• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Katrina kaif said on sitting home and raising children
Katrina Kaif: ଫିଲ୍ମ ଦୁନିଆ ଛାଡିଦେବେ କି କ୍ୟାଟ୍ରିନା କୈଫ୍; କହିଲେ ‘ଘରେ ରହି ପିଲାର ଲାଳନ ପାଳନ କରିବି’

କ୍ୟାଟ୍ରିନାଙ୍କ ଗୋଟିଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକ ଗଣମାଧ୍ୟମକୁ ସେ କହିଛନ୍ତି ଯେ ଘରେ ରହି ପିଲାର ଯତ୍ନ ନେବେ। ତେବେ ତାଙ୍କର ଏହି କଥାରୁ ଜଣାପଡୁଛି ସେ ବୋଧେ ବଲିଉଡ୍ ଦୁନିଆକୁ ବାଏ ବାଏ କରିବେ ଆଉ ପିଲାର ଦାୟିତ୍ୱ ନେବେ। ଏହା ସହିତ ସେ...

SSC Stenographer Recruitment 2024
SSC Recruitment: SSC ରେ ପୂରଣ ହେବ ଷ୍ଟେନୋଗ୍ରାଫର୍ ପଦବୀ; ସୁଯୋଗ ନେବେ ଦ୍ୱାଦଶ ପିଲା

ଆପଣ ଯଦି ସରକାରୀ କରିବା ନେଇ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣ ପାଇଁ। କର୍ମଚାରୀ ଚୟନ ଆୟୋଗ (SSC) ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି।

John Abraham got angry at journalist and say idiot
Vedaa Trailer Release: ସାମ୍ବାଦିକଙ୍କ ଉପରେ ରାଗିଗଲେ ଜନ୍ ଆବ୍ରାହମ୍; କହିଲେ ଇଡିଅଟ୍… ଜାଣନ୍ତୁ କାହିଁକି…

ଜଣେ ସାମ୍ବାଦିକ ଜନ୍ ଆବ୍ରାହମ୍‌ଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଯାହା ତାଙ୍କୁ କ୍ରୋଧିତ କରିଥିଲା। ସେହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଜାଣନ୍ତୁ ସାମ୍ବାଦିକଙ୍କ ଉପରେ ରାଗି କ’ଣ କହିଲେ ଜନ୍ ଆବ୍ରାହମ୍।

Kriti sanon flaunts beach body as she enjoying in greece
ସମୁଦ୍ର ସ୍ନାନ କରି ଭିଡିଓ ଶେୟାର କଲେ କୃତି ସାନନ୍; ଲୋକେ ଦେଖି ହୃଦୟ ଦେଲେ

ବଲିଉଡ୍ କ୍ୱିନ୍ କୃତି ସାନନ୍ ଆଜିକାଲି ତାଙ୍କ ପ୍ରେମ ଜୀବନ ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏବେ ସେ ପୁଣି ଥରେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ଏପରି ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଆପଣ ତାଙ୍କର କିଲିଙ୍ଗ୍ ଲୁକ୍ ଦେଖିବା ପରେ ହୃଦୟ...

Do ustrasana daily to manage thyroid gland improves
Yogasana: ଥାଇରଏଡ୍‌ ଗ୍ରନ୍ଥିରେ ସମସ୍ୟା ଥିଲେ ଦୈନିକ କରନ୍ତୁ ଏହି ଗୋଟିଏ ଆସନ, ମିଳିବ ମୁକ୍ତି

ଉଷ୍ଟ୍ରାସନ ଅନେକ ଶାରିରୀକ ସମସ୍ୟାକୁ ଦୂର କରେ। ଏହା ଏମିତି ଏକ ଯୋଗାସନ ଯାହା ସାହାଯ୍ୟରେ ଆପଣ ନିଜ ଥାଇରଏଡ୍ ଗ୍ରନ୍ଥିକୁ ସକ୍ରିୟ କରିପାରିବେ। ଏହା ଦ୍ୱାରା ହରମୋନ୍ ସମସ୍ୟା ସହଜରେ ସନ୍ତୁଳିତ ହୋଇପାରିବ। ଆସନ୍ତୁ ଜାଣିବା ଏହାକୁ ଅଭ୍ୟାସ କରିବାର ସଠିକ୍ ଉପାୟ କ’ଣ…

tips for bananas will not spoil no insects in pulses and rice
Tips and Tricks: କିଛି ସରଳ ଉପାୟ; ସଢିବ ନାହିଁ କଦଳୀ-ଟମାଟୋ, ଚାଉଳରେ ଲାଗିବେନି ପୋକ

ପ୍ରାୟତଃ ଗ୍ରୀଷ୍ମ ଏବଂ ବର୍ଷା ଋତୁରେ ପନିପରିବା ଏବଂ ଶସ୍ୟଜାତୀୟ ଜିନିଷ ଅଧିକ ଦିନ ରହିଲେ ନଷ୍ଟ ହୋଇଯାଏ। ଏପରି ପରିସ୍ଥିତିରେ, ଆପଣ ଯଦି ଏହିସବୁ ସମସ୍ୟାକୁ ସାମ୍ନା କରୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ କହିବୁ ଯାହାକୁ ଅନୁସରଣ କରି ଆପଣ ପନିପରିବା କ୍ଷୟକ୍ଷତିରୁ...

india shooter manu bhakers fashion outfit dress
ପ୍ୟାରିସ୍ ଅଲିମ୍ପିକ୍ସରେ ପ୍ରଥମ ପଦକ ଜିତି ଦେଶକୁ ଗର୍ବିତ କରିଥିବା ମନୁ ଭାକରଙ୍କର ଷ୍ଟାଇଲ୍ ବି ଚମତ୍କାର

ବର୍ତ୍ତମାନ ପ୍ୟାରିସ୍ ଅଲିମ୍ପିକ୍ସ ଚାଲିଛି। ଦେଶର ବିଭିନ୍ନ କ୍ଲବ୍‌ର ଖେଳାଳିମାନେ ଜିତିବା ସହ ଭାରତକୁ ପଦକ ଆଣିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ଭାରତୀୟ ସୁଟର ମନୁ ଭାକର ବ୍ରୋଞ୍ଜ୍‌ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ସେ ନିଜ ସରଳ ଷ୍ଟାଇଲ୍‌ରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଆନ୍ତି।...

How late can you eat the last meal of your day
Health Tips: ରାତ୍ରି ଭୋଜନର ଶେଷ ସମୟ କେତେବେଳେ ହେବା ଉଚିତ; ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

ଆଜିକାଲିର ବ୍ୟସ୍ତବହୁଳ ସମୟ ଭିତରେ ଅନେକ ନିଜ ନିଜ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତି ନାହିଁ। ବିଶେଷକରି ରାତ୍ରି ଭୋଜନକୁ ଅନେକ ଅବହେଳା କରନ୍ତି। ଏହା କିନ୍ତୁ ସାଂଘାତିକ ସମସ୍ୟାର କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିନେବା ରାତ୍ରି ଭୋଜନର ପ୍ରକୃତ ସମୟ କ’ଣ…

Dimple kapadia was suffering from leprosy at 12
ଡିମ୍ପଲ୍ କପାଡିଆ କହିଲେ ତାଙ୍କ ଦୁଃଖ କଥା; କୁଷ୍ଠ ରୋଗରେ ପୀଡିତ ଥିଲେ, ରାଜ କପୁର କରିଥିଲେ ରିଜେକ୍ଟ୍

ଆପଣ ହୁଏତ ବିଶ୍ୱାସ କରିବେ ନାହୁଁ, ଯେଉଁ ଫିଲ୍ମରେ ଡିମ୍ପଲ୍ କପାଡିଆ ଦର୍ଶକ ଏବଂ ଫିଲ୍ମ ନିର୍ମାତାଙ୍କୁ ତାଙ୍କ ସୌନ୍ଦର୍ଯ୍ୟରେ ପାଗଳ କରିଦେଇଥିଲେ, ସେ ଦିନେ କୁଷ୍ଠ ରୋଗରେ ପୀଡିତ ଥିଲେ। ଆସନ୍ତୁ ସେ ସବୁ ବିଷୟରେ ଜାଣିବା।

Foods To Avoid in Breakfast
Health Tips: ସକାଳ ଜଳଖିଆରେ କେବେ ବି ଖାଆନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ କର୍କଟ-ଡାଇବେଟିସ୍

ନିକଟରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସ୍ୱାମୀ ଡକ୍ଟର ଶ୍ରୀରାମ ନେନେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ଲୋକମାନେ ଜଳଖିଆରେ କେଉଁ କେଉଁ ଜିନିଷରୁ ଦୂରେଇ ରହିବା ଉଚିତ। ଇନ୍‌ଷ୍ଟାରେ ଶେୟାର ହୋଇଥିବା ଭିଡିଓରେ, ସେହିସବୁ ଜଳଖିଆଗୁଡିକ ଦେଖାଯାଇଛି, ଯାହା ସକାଳେ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ...

Know risks of applying back covers on smartphones
Technology: ଆପଣ ସ୍ମାର୍ଟଫୋନରେ ବ୍ୟାକ୍ କଭର ବ୍ୟବହାର କରୁଛନ୍ତି କି… ସହିବାକୁ ହେବ ଏହି ୪ କ୍ଷତି

ଫୋନ୍‌ରେ ବ୍ୟାକ୍ କଭର ବ୍ୟବହାର କରିବାର ଅସୁବିଧାଗୁଡିକ ବହୁତ କମ୍ ଲୋକ ଜାଣନ୍ତି। କଭର ଯୋଗୁଁ ଫୋନ୍‌ରେ ଅନେକ ସମସ୍ୟା ମଧ୍ୟ ଉପୁଜିଥାଏ। ଆଜି ଆମେ ଆପଣଙ୍କୁ ଫୋନରେ ବ୍ୟାକ୍ କଭରର ପାଞ୍ଚଟି ଅସୁବିଧା ବିଷୟରେ ଜଣେଇବୁ।

Amitabh bachchan film fakt purusho maate trailer out
Trailer Release: ଅମିତାଭ ବଚ୍ଚନଙ୍କ ଏହି ଫିଲ୍ମର ଟ୍ରେଲର୍ ରିଲିଜ୍; ନିଆରା ଭୂମିକାରେ ଦେଖାଦେବେ ବିଗ୍ ବି'

ଅମିତାଭ ବଚ୍ଚନ ବର୍ତ୍ତମାନ 'କଲ୍‌କୀ ୨୮୯୮ ଏଡି' ଫିଲ୍ମର ସଫଳତାକୁ ଉପଭୋଗ କରୁଛନ୍ତି। ବର୍ତ୍ତମାନ ଅମିତାଭ ଫିଲ୍ମ 'ଫକ୍ତ୍ ପୁରୁଷୋ ମାତେ' ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରିବେ।

NABARD Recruitment 2024  Apply for 102 posts
NABARD Recruitment 2024: NABARD ରେ ପୂରଣ ହେବ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ; ସୁଯୋଗ ନେବେ ଏହି ପିଲା

NABARDରେ ଚାକିରି ପାଇବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଏନେଇ NABARD ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।

International Friendship Day 2024 six tips to make strong friendship
International Friendship Day 2024: ନିଜ ବନ୍ଧୁତାକୁ ସବୁଦିନ ମଜବୁତ ରଖିବା ପାଇଁ ଏହି ୬ଟି ଦିଗକୁ ଦୃଷ୍ଟି ଦିଅନ୍ତୁ

କୌଣସି ବି ବ୍ୟକ୍ତି ନିଜ ବନ୍ଧୁଠାରୁ ଅଲଗା ହେବାକୁ ଚାହାନ୍ତି ନାହିଁ। କିନ୍ତୁ ବେଳେବେଳେ ଏମିତି ସମୟ ଆସିଥାଏ ଭଲ ବନ୍ଧୁ ବି ପର ହୋଇଯାଏ। ଏଭଳି ପରିସ୍ଥିତିକୁ ଏଡେଇବା ପାଇଁ କେତେକ ଦିଗ ପ୍ରତି ଧ୍ୟାନଦେବା ନିହାତି ଜରୁରୀ। ଆସନ୍ତୁ ସେ ବିଷୟରେ ଜାଣିନେବା।

Shah rukh khan cataract operation will be treated
ହେବ ସର୍ଜରୀ; ଆମେରିକା ଯିବେ ବଲିଉଡ୍ ବାଦଶାହ ଶାହରୁଖ; ଜାଣନ୍ତୁ କାହିଁକି…

ଶାହରୁଖଙ୍କୁ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ସେ ଆଖି ପାଇଁ ଡାକ୍ତରଖାନା ଯାଇଥିଲେ। ଜୁଲାଇ ୨୯ରେ ତାଙ୍କ ଆଖି ସର୍ଜରୀ ହୋଇଛି। କିନ୍ତୁ ଏହି ସର୍ଜରୀ ସଠିକ୍ ଭାବରେ ହୋଇପାରି ନାହିଁ, ଯେଉଁଥିପାଇଁ ସେ ଆମେରିକା ଯିବେ ବୋଲି କୁହାଯାଉଛି।

Have you started missing bachelor life after marriage know how to get it
Relationship Tips: ବିବାହ ପରେ ବ୍ୟାଚ୍‌ଲର୍ ଜୀବନକୁ ମିସ୍ କରୁଛନ୍ତି କି… ଜାଣନ୍ତୁ କିପରି ଫେରି ପାଇବେ

ବିବାହ ପରେ ଅନେକ ଲୋକ ଦାୟିତ୍ୱରେ ଛନ୍ଦି ହୋଇ ନିଜର ମଜାମସ୍ତି ଭୁଲିଯାଆନ୍ତି। ତେବେ ବିବାହ ପରେ ମଧ୍ୟ ଜଣେ ଚାହିଁଲେ ନିଜ ଜୀବନରେ ପୂର୍ବ ପରି ସୁଖଶାନ୍ତି, ମଜାମସ୍ତି ପାଇପାରିବେ। ଏଥିପାଇଁ କିନ୍ତୁ କିଛି ଜିନିଷକୁ ଧ୍ୟାନରେ ରଖିବାକୁ ପଡିବ।

RRB JE Recruitment 2024
RRB JE Recruitment: RRBରେ ପୂରଣ ହେବ ଜୁନିୟର୍ ଇଂଜିନିୟରିଂ ପଦବୀ; ପାଖାପାଖି ୮ହଜାର ପିଲା ନେବେ ସୁଯୋଗ

RRB ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ପାଖାପାଖି ୮ହଜାର ପଦବୀ ପୂରଣ ହେବ। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।

International Tiger Day 2024
International Tiger Day 2024 : ଭାରତରେ ବଢୁଛି ବାଘ ସଂଖ୍ୟା; ଜାଣନ୍ତୁ କେତେରେ ପହଞ୍ଚିଲେଣି

ଯଦି ବାଘ ବଂଶ ଲୋପ ପାଇଯାଏ, ତେବେ ସମଗ୍ର ଇକୋସିଷ୍ଟମରେ ନକରାତ୍ମକ ପ୍ରଭାବ ପଡିପାରେ। ତେଣୁ ଏମାନଙ୍କ ଗୁରୁତ୍ୱକୁ ବୁଝିବା ଜରୁରୀ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୨୯ ଜୁଲାଇରେ ସମଗ୍ର ବିଶ୍ୱରେ ‘ଅନ୍ତର୍ଜାତୀୟ ବାଘ ଦିବସ’ ପାଳନ କରାଯାଏ।

Ulajh makers organised fan screenings before release
ରିଲିଜ୍ ପୂର୍ବରୁ ଚର୍ଚ୍ଚା; ସସ୍‌ପେନ୍ସରେ ଭରା ଜାହ୍ନବୀ କପୁରଙ୍କ ଏହି ଫିଲ୍ମ

ଜାହ୍ନବୀ କପୁରଙ୍କ 'ଉଲଝ୍' ଅଫିସିଆଲ୍ ରିଲିଜ୍ ପୂର୍ବରୁ ଫିଲ୍ମ ଟିମ୍ ଅନେକ ସହରରେ ସ୍ୱତନ୍ତ୍ର ପ୍ରିଭ୍ୟୁ ସ୍କ୍ରିନିଂ ଘୋଷଣା କରିଛି, ଯାହାର ଟିକେଟ୍ ମାତ୍ର ୩୦ ମିନିଟ୍‌ରେ ବିକ୍ରି ହୋଇଯାଇଛି। ଏହି ଫିଲ୍ମକୁ ନେଇ ବର୍ତ୍ତମାନ ଜାହ୍ନବୀ ଚାରିଆଡେ ଛାଇଗଲେଣି।

RBI Grade-B Officer recruitment
RBI Recruitment: RBI ରେ ପୂରଣ ହେବ B ଗ୍ରେଡ୍ ଅଫିସର ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

RBIରେ ଚାକିରି କରିବା ସ୍ୱପ୍ନ ଅନେକ ଯୁବାପିଢିଙ୍କ ମଧ୍ୟରେ ଥାଏ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କୁ ଖୁସି କରିଦେବ। କାରଣ RBI ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।