Advertisment

ନ୍ୟୁଜ ରୁମରେ ପଶିଲେ ତାଲିବାନୀ ସେନା, ବନ୍ଧୁକ ମୁନରେ କରାଇଲେ ଭୟଭୀତ

ନ୍ୟୁଜ ରୁମରେ ପଶିଲେ ତାଲିବାନୀ ସେନା। ବନ୍ଧୁକ ମୁନରେ କରାଇଲେ ଭୟଭୀତ । ଅସ୍ତ୍ରଶସ୍ତ୍ର ଧରି ଷ୍ଟୁଡ଼ିଓରେ ପ୍ରବେଶ କରିଥିଲେ ୮ ଜଣ ସେନା।

author-image
Prangyan Parimita
ଅଦ୍ୟତନ ହୋଇଛି

ନ୍ୟୁଜ ରୁମରେ ପଶିଲେ ତାଲିବାନୀ । ଆଫଗାନିସ୍ତାନର ଏକ ଘରୋଇ ଟେଲିଭିଜନ ଚାନେଲରେ ପଶି ନ୍ୟୁଜ ଆଙ୍କରଙ୍କୁ ବନ୍ଧୁକ ମୂନରେ ଭୟଭୀତ କରିଥିଲେ । ଅନ୍ୟପଟେ ଆଫଗାନିସ୍ତାନରେ ସବୁ ଠିକଠାକ ଅଛି, କୌଣସି ବ୍ୟକ୍ତି ଭୟଭୀତ ନହେବାକୁ ଖବର ମାଧ୍ୟମରେ କହିବାକୁ ଧମକ ଦେଇଥିଲା ତାଲିବାନ୍ । 

Advertisment
Afghanistan Newsroom
Advertisment
Advertisment