• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର � ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Bhusan Kumar
ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା : ଟି-ସିରିଜର ସଫେଇ

ଗୁରୁତର ଦୁଷ୍କର୍ମ ଅଭିଯୋଗ ଆଣି ଗୀତିକାର ଗୁଲଶନ କୁମାରଙ୍କ ପୁଅ ତଥା ଟି-ସିରିଜର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ୩୦ ବର୍ଷ ବୟସ୍କା ମହିଳା ମାମଲା ଦାୟର କରିଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ କମ୍ପାନୀ ଭୂଷଣ କୁମାରଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରି...

Rahul-Disha
ରିସେପ୍ସନରେ ଜମେଇକି ନାଚିଲେ ରାହୁଲ ବୈଦ୍ୟ ଓ ଦିଶା ପରମାର

ଗାୟକ ରାହୁଲ ବୈଦ୍ୟ ଓ ଦିଶା ପରମାରଙ୍କ ବିବାହ ଶୁକ୍ରବାର (ଜୁଲାଇ ୧୬) ଧୁମ୍‌ଧାମ୍‌ରେ ହୋଇଯାଇଛି। ବିବାହ ବାନ୍ଧିହେବା ପରେ ଏହି ଦମ୍ପତି ଶୁକ୍ରବାର ସନ୍ଧ୍ୟାରେ ଏକ ବିବାହ ରିସେପ୍ସନ୍ ଭୋଜି ଦେଇଥିଲେ, ଯେଉଁଥିରେ ନିମନ୍ତ୍ରିତ ଅତିଥି ଏବଂ ସାଙ୍ଗମାନଙ୍କ ସହିତ ବର-କନ୍ୟା ବହୁତ ମସ୍ତି କରିଥିଲେ।

Amitabh Bachchan
ଟ୍ୱିଟ୍ କରି ପୁଣି ଟ୍ରୋଲ୍ ହେଲେ ଅମିତାଭ

ସୋସିଆଲ୍ ମିଡିଆରେ ଟ୍ୱିଟ୍ କରି ପୁଣି ଟ୍ରୋଲ୍ ହୋଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ସେ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି- 'ଲେଖିବାର କିଛି ନାହିଁ'। ଅମିତାଭଙ୍କ ଏହି ପୋଷ୍ଟ ଦେଖିବା ପରେ ଲୋକମାନେ ତାଙ୍କୁ ସମାଲୋଚନା କରିବାକୁ ଆରମ୍ଭ କରିଥିଲେ। ସୋସିଆଲ ମିଡିଆରେ ଉପଭୋକ୍ତାମାନେ ତାଙ୍କୁ ଟ୍ରୋଲ୍‌ କରି...

NASA
ନାସାକୁ ଜଣାପଡିଲା, କାହିଁକି ବନ୍ଦ ହେଲା ହବଲ୍ ଟେଲିସ୍କୋପ୍

ବିଗତ ଅନେକ ବର୍ଷ ଧରି, ହବଲ୍ ବ୍ରହ୍ମାଣ୍ଡର ଅନେକ ଚମତ୍କାର ଏବଂ ସୁନ୍ଦର ଫଟୋ ଦେଇଛନ୍ତି। କିନ୍ତୁ ଜୁନ୍ ୧୩ ରେ, ଏହି ଟେଲିସ୍କୋପ୍ ସହିତ ଏକ ସମସ୍ୟା ହୋଇଥିଲା। ବର୍ତ୍ତମାନ ନାସା କମ୍ପ୍ୟୁଟର ତ୍ରୁଟି ବିଷୟରେ ଜାଣିବାକୁ ପାଇଛି ଯେଉଁଥିପାଇଁ ହଲବ ଟେଲିସ୍କୋପ ବନ୍ଦ ହୋଇଯାଇଥିଲା।

Lufthansa Airlines
ବିମାନ ସେବାରେ ଆଉ କୁହାଯିବନି ‘ଲେଡିଜ୍ ଆଣ୍ଡ୍ ଜେଣ୍ଟଲିମ୍ୟାନ୍’

ଏକ ଜର୍ମାନ ବିମାନ କମ୍ପାନୀ ନିଷ୍ପତ୍ତି ନେଇଛି ଯେ ଯାତ୍ରୀମାନଙ୍କୁ ଲିଙ୍ଗମୁକ୍ତ ଉପାୟରେ ସମ୍ବୋଧିତ କରିବ। ସେଥିପାଇଁ ବର୍ତ୍ତମାନ ଜର୍ମାନୀର ଲୁଫଥାନ୍ସା ଏୟାର ସର୍ଭିସର ବିମାନରେ 'ଲେଡିଜ୍ ଆ।ଣ୍ଡ୍ ଜେଣ୍ଟଲିମ୍ୟାନ' ସମ୍ବୋଧନ ଶୁଣାଯିବ ନାହିଁ।

Job
CIET DIKSHA ପ୍ରୋଜେକ୍ଟରେ ଏକାଧିକ ପୋଷ୍ଟ ପାଇଁ ଆବେଦନ

ନ୍ୟାସନାଲ୍ କାଉନ୍‌ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ (ଏନ୍‌ସିଇଆର୍‌ଟି) ର ଏକ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ୍ ଟେକ୍ନୋଲୋଜି (ସିଆଇଇଟି) DIKSHA (ଡିଜିଟାଲ୍ ଇନ୍‌ଫ୍ରାଷ୍ଟ୍ରକ୍ଚର୍ ଫର୍ ସ୍କୁଲ୍ ଏଜୁକେସନ୍) ପ୍ରକଳ୍ପ ପାଇଁ ଅନେକ ପଦବୀ (ଚୁକ୍ତିନାମା) ପୂରଣ ପାଇଁ ଆବେଦନକୁ ଆମନ୍ତ୍ରଣ କରିଛି।

Narendra Modi
ଯେଉଁଠି ବଢୁଛି କରୋନା ମାମଲା ସେଇଠି ନିଆଯିବ ପଦକ୍ଷେପ : ମୋଦୀ

ଦେଶରେ ତୃତୀୟ ଲହର ରୋକିବାକୁ କଡ଼ା ପଦକ୍ଷେପ ଜରୁରୀ । ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଏବଂ ଟିକାକୁ ଗୁରୁତ୍ୱର ସହ ଆଗକୁ ବଢ଼ାଇବାକୁ ହେବ। ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆଜି କିଛି ଏଭଳି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଭିଡ୍ ସ୍ଥିତିର ସମୀକ୍ଷା କରିବା ସହ ଏହାର...

Bhusana Kumar
ଟି-ସିରିଜ୍ ମୁଖ୍ୟ ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା

ଟି-ସିରିଜ୍ ପରିଚାଳନା ନିର୍ଦ୍ଦେଶକ ତଥା ଗୀତିକାର ଗୁଲଶନ କୁମାରଙ୍କ ପୁଅ ଭୂଷଣ କୁମାରଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଜଣେ ୩୦ ବର୍ଷୀ ମହିଳା ଭୂଷଣ କୁମାରଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଆଣିଛନ୍ତି।

Mandakini
ପରଦାକୁ ଫେରିବେ ୮୦ ଦଶକର ବୋଲ୍ଡ ନାୟିକା ମନ୍ଦାକିନୀ

'ରାମ ତେରୀ ଗଙ୍ଗା ମୈଲି'ରେ ବଲିଉଡରେ ପ୍ରବେଶ କରିଥିବା ମନ୍ଦାକିନୀ ଏବେ ପୁଣି ଥରେ ପରଦାକୁ ଫେରିବା ନେଇ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ଅଭିନେତ୍ରୀଙ୍କ ଭାଇ ଭାନୁ ତାଙ୍କୁ ପୁଣିଥରେ ଅଭିନୟକୁ ଫେରିବା ନେଇ ବାଧ୍ୟ କରିଛନ୍ତି।

Sun Screen
ଜନ୍‌ସନ୍‌ ଆଣ୍ଡ୍ ଜନ୍‌ସନ୍‌ର ସନ୍‌ସ୍କ୍ରିନ୍‌ରୁ କ୍ୟାନ୍‌ସର୍‌ର ବିପଦ

ଆମେରିକା କମ୍ପାନୀ ଜନ୍‌ସନ୍‌ ଆଣ୍ଡ୍ ଜନ୍‌ସନ୍‌ର କିଛି ପ୍ରଡକ୍ଟରେ ବେଂଜିନ୍‌ ଥିବା ଜଣାପଡିଛି, ଯାହା ଦ୍ୱାରା କ୍ୟାନସର୍ ପ୍ରତି ବିପଦ ରହିଛି। ତେଣୁ କମ୍ପାନୀ ଏହାର ସନ୍‌ସ୍କ୍ରିନ୍ ପ୍ରଡକ୍ଟଗୁଡ଼ିକୁ ବୁଧବାର ବଜାରରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।

Rawana
ଭାରତରେ କାଉଡି ଯାତ୍ରା : ରାବଣ ଥିଲା ପ୍ରଥମ କାଉଡିଆ

କାଉଡି ଯାତ୍ରା ମାଧ୍ୟମରେ ଜଗତର ପ୍ରତ୍ୟେକ ସୃଷ୍ଟି ପାଇଁ ଜଳର ମହତ୍ତ୍ୱ ଏବଂ ବ୍ରହ୍ମାଣ୍ଡ ସୃଷ୍ଟି କରିଥିବା ଶିବଙ୍କ ପ୍ରତି ସମ୍ମାନ ପ୍ରକାଶ କରାଯାଇଥାଏ। ଯଦି ପ୍ରାଚୀନ ଗ୍ରନ୍ଥ, ଇତିହାସକୁ ବିଶ୍ୱାସକୁ ନିଆଯାଏ, ତେବେ କୁହାଯାଏ ଯେ ପ୍ରଥମ କାଉଡିଆ ଲଙ୍କାଧିପତି ରାବଣ ଥିଲା।

Kidnap
୨ ବର୍ଷିଆ ପୁଅକୁ ହରେଇ, ୨୪ ବର୍ଷିଆ ପାଇଲେ

ଜଣେ ଚୀନ୍ ପିତାଙ୍କ ପୁଅ ୨ ବର୍ଷ ବୟସରେ ଅପହରଣ ହୋଇଯାଇଥିଲା। ପିଲାଟିକୁ ହରେଇବା ପରେ ପିତା ତାଙ୍କୁ ଖୋଜିବା ପାଇଁ ବର୍ଷ ବର୍ଷ ଧରି ସାରା ଦେଶରେ ପାଞ୍ଚ ଲକ୍ଷ କିଲୋମିଟର ଯାତ୍ରା କରିଥିଲେ। ୨୪ ବର୍ଷ ପରେ, ବର୍ତ୍ତମାନ ବାପ-ପୁଅଙ୍କ ସାକ୍ଷାତ ହୋଇଛି।

woman experienced-fraud
କୋଟିପତି ହେବାର ଲୋଭରେ ଠକେଇର ଶିକାର ହେଲେ ମହିଳା

ବ୍ରିଟେନ୍‌ର ସୋଫିଆ ସୋରି ନାମକ ଜଣେ ମହିଳାଙ୍କ ସହ ୪୨,୬୦୦ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୩୧,୭୮,୬୪୧ ଟଙ୍କା ଠକେଇ ହୋଇଛି। ସେ ପ୍ରକୃତରେ ଏକ ଉଚ୍ଚ ହାଇପ୍ରୋଫାଇଲ୍ ଠକେଇର ଶିକାର ହୋଇଛନ୍ତି। ସେ ଏକ ଡେଟିଂ ଆପ୍ ମାଧ୍ୟମରେ ସାକ୍ଷାତ କରିଥିବା ଜଣେ ବ୍ୟକ୍ତିଙ୍କ ସହିତ...

Kangana Ranaut
ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ପାଦଦେବେ, ହୋଷ୍ଟ୍ ସାଜିବେ କଙ୍ଗନା

କଙ୍ଗନା କେବଳ ଏକ OTT ଡେବ୍ୟୁ କରିବାକୁ ଯାଉନାହାଁନ୍ତି ବରଂ ପ୍ରଥମ ଥର ପାଇଁ ଶୋ’ର ହୋଷ୍ଟ ହେବାକୁ ଯାଉଛନ୍ତି। ଶୋ’ର ହୋଷ୍ଟ ଭାବରେ କଙ୍ଗନା ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିବ।

cm naveen patnaik
ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର : ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ଖୁସୀ ଖବର। ୟାସ୍ ବାତ୍ୟା ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଦିନ ଧରି ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ଦାବି କରାଯାଉଥିବା ଦୁର୍ଘଟଣାଜନିତ ସହାୟତା ୧୦ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ପ୍ରତ୍ୟେକ ସ୍ଥାୟୀ, ଅସ୍ଥାୟୀ ଓ...

Untitled-1
ଏମ୍ସରେ ଚିକିତ୍ସାକୁ ନେଇ ଜାରି ହେଲା ହେଲପ୍ ଲାଇନ୍ ନମ୍ବର

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସରେ କୋଭିଡ ଓ ଅନ୍ୟ ରୋଗୀଙ୍କ ଚିକିତ୍ସାକୁ ଅଧିକ ସୁପରିଚାଳିତ କରିବାକୁ ଜାରି ହୋଇଛି ହେଲପ୍ ଲାଇନ୍ ନମ୍ବର। ହସ୍ପିଟାଲରେ ବେଡ୍ ସମ୍ପର୍କୀତ ତଥ୍ୟ ତା ସହ ଅନ୍ୟ ସାହାଯ୍ୟ ପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଏହି ହେଲପଲାଇନ୍ ନମ୍ବରରେ କଲ୍ କରିପାରିବେ।...

Evacution
ଚାଲିଛି ଉପକୂଳିଆ ଲୋକଙ୍କୁ ସ୍ଥାନାନ୍ତର

ଭୁବନେଶ୍ୱର : ବାତ୍ୟା ୟାସ ଦ୍ୱାରା ପ୍ରଭାବିତ ହେବାକୁ ଥିବା କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ଉପକୂଳିଆ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୦ରୁ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।  ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ଲୋକଙ୍କୁ ଆହ୍ୱାନ କରିଛନ୍ତି ଜିଲ୍ଲାପାଳ। ବାତ୍ୟା ଆଶ୍ରୟସ୍ଥଳୀକୁ ଆଶୁଥିବା ବ୍ୟକ୍ତିଙ୍କ...

coronavirus
ଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ। ଖୋର୍ଦ୍ଧାରୁ ୭, ଅନୁଗୁଳ, ଝାରସୁଗୁଡ଼ା, କଳାହାଣ୍ଡିରୁ ୪ ଲେଖାଏଁ ମୃତ। ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରୁ ୩ ଲେଖାଏଁ, ଗଞ୍ଜାମ ଓ କେନ୍ଦୁଝରରୁ ୨ ଲେଖାଏଁ ମୃତ। ଦେବଗଡ଼, ଯାଜପୁର, କନ୍ଧମାଳ, କୋରାପୁଟରୁ ଜଣେ ଲେଖାଏଁ ମୃତ। ରାଜ୍ୟରେ କରୋନାଜନିତ...

Boat Sink
ଡଙ୍ଗା ବୁଡ଼ି ୭ ନିଖୋଜ, ଜଣେ ମୃତ

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡାରେ ଅଘଟଣ । ଡଙ୍ଗା ବୁଡ଼ିଯିବାରୁ ୭ ଜଣ ନିଖୋଜ ହୋ‍ଇଥିବା ବେଳେ ଜଣେ ମୃତ। ସିଲେରୁ ନଦୀ ପାର ହେଉଥିବା ବେଳେ କନ୍ଧଗୁଡ଼ା ଘାଟରେ ଡଙ୍ଗା ବୁଡ଼ିଯାଇଛି । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ପହଁରି...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।