Advertisment

‘ହର ଘର ଜଲ’ ଯୋଜନାରେ ଓଡ଼ିଶାକୁ ମିଳିଛି ୩୦୨୩ କୋଟି

‘ହର ଘର ଜଲ’ ଯୋଜନାରେ ଓଡ଼ିଶାକୁ ମିଳିଛି ୩୦୨୩ କୋଟି। କେନ୍ଦ୍ର ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ କହିଲେ ଗତଥର ରାଶିଠୁ ୩ ଗୁଣ ଅଧିକ।

author-image
Prangyan Parimita
ଅଦ୍ୟତନ ହୋଇଛି

‘ହର ଘର ଜଲ’ ଯୋଜନାରେ ଓଡ଼ିଶାକୁ ମିଳିଛି ୩୦୨୩ କୋଟି। କେନ୍ଦ୍ର ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ କହିଲେ ଗତଥର ରାଶିଠୁ ୩ ଗୁଣ ଅଧିକ। ଅର୍ଥ ଖର୍ଚ୍ଚ କରି ନପାରି ଠିକ୍ ସମୟରେ ୟୁସି ଦେଇପାରୁନି ରାଜ୍ୟ।

Advertisment
Advertisment
Advertisment