• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର � ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

MP Unlock
ଖୋଲିବ ବିଦ୍ୟାଳୟ : ଜାଣନ୍ତୁ କ’ଣ ରହିଛି ଗାଇଡ୍‌ଲାଇନ୍‌

ମଧ୍ୟପ୍ରଦେଶ ଅନଲକ୍‌ ନେଇ ବିଦ୍ୟାଳୟ ଗୁଡିକ ଖୋଲିବାକୁ ଯାଉଛି। ଜୁଲାଇ ୨୬, ସୋମବାର ଠାରୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ସାରା ରାଜ୍ୟରେ ଶ୍ରେଣୀର ସୁରକ୍ଷା ପାଇଁ ପ୍ରସ୍ତୁତି ଚାଲିଛି। ପିଲାମାନଙ୍କର ସୁରକ୍ଷା ପାଇଁ ଗୋଟିଏ ଶ୍ରେଣୀରେ କେବଳ ୧୫ ଜଣ ଛାତ୍ର ବସିବା ପାଇଁ ବ୍ୟବସ୍ଥା କରାଯାଇଛି।

Landslide
ପାହାଡ ଧସି ୯ ମୃତ, ୩ ଗୁରୁତର

ହିମାଚଳ ପ୍ରଦେଶର କିନ୍ନୌର୍‌ ଜିଲ୍ଲାର ବାଟସେରୀ ପାହାଡରୁ ପଥର ଖସିଛି। ଫଳରେ ଅନେକ ଗାଡି ଉପରେ ପଥର ପଡିଛି। ଏହି ଦୁର୍ଘଟଣାରେ ପର୍ଯ୍ୟଟକରେ ଭରା ଏକ ଗାଡି ଉପରେ ଏକ ଭାରୀ ପଥର ଖସିପଡିବାରୁ ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩ ଜଣ ଗୁରୁତର ହୋଇଛନ୍ତି।

Raj Kundra
ରାଜ କୁନ୍ଦ୍ରାଙ୍କ ଗିରଫ ପରେ ବି ହୋଇଥାନ୍ତା ଆଡଲ୍ଟ ସିନେମା!

ପୋର୍ଣ୍ଣୋଗ୍ରାଫୀ ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀଙ୍କ କମ୍ପାନୀ ଜେଏଲ ଷ୍ଟ୍ରିମ୍‌ ମୁମ୍ବାଇ ପୋଲିସ୍‌ର କ୍ରାଇମବ୍ରାଞ୍ଚ୍‌ ଦ୍ୱାରା ମୁହାଁମୁହିଁ ହେଉଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ରାଜ କୁନ୍ଦ୍ରା ଗିରଫ ହେବା ପରେ ମଧ୍ୟ କମ୍ପାନୀ ଆଡଲ୍ଟ କଣ୍ଟେଣ୍ଟ ଉତ୍ପାଦନ...

Taapsee Pannu and Mirabai Chanu
ମୀରାବାଇ ଚାନୁଙ୍କ ପାଇଁ ପିଜ୍ଜା କିଣିବାକୁ ଚାହିଲେ ଏହି ଅଭିନେତ୍ରୀ

ଅଲିମ୍ପିକ୍ସରେ ପଦକ ଜିତି ମୀରାବାଇ ଚାନୁ ଦେଶକୁ ଗର୍ବିତ କରିଛନ୍ତି। ଅଲିମ୍ପିକ୍ସରେ ପଦକ ଜିତିବାରେ ମୀରାବାଇ ଚାନୁ ଦେଶର ଦ୍ୱିତୀୟ ଭାରୋତ୍ତୋଳକ ହୋଇପାରିଛନ୍ତି। ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ମୀରାବାଇ ଚାନୁଙ୍କ ବିଜୟ ପାଇଁ ଏକ ବିଶେଷ ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି।

Raj Kundra
ରାଜ କୁନ୍ଦ୍ରାଙ୍କ ଗୁମର ଖୋଲିଲେ ଆଉ ଏକ ମଡେଲ : ନଗ୍ନ ସୁଟିଂ ପାଇଁ ଅଫର ଦିଆଯାଉଥିଲା

ପୋର୍ଣ୍ଣୋଗ୍ରାଫୀ ମାମଲା ନେଇ ବିବାଦରେ ଛନ୍ଦିହୋଇ ପଡିଥିବା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିଷୟରେ ପ୍ରତିଦିନ ନୂଆ କଥା ସାମ୍ନାକୁ ଆସୁଛି । ରାଜ କୁନ୍ଦ୍ରା ଗିରଫ ହେବା ପରେ ମଡେଲ ଏବଂ ଅଭିନେତ୍ରୀ ସାଗରିକା ଶୋନା ଏବଂ ପୁନମ ପାଣ୍ଡେ ତାଙ୍କ ବିଷୟରେ...

Maharastra Flood
ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି: ୮୨ ମୃତ, ୩୮ ଜଣ ଆହତ

ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ ବନ୍ୟା ଓ ଭୂସ୍ଖଳନ ସୃଷ୍ଟି ହୋଇଛି। ଏନେଇ ୮୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ ଆହତ ଓ ୫୯ ଜଣ ନିଖୋଜ ଅଛନ୍ତି।

B. S. Yediyurappa
ନେତୃତ୍ୱରେ ପରିବର୍ତ୍ତନର ସୁରାକ : ୟେଦ୍ୟୁରପ୍ପାଙ୍କ ଇସ୍ତଫା ଆଶଙ୍କା

ଖୁବ୍ ଶୀଘ୍ର କର୍ଣ୍ଣାଟକରେ ଏକ ବଡ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିବ। ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନର ଗନ୍ଧ ତୀବ୍ର ହୋଇଛି। ବିଜେପି ହାଇକମାଣ୍ଡ ସିଏମ୍‌ ବି. ଏସ୍. ୟେଦ୍ୟୁରପ୍ପାଙ୍କ ବିକଳ୍ପ ଚୟନ ଆରମ୍ଭ କରିଥିବା ବେଳେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀକୁ ଇସ୍ତଫା ଦେବାକୁ କୁହାଯାଇପାରେ।

Metro Service
ସୋମବାରରୁ ଶତ ପ୍ରତିଶତ ଟ୍ରେନ୍ ସେବା : ଖୋଲିବ ସିନେମା ହଲ୍‌

ଜାତୀୟ ରାଜଧାନୀରେ କରୋନା ଭାଇରସ୍ ସଂକ୍ରମଣର ହ୍ରାସକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଏକ ବଡ଼ ଘୋଷଣା କରିଛି। ଶନିବାର DDMA ର ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ଜୁଲାଇ ୨୬ରେ ସକାଳ ୫ଟାରୁ ଦିଲ୍ଲୀ ମେଟ୍ରୋ ଏବଂ ବସ୍ (ପବ୍ଲିକ୍ ଟ୍ରାନ୍ସପୋର୍ଟ) କୁ ୧୦୦%...

Indian Army
ଚୀନ୍‌କୁ ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ : ୧୫ ହଜାର ସୈନିକ ନିୟୋଜିତ

ପୂର୍ବ ଲଦାଖରେ ଚୀନ୍‌ର କୌଣସି କାର୍ଯ୍ୟକଳାପର ଜବାବ ଦେବା ପାଇଁ ଭାରତୀୟ ସେନା ଏହାର ସ୍ୱତନ୍ତ୍ର ୟୁନିଟ୍ ନିୟୋଜିତ କରିଛି। ଚୀନ୍ ସେନାର ମୁକାବିଲା ପାଇଁ ଭାରତୀୟ ସେନା କିଛି ମାସ ପୂର୍ବେ ପୂର୍ବ ଲଦାଖ ଅଞ୍ଚଳରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ସହିତ ଉତ୍ତର କମାଣ୍ଡ...

Warm Vaccine
ୱାର୍ମ ଭେକ୍ସିନର ବଜାର ପ୍ରବେଶ ପାଇଁ ୩୧ କୋଟି ଫଣ୍ଡିଂ

ଅଧିକାଂଶ ଟିକାକୁ ସୁରକ୍ଷିତ ରଖିବା ପାଇଁ ଏକ ନିମ୍ନ ତାପମାତ୍ରା ଯଥା ୨ରୁ ଆଠ ଡିଗ୍ରୀ ତାପମାତ୍ରା ଆବଶ୍ୟକ। କେତେକ ଟିକା ମାଇନସ୍ ୭୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଆବଶ୍ୟକ କରେ। କିନ୍ତୁ IISc ଦ୍ୱାରା ପ୍ରସ୍ତୁତ ଏକ ଟିକା ଏକ ମାସ ୩୭ ° C ରେ...

Sunil Jakhar and Amarinder singh
କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂଙ୍କ ପ୍ରଶଂସା କରି ବିବାଦରେ ସୁନୀଲ ଜାଖଡ

ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଜାଖଡ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ କ୍ଷତରେ ମଲମ ଲଗାଇବା ପ୍ରସଙ୍ଗରେ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ପ୍ରଶଂସାକରି ଜାଖଡ କହିଛନ୍ତି ଯେ ଯଦି କ୍ୟାପ୍‌ଟେନ୍‌ଙ୍କ ସ୍ଥାନରେ ଅନ୍ୟକେହି ଥାଆନ୍ତେ ତେବେ କେନ୍ଦ୍ର ସରକାରଙ୍କ ବଦଳରେ ପଞ୍ଜାବ...

Kerala High Court
ଆଇନକୁ ବୋକା ବନେଇବାରେ ସଫଳ ହେଲେ ମହିଳା

ଜଣେ ମହିଳା ସମ୍ପୂର୍ଣ୍ଣ ଆଇନ ପ୍ରଣାଳୀକୁ ଧୋକା ଦେଇଥିବା ଅଭିଯୋଗ ହୋଇଛି। ସେ LLB ଡିଗ୍ରୀ ନ ପାଇ ଦୁଇ ବର୍ଷ ଆଡ୍‌ଭୋକେଟ୍ ଭାବରେ କାର୍ଯ୍ୟ କରିଥିଲେ ଏବଂ ରାଜ୍ୟ ବାର୍ କାଉନ୍‌ସିଲ୍‌ରେ ପଞ୍ଜୀକୃତ ମଧ୍ୟ ହୋଇଥିଲେ।

Amitabh, Prabhas, Deepika
ଏକାଠି ନଜର ଆସିବେ ପ୍ରଭାସ, ଅମିତାଭ ଓ ଦୀପିକା

ସାଉଥ୍‌ ସୁପରଷ୍ଟାର ଅଭିନେତା ପ୍ରଭାସ, ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ ଖୁବ୍ ଶୀଘ୍ର ଏକାଠି ନଜର ଆସିବେ। ଇତିମଧ୍ୟରେ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି ଏବଂ ପ୍ରଭାସ ତାଙ୍କ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଫିଲ୍ମର ନାମ କୁହାଯାଇ ନାହିଁ।

Salman Khan
ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌ ହେବ ବିଗ୍‌ ବସ୍‌ର-୧୫ ତମ ସିଜନ୍‌

ଟିଭିର ସବୁଠୁ ବଡ ରିଆଲିଟି ସୋ “ବିଗ୍ ବସ୍” ପ୍ରଥମ ଥର ପାଇଁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ । ସୂଚନା ଅନୁଯାୟୀ ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ଶେହନାଜ ଗିଲ୍‌ ଏବଂ ସିଦ୍ଧାର୍ଥ ଶୁକ୍ଲା ଏହି ସୋ କୁ ହୋଷ୍ଟ କରିବେ ବୋଲି । କିନ୍ତୁ ଏହା...

Shilpa sethy
ଶିଳ୍ପାଙ୍କ ସହ ଠିଆହେଲେ ଫ୍ୟାନ୍ସ, ଘରେ ପହଞ୍ଚିଲା ବୁକେ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ବିବାଦ ଘେରରେ ବୁଡି ରହିଛନ୍ତି । ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଏହାର ପ୍ରସାରଣ ପାଇଁ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସର କ୍ରାଇମ୍ବ୍ରା‌ଞ୍ଚ୍‌ ଗିରଫ କରିଛି । ଏନେଇ ମୁମ୍ବାଇ...

Shilpa and Shamita
ଶିଳ୍ପାଙ୍କ ଦୁଃଖ ସମୟରେ ସାଥ ଦେଲେ ଭଉଣୀ ଶମିତା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି କରୁଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯିବା ଖବର ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ହଙ୍ଗାମା-୨' ମୁକ୍ତିଲାଭ କରିଥିଲା। ତେବେ ଭଉଣୀର ସମର୍ଥନରେ...

Asteroid
ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିରାଟ ଉଲକା ପିଣ୍ଡ

ପୃଥିବୀ ଆଡ଼କୁ ମାଡିଆସୁଛି ବିପଦ। ଏହି ମାନବ ଗ୍ରହ ପ୍ରତି ରହିଛି ଭୟ। ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ। ଏହାର ଆକାର ଗୋଟିଏ ଷ୍ଟାଡିୟମ ଭଳି ହେବ ବୋଲି ଅନୁମାନ କରାଯାଇଛି। ଏହା ଶୁଣି ଆପଣ ଜାଣିପାରୁଥିବେ ଏହାର ଆକାର କେତେ ବିରାଟ ହୋଇଥିବ।

Hot Shot and Raj Kundra
କ’ଣ ଏହି ହଟ୍‌ ସଟ୍‌ ଆପ୍, ଯାହା ପାଇଁ ଫସିଗଲେ ରାଜ କୁନ୍ଦ୍ରା

ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ବିତରଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ବ୍ୟବସାୟୀ ତଥା ସେଲିବ୍ରିଟି ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଏହି ବିବାଦର ମୂଳରେ ରହିଛି “ହଟ୍ ସଟ୍” ନାମକ ଷ୍ଟ୍ରିମିଂ ଆପ୍ଲିକେସନ୍ ଯାହା ବର୍ତ୍ତମାନ ଗୁଗୁଲ୍ ଏବଂ ଆପଲ୍ ଆପ୍ ଷ୍ଟୋର୍‌ରୁ ହଟାଯାଇଛି।

Space Tour
ମହାକାଶ ଯାତ୍ରା ଜଳବାୟୁ ପରିବର୍ତ୍ତନରେ ଦାୟୀ ନୁହେଁ କି?

ଦୁନିଆର ଅନେକ ଲୋକ ମହାକାଶକୁ ଯାତ୍ରା କରିବାକୁ ଚାହାଁନ୍ତି। କିନ୍ତୁ ଅନେକ ଲୋକ ଏହାକୁ ବିରୋଧ କରୁଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱର ଜଳବାୟୁକୁ ରକ୍ଷା କରିବା ପାଇଁ କରାଯାଉଥିବା ପ୍ରୟାସ କ୍ଷତିକାରକ ବୋଲି ସେମାନେ ବିଶ୍ୱାସ କରନ୍ତି।

OSSC
OSSC ନିଯୁକ୍ତି ୨୦୨୧: ସିଭିଲ୍ ଡିଫେନ୍ସ ଇନ୍‌ଷ୍ଟ୍ରକ୍ଟର୍, ସିନିୟର୍‌ ଷ୍ଟୋର୍‌ ଇନ୍ସପେକ୍ଟର ପାଇଁ ଅନ୍‌ଲାଇନ୍ ପଞ୍ଜୀକରଣ ଆରମ୍ଭ

ସିଭିଲ୍ ଡିଫେନ୍ସ ଇନ୍‌ଷ୍ଟ୍ରକ୍ଟର୍/ ଡିଜି ପୋଲିସ୍ (ଡିଜିପି) ଅଧିନସ୍ଥ ସିନିୟର୍‌ ଷ୍ଟୋର୍‌ ଇନ୍ସପେକ୍ଟର, ଅଗ୍ନିଶମ ସେବା, ହୋମ୍ ଗାର୍ଡ ଏବଂ ସିଭିଲ୍ ଡିଫେନ୍ସ, ଓଡିଶା, କଟକ (ଗୃହ ବିଭାଗ) ଅଧୀନରେ ପଦବୀରେ ନିଯୁକ୍ତି ପାଇଁ ଓଡିଶା ଷ୍ଟାଫ ସିଲେକସନ କମିଶନ୍‌ (ଓଏସ୍‌ଏସ୍‌ସି) ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।