ପୃଥିବୀର ପ୍ରାଣୀ ପ୍ରଜାତିଗୁଡିକର ବିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା। ଦୁନିଆରେ ପ୍ରଜାତିଗୁଡିକ ବିଲୁପ୍ତ ହୁଅନ୍ତି ଏବଂ ନୂତନ ପ୍ରଜାତି ସୃଷ୍ଟି ହୁଅନ୍ତି। କିନ୍ତୁ ମାନବ କାର୍ଯ୍ୟକଳାପ ହେତୁ ପ୍ରଜାତିଗୁଡିକର ବିଲୁପ୍ତ ହେବାର ହାର ଅତି ଦ୍ରୁତ ଗତିରେ ବଢିଚାଲିଛି, ଯାହା ଚିନ୍ତାର ବିଷୟ ହୋଇପଡିଛି। କିନ୍ତୁ ଆମ ବୈଜ୍ଞାନିକମାନେ...
ଦିଓ ଆମ ବ୍ରହ୍ମାଣ୍ଡର ବହୁତ କମ୍ ଅଂଶ ଆମର ଜ୍ୟୋତିର୍ବିଜ୍ଞାନୀମାନେ ଦେଖିଛନ୍ତି, ତଥାପି ଆମ ନିଜସ୍ୱ ମିଲ୍କି ୱେ ଗାଲାକ୍ସି ସମ୍ପୂର୍ଣ୍ଣ ରୂପେ ଅବଲୋକନ କରାଯାଇ ନାହିଁ। ୧୧ ଲକ୍ଷରୁ ଅଧିକ ଏବଂ ପ୍ରାୟ ୨ ଲକ୍ଷ ଆଲୋକ ବର୍ଷର ଲମ୍ବା, ଏହି ଗାଲାକ୍ସିରେ ୪୦୦ ବିଲିୟନ ତାରକା...
ବ୍ଲାକ୍ ଇଗଲ୍ ବୁକ୍ସ ପ୍ରକାସନ ପକ୍ଷରୁ ଦିନିକିଆ ଓଡିଆ ପୁସ୍ତକ ମେଳା ଆୟୋଜିତ ହୋଇଯାଇଛି। ଆମେରିକାର ଓହିଓ ରାଷ୍ଟ୍ରସ୍ଥିତ କଲମ୍ବସ ମେଟ୍ରୋପଲିଟାନ୍ ଲାଇବ୍ରେରୀରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ୨ଶହରୁ ଅଧିକ ଓଡିଆ ପୁସ୍ତକ ପ୍ରଦର୍ଶିତ ହୋଇଥିଲା ଏବଂ ବିଶିଷ୍ଟ କଥାଶିଳ୍ପୀ ଡ. ପ୍ରତିଭା ରାୟଙ୍କ ଉପନ୍ୟାସର ଇଂରାଜୀ...
ବଲିଉଡକୁ ସୁପରହିଟ୍ ଫିଲ୍ମ ଦେଇଥିବା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରେ ସଞ୍ଜୟ ଲୀଲା ଭନସାଲୀ ଅନ୍ୟତମ। ଭନ୍ସାଲୀ ବଲିଉଡ୍କୁ 'ଦେବଦାସ', 'ବାଜିରାଓ ମସ୍ତାନୀ' ଓ 'ପଦ୍ମାବତ' ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେବା ପରେ ସେ ଏବେ ଓଟିଟି ଡେବ୍ୟୁ ଆରମ୍ଭ କରୁଛନ୍ତି। ନିର୍ଦ୍ଦେଶକ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ...
କରୀନା କପୁର ଖାନ ଚଳିତ ବର୍ଷ ଫେବୃଆରୀରେ ତାଙ୍କର ଦ୍ୱିତୀୟ ପୁତ୍ରକୁ ଜନ୍ମ ଦେଇଥିଲେ। ସେବେଠାରୁ ପିଲାର ନାମକରଣକୁ ନେଇ ଅଭିନେତ୍ରୀଙ୍କ ପ୍ରଶଂସକଙ୍କ ମଧ୍ୟରେ ଗୁଜବ ସୃଷ୍ଟି ହୋଇଥିଲା। ଏହି ସେଲିବ୍ରିଟି ଦମ୍ପତିଙ୍କ ଦ୍ୱିତୀୟ ପୁଅର ନାମ ଜାଣିବାକୁ ସମସ୍ତେ ବ୍ୟସ୍ତ। କିନ୍ତୁ, ଉଭୟ ଦୀର୍ଘ ସମୟ ଧରି...
ଟୋକିଓ ଅଲିମ୍ପିକ୍ସରୁ ଭାରତକୁ ଆସିସାରିଛି ପ୍ରଥମ ସ୍ୱର୍ଣ୍ଣ ପଦକ। ଏହି ସ୍ୱର୍ଣ୍ଣକୁ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ସେ ତାଙ୍କ ବିଜୟ ସହିତ ସମଗ୍ର ଦେଶ ପାଇଁ ଖୁସିର ଲହରୀ ନେଇଆସିଛନ୍ତି। ଏବେ ନୀରଜ ଚୋପ୍ରାଙ୍କ ଐତିହାସିକ ବିଜୟ ସାରା ଭାରତ ପାଳନ କରୁଛି। ଜାଭେଲିନ୍...
ପୃଥିବୀ ଆଡକୁ ମାଡିଆସୁଛି ବିପଦ। ଗ୍ଲୋବାଲ ୱାର୍ମିଂ କାରଣରୁ ପୃଥିବୀର ତାପମାତ୍ରା ବଢିବାକୁ ଯାଉଛି। ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଣ୍ଟ ଚେଞ୍ଜ୍ (ଆଇପିସିସି) ଏହାର ସଦ୍ୟତମ ରିପୋର୍ଟରେ ଚେତାବନୀ ଦେଇଛି ଯେ ପୃଥିବୀର ହାରାହାରି ତାପମାତ୍ରା ପୂର୍ବ ଶିଳ୍ପ ଯୁଗ ତୁଳନାରେ ୨ ପ୍ରତିଶତ ବୃଦ୍ଧି ପାଇବ।...
ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏକ ବର୍ଷ ପୂର୍ବରୁ ମଙ୍ଗଳ ଗ୍ରହକୁ ଏହାର ସ୍ୱତନ୍ତ୍ର ରୋଭର ପଠେଇଥିଲା। ପର୍ସିଭେରେନ୍ସ ରୋଭରର ଏହି ଅଦୃଶ୍ୟ ମିଶନ ଏହିପରି ଅନେକ ପରୀକ୍ଷଣ ପାଇଁ ପ୍ରସ୍ତୁତ ହୋଇଥିଲା ଯାହା ମଙ୍ଗଳ ଗ୍ରହରେ ମନୁଷ୍ୟର ଦୀର୍ଘ ସମୟ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବାରେ...
ଆଫଗାନିସ୍ତାନରେ ତାଲିବାନର ଦଖଲ ସହିତ ତା’ର ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି। ବାଲ୍ଖ ପ୍ରଦେଶରେ ଜଣେ ୨୧ ବର୍ଷର ଯୁବତୀଙ୍କୁ ତାଲିବାନ ହତ୍ୟା କରିଛି। ଏହି ଯୁବତୀଙ୍କ ଏକମାତ୍ର ଦୋଷ ହେଲା ଯେ ସେ କିଛି ଟାଇଟ୍ ପୋଷାକ ପିନ୍ଧିଥିଲେ ଏବଂ ସେ ବିନା ପୁରୁଷରେ ଏକୁଟିଆ...
ଗତ କିଛି ମାସ ଧରି ହିନ୍ଦ୍ ମହାସାଗରର ମରିସସ୍ରେ ଅବସ୍ଥିତ ଅଗ୍ଲେଗା ଦ୍ୱୀପ ଚର୍ଚ୍ଚାରେ ରହିଛି। ଅନେକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟରେ ଅଗଲେଗା ଦ୍ୱୀପକୁ ଭାରତର ସାମରିକ ଆଧାର ଭାବରେ ବର୍ଣ୍ଣନା କରାଯାଇଛି। ଏହା ସତ୍ୟ ଯେ ମରିସସ୍ର ଅଗଲେଗା ଦ୍ୱୀପକୁ ଭାରତ ବିକାଶ କରିବାରେ ଲାଗିଛି। କିଛି...
ବଲିଉଡର 'ପଙ୍ଗା ଗର୍ଲ' ନାମରେ ପରିଚିତ କଙ୍ଗନା ରାଣାୱତ ଆଜିକାଲି ତାଙ୍କର ଲୋକପ୍ରିୟ ସ୍ପାଇ ଥ୍ରୀଲର୍ ଫିଲ୍ମ 'ଧାକଡ୍'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଅର୍ଜୁନ ରାମପାଲ ଓ ଦିବ୍ୟା ଦତ୍ତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରଜନୀଶ ଘାଇ।...
ବଲିଉଡ ଅଭିନେତ୍ରୀ ତଥା ଶ୍ରୀଦେବୀ ଲଳନା ଜାହ୍ନଭୀ କପୁର ସୋସିଆଲ୍ ମିଡିଆରେ ସବୁବେଳେ ସକ୍ରିୟ ଥିବାବେଳେ ପ୍ରଶଂସକଙ୍କ ସହ ତାଙ୍କର ଫଟୋ ଓ ଭିଡିଓ ସେୟାର କରି ଚାଲିଛନ୍ତି। ନିକଟରେ ସେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନାଚି ନାଚି ବାଥ୍ ଟପ୍ ଭିତରେ...
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଶମିତା ଶେଟ୍ଟୀ ଟିଭିର ସବୁଠାରୁ ଲୋକପ୍ରିୟ ରିୟଲିଟି ସୋ 'ବିଗ୍ ବସ୍ ଓଟିଟି'ରେ ପୁଣି ଏଣ୍ଟ୍ରି କରିଛନ୍ତି। ଏହାକୁ ନେଇ ଦର୍ଶକ ନିରାଶ ହୋଇଥିବା ଦେଖାଯାଇଛି। ଶମିତା ଶୋ’ର ଗ୍ରାଣ୍ଡ୍ ପ୍ରିମିୟରରେ ପ୍ରତିଯୋଗୀ ଭାବରେ ପ୍ରବେଶ କରିଛନ୍ତି। ବିଗ୍ ବସ୍ଙ୍କ ଘରେ...
ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ(ଡିୟୁ) ପଢିବା ପାଇଁ ଦୂର ଦୂରାନ୍ତରୁ ଛାତ୍ରମାନେ ଧାଇଁ ଆସନ୍ତି। ଏଥି ସହିତ, ଡିୟୁରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଏବଂ କର୍ମଚାରୀମାନେ ମଧ୍ୟ ଇଚ୍ଛା କରନ୍ତି ଯେ ସେମାନଙ୍କ ପିଲାମାନେ ଏଠାରେ ହିଁ ଅଧ୍ୟୟନ କରନ୍ତୁ। ଏଥିପାଇଁ ଡିୟୁରେ ୱାର୍ଡ କୋଟା ଅଛି । ଏବେ ୱାର୍ଡ...
ଆପଣ ଏପରି ନଦୀ ବିଷୟରେ ଶୁଣିଛନ୍ତି କି, ଯାହା ମାତ୍ର ୪/୫ ଘର ଦେଇ ପ୍ରବାହିତ ହୁଏ। ଆମେ ଯେଉଁ ନଦୀ ବିଷୟରେ କହିବାକୁ ଯାଉଛୁ ତାହାର ଲମ୍ବ ଠିକ୍ ଏତିକି। ଏଠାରେ ନିଶ୍ଚିତ ପ୍ରଶ୍ନ ଉଠିପାରେ ନଦୀ କିପରି ଏତେ ଛୋଟ ହୋଇପାରେ? ତେଣୁ ଏହାର ଉତ୍ତର...
ଓଡ଼ିଆ ସିନେମା ଜଗତରେ ଶରତ ଯେବେ ଆବିର୍ଭାବ ହେଲେ, ରୂପେଲି ପରଦା ଇନ୍ଦ୍ରଧନୁର ସାତ ରଙ୍ଗରେ ରଙ୍ଗୀନ ହୋଇଗଲା। ତାଙ୍କ ଆଗମନ ପରେ ଲାଇଟ୍ କ୍ୟାମେରା ଆକ୍ସନ ଦୁନିଆ ଚମକି ଉଠିଲା। ଚିକିମିକି ସିତାରା ହୋଇ ସିନେମାରେ ସେ ନିଜେ ଚମକିଲେ, ଆଉ ତାଙ୍କ ଚମକ ଦେଖି ବିମୁଗ୍ଧ...
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଅଶ୍ଳୀଳ ମାମଲାରେ ଜେଲରେ ଅଛନ୍ତି। ଜୁଲାଇ ୧୯ରେ ଗିରଫ ହେବା ପରେ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଏହି ମାମଲା ପ୍ରକାଶ ପାଇବା ପରଠାରୁ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ୍ ସକ୍ରିୟ ରହିଛି...
'ବିଗ୍ ବସ୍ ଓଟିଟି' ଆଜି ରାତି ୮ ଟାରୁ ଭୁଟ୍ ଆପ୍ରେ ପ୍ରଦର୍ଶିତ ହେବ। ଆଜି ସକାଳୁ ସୋସିଆଲ ମିଡିଆରେ ଏହାକୁ ନେଇ ଗୁଜବ ସୃଷ୍ଟି ହୋଇଛି। ପ୍ରଶଂସକଙ୍କ ଖୁସିର ଜୁଆର ବୋଲ ମାନୁନି। କରଣ ଜୋହର ଏହି ଶୋ’ର ହୋଷ୍ଟ କରୁଛନ୍ତି। ସେ ଶୋ’ର ପ୍ରୋମୋରେ କହିଥିଲେ...
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ ବିମାନବନ୍ଦର)କୁ ବୋମା ପକେଇ ଉଡେଇଦେବାକୁ ଅଲ୍କାଏଦା ଧମକ ଦେଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ ଶନିବାର ସନ୍ଧ୍ୟାରେ ଅଲ୍କାଏଦା ନାମରେ ଏକ ଇମେଲ ପାଇଥିଲା, ଯେଉଁଥିରେ ଆସନ୍ତା କିଛି ଦିନ ମଧ୍ୟରେ ଆଇଜି ବିମାନ ବନ୍ଦରକୁ ଉଡ଼ାଇ ଦିଆଯିବ ବୋଲି...
ଆଜିକାଲି ଟିଭି ଶୋ’ଗୁଡିକ ଦର୍ଶକଙ୍କ ମନକିଣିବାରେ ଲାଗିଛନ୍ତି। ଆଉ ଟିଭି କଳାକାରମାନଙ୍କ ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଛି। ଟିଭି ଶୋ’ଗୁଡୁକ ଭିତରେ ଯଦି ଦେଖାଯାଏ ତେବେ 'ଦି କପିଲ ଶର୍ମା ଶୋ' ସବୁଠାରୁ ଆଗରେ ରହିବ। ଏହି ଶୋ’କୁ ପ୍ରାୟ ସବୁ ବର୍ଗର ଲୋକ ପସନ୍ଦ କରୁଥିବା ବେଳେ...