Will Odisha Govt Allow Full VGF For New International Flights Question
ଭୁବନେଶ୍ୱରରୁ ପୁଣିଥରେ ବିଦେଶକୁ ଉଡ଼ିବ ବିମାନ ! ଏମିତି ସ୍ୱପ୍ନ ଦେଖାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଭାଏବଲ୍ ଗ୍ୟାପ୍ ଫଣ୍ଡ ବା ଭିଜିଏଫ୍ ଜରିଆରେ ବିମାନ ଚଳାଚଳ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ତେବେ ଏ ସ୍ୱପ୍ନ କେତେ ଦୂର ବାସ୍ତବ ହେବ, ସେନେଇ ଆରମ୍ଭ ହୋଇଛି ଅଙ୍କକଷା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)