ବିଜୁଳି ପାଇଁ କଂପିବ ! ବିଜୁଳି ଦରବୃଦ୍ଧିକୁ ନେଇ ଆଜି ସରଗରମ ହୋଇପାରେ ବିଧାନସଭା ସରକାରଙ୍କୁ ଗୃହରେ ଟାର୍ଗେଟ୍ କରିପାରନ୍ତି ବିରୋଧୀ ଗତ ୨୭ରେ ୟୁନିଟ ପିଛା ୩୦ ପଇସା ବଢିଛି ବିଜୁଳି ଦର ଗତ ଅୋବରରେ ୟୁନିଟ ପିଛା ବଢିଥିଲା ୨୦ ପଇସା ଯାଜପୁରରେ ସୂଚନା ଅଧିକାର...
ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): ପେଟରେ ଟ୍ୟୁମର ସହ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ । କଷ୍ଟ ଓ ଯାତନାରେ ବିତୁଛି ଜୀବନ ନିଜେ ଚଳିବାକୁ ଅକ୍ଷମ , ରୋଜଗାର ବି ନାହିଁ । ଏଭଳି ସ୍ଥିତିରେ ବଞ୍ଚିବାକୁ ଆକୁଳ ନିବେଦନ କରିଛନ୍ତି ଯାଜପୁର ନୀଳକଣ୍ଠ ପାତ୍ର ଭୁବନେଶ୍ୱରରେ ରହିଥିବାବେଳେ ଚିକିତ୍ସା ପାଇଁ...
ରାଉରକେଲା: NIT କ୍ୟାମ୍ପସ୍ ଛାଡ଼ିବାକୁ ପିଲାଙ୍କୁ ନିର୍ଦ୍ଦେଶ । ରାଉରକେଲା NITର ୧୪ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ NIT କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପରି ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟ ପରେ ନେଗେଟିଭ ଚିହ୍ନଟ ହୋଇଥିବା ପିଲାଙ୍କୁ ହଷ୍ଟେଲ ଖାଲି କରିବାକୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ...
୭ ଦିନ ପରେ ଚାଲିଲା ଏମ୍ବି ଏଭର ଗିଭେନ୍ ସୁଏଜ କେନାଲରେ ଫସିଥିବା କାର୍ଗୋ ଜାହାଜ ଉଦ୍ଧାର ଜାହାଜରେ ଥିଲା ୨ ଲକ୍ଷ ୨୦ ହଜାର ଟନ୍ର ଜିନିଷ ୧୦ଟି ଟଗ୍ ବୋଟ୍ ଜରିଆରେ ସିଧା ହେଲା ଜାହାଜ ୭ ଦିନର ପରିଶ୍ରମ ପରେ ଚାଲିଲା ସୁଏଜ କେନାଲରେ...
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ଆଜି ପ୍ରଚାର ଶେଷ ପଶ୍ଚିମବଙ୍ଗରେ ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାର ସରୁଛି ପ୍ରଚାର ଶେଷ ଦିନରେ ନନ୍ଦିଗ୍ରାମରେ ହାଇ ଭୋଲଟେଜ୍ କ୍ୟାମ୍ପେନ ସେପଟେ ବିଜେପି ପାଇଁ ପ୍ରଚାର କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ...
ଚାକିରି ପାଇଁ ନଦୌଡ଼ି ସ୍ୱାବଲମ୍ବୀ ହେଲେ ଯୁବକ ଟ୍ରେନିଂ ନେଇ ତିଆରି କରୁଛନ୍ତି ଛତୁ ମଞ୍ଜି ଛତୁ ଚାଷ କରି ରୋଜଗାର କରୁଛନ୍ତି ଘନଶ୍ୟାମ କେନ୍ଦ୍ରାପଡ଼ା,ବିନିକା(ମନୋଜ ସ୍ୱାଇଁ,ଦିଲ୍ଲୀପ ସାହୁ):ଲୋକେ ଆଜିକାଲି ଚାକିରି ପଛରେ ଧାଇଁ ଧାଇଁ ବାହାରକୁ ଚାଲିଯାଉଛନ୍ତି । କିନ୍ତୁ ନିଜର ପରିଶ୍ରମ ଓ ନିଷ୍ଠା ଯୋଗୁଁ...
ବିଜୟ, ଅମରେଶଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି ବିଜୟ ୨୫ ଏକର ଜମିରେ ହେନ୍ତାଳ ବଣ ସୃଷ୍ଟି କରିଛନ୍ତି ବଡ଼କୋଟ ଗାଁ ବାହାରେ ୧୨ ବର୍ଷର ଉଦ୍ୟମରୁ ଜଙ୍ଗଲ ସୃଷ୍ଟି କରିଛନ୍ତି ଆଜି ଏହି ଜଙ୍ଗଲ ଗାଁକୁ ବାତ୍ୟାରୁ ସୁରକ୍ଷା ଦେଉଥିବା କହିଲେ ପ୍ରଧାନମନ୍ତ୍ରୀ ପାରାଦୀପର ଯନ୍ତ୍ରୀ ଅମରେଶ...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ ମାଧ୍ୟମରେ ୭୫ ଥର ପାଇଁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହାପୂର୍ବରୁ ଫେବୃଆରୀ ୨୮, ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମର ୭୫ ଟି ଏପିସୋଡ୍ ଶେଷ ହୋଇଥିବାରୁ...
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଉପରମୁହାଁ । ଆଜି ଚଳିତ ବର୍ଷର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅକ୍ଟୋବର ପରଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ ଥର ଲାଗି ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର...
ଗଡ଼ିଗାଁ ହସ୍ପିଟାଲରେ ଖାମଖିଆଲି ଚିକିତ୍ସା ଔଷଧ ବଦଳରେ ଏସିଡ୍ ବ୍ୟବହାର କରାଯାଇଥିବା ଅଭିଯୋଗ ! ମହିଳାଙ୍କୁ ବାରିପଦା ପିଆର୍ ମେଡିକାଲ ସ୍ଥାନାନ୍ତର ବାରିପଦା(ମାଣିକଲାଲ ପାଣି): ମୟୂରଭଂଜ ଜିଲ୍ଲା ଖୁଣ୍ଟା ବ୍ଲକ ଗଡ଼ିଗାଁ ହସ୍ପିଟାଲରେ ଖାମଖିଆଲି ଚିକିତ୍ସା । ହସ୍ପିଟାଲ କର୍ମଚାରୀଙ୍କ ଚରମ ଅବହେଳା । ଜଣେ ମହିଳାଙ୍କ ଚିକିତ୍ସା...
ପଶ୍ଚିମବଙ୍ଗ ରାଜନୀତିରେ ଏବେ ଅଡିଓ ଝଡ଼ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡିଓ ଭାଇରାଲ ବିଜେପି ନେତାଙ୍କୁ ସମର୍ଥନ ମାଗୁଛନ୍ତି ଦିଦି ନନ୍ଦିଗ୍ରାମ ନିର୍ବାଚନ ପାଇଁ ସହଯୋଗ ଲୋଡ଼ିଲେ ମମତାଙ୍କୁ ନିଶାନା କଲା ବିଜେପି କୋଲକାତା: ପଶ୍ଚିମବଙ୍ଗରେ ଅଡ଼ିଓ ରାଜନୀତି। ଦିଦିଙ୍କୁ ଘାରିଛି କି ପରାଜୟ ଭୟ ? ବଙ୍ଗ...
ବଲାଙ୍ଗୀର(ଘଟେଶ୍ୱର ମିଶ୍ର): ଚମତ୍କାର ଗୀତ ଗାଉଛନ୍ତି ସଫେଇବାଲା । ସୁମଧୁର କଣ୍ଠର ଯାଦୁରେ ଲୋକଙ୍କ ହୃଦୟ ଜିଣୁଛନ୍ତି । ପ୍ରସିଦ୍ଧ ଗାୟକ କୈଲାସ୍ ଖେରଙ୍କ ପରି ଅବିକଳ ଗୀତ ଗାଉଛନ୍ତି। କଣ୍ଠରେ ସତେ ଯେପରି ବିରାଜମାନ କରିଛନ୍ତି ମାଆ ସରସ୍ୱତୀ । ମୋବାଇଲରୁ ଗୀତ ଶୁଣି ସଙ୍ଗୀତ ସାଧନା...
ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି) : ଟିଟିଲାଗଡ଼ରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ। ସିନ୍ଧେକେଲା ଥାନା ଅନ୍ତର୍ଗତ ତୁରୁକଭଟା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି ଯାତ୍ରୀବାହୀ ବସ୍ । ଫଳରେ ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ପ୍ରାୟ ୨୦ରୁ ଅଧିକ ଆହତ ହୋଇଛନ୍ତି ।...
ସତର୍କତା ମୂଳକ ପଦକ୍ଷେପ ସତ୍ତ୍ୱେ ଦ୍ୱିତୀୟ ୱେଭ ଆସିବ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନାଇଟ କର୍ଫ୍ୟୁ ଓ ଆଂଶିକ ଲକଡାଉନ୍ ଫଳପ୍ରଦ ହେବନି ଟିକାକରଣ ଦ୍ୱାରା କରୋନାର ଦ୍ୱିତୀୟ ୱେଭ ଉପରେ ରୋକ ଲଗାଯାଇ ପାରିବ ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଲୋକଙ୍କର ଟିକାକରଣ କରାଯିବ ମହାମାରୀ ଗୁଡିକ ବିଭିନ୍ନ...
ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଈଶ୍ୱରୀପୁରୀ ଜେଶ୍ୱରେଶ୍ୱରୀ କାଳୀ ମନ୍ଦିରରେ କଲେ ପୂଜା ବିଶ୍ୱକୁ କରୋନା ମୁକ୍ତ କରିବାକୁ ପ୍ରାର୍ଥନା କଲେ ଓରକାଣ୍ଡିରେ ମଟୁଆ ସଂପ୍ରଦାୟକୁ ଉଦବୋଧନ ସଂଧ୍ୟାରେ ହସିନାଙ୍କ ସହିତ ଅନେକ ଚୁକ୍ତି ସ୍ୱାକ୍ଷର ହେବ ଢ଼ାକା: ବାଂଲାଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ସଙ୍ଗୀତ ଶିକ୍ଷକଙ୍କ ଶାଶ୍ୱତ ପ୍ରୟାସ ୨୧ ବର୍ଷ ଧରି ଆଧ୍ୟାତ୍ମିକ ଜ୍ଞାନ ବାଣ୍ଟୁଛନ୍ତି ପ୍ରମୋଦ ସାର୍ ସହଜ ଓ ସରଳ ଭାଷାରେ ଶ୍ଳୋକ ଓ ନୀତିଶିକ୍ଷା ବୁଝାନ୍ତି ଗୀତା ପାଠ ଶୁଣିବାକୁ ଦୌଡ଼ି ଆସନ୍ତି ବହୁ ଛାତ୍ରଛାତ୍ରୀ ଯାଜପୁର(ଗୁଲାମ ଗସ): କଥାରେ ଅଛି ଆଜିର ଶିଶୁ କାଲିର ନାଗରିକ...
ଭୁବନେଶ୍ୱର: ଏପ୍ରିଲ ୨ରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ୨ ତାରିଖ ଦିନ ୧୧ଟା ୧୫ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚବେ। ସେହିଦିନ ସନ୍ଧ୍ୟାରେ କଟକ ସାରଳା ଭବନରେ ଆଦିକବି ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଉତ୍ସବରେ ଯୋଗଦେବେ । ସେହିପରି ଏପ୍ରିଲ ୩ରେ ଉତ୍କଳ...