ଭୁବନେଶ୍ୱର : ଏଣିକି ସହଜରେ ମିଳିବ ଆୟ ଓ ଜାତି ପ୍ରମାଣପତ୍ର । ଜାତିଗତ ସହ ବିଭିନ୍ନ ପ୍ରମାଣପତ୍ର ପାଇଁ ସଂଶୋଧିତ ଗାଇଡଲାଇନ ଜାରି ହୋଇଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି କରାଯାଇଛି । ୧୫ ଦିନ ବଦଳରେ ଏଣିକି...
ଭୁବନେଶ୍ୱର: ’ଜାତୀୟ ତୁଳନାରେ ରାଜ୍ୟ ସ୍ଥିତି ଭଲ ରହିଛି । ରାଜ୍ୟରେ ବଢୁଥିବା ପରିସଂଖ୍ୟାନ ଉଦବେଗଜନକ ନୁହେଁ । କରୋନାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏପରି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଅଧିକ ଲୋକଙ୍କର ଟ୍ରେସିଂ ଟେଷ୍ଟିଂ କରାଯିବା ଉଚିତ୍ । ରାଜ୍ୟ ବାହାରୁ ଆସୁଥିବା...
ଜଷ୍ଟିସ୍ ଏନ୍.ଭି ରମନା ହେବେ ଦେଶର ପରବର୍ତ୍ତୀ CJI କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତିଙ୍କ ମୋହର ଆସନ୍ତା ୨୪ରୁ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନ୍.ଭି ରମନା ନୂଆଦିଲ୍ଲୀ : ଜଷ୍ଟିସ୍ ଏନ୍.ଭି ରମନା ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତି ମୋହର ମାରିଛନ୍ତି...
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ଗାଁରେ ଅଘଟଣ ୫ ଜଣ ଶ୍ରମିକ କୂଅ ନନ୍ଦ ବସାଉଥିବା ବେଳେ ଧସିଲା ମାଟି ଅତଡ଼ା ୪ ଜଣ ଶ୍ରମିକ ସୁରକ୍ଷିତ, ମାଟି ଭିତରେ ଜଣେ ରହିଥିବା ସୂଚନା ଘଟଣାସ୍ଥଳରେ ଦମକଳ ବାହିନୀ, ଜେସିବି ସହାୟତାରେ ଚାଲିଛି ଉଦ୍ଧାର କାର୍ଯ୍ୟ କାମାକ୍ଷାନଗର :...
ପୁରୀ ବଢ଼ିଲା କରୋନା କଟକଣା ୧୨ ରାଜ୍ୟର ପର୍ଯ୍ୟଟକଙ୍କୁ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ୭୨ ଘଣ୍ଟା ପୂର୍ବର ଏହି ରିପୋର୍ଟ ଦେଖାଇବାକୁ ପଡ଼ିବ ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, କେରଳ, ଗୁଜରାଟ ପ୍ରମୁଖ ରାଜ୍ୟ ନେଗେଟିଭ୍ ରିପୋର୍ଟ ନ ଆଣିଲେ ୭ ଦିନିଆ ହୋମ୍ ଆଇସୋଲେସନ ପୁରୀ :...
ମାଓବାଦୀଙ୍କ ନରସଂହାରରେ ସମଗ୍ର ଦେଶବାସୀ ସ୍ତବ୍ଧ । ୩ ପଟୁ ଘେରିଥିବା ମାଓବାଦୀଙ୍କ ଆକ୍ରମଣରେ ଜୀବନ ହାରିଲେ ୨୨ ବୀର ଯବାନ । ବିଜାପୁର ମାଷ୍ଟରମାଇଣ୍ଡ ବିଛାଇଥିଲା ମୃତ୍ୟୁର ଜାଲ । ଆଉ ପିପୁଲ ଲିବରେଶନ ଅଫ ଗରିଲା ଆର୍ମିର ମୁଖ୍ୟ କମାଣ୍ଡର ହିଡ଼ମା ଚକ୍ରବ୍ୟୁହରେ ଫସିଗଲେ ବୀର...
ଜେସଲମେର : ମରୁଭୂମିରେ ଅଙ୍କୁରିତ ହୋଇଥିଲା ପ୍ରେମର ବୀଜ । ବିଦେଶୀନିଙ୍କ ପ୍ରେମରେ ପଡ଼ିଯାଇଥିଲେ ଦେଶୀ ଯୁବକ । ସବୁ ଆଶା ଆକାଂକ୍ଷାକୁ ପୂରଣ କରି ଦରିଆ ସେପାରିରୁ ଚିଠି ଆସିଛି । ଆଉ ପହିଲି ପ୍ରେମକୁ ଫେରି ପାଇଛନ୍ତି ୮୨ ବର୍ଷ ବୟସ୍କ ବୃଦ୍ଧ । ୫୦...
ସାସାରାମ : କୋଚିଂ ସେଣ୍ଟର ବନ୍ଦ କରିବାରୁ ଛାତ୍ରଛାତ୍ରୀଙ୍କ ହଙ୍ଗାମା। ବିହାରରେ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି କୋଚିଂ ସେଣ୍ଟର ବନ୍ଦ କରିବା ପରେ ଛାତ୍ରଛାତ୍ରୀ ନାରାଜ । ଆଜି ସକାଳେ ସାସାରାମରେ ଛାତ୍ରଛାତ୍ରୀମାନେ ହଙ୍ଗମା କରିବା ସହ ଭଙ୍ଗାରୁଜା କରିଛିନ୍ତି । ଘଟଣାସ୍ଥଳରେ ଉତ୍ୟକ୍ତ ଛାତ୍ର ପୋଡ଼ାଜଳା...
ଭୋକରେ ଆଉଟୁପାଉଟୁ ପେଟ ଖୋଜେନା ସ୍ୱାଦିଷ୍ଟ ଭୋଜନ । ଦାନା ମୁଠେ ପଡ଼ିଗଲେ, ଅମୃତ ମିଳିଗଲା ପରେ ଲାଗେ । ମୁଠାଏ ପଖାଳ ଆଉ ଚେନାଏ ପିଆଜର ପ୍ରକୃତ ମୂଲ୍ୟ ବୁଝେ ଗରିବ ବାପୁଡ଼ା । ଦି ଓଳି ଦି ମୁଠା ଖାଇବାକୁ ନଥିଲେ ବି ପରିବାର ପାଇଁ...
ଭୁବନେଶ୍ୱର: କୋଭିଡ ଗାଇଡ଼ ଲାଇନ ଉଲଂଘନ ଅଭିଯୋଗରେ ଜୟଦେବ ବିହାର ଛକରେ ଥିବା ଘରୋଇ କୋଚିଂ ସେଣ୍ଟର ହାପି କ୍ଲାସେସ ସିଲ୍ । ବିଏମସି ଚଢାଉ କରି ଏହି କୋଚିଂ ସେଣ୍ଟର ସିଲ୍ କରିଛି । କୋଭିଡ ନିୟମ ଅନୁସାରେ କୋଚିଂ ସେଣ୍ଟରରେ ଛାତ୍ରାଛାତ୍ରୀ ମାନେ ବସିବା, ସାନିଟାଇଜେସନ...
ଝାରସୁଗୁଡା: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଝାରସୁଗୁଡା ସହରରେ ଥିବା ୨ଟି ଦୋକାନ ସିଲ କଲା ପ୍ରଶାସନ । ସ୍ଥାନୀୟ ପୋଲିସ ଓ ଝାରସୁଗୁଡା ବିଡ଼ିଓଙ୍କ ଉପସ୍ଥିତିରେ ଏହି ଦୁଇଟି ଦୋକାନ ସିଲ କରାଯାଇଛି । କୋଭିଡ ସଂକ୍ରମଣକୁ ପ୍ରତିହତ କରିବାକୁ ଝାରସୁଗୁଡାରେ ଚେକିଂକୁ କଡାକଡି କରାଯାଇଛି ।...
ଜଳେଶ୍ୱର(ଅଜିତ କୁମାର ଦାସ): ଜେଲ୍ କହିଲେ ମନକୁ ଆସେ ଚାରି କାନ୍ଥ , ଅନ୍ଧାର କୋଠରୀ । ଆଉ ଯେଉଁଠି ଅଣନିଶ୍ୱାସୀ ଲାଗେ, ଏପରି ଏକ ଜେଲ ଅଛି, ଯାହାର ପରିବେଶ କୌଣସି ଏକ ଗାଁର ପରିବେଶ ଠାରୁ କମ ନୁହେଁ । ପନିପରିବା ଚାଷଠୁ ନେଇ ମୁର୍ତ୍ତି...
କୋରାପୁଟ: ଧୀରେ ଧୀରେ ଓଡ଼ିଶା ଅକ୍ତିଆର କରୁଛି ଆନ୍ଧ୍ର ପ୍ରଦେଶ । କୋଟିଆରେ ନିର୍ବାଚନ ପାଇଁ ପୁଣି ଆନ୍ଧ୍ରର ନୋଟିଫିକେସ୍ । ପଞ୍ଚାୟତ ନିର୍ବାଚନ ପରେ ଏବେ ମଣ୍ଡଳ ଓ ଜିଲ୍ଲାପରିଷଦ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ଆନ୍ଧ୍ର ପ୍ରଦେଶ ନିର୍ବାଚନ କମିଶନ । ଏପ୍ରିଲ ୧...
ରାତି ୧୦ ହେଲେ ତେଲକୋଇ ବ୍ଲକରେ ଅନ୍ଧାରର ରାଜୁତି ହାତୀଙ୍କ ଚଳପ୍ରଚଳ ଯୋଗୁଁ ହେଉଛି ବିଦ୍ୟୁତ କାଟ ପାଠ ପଢିବାରେ ନାନା ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ ଶୀଘ୍ର ସମସ୍ୟାର ସମାଧାନ ହେବ କହିଲା ବିଦ୍ୟୁତ ବିଭାଗ ତେଲକୋଇ(ଚିନ୍ମୟ ସାହୁ): ରାତି ୧୦ ହେଲେ କଟୁଛି ବିଜୁଳି । ଏଭଳି...
ରିଟେଲ କିଙ୍ଗ୍ କିଣିଲେ ମହଙ୍ଗା ଘର । ଆରବପତି ନିବେଶକ ତଥା ଡି-ମାର୍ଟର ପ୍ରତିଷ୍ଠାତା ରାଧାକିଶନ ଦମାନୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ସବୁଠାରୁ ମହଙ୍ଗା ଘର କିଣିଛନ୍ତି। ସବୁବେଳେ ଧଳା ପୋଷାକ ପିନ୍ଧିବା ସହ ଚାକଚକ୍ୟ ଠାରୁ ଦୂରରେ ରହୁଥିବା ଆରବପତି ନିବେଷକ ରାଧାକିଶନ ଦମାନୀ ତାଙ୍କର ସ୍ୱତନ୍ତ୍ର...
କାନପୁର: ନିର୍ବାଚନୀ ରଣକ୍ଷେତ୍ରରେ ବୁଢ଼ୀ ମା । ଅଣ୍ଟା ସଳଖି ଛିଡ଼ା ହୋଇ ପାରୁନଥିବା ବେଳେ ଘର ଘର ବୁଲି ଭୋଟ୍ ମାଗୁଛନ୍ତି ରାନୀ ଅମ୍ମା । ପାଟି ଖନି ମାରିଯାଉଛି, ତଥାପି ଗାଁ ଗାଁ ବୁଲୁଛନ୍ତି । ତଥାକଥିତ ରାଜନେତାଙ୍କ ପରି ନୁହେଁ ଅଞ୍ଚଳବାସୀଙ୍କ ଦୁଃଖ ବୁଝି...
ବିଜାପୁର : ଛତିଶଗଡ଼ରେ ପୁଣି ମାଓ ହମଲା । ବିଜାପୁରରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଥିବା ବେଳେ ମୃତାହତ ଯବାନଙ୍କୁ ଉଦ୍ଧାର ଲାଗି ଯାଇଥିବା ଟିମକୁ ଟାର୍ଗେଟ କଲେ ମାଓବାଦୀ । ଯବାନଙ୍କ ପାଇଁ ମୃତ୍ୟୁର ଜାଲ ବିଛାଇ ଟେକେଲଗୁଡ଼ାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି । ତେବେ...
ଭୁବନେଶ୍ୱର : ରାଜ୍ୟରେ ପୁଣି ଡରାଇଲାଣି କରୋନା। ଦିନକୁ ଦିନ ବେକାବୁ ହେଉଛି ମହାମାରୀ । ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦୁଇ ଦିନ ପାଇଁ ସିଲ୍ ହେବ ଭୁବନେଶ୍ୱରର ସ୍ଥିତ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ । ଏସବିଆଇର ମୁଖ୍ୟ କାର୍ଯ୍ୟାଳୟରେ ୭ କର୍ମଚାରୀ ପଜିଟିଭ...
ନୂଆଦିଲ୍ଲୀ : ମହଙ୍ଗା ମାଡ଼ରେ ମଧ୍ୟବିତ୍ତ ପରିବାରର ଅଣ୍ଟା ଭାଙ୍ଗିଗଲାଣି। ଜରୁରୀ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ବଜେଟ୍ ବିଗିଡ଼ିବାରେ ଲାଗିଛି । ତିଅଣର ସୁଆଦ ବିଗାଡ଼ୁଛି ବର୍ଦ୍ଧିତ ଦର। ଚାଉଳ, ଡାଲି, ସୋରିଷ ତେଲ, ସୋୟାବିନ୍ ତେଲ ଠାରୁ ଆରମ୍ଭ କରି ଚା ଓ...
ଛତିଶଗଡ଼ : ପୁଣି ରକ୍ତର ହୋଲି ଖେଳିଲେ ମାଓବାଦୀ। ସୁକମାରେ ଯବାନ-ମାଓବାଦୀ ଗୁଳି ବିନିମୟ ଘଟଣାରେ ୨୨ ଜଣ ସହିଦ ହୋଇଥିବା ସୂଚନା ମିଳିଛି । ଗତକାଲି ଛତିଶଗଡ଼ର ତରେମ୍ ଜଙ୍ଗଲରେ ନକ୍ସଲ୍ମାନଙ୍କ ସହ ଗୁଳି ବିନିମୟରେ ଆଜି ସକାଳ ସୁଦ୍ଧା ୮ ଜଣ ଯବାନ ସହିଦ ହୋଇଥିଲେ...