• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

bear
ଜଙ୍ଗଲୀ ଭାଲୁଙ୍କ ମୁହଁରେ ଲାଗିଛି ଆଇସକ୍ରିମର ସ୍ୱାଦ

କାଙ୍କେର : ଭାଲୁ ଖାଉଛି ଆଇସକ୍ରିମ । ଟାଇଁ ଟାଇଁ ଖରାରେ ଲୋକଙ୍କ ତଣ୍ଟି ଶୁଖି ଯାଉଥିବା ବେଳେ ଜଙ୍ଗଲୀ ଭାଲୁକୁ ଆଇସକ୍ରିମ ଖିଆ ନିଶା ଲାଗିଛି । ଛତିଶଗଡ଼ର କାଙ୍କେର ସହରରେ ଶିତଲାପାରା ଅଞ୍ଚଳରେ କିଛିଦିନ ହେବ ଜଙ୍ଗଲୀ ଭାଲୁ ଆଇସକ୍ରିମ ଲୋଭରେ ଜନବସତି ଆଡ଼କୁ ପଳାଇ...

sputanik-v
ସ୍ପୁଟନିକ୍-ଭିକୁ ତୃତୀୟ ଟିକା ଭାବେ ମଞ୍ଜୁରୀ, ଏହାର ନାମକରଣ ପଛର ରହସ୍ୟ କ’ଣ ?

ରୁଷରେ ପ୍ରସ୍ତୁତ କରୋନା ଟିକା ସ୍ପୁଟନିକ୍-ଭିକୁ ବ୍ୟବହାର ଲାଗି କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି । କୋଭାକ୍ସିନ, କୋଭିସିଲ୍ଡ ପରେ ଦେଶରେ ତୃତୀୟ କରୋନା ଟିକା ଭାବେ ସ୍ପୁଟନିକ୍ ଭି ପହଞ୍ଚିଯାଇଛି । ବିଶ୍ୱର ପ୍ରଥମ କରୋନା ଟିକା ଭାବେ ସ୍ପୁଟନିକ୍ ଭିକୁ ରୁଷ ରାଷ୍ଟ୍ରପତି ସମର୍ଥନ ଦେଇଥିଲେ...

vlcsnap-error056
ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ ଗିରଫ

କଟକ : ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବକୁ ଗିରଫ କରିଛି ପୋଲିସ୍ ।  ଗତକାଲି ଚାଉଳିଆଗଞ୍ଜ ଥାନାରେ ଅତ୍ମସମର୍ପଣ କରିଥିଲା ୟାକୁବ । SCBରେ ଗ୍ୟାଙ୍ଗଷ୍ଟର ହାଇଦରକୁ ବହୁବାର ଭେଟିଥିଲା ଓ ବିରିୟାନି ମଧ୍ୟ ଖୁଆଇଥିଲା ୟାକୁବ । ହାଇଦର ଫେରାର ପଛରେ ୟାକୁବର ଭୂମିକାକୁ ନେଇ ଖୋଳତାଡ଼...

hyder
ସିନେମା କାହାଣୀଠୁ କମ୍ ନୁହେଁ ହାଇଦରର କଳା କାହାଣୀ : ରିକ୍ସା ଚାଳକରୁ ପାଲିଟିଗଲା ରକ୍ତର ହୋଲି ଖେଳୁଥିବା ସଇତାନ୍

କଟକ : ଫେରାର୍ ହୋଇ ପୋଲିସକୁ ନାକେଦମ୍ କରିଦେଇଥିବା ଗ୍ୟାଙ୍ଗଷ୍ଟର୍ ହାଇଦରର ଅପରାଧିକ ତାଲିକା ବେଶ୍ ଲମ୍ବା  ।  ଅପରାଧ ଦୁନିଆରେ ପାଦ ଦେବା ପୂର୍ବରୁ ସେ ଯେତେବେଳେ ଜଣେ ସାଧାରଣ ଟ୍ରଲି ଚାଳକ ଥିଲା, ଆଉ ସେତେବେଳେ ବି ଥିଲା ତାର ବେଶ୍ ଖାତିର । କେନ୍ଦ୍ରାପଡ଼ାର...

sushil-chandra
ନୂଆ ମୁଖ୍ୟ ନିର୍ବାଚନ କମିଶନର ହେବେ ସୁଶିଲ ଚନ୍ଦ୍ରା : ଆସନ୍ତା ବର୍ଷ ମେ ୧୪ ଯାଏ ସମ୍ଭାଳିବେ କାର୍ଯ୍ୟଭାର

ନୂଆଦିଲ୍ଲୀ : ନୂଆ ମୁଖ୍ୟ ନିର୍ବାଚନ କମିଶନର ହେବେ ସୁଶୀଲ ଚନ୍ଦ୍ରା । ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ମୁଖ୍ୟ ଇସି ଭାବେ କାର୍ଯ୍ୟ କରୁଥିବା ସୁନୀଲ ଅରୋରାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ସବୁଠାରୁ ବରିଷ୍ଠ ନିର୍ବାଚନ କମିସନରଙ୍କୁ...

mamata
ଆପତ୍ତିଜନକ ମନ୍ତବ୍ୟ ପାଇଁ ମମତାଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ

  ୨୪ ଘଣ୍ଟା ପାଇଁ କରିପାରିବେନି ପ୍ରଚାର ଗତକାଲି ରାତି ୮ଟାରୁ ଆଜି ରାତି ୮ଟା ଯାଏ କଟକଣା ନିର୍ବାଚନ ପ୍ରଚାରରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ ପୂର୍ବରୁ ମମତାଙ୍କୁ ଦୁଇ ଥର ନୋଟିସ୍ କରିଥିଲେ EC ପ୍ରତିବାଦରେ କୋଲକାତାରେ ଧାରଣା ଦେବେ ଦିଦି କୋଲକାତା : ମହଙ୍ଗା ପଡ଼ିଲା...

ଆତ୍ମହତ୍ୟା କରୁଥିଲେ ମହିଳା : ଦେଖଣାହାରୀ ସାଜିଥିଲେ ଶାଶୁଘର ଲୋକେ

ମୁଜାଫରନଗର : ଆତ୍ମହତ୍ୟା କରୁଥିଲେ ମହିଳା, ବଞ୍ଚାଇବେ ପରିବର୍ତ୍ତେ ମରିବା ପର୍ଯ୍ୟନ୍ତ ଭିଡ଼ିଓ ସୁଟ୍ କଲେ ଶାଶୁଘର ଲୋକ । ଉତ୍ତର ପ୍ରଦେଶ ମୁଜାଫରନଗର ଜିଲ୍ଲାରରେ ଏପରି ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଶାଶୁଘରର ନିତିଦିନିଆ ନିର୍ଯାତନା ସହିନପାରି ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ମହିଳା । ତେବେ...

Subroto Bagchi
ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ବାଗଚୀ-କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟର

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର । ଭୁବନେଶ୍ୱରରେ ହେବ ବାଗଚୀ-କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟର । ଏଥିପାଇଁ ୧୩୦ କୋଟି ଟଙ୍କା ଦେବେ ସୁବ୍ରତ ବାଗଚୀ ଏବଂ ପତ୍ନୀ ସୁସ୍ମିତା ବାଗଚୀ । ପାଲିଆଟିଭ କେୟାର ସେଣ୍ଟର ପାଇଁ ରାଜ୍ୟ ସରକାର...

କେବେ ମିଳିବ ସମନ୍ୱିତ ଗୃହ ବସ୍ତି ଉନ୍ନୟନ ଯୋଜନା ଟଙ୍କା? ୧୦ ବର୍ଷ ହେଲା ଅପେକ୍ଷାରେ ହିତାଧିକାରୀ

ଜୟପୁର(ଟି.ଗୌରୀଶଙ୍କର) : ପୁରଣା ଯୋଜନା ବନ୍ଦ ହୋଇ ନୂଆ ଯୋଜନା କାର୍ଯ୍ୟ କାରୀ ହୋଇସାରିଲାଣି, ହିତାଧିକାରୀ ବି ସାମିଲ ହୋଇସାରିଲେଣି ।  ହେଲେ ବନ୍ଦ ହୋଇଥିବା ଯୋଜନାର ବକେୟା ଟଙ୍କା ପାଇଁ ଆଜି ବି ନୟାନ୍ତ ହେଉଛନ୍ତି ହିତାଧିକାରୀ । ସରକାରଙ୍କ ପକ୍ଷରୁ ସମନ୍ୱିତ ଗୃହ ଓ ବସ୍ତି...

ranjeet ramchandran
ସଂଘର୍ଷରୁ ସଫଳତା : ରାତ୍ରୀ ଜଗୁଆଳ ଆଜି ଆଇଆଇଏମ୍ ପ୍ରଫେସର୍

ଥିରୁବନ୍ତପୁରମ୍: ପ୍ଲାଷ୍ଟିକ୍ ପାଲ ଘୋଡ଼ା ଝୁପୁଡ଼ି ଘରୁ ଆଇଆଇଏମ୍ ପ୍ରଫେସର୍ । କଠିନ ପରିଶ୍ରମ ଆଗରେ ହାର ମାନିଲା ଦାରିଦ୍ର୍ୟ । ଦୁଇ ଓଳି ଦୁଇ ମୁଠା ଖାଇବାକୁ ନଥିଲେ ସୁଦ୍ଧା ଭବିଷ୍ୟତରେ ଶିକ୍ଷକ ସାଜି ଶିକ୍ଷାର ଆଲୋକ ବାଣ୍ଟିବାକୁ ଚାହୁଁଥିଲା ଗରିବ ପୁଅ । ଶେଷରେ ଆଜି...

haider-frnd
ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ସଲ୍ଲୁ

କଟକ : ଆତ୍ମସମର୍ପଣ କଲା ହାଇଦରର ସହଯୋଗୀ । ଗ୍ୟାଙ୍ଗଷ୍ଟର ଫେରାର ଥିବାବେଳେ ତା’ର ସହଯୋଗୀ ଆଜି ପୋଲିସ ହାତରେ ଧରାଦେଇଛି । କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦରର ଘନିଷ୍ଠ ସହଯୋଗୀ ସଲ୍ଲୁ ଓରଫ୍ ୟାକୁବ ଖାନ୍। SCB ମେଡିକାଲରେ ଚିକିତ୍ସା ଚାଲିଥିବା ସମୟରେ...

corona
ସତରେ କଣ ସୂର୍ଯ୍ୟକିରଣରେ ଭଲ ହେଉଛି କରୋନା ?

କରୋନା ମହାମାରୀରୁ ଭଲ କରି ଦେବ ସୂର୍ଯ୍ୟଙ୍କ କିରଣ। ସୂର୍ଯ୍ୟଙ୍କ ଶକ୍ତିରେ କଣ ରହିଛି?

medical
ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା : ଦୀର୍ଘ ବର୍ଷ ହେଲା ଡାକ୍ତରଙ୍କ ସମେତ ଆବଶ୍ୟକ ଷ୍ଟାଫ ପଦବୀ ଖାଲି

ନାହିଁ ନାହିଁରେ ଚାଲିଛି ଯାଜପୁରର ଉତଙ୍ଗରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଦୀର୍ଘ ବର୍ଷ ହେଲା ଡାକ୍ତରଙ୍କ ସମେତ ଆବଶ୍ୟକ ଷ୍ଟାଫ ପଦବୀ ଖାଲି ଜଣେ ଆୟୁଷ ଡାକ୍ତର ଓ ଜଣେ ଫାର୍ମାସିଷ୍ଟଙ୍କ ଉପରେ ସମସ୍ତ ଦାୟିତ୍ୱ ରୋଗୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ଯାଜପୁର(ଗୁଲାମ ଗସ): ସାଧାରଣ ଲୋକଙ୍କୁ...

cec
ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତ ହେବେ ସୁଶୀଲ ଚନ୍ଦ୍ରା, ୧୩ ଏପ୍ରିଲରୁ ସମ୍ଭାଳିବେ କାର୍ଯ୍ୟଭାର

ନୂଆଦିଲ୍ଲୀ : ସୁଶୀଲ ଚନ୍ଦ୍ରା ଦେଶର ଆଗାମୀ ମୁଖ୍ୟ ନିର୍ବାଚନ କମିସନର ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ଏବେ ନିର୍ବାଚନ କମିସନର ଭାବେ କାର୍ଯଭାର ସମ୍ଭାଳୁ ଅଛନ୍ତି। ସବୁଠାରୁ ବରିଷ୍ଠ ନିର୍ବାଚନ କମିସନରଙ୍କୁ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତି କରିବାର ପରମ୍ପରା ହିସାବରେ ସୁଶୀଲ ଚନ୍ଦ୍ରା...

tapan
ସଜନା ଚାଷ କରି ଲକ୍ଷପତି ତପନ ସାହୁ

କୁଚିଣ୍ଡା(ଦେବେନ୍ଦ୍ର ବେହେରା) : ସଜନା ଚାଷ କରିଛି ସ୍ୱାବଲମ୍ବୀ । ଯେଉଁଠି ପାଣି ବିନା ଦୁବ କଅଁଳିବା ଅସମ୍ଭବ, ସେଠାରୁ ରୋଜଗାର କରି ପରିବାର ପୋଷୁଛନ୍ତି ।  ଅଦମ୍ୟ ଇଚ୍ଛାଶକ୍ତି ଆଉ କଠିନ ପରିଶ୍ରମ ରୋଜଗାର ଯୋଗାଇବାର ଏକମାତ୍ର ମୂଳମନ୍ତ୍ର ସାଜିଛି । ବାଲିଆ ମାଟି, ପାଣି ନାହିଁ...

rem
ରେମ୍‌ଡେସିଭିରର ରପ୍ତାନୀ ଉପରେ ରୋକ ଲଗାଇଲା ଭାରତ

ନୂଆଦିଲ୍ଲୀ : ଦେଶରେ ବଢ଼ିଚାଲିଥିବା କରୋନା ସଂକ୍ରମଣ ଭିତରେ ଔଷଧ ରପ୍ତାନୀ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର । ଦେଶରେ ଉତ୍ପାଦନ ହେଉଥିବା ରେମେଡେସିଭିର୍ ଔଷଧକୁ ଅନ୍ୟ ଦେଶକୁ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି । କରୋନା ସଂକ୍ରମଣ ସ୍ଥିତିରେ ସୁଧାର ନଆସିବା ଯାଏଁ ରପ୍ତାନୀ ଉପରେ...

bank
ଆସନ୍ତାକାଲି ଠାରୁ ଲଗାତାର ୬ ଦିନ ବ୍ୟାଙ୍କ ବନ୍ଦ ! ଦେଖନ୍ତୁ ପୂରା ତାଲିକା . .

ନୂଆଦିଲ୍ଲୀ : ବ୍ୟାଙ୍କ ସମ୍ବନ୍ଧୀୟ କିଛି ଜରୁରୀ କାମ ଥିଲେ, ଆଜି ଭିତରେ କାମ ଶେଷ କରିନିଅନ୍ତୁ । ଆଗାମୀ ୬ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ, ତେଣୁ ଜରୁରୀ କାମ କରିବାକୁ ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ । ଏପ୍ରିଲ ମାସରେ ବ୍ୟାଙ୍କ ଗୁଡ଼ିକର...

VACCINE
ଟିକା ଅଭାବରୁ ରାଜ୍ୟର ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ୱର : ଟିକା ଅଭାବରୁ ରାଜ୍ୟର ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଆଜି ଏହି ସୂଚନା ଦେଇଛନ୍ତି । ଆଜି ୫୭୯ଟି କେନ୍ଦ୍ରରେ ଟିକାକରଣ ଚାଲିଛ ଏବଂ ଟିକା ନଆସିଲେ କାଲି ଅଧତ୍କାଂଶ ଜିଲ୍ଲାରେ ଷ୍ଟକ୍ ଆଉଟ୍ ହୋଇଯିବ ସେ...

samir-ranjan-dash
ଆସନ୍ତା ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା

ଭୁବନେଶ୍ୱର: ସରକାର ଓ ଶିକ୍ଷା ବିଭାଗ ଚାହୁଁଛି ନବମ ଶ୍ରେଣୀ ପିଲାମାନେ ପରୀକ୍ଷା ଦିଅନ୍ତୁ । ସଂକ୍ରମଣ ବଢ଼ୁଥିବାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରାଯାଇଛି, ଆଗାମୀ ସ୍ଥିତିକୁ ଦେଖି ପରୀକ୍ଷା ସମ୍ପର୍କରେ ବିଚାର କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।