୨୦୨୦-୨୧ରେ କରୋନାର ପ୍ରଥମ ଲହରୀ ସମୟରେ ବିଭିନ୍ନ ସ୍ଥାନରେ ୧୩୦ କୋଟି ଟଙ୍କାର ଦାନ କରିଥିଲା ମ୍ୟାନ୍ କାଇଣ୍ଡ୍ ଫାର୍ମା । ଏଥି ମଧ୍ୟରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଦେଶର ବିଭିନ୍ନ ରାଜ୍ୟ ସରକାରଙ୍କୁ PPE କିଟ୍...
ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓ ରାଜ୍ୟ ନେତୃତ୍ୱ ମିଳିତ ଭାବେ ବୈଠକ କରି ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛି ବିଜେପି ଶୀର୍ଷ ନେତୃତ୍ୱ
ରାୟଗଡା ଜିଲ୍ଳା କୁମୁଟାଲପେଟା ଗ୍ରାମର ସୁଶୀଳା ମିଶାଲ । ଗତ କିଛି ମାସ ତଳେ ସ୍ୱାମୀ ପୁର୍ଣ୍ଣଚନ୍ଦ୍ର ମିଶାଲଙ୍କ ଦେହ ଖରାପ ହେବାରୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ କୋରାପୁଟ ସ୍ଥାନାନ୍ତର କରିଥିଲେ । ସେଠାକୁ ଯିବା ପରେ ତାଙ୍କ...
ପର୍ବତ ଉପରେ ରହିଛି ଅନେକ ଛୋଟ ବଡ଼ ଗୁମ୍ଫା । ଗୁମ୍ଫା ଭିତରେ ଅଛି ଶିବ ଲିଙ୍ଗ, ଯାହାକୁ କୋଟେଶ୍ୱର ମହାଦେବଙ୍କ ନାମରେ ନାମିତ କରାଯାଇଛି । ଏହାସହ ପର୍ବତର ବିଭିନ୍ନ ସ୍ଥାନରେ ରହିଛି ଦେବଦେବୀଙ୍କ ପ୍ରତିମୂର୍ତ୍ତି । କିନ୍ତୁ ଗମନାଗମନର ସୁବିଧା ନଥିବା କାରଣରୁ ମହାଦେବଙ୍କୁ ଦର୍ଶନ...
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ଗାଁର ପ୍ରଦୀପ ପୁରୋହିତ । ପରିବା ପ୍ରତିପୋଷଣ ପାଁଇ ସେ ରାୟପୁରର ଏକ ଦୋକାନରେ କାମ କରୁଥିଲେ । ମାସକରେ ଯେତିକି ଦରମା ମିଳୁଥିଲା, ସେଥିରେ ତାଙ୍କ ପୂରା ପରିବାର ଚଳୁଥିଲା । ତିନି ବର୍ଷ ପୁର୍ବେ ସେ ରାୟପୁରରୁ ଟ୍ରେନ...
ଦିନ ଥିଲା ବେଶ ହସ ଖୁସିରେ ଚାଲିଥିବା ପରିବାର । ଯାହା ରୋଜଗାର କରୁଥିଲେ ଭଲରେ ୪ପ୍ରାଣୀ କୁଟୁମ୍ବ ଚଳି ଯାଉଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା ।
ଡ୍ରଗ୍ସ ବେପାରର ଆଡ୍ଡାସ୍ଥଳୀ ପାଲଟିଛି ବାଲେଶ୍ୱର । ବିଭିନ୍ନ ସମୟରେ ବ୍ରାଉନସୁଗାର, ଗଞ୍ଜେଇ, ମଦ ଆଦି ଏଠାରୁ ଜବତ ସହ ଅପରାଧୀଙ୍କ ଲିଙ୍କ୍ ବାହାରିଛି । ଏପରି ସ୍ଥଳେ ସହରର ତଥା ଜିଲ୍ଲାର ଏକମାତ୍ରା ଆଦର୍ଶ ଥାନାରେ ମାସେ ହେଲାଣି ନାହାନ୍ତି ଆଇଆଇଓ । ପୂର୍ବରୁ ଥିବା ଆଇଆଇସିଙ୍କ...
ପୋଲିସ ଚାକିରି ପାଇବା ଆଶାରେ ଉତ୍ସାହିତ ତୃତୀୟଲିଙ୍ଗୀ । କ୍ଲାସ ରୁମରେ ବସି କିଏ GK ପଢୁଛି ତ କିଏ ରିଜୋନିଂ କରୁଛି । ଆଉ କିଏ ପୁଣି କମନ ଇଂଲିସ ଏରର ଦେଖୁଛି । ଓଡିଶା ପୋଲିସର ସବ୍-ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିଥିବା ଏହି...
ଉଠୁଛି ପଡ଼ୁଛି କର୍ଣ୍ଣାଟକର ରାଜନୀତି । ସୋମବାର ବି.ଏସ୍ ୟେଡିୟୁରପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଗତ କିଛି ଦିନ ହେବ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା ସୋମବାର ତାଙ୍କ ପଦ ଛାଡ଼ିଛନ୍ତି ।
କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରି କଂଗ୍ରେସର ପ୍ରତିବାଦ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଟ୍ରାର ଚଳାଇ ସଂସଦ ଭଭନ ଅଭିମୁଖେ ଆସିଛନ୍ତି । ସକାଳେ ରାହୁଲ ତୁଗଲକ ଲେନରେ ଥିବା ବାସଭବନରୁ ଟ୍ରାକ୍ଟର ଚଲାଇ ସଂସଦ ଆସିଥିଲେ
ପାଟ୍ରୋଲିଂରେ ଯାଇଥିବା କ୍ୟାପଟେନଙ୍କ ନିକଟରେ ନା ଥିଲା ଅଧିକ ଅସ୍ତ୍ରଶସ୍ତ୍ର ନା ଥିଲା ଗୁଳିବାରୁଦ । ଅନ୍ୟାୟ ଯୁଦ୍ଧରେ ବହୁ ସଂଖ୍ୟକ ପାକିସ୍ତାନୀ ସେନା କ୍ୟାପଟେନ ସୌ ରଭ କାଳିଆ ଏବଂ ତାଙ୍କ ସାଥୀଙ୍କୁ ଘେରି ଯାଇଥିଲେ । ତେବେ ସାମ୍ନାରେ ନିଶ୍ଚିତ ମୃତ୍ୟୁ ଥିଲେ ସୁଦ୍ଧା ଭାରତୀୟ...
ଭାରତର ପାଇଲଟ ଦଳରେ ଏକମାତ୍ର ମହିଳା ଥିଲେ ଗୁଞ୍ଜନ୍ । ୧୯୯୯ ରେ ଗୁଞ୍ଜନଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା । ଆଉ ସେତେବେଳ ତାଙ୍କର ପୋଷ୍ଟିଂ ୧୩୨ ଫରୱାର୍ଡ ଏରିଆ କଣ୍ଟ୍ରୋଲ୍ (FAC) ରେ ହୋଇଥିଲା
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଇରାଶି ଗାଁର ଭିକାରୀ ଚରଣ ପଣ୍ଡାଙ୍କ ସାନ ପୁଅ ବିଭୁଧେନ୍ଦ୍ର ପଣ୍ଡା। ପରିବାର ପୋଷଣ ପାଇଁ ସୁଦୂର ଦୁବାଇକୁ ଦାଦନ ଖଟିବାକୁ ଯାଇଥିଲେ
ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହେବ । ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ ଓ଼ଡ଼ିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥାଏ
ଦିନ ମଜୁରିଆ ଭାବେ କାମ କରନ୍ତି ଅକ୍ଷୟ । ଯେତିକି ରୋଜଗାର ହୁଏ, ସେଥିରେ ପରିବାର ଚଳିଯାଏ । କୋଭିଡରେ ପଡି ସ୍ତ୍ରୀ ଶଶୀକଳା ଆର ପାରିକୁ ଚାଲିଲେ ପରେ ଏବେ ୨ ଟି ଛୋଟ ଛୁଆଙ୍କ ଦାୟିତ୍ୱ ଅକ୍ଷୟଙ୍କ ଉପରେ
ଧାରା ୪୧ ଅନୁସାରେ କୌଣସି ଲୋକ ବିରୁଦ୍ଧରେ ଧର୍ତ୍ତବ୍ୟ ଅପରାଧ ମାମାଲା ରୁଜୁ ହୋଇଥିଲେ କିମ୍ବା ସନ୍ଦେହ ଘେରରେ ଥିଲେ ପୋଲିସ ତାଙ୍କୁ ଗିରଫ କରିପାରିବ । ତେଣୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟାଭାରତୀଙ୍କୁ ତୁରନ୍ତ ଗିରଫ କରାଯାଉ । ଗିରଫ ପରେ ରିମାଣ୍ଡରେ ଆଣି ପୋଲିସ ତାଙ୍କୁ...
ଚଳିତ ଏପ୍ରିଲ ୩ରୁ ୧୩ ଯାଏ ସେଠାକୁ ପରୀକ୍ଷା ଦେବାକୁ ଯାଇଥିଲେ ମୃତ ଏସିଏଫଙ୍କ ପତ୍ନୀ । ପରୀକ୍ଷା ସରିବା ପରେ ବାହାଘର ହୋଇଥିବାରୁ ସାଙ୍ଗମାନଙ୍କୁ ଲଞ୍ଚ୍ ଦେବାକୁ ଚାହିଁଥିଲେ । ତେବେ ହଷ୍ଟେଲରେ ଭୋଜି ମନା, କେବଳ ଖର୍ଚ୍ଚ ସ୍ପୋନସରିଂ ପାଇଁ କହିଥିଲେ ଇନଷ୍ଟିଚ୍ୟୁଟ ମୁଖ୍ୟ ।...
ରାଜେନ୍ଦ୍ରଙ୍କ ପରିବା ଉଦ୍ୟାନ ଭରିଯାଇଛି, ଜହ୍ନି, କଲରା, ଭେଣ୍ଡି, ଝୁଡଙ୍ଗ, ଶିମ୍ବ, ବିନ୍ସ, କାକୁଡି । ପୁଞ୍ଜାପୁଞ୍ଜା ଝୁଡଙ୍ଗ,କଲରା, ଭେଣ୍ଡି ଗଛରେ ଶୋଭା ପାଉଥିବା ବେଳେ ଛୋଟିଆ ଛୋଟିଆ କଲମୀ ଗଛରେ ପିଜୁଳି, ସପେତା,କାଗିଜି ଝୁଲୁଛି ।
ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କରୋନାର ତୃତୀୟ ଲହରୀ ଆରମ୍ଭ ହୋଇସାରିଥିଲା ସ୍ପଷ୍ଟ ସଙ୍କେତ ମିଳୁଛି । ବ୍ରିଟେନ, ଆମେରିକା ଏବଂ ଋଷ ସମେତ ଅନେକ ବଡ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ଭାରତ ପାଇଁ ଚିନ୍ତା ବଢ଼ାଇଛି ।
ସିନେମା ନୁହେଁ ଏ ସତ କାହାଣୀ । ସ୍ତ୍ରୀକୁ ପ୍ରେମିକ ହାତକୁ ଟେକିଦେଲା ସ୍ୱାମୀ । ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଏପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି ।