• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

reena
ସୀମା ସୁରକ୍ଷା ବାହିନୀରେ ଯୋଗ ଦେବାକୁ ଯୋଗ୍ୟ ବିବେଚିତ ହେଲେ ରୀନା ନାୟକ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଘରେ ସାତ ବର୍ଷର ଝିଅ। କିନ୍ତୁ ମନ ଦେଶ ସେବା ପାଇଁ । ଶତ୍ରୁକୁ କଡ଼ା ଜବାବ ଦେବାକୁ ଯେପରି ପଣ କରିଛନ୍ତି। ଏଥିପାଇଁ ବିବାହର ୭ ବର୍ଷ ପରେ ବି ସବୁ ଶାରୀରିକ ଚାଲେଞ୍ଜକୁ ଅତିକ୍ରମ କରି ଭାରତୀୟ ସୀମା ସୁରକ୍ଷା ବାହିନୀରେ ଯୋଗ...

assembly
ଶୂନ୍ୟକାଳରେ ଉଠିଲା ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରସଙ୍ଗ : ପ୍ରତ୍ୟାହାର କରିବାକୁ ଦାବି କଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ଶୂନ୍ୟକାଳରେ ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରସଙ୍ଗ ଉଠାଇ ଏହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଥିଲେ । ଏ...

School-Drop
ପିଲା ଅଧାରୁ ସ୍କୁଲ୍‌ ଛାଡ଼ିବା ହାରରେ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ପ୍ରଥମ

ଭୁବନେଶ୍ୱର: ପିଲା ଅଧାରୁ ସ୍କୁଲ ଛାଡ଼ିବା ହାରରେ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ପ୍ରଥମ । ନବରଙ୍ଗପୁର ତଳକୁ ମାଲକାନଗିରି ରହିଥିବା ବେଳେ ଗଜପତି ରହିଛି ୩ୟ ସ୍ଥାନରେ । ଗତବର୍ଷ ନବରଙ୍ଗପୁରରେ ଡ୍ରପଆଉଟ ହାର ଥିଲା ୧୧.୨୧ । ଆଉ ଏବର୍ଷ ନବରଙ୍ଗପୁରରେ ଡ୍ରପଆଉଟ ହାର ରହିଛି ୧୩.୩୫%...

mushroom
ପରିବାର ପୋଷୁଛି ଛତୁ ଚାଷ,ଗାଁରେ ଘରେ ଘରେ ସଫଳ ଛତୁ ଚାଷୀ

କାମାକ୍ଷାନଗର(ବିଦ୍ୟାଧର ବରାଳ): ରୋଜଗାରର ମାଧ୍ୟମ ପାଲଟିଛି ଛତୁ ଚାଷ । ଲୋକଙ୍କୁ ସ୍ୱାବଲମ୍ବୀ  କରିବା ସହ  ଗୁଜୁରାଣମେଣ୍ଟାଇ ପାରୁଛି ଛତୁ ଚାଷ । ସମଗ୍ର ଗାଁ ପାଲଟିଛି ଛତୁ ଚାଷର ସଫଳ ଗାଁ ।  ପ୍ରଥମେ ସଂଘର୍ଷ ଆଉ ଏବେ ସଫଳତାର ସ୍ୱାଦ ଚାଖିଛନ୍ତି ଗାଁ ଲୋକେ ।...

kalburgi
ଗଛରେ ଝୁଲିଲା ପାଣି ମାଠିଆ; ଖରାଦିନେ ଆଉ ଶୋଷିଲା ରହିବେନି ପକ୍ଷୀ

କାଲାବୁର୍ଗି : ତାତି ବଢ଼ିଲେ ଖାଲି ମଣିଷ ନୁହେଁ ପକ୍ଷୀ ବି ପାଣି ପାଇଁ ଡହଳ ବିକଳ ହୁଅନ୍ତି । ପାଣି ଟୋପାଏ ପାଇଁ ଚାରିଆଡ଼େ ଜଳର ସ୍ରୋତ ଖୋଜି ବୁଲନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି  ଖରାଦିନରେ ପକ୍ଷୀଙ୍କ ତୃଷ୍ଣା ମେଣ୍ଟାଇବାକୁ ପ୍ରୟାସ କରାଯାଇଛି ।...

nilagiri
ଦ୍ୱିତୀୟ ବିବାହ ଯୋଜନା କରୁଥିବା ବେଳେ ପହଞ୍ଚିଗଲେ ସ୍ତ୍ରୀ , ଘଟଣାସ୍ଥଳରୁ ଚମ୍ପଟ ମାରିଲା ସ୍ୱାମୀ

ନୀଳଗିରି(ବିଶ୍ୱମ୍ବର ଦାସ): ସ୍ୱାମୀସ୍ତ୍ରୀର ପବିତ୍ର ସମ୍ପର୍କରେ ଧୋକାଦାରୀର କଳାଦାଗ ।  ହାତ ଧରି ସାତ ଜନମର ସାଥୀ ହେବ ବୋଲି କଥା ଦେଇଥିଲା । ହେଲେ ଅନ୍ୟ ରାଜ୍ୟରେ ସ୍ତ୍ରୀକୁ ଏକା ଛାଡ଼ି ଲୁଚିକି ବାହା ହେଉଥିଲା ସ୍ୱାମୀ । ଆଉ ଠିକ ସମୟରେ ଗାଁରେ ପହଞ୍ଚି ଯାଇଥିଲା...

nayagarh
ଘରଚଟିଆ ପ୍ରେମରେ ଇଞ୍ଜିନିୟର ଦମ୍ପତି

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କିଚିରିମିଚିରି ଘର ଚଟିଆ। ଏ ଅଗଣାରୁ ସେ ଅଗଣାକୁ ନିର୍ଭୟରେ ବୁଲୁଛନ୍ତି। ମନ ହେଲେ ଖାଉଛନ୍ତି, ଆଉ ମନ ହେଲେ ଖେଳୁଛନ୍ତି । ବାଧା ଦେବାକୁ କେହି ନାହିଁ।  ଘର ଚଟିଆ ପ୍ରେମରେ ପଡ଼ି ତାଙ୍କ ପାଇଁ ସ୍ୱତନ୍ତ୍ର ଘର ତିଆରି କରିଛନ୍ତି ଇଞ୍ଜିନିୟର ଦମ୍ପତି...

corona
ପୁଣି ଡରାଇଲା କରୋନା : ଦିନକରେ ୫୩,୪୮୦ ଆକ୍ରାନ୍ତ; ୩୫୪ ମୃତ

ଦିନକରେ ୫୩,୪୮୦ ଆକ୍ରାନ୍ତ; ୩୫୪ ମୃତ ଦେଶରେ ଦିନକରେ ୫୩ ହଜାର ୪୮୦ ନୂଆ ଆକ୍ରାନ୍ତ ଚିହ୍ନଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୨୧ ଲକ୍ଷ ୪୯ ହଜାର ୩୩୫କୁ ବୃଦ୍ଧି ୨୪ ଘଣ୍ଟାରେ ୩୫୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣ ।...

water crisis
ପାଣି ପାଇଁ ଚିରକୁଟି : ଅଙ୍ଗନବାଡି କର୍ମୀଙ୍କଠୁ ଚିରକୁଟ ନେଇ ନଳକୂଅରୁ ପାଣି ସଂଗ୍ରହ

ରାୟଗଡ଼ା,ଚିତ୍ରକୋଣ୍ଡା(ମନୋଜ ପାତ୍ର ରତ୍ନାକର ପ୍ରଧାନ) : ପାଣି ପାଇଁ ଚିରକୁଟି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଛଟପଟ ହେଉଥିବା ବେଳେ ରାୟଗଡ଼ା ସଦର ବ୍ଳକର ନେଲାମେଟା ଗାଁରେ ଏଭଳି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳୁଛି । ଅଙ୍ଗନବାଡି କର୍ମୀଙ୍କଠାରୁ ଚିରକୁଟ ନେଇ ଗ୍ରାମବାସୀ ନଳକୂଅରୁ...

brahmapur
ଆଖିରେ ଆଖିଏ ଲୁହ : ଚାରି ବର୍ଷ ପରେ ହଜି ଯାଇଥିବା ପତ୍ନୀକୁ ଫେରିପାଇଲା ସ୍ୱାମୀ

୪ ବର୍ଷ ପରେ ମହିଳାଙ୍କୁ ଫେରି ପାଇଲେ ପରିବାର ବ୍ରହ୍ମପୁର ଆସି ଅହମ୍ମଦାବାଦକୁ ଫେରାଇ ନେଲେ ମାନସିକ ସ୍ଥିତି ହରାଇ ଚାଲିଆସିଥିଲେ ଓଡ଼ିଶା ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଚାରି ବର୍ଷ ପରେ ହଜି ଯାଇଥିବା ମାଆକୁ ଫେରି ପାଇଲା ପୁଅ, ପତ୍ନୀକୁ ପୁଣି ଦେଖିଲା ସ୍ୱାମୀ । ଗୁଜରାଟର ଅହମ୍ମଦାବାଦରେ...

train
ରାତିରେ ଟ୍ରେନରେ ମୋବାଇଲ ଓ ଲାପଟପ୍ ଚାର୍ଜ କରିବା ମନା

ନୂଆଦିଲ୍ଲୀ : ଯାତ୍ରୀଙ୍କ ହିତ ଦୃଷ୍ଟିରୁ ଭାରତୀୟ ରେଳବାଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।  ୱେଷ୍ଟର୍ଣ୍ଣ ଜୋନର ଟ୍ରନରେ ଯାତ୍ରା କରୁଥିବା ଯାତ୍ରୀମାନେ ରାତିରେ ଚାର୍ଜିଂ ପଏଣ୍ଟର ସୁବିଧା ପାଇବେ ନାହିଁ । ଦିନକୁ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରୁଥିବା ବେଳେ ଭାରତୀୟ ରେଳବାଇର ଏହି ନିଷ୍ପତ୍ତି...

soumya-pratap
ବିଧାନସଭାରେ ସୌମ୍ୟ ପ୍ରତାପ ମୁହାଁମୁହିଁ : ପାନୀୟ ଜଳ ପ୍ରକଳ୍ପରେ ଓଡ଼ିଆଙ୍କୁ କାମ ମିଳୁନଥିବା ଅଭିଯୋଗ

  ବିଧାନସଭାରେ ମୁହାଁମୁହିଁ ଶାସକ ଦଳ ବିଧାୟକ ଓ ମନ୍ତ୍ରୀ ଠିକାଦାରଙ୍କ ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇଲେ ସୌମ୍ୟ ପଟ୍ଟନାୟକ ଜଳ ପ୍ରକଳ୍ପର ମାପଦଣ୍ଡ ଯୋଗୁଁ ଓଡ଼ିଆ ଠିକାଦାରଙ୍କୁ କାମ ମିଳୁନି ରାଜ୍ୟର କଣ ସମସ୍ତ ପ୍ରକଳ୍ପ ମେଗା ହେବା ଜରୁରୀ ? ସେପଟେ ଗୃହରେ ଜବାବ ରଖିଲେ...

water melon
ଖରାଦିନ ସାଙ୍ଗକୁ ବଢୁଛି ତରଭୁଜର ଚାହିଦା : କେଉଁଠି ଜମୁଛି ବେପାର ଆଉ କେଉଁଠି ଚିନ୍ତାରେ ଚାଷୀ ?

ଖରାଦିନ ସାଙ୍ଗକୁ ବଢୁଛି ତରଭୁଜର ଚାହିଦା ଯାଜପୁର ରାସ୍ତା କଡ଼ରେ ଜମୁଛି ତରଭୁଜ ବେପାର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଚିନ୍ତାରେ ଚାଷୀ ତରଭୁଜ ଚାଷରେ ପୋକ ଲାଗୁଥିବାରୁ ଚିନ୍ତାରେ ଚାଷୀ ଔଷଧ ଯୋଗାଇ ଦେବାକୁ ଚାଷୀଙ୍କ ଦାବି ଆଳି,ଯାଜପୁର ( ବନମାଳୀ ସାହୁ, ଗୁଲାମ ଗସ): ଚାହିଦାରେ ତରଭୁଜ...

OTV-Portal-metro
ଟୁଇନ୍ ସିଟିରେ ୨୦୪୧ ସୁଦ୍ଧା ଗଡ଼ି ନପାରେ ମେଟ୍ରୋ ଟ୍ରେନ୍

୨୦୧୪ରେ ହୋଇଥିବା ସର୍ଭେ ଅନୁଯାୟୀ ମେଟ୍ରୋ ପାଇଁ ନାହିଁ ଫିଜିବିଲିଟି, ବିଧାନସଭାରେ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା , ଆଉ ଥରେ ସର୍ଭେ କରିବାକୁ ଦାବି କଲେ ସୁର ...

bolangir
ନବବିବାହିତାଙ୍କ ମୁଣ୍ଡରୁ ସିନ୍ଦୁର ପୋଛିଦେଲା ହୋଲି ରଙ୍ଗ, ରଙ୍ଗ ଖେଳି ପୋଖରୀରେ ଗାଧୋଉଥିବା ବେଳେ ଜୀବନ ହାରିଲେ ଯୁବକ

ବଲାଙ୍ଗିର : ହୋଲି ଖେଳ ହେଲା କାଳ । ରଙ୍ଗର ପର୍ବ ହୋଲି, ଜୀବନର ସବୁ ରଙ୍ଗ ଧୋଇଦେଲା । ବାହାଘରର ମେହେନ୍ଦୀ ଲିଭିନି, ଲିଭିଗଲା ମଥାର ସିନ୍ଦୁର । ପାଦର ଅଳତା ଦାଉ ଦାଉ ହୋଇ ଜଳୁଥିବା ବେଳେ ହାତର ଶଙ୍ଖା ଭାଙ୍ଗିଗଲା। ରଙ୍ଗ ଖେଳି ପୋଖରୀରେ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।