• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

puja
ପୂଜାଙ୍କ ସାଇକେଲରେ ବାଜିଲା ଗୁଳି : ଜୀବନ ସିନା ବଞ୍ଚିଗଲା, ୧୨ କିମି ଚାଲିଚାଲି ଯାଉଛନ୍ତି ସ୍କୁଲ

ଦଶମ ଶ୍ରେଣୀର ଝିଅ ପୂଜା। ଘର ତାଙ୍କର ଜଙ୍ଗଲ ଭିତରେ। ନକ୍ସଲ-ପୋଲିସ୍ ସଂଘର୍ଷ ବେଳେ ଅଳ୍ପକେ ସେ ରକ୍ଷା ପାଇଯାଇଛନ୍ତି। ଗୁଳିଟି ବାଜିଥିଲା ତାଙ୍କ ସାଇକେଲରେ। ଗୁଳି ଟାୟାର ଭିତରେ ପଶି ଚିରିଦେଇଛି। ଏବେ ସେ ୧୨ କିଲୋମିଟର ଚାଲିଚାଲି ଯାଉଛନ୍ତି ସ୍କୁଲ।

rukuna
ସଂକ୍ରମଣ ଭୟ : ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଲକ୍ଷ ଲକ୍ଷ ଭକ୍ତ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ରଥାରୂଢ଼ ଶ୍ରୀଲିଙ୍ଗରାଜଙ୍କୁ ଆଖି ପୂରାଇ ଦେଖିବା ପାଇଁ। ହେଲେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିନାହିଁ ।  ଏବର୍ଷ ବି ରୁକୁଣା ରଥ...

biggest-youtuber
ବୟସ ମାତ୍ର ୧୦ ବର୍ଷ : ମାସିକ ଆୟ ୧୮ କୋଟି

ଟେକ୍ସାସ : ବର୍ତ୍ତମାନ ଟଙ୍କା ଆୟ କରିବାର ପ୍ରମୁଖ ମାଧ୍ୟମ ପାଲଟିଛି ଡିଜିଟାଲ ପ୍ଲାଟଫର୍ମ । ଫଟୋ, ଭିଡ଼ିଓ ପୋଷ୍ଟ କରି ବି ଟଙ୍କା ଆୟ କରିବା କଥା ବୋଧହୁଏ କେହି ଚିନ୍ତା କରିନଥିବେ । ଯାହା ଆଜିକାଲି ସମ୍ଭବ ହୋଇପାରିଛି । କେବଳ ଏତିକି ନୁହେଁ ପିଲା...

binika
ମାଗଣାରେ ପଛୁଆ ଅଞ୍ଚଳର ଗରିବ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଦିବ୍ୟାଙ୍ଗ ଦୟାନିଧି ସାର

ଶରୀରରୁ ସିନା ଦିବ୍ୟାଙ୍ଗ, ହେଲେ ମନରୁ ପୂର୍ଣ୍ଣାଙ୍ଗ ଶିକ୍ଷାଦାନ ତାଙ୍କର ପେଶା ନୁହେଁ, ଏହା ତାଙ୍କ ନିଶା ପଛୁଆ ଅଞ୍ଚଳର ଗରିବ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଚର୍ଚ୍ଚାରେ ସୁବର୍ଣ୍ଣପୁର ବିନିକା ଅରିଗାଁର ଦୟାନିଧି ନାଏକ ବିନିକା(ଦିଲ୍ଲୀପ ସାହୁ) : ଦିବ୍ୟାଙ୍ଗ ସାର୍ ଦୟାନିଧି ନାଏକଙ୍କୁ ଶତ ଶତ ପ୍ରଣାମ...

alwar
ପ୍ରେମ ପାଇଁ ସଜା : ଗ୍ୟାଙ୍ଗଷ୍ଟରକୁ ହୃଦୟ ଦେଇ ୨ ମାସ ଜେଲ ଦଣ୍ଡ ଭୋଗିଲେ ଡାକ୍ତରଙ୍କ ଅଲିଅଳି ଝିଅ

ଅଲୱର: ଗ୍ୟାଙ୍ଗଷ୍ଟରକୁ ପ୍ରେମ କରିବା ମହଙ୍ଗା ପଡ଼ିଲା । ଡାକ୍ତରଙ୍କ ଅଲିଅଳି ଝିଅକୁ ଦୁଇ ମାସ ଆଠ ଦିନ ଜେଲରେ ସଜା କାଟିବାକୁ ପଡ଼ିଲା । ଭୁଲରେ ଗ୍ୟାଙ୍ଗଷ୍ଟର ସହ ପ୍ରେକ ସମ୍ପର୍କ ଗଢ଼ି ଉଠିଥିବା କହିବା ପରେ ତାଙ୍କୁ ଜାମିନ ମିଳିଛି । ଗ୍ୟାଙ୍ଗଷ୍ଟର ପପଲା ଗୁର୍ଜରର...

buffaloes-saved-the-owne
ବାଘୁଣୀର ଶକ୍ତ ପଞ୍ଝାରେ ଫଶିଥିଲେ ମାଲିକ, ମଇଁଷି ପଲ ମିଶି ଦେଲେ ନୂଆ ଜୀବନ

ଭୋପାଳ : ମାଲିକକୁ ନୂଆ ଜୀବନ ଦେଲେ ମଇଁଷି ପଲ । ସ୍ନେହର ଋଣ ଜୀବନ ବଞ୍ଚାଇ ଶୁଝିଦେଲେ । ମଧ୍ୟପ୍ରଦେଶର ଏକ ଛୋଟ ଗାଁରେ ବାଘୁଣୀର ଶକ୍ତ ପଞ୍ଜାରୁ ମାଲିକଙ୍କୁ  ରକ୍ଷା କରିଛନ୍ତି ମଇଁଷି ପଲ । ବାଘଙ୍କ ଗଡ଼ କୁହାଯାଉଥିବା ବାନ୍ଧବଗଡ଼ ବ୍ୟାଘ୍ର୍ୟ ସଂରକ୍ଷଣ ଜଙ୍ଗଲରେ...

Corona
ପୁଣି ରେକର୍ଡ ଭାଙ୍ଗିଲା କରୋନା : ୨୪ ଘଣ୍ଟାରେ ୧,୨୬,୭୮୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ପୁଣି ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୨୬ ହଜାର ୭୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ମହାମାରୀ ୬୮୫ ଜଣଙ୍କର ଜୀବନ ନେଇଛି ।  ଗତ ୨୪ ଘଣ୍ଟାରେ ହୋଇଥିବା ୬୩୦ ମୃତ୍ୟୁକୁ ମିଶାଇ...

ଓଡ଼ିଆ ଝିଅ ସଙ୍ଗୀତା ମହାପାତ୍ର : ବାଙ୍ଗାଲୋରରେ ଟେକ୍ସଟାଇଲ୍ କମ୍ପାନୀ ମାଲିକ

ଓଡ଼ିଆ ଝିଅ। ପାଠ ପଢ଼ିଥିଲେ ବି-ଟେକ୍। ଏବେ ସେ ବାଙ୍ଗାଲୋରରେ ଜଣେ ସଫଳ ମହିଳା ଉଦ୍ୟୋଗୀ। ସେଠାରେ ସେ ପ୍ରତିଷ୍ଠା କରିଛନ୍ତି ଏକ ଟେକ୍ସଟାଇଲ୍ କମ୍ପାନୀ। ଆଉ ଏଥିରେ କାମ କରୁଥିବା ୪୨ ଜଣ କର୍ମଚାରୀଙ୍କ ମଧ୍ୟରୁ ୪୦ ଜଣ ହେଉଛନ୍ତି ମହିଳା। ସେମାନେ ମଧ୍ୟ ସବୁ ବି-ଟେକ୍...

corona
ପୂର୍ବାପେକ୍ଷା ଅଧିକ ଭୟଙ୍କର କରୋନା ଲହରୀ : ସଂକ୍ରମିତ ହେଉଛନ୍ତି ଶିଶୁ, ଯୁବଗୋଷ୍ଠୀ, ଗର୍ଭବତୀ

ନୂଆଦିଲ୍ଲୀ: କରୋନା ଭାଇରସ୍ ପୂର୍ବାପେକ୍ଷା ଅଧିକ ଭୟଙ୍କର ରୂପ ନେଇଛି ।  ପ୍ରତିଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଏହାର ପ୍ରମାଣ ଦେଉଛି । ଦେଶରେ ତଥା ରାଜଧାଦୀ ଦିଲ୍ଲୀରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଡାକ୍ତରମାନେ ଏନେଇ ଭିନ୍ନ ଭିନ୍ନ ମତପ୍ରକାଶ କରୁଛନ୍ତି...

ନାକ ତଳକୁ ଖସି ଯାଇଥିଲା ମାସ୍କ : ପୁଅ ସାମ୍ନାରେ ବାପାଙ୍କୁ ଅତି ନୃଶଂସ ଭାବେ ମାଡ଼ ମାରିଲା ପୋଲିସ୍

ଇନ୍ଦୋର: ବିଚ୍ ରାସ୍ତାରେ ବାପା ଉପରେ ବର୍ଷୁଥିଲା ବିଧା, ଗୋଇଠା । ପୋଷାକ ଫାଡ଼ି ନୃଂସଶ  ଭାବେ ଜଣେ ଅସହାୟ ଲୋକକୁ ମାରି ଚାଲିଥିଲେ ଖାକି ବର୍ଦ୍ଦିଧାରୀ ପୋଲିସ ବାବୁ । ଆଉ ଏସବୁ ଘଟୁଥିଲା କୁନି ପୁଅର ଆଖି ସାମ୍ନାରେ । କାନ୍ଦ କାନ୍ଦ ହୋଇ ମୋ...

cbk mohanty
ସଂକ୍ରମଣ ରୋକିବାର ଏକ ମାଧ୍ୟମ ନାଇଟ୍ କର୍ଫ୍ୟୁ : କହିଲେ DMET ସିବିକେ ମହାନ୍ତି

ରାତିରେ କ୍ଲବ ଓ ପାର୍ଟିରେ ଗହଳି ରୋକିବାକୁ ନାଇଟ୍ କର୍ଫ୍ୟୁ ଦରକାର

MAHENDRA TANAYA
ଶୁଖିଲା ପଡିଛି ମହେନ୍ଦ୍ରତନୟା ନଦୀ : ପ୍ରଥମଥର ପାଇଁ ଶୁଷ୍କ ଯୋଗୁଁ ଚିନ୍ତାରେ ପାରଳାଖେମୁଣ୍ଡି ବାସିନ୍ଦା

ମହେନ୍ଦ୍ରତନୟାର ସ୍ରୋତ ଶୁଖିବା ଯୋଗୁଁ ଭୂତଳ ଜଳ ପ୍ରଭାବିତ ହେବା ଆଶଙ୍କା ଆଗକୁ ସ୍ଥିତି ଉତ୍କଟ ହେବା ସମ୍ଭାବନା ଗଜପତି(ଆଦର୍ଶ ଦାଶ): କଷ୍ଟ ଦେଉଛି ଶୁଖିଲା ନଈ । ପାରଳାଖେମୁଣ୍ଡି ସହରବାସୀ, ଗୋଷାଣି ଓ ରାୟଗଡ ବ୍ଲକର ଲାଇଫଲାଇନ୍ ମହେନ୍ଦ୍ରତନୟା ନଦୀ ଏବେ ଶୁଖିଲା ପଡିଛି । ଫଳରେ...

old-age
ପ୍ରେମ ଦେଖେନି ବୟସ : ଦାମ୍ପତ୍ୟ ଜୀବନର ସଫଳତାର ସୂତ୍ର ବାଣ୍ଟୁଛନ୍ତି ବୃଦ୍ଧ ଦମ୍ପତି

ବୟସ ଅଧିକ ସତ୍ତ୍ୱେ ଦୁହେଁ ବେଶ ଚଳଚଂଚଳ ବୃଦ୍ଧ ଦମ୍ପତି ବାଣ୍ଟୁଛନ୍ତି ଦାମ୍ପତ୍ୟ ଜୀବନର ସଫଳତାର ସୂତ୍ର କହୁଛନ୍ତି କେମିତି ଅତୁଟ ରହିବ ସମ୍ପର୍କ ପ୍ରେମ ଦେଖେନି ବୟସ । ମନରେ ରହି ମନକୁ ଚୋରାଉଥିବା ମଣିଷ ପାଇଁ ହୃଦସ୍ପନ୍ଦନ ବାରମ୍ବାର ବଢ଼ୁଥାଏ ।  ପ୍ରେମ କରିବାରେ କୌଣସି ବୟସ ଦେଖାଯାଏନି । ବୟସ...

chhatisgad-naxal
ସହିଦ ସୁବାସ ନାୟକଙ୍କୁ ଝୁରୁଛି ଜନ୍ମମାଟି : ଛାତି ଫଟାଇ କାନ୍ଦୁଛି ମା’

ଓଡିଆ ଯବାନ୍ ସୁବାସ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ପୈତୃକ ଗାଁରେ ଶୋକାକୁଳ ପରିବେଶ ନକ୍ସଲ ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ସୁବାସ ବିଜାପୁର ନକ୍ସଲ ଅପରେସନରେ ସହିଦ ହୋଇଥିଲେ ୨୨ ଯବାନ କୋକସରା : ମୋର ଗୋଟିଏ ପୁଅ ଥିଲା । ମୁଁ ଦେଖି ପାରିଲିନି ବାବୁ । ପୁଅ...

electic scooter
ଆସିଲା ନୂଆ ଫିଚର : ୫ ମିନିଟରେ ଫୁଲ ହେବ ବ୍ୟାଟେରୀ, ଦୌଡ଼ିବ ଇଲେକ୍ଟ୍ରିକ ସ୍କୁଟର

ନୂଆଦିଲ୍ଲୀ : ଏବେ ଚାଲିଛି ଇଲେକ୍ଟ୍ରିକ ସ୍କୁଟର ଜମାନା । ତେଲ ଦର ହୁ ହୁ ହୋଇ ବଢ଼ୁଥିବା ବେଳେ ଗାଡ଼ିରେ ତେଲ ପକାଇବା କଷ୍ଟକର ହୋଇପଡ଼ୁଛି । ଫଳରେ ଇଲେକ୍ଟ୍ରିକ ସ୍କୁଟର ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି ଲୋକେ । ଭାରତରେ ବଢ଼ୁଥିବା ଇଲେକ୍ଟ୍ରିକ ସ୍କୁଟରର...

’ସ୍ତ୍ରୀର ଦାୟିତ୍ୱ ନେବା ଓ ତାକୁ ଆର୍ଥିକ ସହଯୋଗ କରିବା ସ୍ୱାମୀର କର୍ତ୍ତବ୍ୟ’

ଦିଲ୍ଲୀ: ସ୍ତ୍ରୀର ଦାୟିତ୍ୱ ନେବା ସ୍ୱାମୀର କର୍ତ୍ତବ୍ୟ । ସ୍ତ୍ରୀର ଖର୍ଚ୍ଚ ଉଠାଇବା ସହ ପିଲାଙ୍କୁ ଆର୍ଥିକ ସହାୟତା ଯୋଗାଇବା ସ୍ୱାମୀର ଦାୟିତ୍ୱ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଛନ୍ତି । କେବଳ ଏତିକି ନୁହେଁ ପତ୍ନୀର ଭରଣପୋଷଣ ଏବଂ ପିଲାମାନଙ୍କର ଯତ୍ନ ନେବା ଦାୟିତ୍ୱରୁ ସ୍ୱାମୀ ଓହରି...

police-bbsr
ଏସସିବିକୁ ଦଲାଲମୁକ୍ତ କରିବାକୁ ପ୍ରୟାସ : କମିଶନରେଟ ପୋଲିସର ମିଶନ ଜୋରଦାର

କଟକ : ଏସସିବିକୁ  ଦଲାଲମୁକ୍ତ କରିବାକୁ କମିଶନରେଟ ପୋଲିସର ମିଶନ ଜୋରଦାର । ଗତ କିଛି ଦିନ ଭିତରେ ଏସସିବି ପରିସରରୁ ୯ ଜଣ ଦଲାଲ ଗିରଫ ହେବା ପରେ ଏକ ନର୍ସଂହୋମକୁ ସିଲ୍ କରାଯାଇଛି । ରବିବାର ମଙ୍ଗଳାବାଗ କାଠଗୋଲା ସାହିରେ ଥିବା ଏକ ଘରୋଇ ହସ୍ପିଟାଲ...

saneep
ସୁଯୋଗ୍ୟ ପୁତ୍ର ସନ୍ଦୀପ : ହାତରେ ଲାଗିଛି ପ୍ଲାଷ୍ଟର, ତଥାପି ମନରେ ଶତ ସିଂହର ବଳ

ରାୟପୁର: ଭାରତ ମାତର ସୁଯୋଗ୍ୟ ପୁତ୍ର  । ମାଓ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି । ମାଓବାଦୀଙ୍କ ମୃତ୍ୟୁର ମାୟାଜାଲ ଛିଣ୍ଡାଇ ଫେରିଛନ୍ତି କହିଲେ ଚଳେ । ଆଖିରେ ଦେଖିଛନ୍ତି ରକ୍ତ ଜର୍ଜରିତ ସାଥି ଯବାନଙ୍କ ଅବଶ ଶରୀର ।...

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଭଙ୍ଗାରୁଜା

ସମ୍ବଲପୁର : ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଲାଠି ମାଡ଼ । ବିଶ୍ୱ ବିଦ୍ୟାଳୟରେ ଛାତ୍ରଙ୍କ ଭଙ୍ଗାରୁଜା ପରେ ପୋଲିସର ଲାଠି ମାଡ଼ । +୩ ତୃତୀୟ ସେମିଷ୍ଟର ପରୀକ୍ଷା ଅଫଲାଇନରେ ହେବାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ପ୍ରତିବାଦରେ କୁଳପତିଙ୍କ ଅଫିସରେ ଧସେଇ ପଶିଛନ୍ତି । ଆଉ ସେତିକି...

Naveen
ସଂଧ୍ୟାରେ ରାଜ୍ୟର କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ : ସଂକ୍ରମଣ ବଢ଼ୁଥିବାରୁ ନୂଆ ଘୋଷଣା ହୋଇପାରେ

 ଭୁବନେଶ୍ୱର: ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । ଅପରାହ୍ନ ୫ଟାରେ ଏ ନେଇ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ  । ଏଥିରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।