ଆପଣଙ୍କ ମୋବାଇଲକୁ ଆସୁଛି କି ଏମିତି ମେସେଜ? ଯଦି ହଁ, ତାହେଲେ ହୋଇଯାଆନ୍ତୁ ସତର୍କ। ଲୋଭନୀୟ ମେସେଜ ସହିତ ଏକ ଲିଙ୍କ୍ ଆସୁଛି। ଯାହାକୁ କ୍ଲିକ୍ କଲେ ଆକାଉଣ୍ଟରୁ ଉଡ଼ିଯାଉଛି ଟଙ୍କା। ସତ ଜାଣିବାକୁ ଚାହୁଁଥିଲେ ଦେଖନ୍ତୁ ଏହି ଭିଡିଓ।
Published: Prangyan Parimita
Last updated: 07 September 2021, 02:28 PM IST
ବଢିଲା ମୁଣ୍ଡ ପିଛା ଋଣ ଭାର। ଏବେ ଦୁଇ ଗୁଣା ମୁଣ୍ଡ ପିଛା ଋଣଭାର । ଓଡିଶାରେ ଏପରି ଅବସ୍ଥା ରହିଛି ଯେ ଜଣକ ପିଛା ଋଣଭାର ୨୩ହଜାର ଟଙ୍କାରୁ ଅଧିକ। ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ନେଇ ସୂଚନା ଦେଇଛନ୍ତି।