‘Military Mission Complete, Diplomacy Now,\' US On Afghanistan
ଆଫଗାନିସ୍ତାନ ମାଟି ଛାଡ଼ି ଯାଇଥିଲେ ମଧ୍ୟ ଆମେରିକା ତାହାର ଅଧୁରା କାମ ପୂରା କରିବ । ଆଫଗାନିସ୍ତାନ ପାଇଁ ଆମେରିକା ହାତରେ କିଛି ଯୋଜନା ରହିଥିବା ୟୁଏସ୍ ସେକ୍ରେଟାରୀ ଅଫ୍ ଷ୍ଟଟ୍ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି । ଆଫଗାନିସ୍ତାନରେ କିପିରି ଶାନ୍ତି ବଜାୟ ରହିବ ସେନେଇ କାମ କରାଯିବ । ମାନବିକତା ଦୃଷ୍ଟିରୁ ଆଫଗାନିସ୍ତାନ ଛାଡ଼ିଥିବା ଲୋକଙ୍କୁ ସହାୟତା ପ୍ରଦାନ କରାଯିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)