• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Anant ambani radhika merchant choose costa rica resort for honeymoon
ଅନନ୍ତ-ରାଧିକା ହନିମୁନ୍ ପାଇଁ ବାଛିଲେ ଏହି ହୋଟେଲ୍; ଗୋଟିଏ ରାତିର ମୂଲ୍ୟ ଜାଣିଲେ ହୋସ୍ ଉଡ଼ିଯିବ

ଆଭିଜାତ୍ୟପୂର୍ଣ୍ଣ ବିବାହ ଉତ୍ସବ ଏବଂ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଦେଖାଯିବା ପରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ବର୍ତ୍ତମାନ ହନିମୁନ୍‌ ଉପଭୋଗ କରୁଥିବା ଜଣାଯାଇଛି। ଏନେଇ ସେ ଯେଉଁ ହୋଟେଲ୍ ବାଛିଛନ୍ତି ତାହାର ଗୋଟିଏ ରାତିର ମୂଲ୍ୟ ଜାଣିଲେ ହୋସ୍ ଉଡିଯିବ।

Chunky panday become Bangladesh amitabh bachchan
ବଲିଉଡ୍‌ରେ ଅସଫଳତା ପରେ ଚାଲିଗଲେ ବାଂଲାଦେଶ, ହୋଇଗଲେ ସୁପର୍‌ଷ୍ଟାର୍; ହେଲେ ପରେ…

ଆଜିକାଲି ବାଂଲାଦେଶକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ବଲିଉଡ୍‌ର ଏମିତି ଜଣେ ଅଭିନେତା, ଯିଏ କେବଳ ଗୋଟିଏ କି ଦୁଇଟି ନୁହେଁ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେଏବଂ ନାମୀ ତାରକାମାନଙ୍କୁ ଅଭିନୟ କରିବାର ABC ଶିଖେଇଥିଲେ। ଖାଲି ସେତିକି ନୁହେଁ, ବଡ ବଡ ତାରକାମାନଙ୍କ...

Parents Should be their kids friends or not
Parenting Tips: ପିଲାମାନଙ୍କ ସହ ବନ୍ଧୁ ଭଳି କଥାବାର୍ତ୍ତା କରିବା ଉଚିତ କି… ପିଲା ହେବେନି ତ ବାଟବଣା…

ଅନେକ ସମୟରେ ମନରେ ଏହି ଭୟ ଥାଏ ଯେ ପିଲାମାନଙ୍କ ସହିତ 'ବନ୍ଧୁତ୍ୱପୂର୍ଣ୍ଣ' କଥାବାର୍ତ୍ତା ହେବା ଦ୍ୱାରା ସେମାନଙ୍କର ଭୟ ଦୂର ହୋଇଯିବ ନି ତ? ସେମାନେ କ’ଣ ଠିକ୍ ରାସ୍ତାରେ ଯିବେ? ସମୟ ଆସିଲେ ସେମାନେ କ’ଣ ବାପାମାଆଙ୍କ କଥାକୁ ଗମ୍ଭୀରତାର ସହ ଗ୍ରହଣ କରିବେ? ଏହିପରି...

Hiroshima Day 2024 Terrible was the atomic bombing of Hiroshima
Hiroshima Day 2024: ଆଜି ବି ଭୁଲିହୁଏନି ହିରୋସୀମାର ଘଟଣା; ଭୟଙ୍କର ଥିଲା ସେ ବିସ୍ଫୋରଣ

ପ୍ରତିବର୍ଷ ଅଗଷ୍ଟ ୬ରେ ହିରୋସିମା ଦିବସ ପାଳନ କରାଯାଏ। ଏହି ଦିନ ଆମକୁ ୧୯୪୫ ମସିହାର ଜାପାନର ହିରୋସୀମା ସହର ଉପରେ ପରମାଣୁ ବୋମାର ଭୟାବହ ରୂପକୁ ମନେ ପକାଇଦିଏ। ଏହି ଘଟଣାର ଠିକ୍ ତିନି ଦିନ ପରେ ନାଗାସାକୀରେ ହୋଇଥିବା ବୋମା ବିସ୍ଫୋରଣ ସହିତ ଏହି ଘଟଣା...

Five benefits in Indian Railway Job
Railway Job: ଭାରତୀୟ ରେଳବାଇରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି କି… ଜାଣନ୍ତୁ ଏହାର ୫ ଫାଇଦା

ସମସ୍ତେ ଜାଣନ୍ତି ଯେ ଏକ ସରକାରୀ ଚାକିରିର ଅନେକ ଲାଭ ଅଛି। ସେହିପରି ରେଳବାଇରେ ମଧ୍ୟ ଉପଭୋଗ କରିବା ପାଇଁ ଅନେକ ସୁବିଧା ରହିଛି। ତେବେ ରେଳବାଇରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ପ୍ରତ୍ୟେକ ପ୍ରାର୍ଥୀ ଏହିସବୁ ଅତିରିକ୍ତ ଲାଭଗୁଡିକ ଜାଣିବା ଜରୁରୀ।

Genelia dsouza met the chief minister son riteish deshmukh at airport
ଫିଲ୍ମ କାହାଣୀରୁ କମ୍ ନୁହେଁ ରିତେଶ ଦେଶମୁଖ-ଜେନେଲିଆ ଡି’ସୁଜାଙ୍କ ପ୍ରେମ କାହାଣୀ

ଯେତେବେଳେ ବି ଆମେ ବଲିଉଡର ସବୁଠାରୁ ସୁନ୍ଦର ଦମ୍ପତିଙ୍କ ବିଷୟରେ କଥା ହେଉ, ରିତେଶ ଦେଶମୁଖ-ଜେନେଲିଆ ଡି’ସୁଜାଙ୍କ ଚେହେରା ପ୍ରଥମେ ଆସେ। ଦୁହେଁ କେବଳ ପତି-ପତ୍ନୀ ନୁହଁନ୍ତି ବରଂ ଭଲ ବନ୍ଧୁ ମଧ୍ୟ। ସେମାନଙ୍କ ସମ୍ପର୍କର ଉଦାହରଣ ସମଗ୍ର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଦିଆଯାଏ। ତେବେ ଖୁବ୍ କମ୍ ଲୋକ...

Double ismart trailer release fans says ready for august 15th blockbuster
Trailer Release: ରିଲିଜ୍ ହେଲା ସଞ୍ଜୟ ଦତ୍ତଙ୍କ ‘ଡବଲ୍ ଆଇସ୍ମାର୍ଟ’ର ଟ୍ରେଲର୍; ଲୋକେ କହିଲେ ବ୍ଲକ୍‌ବଷ୍ଟର୍

ବହୁ ପ୍ରତୀକ୍ଷିତ ଫିଲ୍ମ ଡବଲ୍ ଆଇସ୍ମାର୍ଟର ଟ୍ରେଲର ମୁକ୍ତିଲାଭ କରିଛି ଯାହା ଜମେଇକି ଭାଇରାଲ୍‌ ହେଉଛି। ଏଥି ସହିତ ପ୍ରଶଂସକମାନେ ଏହା ଏକ ବ୍ଲକବଷ୍ଟର ହେବ ବୋଲି କହିବା ଆରମ୍ଭ କରିଦେଲେଣି। ପ୍ରଶଂସକମାନେ ସଞ୍ଜୟ ଦତ୍ତଙ୍କୁ ଭିଲେନ୍ ଭୂମିକାରେ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

This girl makes videos on instagram on how to do makeup in grandfather funeral
Viral Video: ଅଦ୍ଭୁତ ଯୁବତୀ; ଜେଜେବାପାଙ୍କ ଅନ୍ତିମ ସଂସ୍କାରକୁ ଯିବା ପାଇଁ ନେଉଛନ୍ତି ମେକ୍‌ଅପ୍, କରୁଛନ୍ତି ରିଲ୍ସ

ବର୍ତ୍ତମାନ ଏମିତି ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି ଯାହାକୁ ଦେଖି ଲୋକେ କ୍ରୋଧ ପ୍ରକାଶ କରୁଛନ୍ତି। ସୋସିଆଲ ମିଡିଆରେ ଜଣେ ଯୁବତୀ ନିଜ୍ 'ଜେଜେମା’ଙ୍କ ବିବାହ’ ଠାରୁ ଆରମ୍ଭ କରି ଜେଜେବାପାଙ୍କ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ସବୁକିଛି ପାଇଁ ମେକଅପ୍ କିପରି ନିଅନ୍ତି ସେ ସମ୍ବନ୍ଧରେ ଭିଡିଓ...

Tip of the day how to restore recently deleted photos in mobile
Technology: ମୋବାଇଲ୍‌ରୁ ଫଟୋ ଡିଲିଟ୍ ହୋଇଗଲେ ଚିନ୍ତା ନାହିଁ; ଏମିତି କଲେ ସବୁ ଫଟୋ ହୋଇଯିବ ରିଷ୍ଟୋର୍

ଯଦି କୌଣସି କାରଣରୁ ଗୁଗୁଲ୍ ଫଟୋରୁ ଫଟୋ ଡିଲିଟ୍ ହୋଇଯାଏ, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ସମସ୍ତ ଫଟୋଗୁଡିକୁ ସହଜରେ ରିଷ୍ଟୋର୍‌ କରିହେବ। ସମସ୍ତ ଫଟୋକୁ ରିଷ୍ଟୋର୍ କରିବା ପାଇଁ କିଛି ସହଜ ପଦକ୍ଷେପ ଅଛି ଯାହାକୁ ଅନୁସରଣ କରିବାକୁ ପଡିବ।

viral video Kawad yatra with single leg viral video
Viral Video: ଭୋଳାବାବାଙ୍କ ଅନନ୍ୟ ଭକ୍ତ; ନାହିଁ ଗୋଟିଏ ଗୋଡ, ଚାଲିଛନ୍ତି କାନ୍ଧରେ ଧରି ପାଣି ଭାର

ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏପରି ଜଣେ କାଉଡିଆଙ୍କ ଭିଡିଓ ଭାଇରାଲ୍ ହେଉଛି ଯିଏ ଅନ୍ୟ ଭକ୍ତଙ୍କଠାରୁ ଭିନ୍ନ। ବୋଲ୍‌ବମ୍ ଯାତ୍ରାରେ ବାହାରିଥିବା ଏହି କାଉଡିଆଙ୍କର କେବଳ ଗୋଟିଏ ଗୋଡ ଅଛି, କିନ୍ତୁ ତାଙ୍କ ଭକ୍ତି ଆଗରେ ତାଙ୍କ ଶାରିରୀକ ସ୍ଥିତି ହାର ମାନିଛି। ସେ ସାହସର ସହିତ ଗୋଟିଏ...

Railway Recruitment 2024
Railway Recruitment 2024: ରେଳବାଇରେ ଚାକିରି ସୁଯୋଗ; ଦଶମ ପାଶ୍ କରିଥିବା ପିଲା ନେବେ ଫାଇଦା

ଆପଣ ଯଦି ଭାରତୀୟ ରେଳବାଇରେ ଚାକିରି କରିବା ନେଇ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣ ପାଇଁ। ଏନେଇ ରେଳ ନିଯୁକ୍ତି ସେଲ୍ (RRC) ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।

Shweta tiwari gives tough competition to tripti dimri at age of 43
Viral: ୪୩ ବର୍ଷ ବୟସରେ ମଧ୍ୟ ଚମକୁଛନ୍ତି ଶ୍ୱେତା; ଲୋକେ କହିଲେ ତୃପ୍ତି ଡିମ୍‌ରୀ ବି କିଛି ନୁହଁ

ଜଣାଶୁଣା ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ପ୍ରାଧାନ୍ୟ ବିସ୍ତାର କରନ୍ତି। କେବେ ନିଜ ଅଭିନୟ ଚରିତ୍ରକୁ ନେଇ ତ ପୁଣି କେବେ ନିଜ ପୋଷ୍ଟକୁ ନେଇ। ଏବେ ଶ୍ୱେତା ତିୱାରୀ ତାଙ୍କର କିଛି ଫଟୋକୁ ଧଳା-କଳା ଆଉଟ୍ ଫିଟ୍‌ରେ ଶେୟାର କରିଛନ୍ତି। ଏହାକୁ...

Friendship Day 2024 example of some true friends from Indian scripture
Friendship Day 2024: ବନ୍ଧୁତାର ଉଦାହରଣ ବାଣ୍ଟେ ଭାରତୀୟ ପୁରାଣ: ଆସନ୍ତୁ ଜାଣିବା କୃଷ୍ଣ–ଅର୍ଜୁନ ଠାରୁ ରାମ–ବିଭୀଷଣଙ୍କ ସମ୍ପର୍କର କାହାଣୀ

ଭାରତୀୟ ପୁରାଣରେ ବନ୍ଧୁତ୍ୱର ଅନେକ ଉଦାହରଣ ରହିଛି। ତେବେ ଆଜି ଅନ୍ତର୍ଜାତୀୟ ବନ୍ଧୁତା ଦିବସ ଅବସରରେ, ଆସନ୍ତୁ ଜାଣିବା ପୁରାଣର କେଉଁ ସବୁ ଚରିତ୍ର ବନ୍ଧୁତାର ଉଦାହରଣ ଦିଅନ୍ତି।

Friendship Day 2024 two example of dog friendship
Friendship Day 2024: 'କୁକୁର ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ': ଏହା ପ୍ରଥମେ କିଏ ବ୍ୟବହାର କରିଥିଲେ

କୁହାଯାଏ 'କୁକୁର ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ'। କାରଣ କୁକୁର ପ୍ରେମୀଙ୍କ ପାଇଁ ଆଜିକାଲି କୁକୁର କେବଳ ଗୃହପାଳିତ ପଶୁ ନୁହେଁ ବରଂ ପରିବାରର ଜଣେ ସଦସ୍ୟ। ଆପଣ ଜାଣିଛନ୍ତି କି ଏହି କଥା ପ୍ରଥମେ କିଏ କହିଥିଲେ। ଆସନ୍ତୁ ଜାଣିବା…

SSC JHT Recruitment 2024  Apply for 312 posts
SSC Recruitment: SSCରେ ପୂରଣ ହେବ ଅନୁବାଦକ ପଦବୀ; ଦରମା ୧ଲ‍କ୍ଷ ୪୦ହଜାର ପରେ

SSC ଜୁନିଅର୍ ହିନ୍ଦି ଅନୁବାଦକ (JHT) ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।

Swan makes wonderful house for her kids by spreading her wings in water
Viral Video: କେବେ ବି ଦେଖି ନ ଥିବେ ଏମିତି ଭିଡିଓ; ପିଲାମାନଙ୍କ ସୁରକ୍ଷା ପାଇଁ ମା’ ହଂସ ଡେଣାରେ କରିଦେଲା ଘର

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମା’ ହଂସର ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ସେ ନିଜ ପିଲାମାନଙ୍କ ସହିତ ନଜର ଆସିଛି। ଏହି ଭିଡିଓରେ ଦେଖନ୍ତୁ କିପରି ମା’ ହଂସର ପକ୍ଷର ଏହି ବିଳାସପୂର୍ଣ୍ଣ ଘର ଭିତରେ ତା’ ପିଲାମାନେ ଅତି ଆରାମଦାୟକ ଏବଂ ନିରାପଦରେ ବସିଛନ୍ତି।

15 august box office south or bollywood who win the race
ଅଗଷ୍ଟ ୧୫ରେ ଆସୁଛି ୫ ବଡ଼ ଫିଲ୍ମ; ବାଜି ମାରିନେବ କି ସାଉଥ୍

ଅଗଷ୍ଟ ୧୫କୁ କ୍ୟାପ୍‌ଚର୍‌ କରିବା ରେସ୍‌ରେ ମନୋରଂଜନ ଦୁନିଆ। ଏହି ପ୍ରତିଯୋଗିତା ସାଉଥ୍ ଏବଂ ବଲିଉଡ ମଧ୍ୟରେ ହେବାକୁ ଯାଉଛି। ବଲିଉଡ୍‌ର ୩ ଦମଦାର ଫିଲ୍ମ ଏହି ଦିନ ରିଲିଜ୍ ହେବାକୁ ଥିବା ବେଳେ ସାଉଥ୍‌ ମଧ୍ୟ ୨ ଫିଲ୍ମ ସହିତ ସଂଘର୍ଷ କରିବାକୁ ପ୍ରସ୍ତୁତ। ତେବେ କିଏ...

Who is sana makbul wins big boss ott 3 25 lakh cash
ବିଗ୍ ବସ୍ OTT 3 ର ବିଜେତା ମୁକୁଟ ପିନ୍ଧିଲେ ସନା ମକବୁଲ୍; ଦେଖନ୍ତୁ ତାଙ୍କର କିଛି ଆକର୍ଷଣୀୟ ଫଟୋ

ସନା ମକବୁଲ୍ 'ଲେଡି ବସ୍' ହୋଇ ବିଗ୍ ବସ୍ OTT 3 ର ବିଜେତା ମୁକୁଟ ଜିତିଛନ୍ତି। ପୂରା ସିଜନ୍‌ରେ ଦମଦାର୍ ଖେଳ ଖେଳି ସନା ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ସେ ବିଗ୍ ବସ୍ OTT 3 ର ଏକମାତ୍ର ପ୍ରତିଯୋଗୀ ଯିଏ ଅନିଲ କପୁରଙ୍କ ଠାରୁ...

Can upsc ban candidates from attempting civil services exam
UPSC: କୌଣସି ପ୍ରାର୍ଥୀଙ୍କୁ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବାରେ ରୋକ୍ ଲଗାଇ ପାରିବ କି UPSC

UPSC ଚାହିଁଲେ କାହାର ପ୍ରାର୍ଥୀତ୍ୱକୁ ବାତିଲ କରିପାରିବ କି? ଯଦି ହଁ, ତେବେ କେଉଁ ପରିସ୍ଥିତିରେ UPSC ଜଣେ ପ୍ରାର୍ଥୀଙ୍କୁ ବାତିଲ କରିପାରିବ? ଆସନ୍ତୁ ସେ ବିଷୟରେ ଜାଣିବା।

Technology How to fix your water damaged phone
Technology: ସ୍ମାର୍ଟଫୋନ୍‌ରେ ପାଣି ପଶିଗଲେ ଘରେ କରନ୍ତୁ ଠିକ୍; ଜାଣନ୍ତୁ ଟିପ୍ସ

ଅନେକ ଥର ଏମିତି ମଧ୍ୟ ହୁଏ ଯେ ଫୋନ୍ ହଠାତ୍ ପାଣିରେ ପଡିଯାଏ। ଏପରି ପରିସ୍ଥିତିରେ ସାଧାରଣତଃ ଲୋକମାନେ ଫୋନକୁ ଚାଉଳ ଭିତରେ ରଖିଦିଅନ୍ତି, କିନ୍ତୁ ଅଜାଣତରେ ଏହା କରି ଆପଣ ଏକ ବଡ ଭୁଲ କରନ୍ତି। ତେବେ ଆସନ୍ତୁ ଜାଣିବା ଯଦି ସ୍ମାର୍ଟଫୋନ୍ ବର୍ଷାରେ ଓଦା ହୋଇଯାଏ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।