାର ବସ୍ ଟର୍ମିନାଲରେ ପୁଣି ଥରେ ଜନଗହଳି । ଘରକୁ ଫେରିବାକୁ ଭିଡ଼ ଜମାଇଛନ୍ତି ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡ ସମେତ ଉତ୍ତର ଭାରତର...

bhagwan-ram
ରାମନବମୀରେ ପାଞ୍ଚଗ୍ରହର ଶୁଭ ସଂଯୋଗ : ୨୦୧୩ ପରେ ବୃହସ୍ପତିକାରକ ଯୋଗ

ଚୈତ୍ର ମାସ ଶୁକ୍ଳ ପକ୍ଷର ନବମୀ ତିଥିରେ ଧରାବତରଣ କରିଥିଲେ ଯୁଗପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ଏହି ଦିନକୁ ରାମନବମୀ କୁହଯାଉଥିବା ବେଳେ ଭଗବାନ ରାମଙ୍କ ଜନ୍ମଦିନ ରୂପରେ ପାଳନ କରାଯାଏ । ଚଳିତ ବର୍ଷ ଚୈତ୍ର ଶୁକ୍ଳ ପକ୍ଷ ନବମୀ ତିଥି ୨୧ ଏପ୍ରିଲରେ ପଡ଼ୁଛି ।...

u
’ମାସ୍କ ପିନ୍ଧିବିନି, ତୁମ ଆଗରେ ତାଙ୍କୁ କିସ୍ କରିବି’

ଦିଲ୍ଲୀ : ’ମାସ୍କ ନାମରେ ଚାଲାଣ କାଟିବା ପାଇଁ ଆସିଗଲେ ଭିକାରୀ । ମୁଁ ତାଙ୍କୁ ତୁମ ସାମ୍ନାରେ କିସ୍ ବି କରିବି, ମୋର କ’ଣ କରିବ କ” । ମାସ୍କ କାହିଁକି ପିନ୍ଧିନାହିଁ ବୋଲି ପ୍ରଶ୍ନ କରିବାରୁ ନାଲି ଆଖି ଦେଖାଇ ପାଖରେ ଧିବା ସ୍ୱାମୀଙ୍କ ଆଡ଼କୁ...

sc
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ସର୍ବସାଧାରଣ ସ୍ଥାନ ଅଧୀନରେ ଆସୁନାହିଁ ବ୍ୟକ୍ତିଗତ ବାହାନ

ନୂଆଦିଲ୍ଲୀ : ବ୍ୟକ୍ତିଗତ ବାହାନ ସର୍ବସାଧାରଣ ସ୍ଥାନ ଅଧୀନରେ ଆସୁନାହିଁ । ହା‌ଇକୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କଲେ ସୁପ୍ରିମକୋର୍ଟ । Narcotics Drug and Psychotropic Substance ଆକ୍ଟ ଅନୁସାରେ ସର୍ବସାଧାରଣ  ଅଧୀନରେ ବ୍ୟକ୍ତିଗତ ଗାଡ଼ି ଆସୁନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଭୁଲ ଧାରା...

crime
ଅକ୍ସିଜେନ୍ ସାହାରାରେ ବଞ୍ଚିଥିବା କରୋନା ପୀଡ଼ିତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ଗ୍ୱାଲିୟର : ବିକୃତ ମାନସିକତା । ମହାମାରୀ ତାଣ୍ଡବ ଭିତରେ ମଧ୍ୟ ଲୋକଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ଆସୁନି ।  ଅକ୍ସିଜେନ୍ ସାହାରାରେ ବଞ୍ଚିଥିବା କରୋନା ପୀଡ଼ିତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କଲା ୱାର୍ଡବୟ । ମଧ୍ୟପ୍ରଦେଶ ଗ୍ୱାଲିୟରରୁ ଏପରି ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି । ତେବେ...

ହଳଦିଆ ରଙ୍ଗର ତାଇୱାନ ତରଭୁଜ : ଖାଲି ରଙ୍ଗ ଭିନ୍ନ ତା ନୁହେଁ ସ୍ୱାଦ ମଧ୍ୟ ଅଧିକ

ବାରିପଦା(ମାଣିକଲାଲ୍ ପାଣି) : ଖରାଦିନେ ବଢିଯାଏ ତରଭୁଜର ଚାହିଦା । ରୌଦ୍ର ତାପରୁ ରକ୍ଷା ପାଇଁ ଲାଲ ଟହ ଟହ ତରଭୁଜ ଖାଇବାକୁ କାହାବୁ ବା ଭଲ ନଲାଗେ । ହେଲେ ତରଭୁଜ କେବେ ହଳଦିଆ ରଙ୍ଗର ଦେଖିଛନ୍ତି ? ଖାଲି ରଙ୍ଗ ଭିନ୍ନ ନୁହେଁ, ଏହା ସୁସ୍ୱାଦୁ ଓ...

heat-wave
ତାତିରେ ସିଝୁଛି ସାରା ରାଜ୍ୟ: ୪୨ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ତାତି । ଉତ୍ତରରୁ ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି । ଗତକାଲି ୪୦ ଡିଗ୍ରୀ ଉପରେ ରାଜ୍ୟର ୫ ସହରର ତାପମାତ୍ରା ରହିଛି । ୪୨ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ...

nazia
My Love ନାଜିଆ, ତୁମପାଇଁ ଜହ୍ନ ରାଇଜରେ ଜାଗାଟେ କିଣିଛି

ନାଜିଆ… ମୋ ପ୍ରାଣ ପ୍ରିୟା ନାଜିଆ… ସାହାଜାନ୍ ସିନା ତାଙ୍କ ପତ୍ନୀଙ୍କ ପାଇଁ ତାଜମହଲ୍ ତୋଳିଥିଲେ, ହେଲେ ମୁଁ ତୁମ ପାଇଁ ଜହ୍ନ ରାଇଜରେ ଜାଗାଟେ କିଣିଛି… କହିବ ଯଦି ତାରାଫୁଲ ପରି ଘର ଟେ ତୋଳିଦେବି ।

Lingaraja
ଭକ୍ତଙ୍କ ଲାଗି ଲିଙ୍ଗରାଜ ମନ୍ଦିର ବନ୍ଦ

ଅନିର୍ଦ୍ଦିଷ୍ଟ କାଳ ଲାଗି ଲିଙ୍ଗରାଜ ମନ୍ଦିର ବନ୍ଦ କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ବିଏମସିର ନିଷ୍ପତ୍ତି ଦୈନନ୍ଦିନ ନୀତିକାନ୍ତି ପାଇଁ କେବଳ ସେବାୟତଙ୍କୁ ମନ୍ଦିର ପ୍ରବେଶ ଅନୁମତି    ଭୁବନେଶ୍ୱର : ବଢୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ଶ୍ରଦ୍ଧାଳୁଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ହୋଇଛି...

maharastra-delhi
ମହାରାଷ୍ଟ୍ର, ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି କରୋନା: ଦିନକରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ମହାରାଷ୍ଟ୍ରରେ ୬୮ ହଜାର ଓ ଦିଲ୍ଲୀରେ ୨୫ ହଜାର ପାର କଲା ପଜିଟିଭ୍ ସଂଖ୍ୟା ସେପଟେ ସ୍ଥିତି ବିଗିଡ଼ିବାରୁ ଛତିଶଗଡ଼ରେ ସଟଡାଉନ୍ ଅବଧି ୨୭ ଯାଏ ବୃଦ୍ଧି ନୂଆଦିଲ୍ଲୀ : ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି କରୋନା । ଦିନକରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।