ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ବୈବାହିକ ଜୀବନ ବିତାଉଛନ୍ତି। ଏନେଇ ତାଙ୍କ ପ୍ରଶଂସକ ହୁଅନ୍ତୁ କି ଦର୍ଶକ ଯିଏ ତାଙ୍କ ସଫଳ ବିବାହ ପଛର ରହସ୍ୟ ବିଷୟରେ ପଚାରନ୍ତି ସେ ସର୍ବଦା ଏହାର ଉତ୍ତର ଦିଅନ୍ତି।
ବଲିଉଡ୍ରେ ଏମିତି କିଛି ସେଲିବ୍ରିଟି ମଧ୍ୟ ଅଛନ୍ତି ଯେଉଁମାନେ ଷ୍ଟାର୍ କିଡ୍ସ ନୁହନ୍ତି। ସେମାନଙ୍କ ଉତ୍କୃଷ୍ଟ ଅଭିନୟ ଆଧାରରେ ସେମାନେ ସିନେମାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ କ୍ରିତି ସାନନ୍ ମଧ୍ୟ ଜଣେ। ତେଲୁଗୁ ଚଳଚ୍ଚିତ୍ରରୁ କ୍ୟାରିଅର୍ ଆରମ୍ଭ କରିଥିବା ଅଭିନେତ୍ରୀ...
ରୋଜଗାର କ୍ଷେତ୍ରରେ ବକ୍ସ ଅଫିସରେ 'ଆନିମଲ' ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଏହାର ସିକ୍ୱେଲକୁ ଅପେକ୍ଷା କରିଛନ୍ତି। ଏହି ସମୟରେ ତୃପ୍ତି ଡିମ୍ରୀ ‘ଆନିମଲ୍ ପାର୍କ’କୁ ନେଇ ଅପ୍ଡେଟ୍ ସୂଚନା ଦେଇଛନ୍ତି।
ଗୁଗୁଲ ପ୍ରାୟତଃ ନୂଆ ନୂଆ ଅପ୍ଡେଟ୍ ଉପରେ କାର୍ଯ୍ୟ ଜାରି ରଖିଥାଏ, ଯାହା ଦ୍ୱାରା ଉପଭୋକ୍ତାମାନେ ଉନ୍ନତ ସୁବିଧା ପାଇପାରିବେ। ଏପରି ପରିସ୍ଥିତିରେ, ଅନେକ ଲୋକ ସ୍ମାର୍ଟଫୋନ୍ରେ ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ବ୍ୟବହାର କରନ୍ତି। ଆପଣ ଯଦି ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ବ୍ୟବହାର କରୁଛନ୍ତି ତେବେ ଆପଣ ଏହି...
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିଲେ ସୁବର୍ଣ୍ଣ ସୁଯୋଗ। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ SBIରେ ଅଫିସର ଓ କ୍ଲର୍କ ପଦବୀ ପୂରଣ ହେବ।
ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ପ୍ରସିଦ୍ଧ ତାରକା ସାଇ ପଲ୍ଲଭୀ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଜବରଦସ୍ତ ଅଭିନୟ ପାଇଁ ଜଣାଶୁଣା। ସାଉଥ୍ରେ 'ପ୍ରେମମ୍' ଏବଂ 'ମିଡିଲ୍ କ୍ଲାସ୍ ଅବ୍ବାୟୀ' ଭଳି ଫିଲ୍ମରେ ଅଭିନୟ କରି ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସାଇ ପଲ୍ଲଭୀ...
ସଲମାନ ଖାନଙ୍କ ଘର ଉପରେ ଗୁଳି ମାଡ ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଭାଇ ଅନ୍ମୋଲ୍ ବିଷ୍ନୋଇ ବଲିଉଡ୍ ସୁପରଷ୍ଟାରଙ୍କ ଘରେ ଗୁଳି ମାଡ ପୂର୍ବରୁ ସୁଟରମାନଙ୍କୁ ୯ ମିନିଟ୍ର ପ୍ରେରଣାଦାୟକ ଭାଷଣ ଦେଇଥିଲେ।
ଶିଖର ପାହାଡିୟାଙ୍କ ସହ ଜାହ୍ନବୀ କପୁରଙ୍କ ରୋମାନ୍ସ ପ୍ରାୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଉଭୟ ସେମାନଙ୍କ ପ୍ରେମକୁ ପ୍ରକାଶ କରିବାକୁ କେବେ ବି ପଛାନ୍ତି ନାହିଁ। ବର୍ତ୍ତମାନ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଲଳନା କେବେ ବିବାହ କରିବେ ବୋଲି ପ୍ରକାଶ କରିଛନ୍ତି।
ଆମେ ସମସ୍ତେ ଜାଣୁ ଯେ ସମଗ୍ର ଦେଶ ଶାନ୍ତିରେ ଶୋଇବା ପାଇଁ କାର୍ଗିଲ ଯୁଦ୍ଧ ସମୟରେ ସେନାର ବୀରମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେମାନଙ୍କର ସାହସ ଏବଂ ବୀରତ୍ୱର କାହାଣୀ ଜୀବନଠାରୁ ବି ବଡ଼। ତେବେ ଆସନ୍ତୁ ଏମିତି ୫ ଜଣ ବୀରଙ୍କ ବିଷୟରେ ଜାଣିବା ଯିଏ...
ଆପଣ ଯଦି ରେଳବାଇରେ ଚାକିରି କରିବା ନେଇ ସ୍ୱପ୍ନ ଦେଖୁଥାନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଦକ୍ଷିଣ ରେଳବାଇ(SR)ରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏନେଇ SR ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ୨୪୦୦ରୁ ଅଧିକ ପଦବୀ ପୂରଣ ହେବ।
‘ଘୁଡ୍ଚଡି’ର ଟ୍ରେଲର୍ ରିଲିଜ ହୋଇଛି। ଏହି ଫିଲ୍ମଟି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ବିଶେଷ କଥା ହେଉଛି ‘ଘୁଡ୍ଚଡି’ରେ ସଞ୍ଜୟ ଦତ୍ତଙ୍କ ସହ ରବିନା ଟଣ୍ଡନଙ୍କ ରୋମାଣ୍ଟିକ୍ ଯୋଡି ଦେଖିବାକୁ ମିଳିବ। ଏଥିରେ ବୁଢା ବୟସରେ ପ୍ରେମ ହେବାର ଦେଖିବାକୁ ମିଳିବ।
ଯେତେବେଳେ ଜାହ୍ନବୀ ତାଙ୍କ ମା’ଙ୍କଠାରୁ ବ୍ରା ମାଗିଥିଲେ, ସେ ମନା କରିଦେଇଥିଲେ। ଜାହ୍ନବୀ କପୁର ନିଜେ ଏକ ସାକ୍ଷାତକାର ସମୟରେ ଏହି କଥା କହିଛନ୍ତି। ଆଉ କହିଛନ୍ତି କିଏ ତାଙ୍କୁ ପ୍ରଥମେ ବ୍ରା ସହିତ ପରିଚିତ କରେଇଥିଲେ।
ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିବା ପରେ ବାଇଡେନ୍ଙ୍କୁ ଆଉ ସର୍ବସାଧାରଣରେ ଦେଖିବାକୁ ମିଳି ନ ଥିଲା। ତାଙ୍କୁ ନେଇ ଅନେକ ଗୁଜବ ଉଠିଥିଲ। ସେ ମୃତ୍ୟୁବରଣ କରିଛନ୍ତି ବୋଲି ମଧ୍ୟ କୁହାଯାଉଥିଲା। ଆଜି ହ୍ୱାଇଟ୍ ହାଉସରୁ ବାଇଡେନ୍ ଦେଶକୁ ସମ୍ବୋଧିତ କରିବେ ବୋଲି ସୂଚନା...
ଅନେକ ସମୟରେ ଦେଖାଯାଏ ଯେ ଘରକୁ ପଶିବା ମାତ୍ରେ ମୋବାଇଲ୍ର ସମସ୍ତ ଟାୱାର ଚାଲିଯାଏ। ଆପଣ ଯଦି ଏହି ସବୁ ସମସ୍ୟାର ସାମ୍ନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏମିତି କିଛି ଟିପ୍ସ ଅଛି ଯାହା ଦ୍ୱାରା ଏହାର ସମାଧାନ ହୋଇପାରିବ। ଜାଣନ୍ତୁ…
ପିଲାମାନଙ୍କର ପାଠ ମନେ ନ ରହିଲେ ବାପାମାଆ ଗାଳିଦିଅନ୍ତି ନଚେତ ପିଟନ୍ତି। ଏହି ଉପାୟ କିନ୍ତୁ ଠିକ୍ ନୁହେଁ। ଏହା ବେଳେବେଳେ ପିଲାମାନଙ୍କୁ ସଜାଡିବା ବଦଳରେ ବିଗାଡି ଦେଇଥାଏ। ତେବେ ଗାଳି କିମ୍ବା ମାରଧର ପରିବର୍ତ୍ତେ, ଶିକ୍ଷାଦାନର ଶୈଳୀକୁ ପରିବର୍ତ୍ତନ କରିଦେଲେ ଏହି ସମସ୍ୟା ସମାଧାନ ହୋଇଯାଏ।
ମଶା, ମାଛି, ଅସରପା, ଝିଟିପିଟି ଆଦି କୀଟପତଙ୍କକୁ ଘଉଡେଇବା ପାଇଁ ଅନେକ ଲୋକ ରାସାୟନିକ ଔଷଧ ବ୍ୟବହାର କରନ୍ତି। କିନ୍ତୁ ଏହି ଜିନିଷଗୁଡ଼ିକ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଏ। ଏଥିପାଇଁ ଆପଣ ଘରେ ଏମିତି କିଛି ଉପାୟକୁ ଚେଷ୍ଟା କରିପାରିବେ ଯାହା ଏହି ସମସ୍ତ ସମସ୍ୟା ଦୂର...
ସେ ସରକାରୀ ହେଉ କି ଘରୋଇ ଚାକିରି, ସମସ୍ତେ ନିଜ ନିଜ କ୍ଷେତ୍ରରେ ପ୍ରମୋସନ୍ ପାଇବାର ସ୍ୱପ୍ନ ଦେଖନ୍ତି। ଏହା ଦ୍ୱାରା ଦରମା ବଢିବା ସହିତ ଖାତିର ମଧ୍ୟ ବଢିଥାଏ। କିନ୍ତୁ ବେଳେବେଳେ ଦେଖାଯାଏ ଅନେକ ବର୍ଷ ଧରି ଚାକିରି କରିବା ପରେ ମଧ୍ୟ ପ୍ରମୋସନ ହେଉନି। ତେବେ...
ସୂର୍ଯ୍ୟାଙ୍କ ଫିଲ୍ମ ‘କଙ୍ଗୁଭା’ର ରିଲିଜ୍ ତାରିଖ ବହୁତ ବାକି ଅଛି। ଆସନ୍ତା ଅକ୍ଟୋବରରେ ଏହା ପ୍ରେକ୍ଷାଳୟକୁ ଆସିବ। ଏହି ସମୟରେ ନିର୍ମାତା ଫିଲ୍ମ ପ୍ରଥମ ଗୀତ 'ଫାୟାର'ର ରିଲିଜ କରିଛନ୍ତି, ଯାହାକୁ ବହୁତ ପସନ୍ଦ କରାଯାଉଛି।
ବିବାହ ପରେ ସୋସିଆଲ ମିଡିଆରେ ଲୋକମାନେ କେବଳ ସୋନାକ୍ଷୀଙ୍କୁ ନୁହେଁ ଶତ୍ରୁଘ୍ନ ସିହ୍ନାଙ୍କୁ ମଧ୍ୟ ଘେରିଥିଲେ। କିନ୍ତୁ କୁହାଯାଏ ଯେ ଯୋଡି ତ ଉପରୁ ତିଆରି ହୋଇଥାଏ, ତେଣୁ ସୋନାକ୍ଷୀ ଏବଂ ଜହୀରଙ୍କ ପାଇଁ ମଧ୍ୟ ଏହା ଏମିତି କିଛି ଥିଲା। ବିବାହର ଏକ ମାସ ପରେ ସୋନାକ୍ଷୀଙ୍କ...
ଅନେକ ଯେହେତୁ ଏହାର ପ୍ରକୃତ ଶିକ୍ଷା ନ ପାଇ ଧ୍ୟାନ କରିବାକୁ ଚେଷ୍ଟା କରନ୍ତି ସେମାନଙ୍କ ମନ ସ୍ଥିର ରୁହେନି। ଧ୍ୟାନ ସମୟରେ ମନ ଏପଟ ସେପଟ ହୁଏ। ଫଳରେ ଅସ୍ଥିର ଲାଗିବା ସ୍ୱାଭାବିକ। ତେବେ ଧ୍ୟାନ କରିବାର ଏମିତି କିଛି ଟିପ୍ସ ଅଛି ଯାହାକୁ ଆପଣେଇନେଲେ ଆପଣ...