• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Nora Fatehi
ନୋରା ଫତେହିଙ୍କ ଠୁମ୍‌କା ଲଗେଇଲା ନିଆଁ

ବଲିଉଡ ଅଭିନେତ୍ରୀ ନୋରା ଫତେହି ସୁପରଷ୍ଟାର ଅଜୟ ଦେବଗନଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୁଜ: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ତେବେ ଆଜିକାଲି ନୋରା ଫତେହିଙ୍କ ଷ୍ଟାଇଲ୍ ହୃଦୟରେ ନିଆଁ ଲଗେଇବା ପାଇଁ ଯଥେଷ୍ଟ। ଯଦି ଏହା ଉପରେ ତାଙ୍କ ଡ୍ୟାନ୍ସ ଦେଖିବାକୁ...

Sona Mohapatra
ରାଗିଲେ ସୋନା ମହାପାତ୍ର ; କହିଲେ ଆମକୁ ଛୁଇଁବା କାହାର ଅଧିକାର ନାହିଁ

ବଲିଉଡ ଗାୟିକା ସୋନା ମହାପାତ୍ର ସବୁ ପ୍ରସଙ୍ଗକୁ ନେଇ ଖୋଲାଖୋଲି ଭାବେ କଥା ହୁଅନ୍ତି। ଏଭଳି ଖାମଖିଆଲ କଥାବାର୍ତ୍ତା ଯୋଗୁଁ ଅନେକ ସମୟରେ ସୋନାଙ୍କୁ ମଧ୍ୟ ଟ୍ରୋଲର ସାମ୍ନା କରିବାକୁ ପଡେ। କିନ୍ତୁ ସବୁ ଟ୍ରୋଲିଂକୁ ଏକ ଉପଯୁକ୍ତ ଜବାବ ଦେଇ, ସୋନା ସମସ୍ତଙ୍କ ଆଗରେ ନିଜର ମତ...

Dharmendra and Esha
ଧର୍ମେନ୍ଦ୍ର ଚାହୁଁ ନ ଥିଲେ, ଈଶା ଅଭିନେତ୍ରୀ ହେଉ ବୋଲି

ବଲିଉଡ୍ ଅଭିନେତ୍ରୀ ଈଶା ଦେଓଲ ଅଭିନୟ ବଦଳରେ ପ୍ରଡ୍ୟୁସର୍ ହୋଇ ନିଜ ଯାତ୍ରା ଆରମ୍ଭ କରିଦେଇଛନ୍ତି। ସେ ତାଙ୍କ ସ୍ୱାମୀ କେ ଭରତ ତଖତାନୀଙ୍କ ସହ ଏକ ପ୍ରଡକ୍ସନ୍ ହାଉସ୍ ଲଞ୍ଚ କରିଛନ୍ତି, ଯାହାର ନାମ ରହିଛି ‘ବିଇଏଫ୍’ ଆର୍ଥାତ ‘ଭରତ ଈଶା ଫିଲ୍ମସ୍’। ‘ବିଇଏଫ୍’ ବ୍ୟାନରରେ ପ୍ରଥମ...

Jupiter
ବୃହସ୍ପତିରେ ମିଳିଲା ପାଣିର ବାଷ୍ପ

ପୃଥିବୀ ବାହାରେ ଜୀବନ ଖୋଜୁଥିବା ଆମ ବୈଜ୍ଞାନିମାନଙ୍କର କିଛି ଗ୍ରହର ଚନ୍ଦ୍ରରୁ ଅନେକ ଆଶା ରହିଛି। ଏଥି ମଧ୍ୟରେ ବୃହସ୍ପତିର ଚନ୍ଦ୍ର ଗେନିମିଡ୍‌ ମଧ୍ୟ ରହିଛି। ଏମିତିରେ ତ ଗେନିମିଡ୍‌ରେ ଜମାଟ ବରଫ ପୂର୍ବରୁ ଖୋଜ୍ ହୋଇସାରିଛି। ତେବେ ପ୍ରଥମ ଥର ପାଇଁ ଆମର ବୈଜ୍ଞାନିକମାନେ ଗେନିମିଡ୍‌ ଉପରେ...

Dholavira
ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ଧୋଲାବିରା

ଜୁରାଟର ହରପ୍ପା ସମୟର ସହର ଧୋଲାବିରାକୁ ମିଳିଛି ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ। ମିଳିତ ଜାତିସଂଘ ମଙ୍ଗଳବାର ଏହି ସୂଚନା ଦେଇଛି। ମିଳିତ ଜାତିସଂଘର ଶୈକ୍ଷଣିକ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଟୁଇଟ୍ କରି ଲେଖିଛି, “ଧୋଲାବିରା: ଭାରତରେ ଏକ ହରପ୍ପାକାଳିନ ସହରକୁ ବିଶ୍ୱ ଐତିହ୍ୟ...

Chin
ବିବାଦୀୟ ସ୍ଥାନରେ ଚୀନ୍ ସେନା

ପୂର୍ବ ଲଦାଖରେ ଚାଲିଥିବା ବିବାଦ ମଧ୍ୟରେ ଚୀନ୍ ପାଙ୍ଗୋଙ୍ଗ ହ୍ରଦ ନିକଟରେ ନିଜର ସୈନ୍ୟବଳ ମୁତୟନ କରିଛି। ଛଅ ମାସ ପୂର୍ବେ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବା ଏବଂ ଗସ୍ତ ନ କରିବା ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଏହା...

Pink River
କେମିକାଲ୍ ସଂସ୍ପର୍ଶରେ ଆସି ଗୋଲାପୀ ହେଲା ନଦୀ ଜଳ

ଆର୍ଜେଣ୍ଟିନାର ଦକ୍ଷିଣ ପାଟାଗୋନିଆ ଅଞ୍ଚଳରେ ଏକ ବିରାଟ ହ୍ରଦର ପାଣି ସମ୍ପୂର୍ଣ୍ଣ ଗୋଲାପୀ ହୋଇଯାଇଛି। ବିଶେଷଜ୍ଞ ତଥା ପରିବେଶ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ଏହି ହ୍ରଦ ଗୋଲାପୀ ରଙ୍ଗର ହେବାର କାରଣ ହେଉଛି ଏକ ରାସାୟନିକ ପଦାର୍ଥ, ଯାହା ଚିଙ୍ଗୁଡି ରପ୍ତାନି ବେଳେ ବ୍ୟବହୃତ ହୁଏ।

SHWETA TIWARI
ଶ୍ୱେତା ତିୱାରୀ ହେବେ କଡା ସିବିଆଇ ଅଫିସର୍

ଯଦି ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀଙ୍କ କଥା ଉଠେ ତେବେ ଶ୍ୱେତା ତିୱାରୀ ବାଦ ପଡିବେ ନାହିଁ। ଆଜିକାଲି ଏହି ଅଭିନେତ୍ରୀ କିଛି ନୂଆ କରିବାକୁ ଚିନ୍ତା କରୁଛନ୍ତି। ଶ୍ୱେତାଙ୍କୁ ଆମେ ଖୁବ୍ ଶୀଘ୍ର 'ଶୁକ୍ଲା ଭି /ଏସ୍ ତ୍ରିପାଠୀ'ରେ ଦେଖିବାକୁ ପାଇବା। ଏହି ନୂତନ ସସ୍‌ପେନ୍ସ ଥ୍ରୀଲର...

Dil Lauta Do
ଦିଲ୍ ଲୁଟୁଛି 'ଦିଲ୍‌ ଲୌଟା ଦୋ'

ନିଜ ରୋମାଣ୍ଟିକ୍ ସ୍ୱରର ଅନ୍ଦାଜରେ ଲୋକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍‌ର ଜଣାଶୁଣା ଗାୟକ ଜୁବିନ୍ ନୌଟିୟାଲଙ୍କ ନୂଆ ଗୀତ ରିଲିଜ୍ ହୋଇଛି। ବଲିଉଡକୁ ଅନେକ୍ ହିଟ୍ ଗୀତ ଭେଟି ଦେଇଥିବା ଜୁବିନ୍ ବର୍ତ୍ତମାନ ତାଙ୍କର ନୂଆ ଗୀତ ‘ଦିଲ୍ ଲୌଟା ଦୋ’ ନେଇ ଆସିଛନ୍ତି।

Samaresh and Tamanna
ଅଗଷ୍ଟ ୨ରୁ ‘ଏତେ ଭଲ ପାଏ ତତେ’

ଆଜିର ବ୍ୟସ୍ତ ବହୁଳ ଦୁନିଆରେ ଦୀର୍ଘ ସିରିଏଲ୍‌ ପ୍ରତି ଲୋକମାନେ ଧିରେ ଧିରେ ଦୂରେଇବାକୁ ବସିଲେଣି। ଏସବୁ ଜାଗାକୁ ପୂରଣ ପାଇଁ ସର୍ଟ ସିରିଜ୍ ପ୍ରସ୍ତୁତି ନେଇ ନିର୍ମାତାମାନେ ଆଗକୁ ଆସିଲେଣି। ଏହି କ୍ରମରେ ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣ କରିଛି ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ...

Curd and Banana
ଜଳଖିଆରେ ଦହି-କଦଳୀ ଖାଆନ୍ତୁ; ମିଳିବ ଏହିସବୁ ଲାଭ

କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ହିତ ହୋଇଥାଏ। ଏହା ଶରୀରରେ ଆଇରନର ଅଭାବକୁ ପୂରଣ କରିଥାଏ ଓ ଶରୀରକୁ ଶକ୍ତି ମଧ୍ୟ ପ୍ରଦାନ କରିଥାଏ। ସେହିପରି ଦହି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଏଥିରେ ଥିବା ହିତକର ବ୍ୟାକ୍ଟେରିଆ ହଜମ ପ୍ରକ୍ରିୟାକୁ ଦୃଢ ରଖିବା ସହିତ ପେଟଜନିତ...

Gold Price Hike
ପୁଣି ବଢିଲା ସୁନା ଦର : ୧୦ ଗ୍ରାମ ପ୍ରତି ୪୬,୭୫୩

ଭାରତୀୟ ସୁନାରୂପା ବଜାରରେ ଆଜି ଅର୍ଥାତ୍ ଜୁଲାଇ ୨୬, ୨୦୨୧ରେ ସୁନା ମୂଲ୍ୟରେ ଏକ ତୀବ୍ର ବୃଦ୍ଧି ଦେଖାଦେଇଛି। ଏହା ଦ୍ୱାରା ସୁନା ୧୦ ଗ୍ରାମ ପ୍ରତି ୪୬,୭୫୩ ଟଙ୍କାରେ ପହଞ୍ଚିଛି। ସେହିପରି ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।

Mirabai Chanu
ମୀରାବାଇ ଚାନୁଙ୍କ ରୌପ୍ୟ ହୋଇପାରେ ସ୍ୱର୍ଣ୍ଣ

ମୀରାବାଇ ଚାନୁଙ୍କ ରୌପ୍ୟ ପଦକ ହୋଇପାରେ ସ୍ୱର୍ଣ୍ଣ। ଏହାକୁ ନେଇ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ଭାରତର ୨୬ ବର୍ଷୀୟ ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଶନିବାର ଟୋକିଓ ଅଲମ୍ପିକ୍‌ରେ ଭାରୋତ୍ତୋଳନରେ ଦେଶ ପାଇଁ ପ୍ରଥମ ରୌପ୍ୟ ପଦକ ଜିତି ‍ଇତିହାସ ରଚିଛନ୍ତି।

Sand Storm
ଧୂଳି ଝଡ ଯୋଗୁଁ ୨୦ ଗାଡି ପିଟାପିଟି, ୭ ମୃତ

ଆମେରିକାର ୟୁଟାରେ ଧୂଳି ଝଡ କାରଣରୁ ୨୦ଟି ଗାଡି ପରସ୍ପର ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀ ସୂତ୍ର ମୁତାବକ ଧୂଳି ଝଡ ଯୋଗୁଁ ଲୋକମାନଙ୍କୁ ଦେଖିବାରେ ଅସୁବିଧା ହୋଇଥିଲା। ଫଳରେ ରାସ୍ତାରେ ଚାଲୁଥିବା କାର୍‌ଗୁଡିକ ପରସ୍ପର ଧକ୍କା ହୋଇଥିଲେ।

Karan Kundra and Raj Kundra
ସମାନ ଟାଇଟଲ କାଳ ହେଲା : ଫସିଗଲେ କରଣ କୁନ୍ଦ୍ରା

ବଲିଉଡ ଧଡକନ ଗାର୍ଲ ଶିଳ୍ପା ଶେଟ୍ଟୀଙ୍କ ପତି ରାଜ କୁନ୍ଦ୍ରାଙ୍କ ପୋର୍ଣ୍ଣୋଗ୍ରାଫୀ ମାମଲାରେ ଗିରଫ ପରେ ଅଭିନେତା କରଣ କୁନ୍ଦ୍ରା ଏକ ସାଙ୍ଘାତିକ ଅସୁବିଧାରେ ପଡିଯାଇଥିବା ଦେଖାଯାଏ। ଏହାର କାରଣ ହେଉଛି ତାଙ୍କର ବି ଟାଇଟଲ କୁନ୍ଦ୍ରା ରହିଛି।

Flora Saini
ରାଜ କୁନ୍ଦ୍ରାଙ୍କ ମାମଲାକୁ ଜବରଦସ୍ତ ଟଣାଯାଉଛି ବୋଲି କହିଲେ ‘ଗନ୍ଦୀ ବାତ୍’ ଅଭିନେତ୍ରୀ

ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ’ ଚଳଚ୍ଚିତ୍ରରେ ନଜର ଆସିଥିବା ଫ୍ଲୋରା ସାଇନିଙ୍କ ନାମ ବର୍ତ୍ତମାନ ରାଜ କୁନ୍ଦ୍ରାଙ୍କ ପୋର୍ଣ୍ଣୋଗ୍ରାଫୀ ମାମଲା ଯୋଗୁଁ ଚର୍ଚ୍ଚାର ପରିସରକୁ ଆସିଛି। ଗଣମାଧ୍ୟମରେ ପ୍ରସାରିତ ଖବରରେ କୁହାଯାଇଥିଲା ଯେ ଫ୍ଲୋରା ସାଇନିଙ୍କ ରାଜ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ଉମେଶ କାମତଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା।

Aishwarya Rai Bachchan
ପୁଣି ଥରେ ମା ହେବେ କି ଐଶ୍ୱର୍ଯ୍ୟା ରାୟ !

ବଲିଉଡର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି । ଏଥର କିନ୍ତୁ ଐଶ୍ୱର୍ଯ୍ୟା ତାଙ୍କ ବର୍ଦ୍ଧିତ ଓଜନ ପାଇଁ ପ୍ରଶଂସକଙ୍କ ଟ୍ରୋଲର ଶୀକାର ହୋଇଛନ୍ତି । ଏହି ଫଟୋ ଦେଖି ଏଶ୍ୱର୍ଯ୍ୟାଙ୍କ ପ୍ରଶଂସକମାନେ ସେ ଦ୍ୱିତୀୟ...

Anu Malik
ଅନୁ ମଲିକଙ୍କ ମାତୃ ବିୟୋଗ

ପ୍ରସିଦ୍ଧ ଗାୟକ ଅନୁ ମଲିକଙ୍କ ମା’ ବିଲ୍କିଶ ମଲିକଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସୋମବାର ସକାଳେ ତାଙ୍କର ସାନ୍ତାକ୍ରୁଜ ଶ୍ମଶାନରେ ଶେଷକୃତ୍ୟ କରାଯାଇଛି।

Shershaah
'ଶେରଶାହ'ର ଟ୍ରେଲର ରିଲିଜ

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଫିଲ୍ମ 'ଶେରଶାହ'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଆଜି ଜୁଲାଇ ୨୫ରେ କରଣ ଜୋହରଙ୍କ ପ୍ରଡକ୍ସନ୍ ଅଧୀନରେ ନିର୍ମିତ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଛି।

Mars
ନାସାର ଇନସାଇଟ୍‌ ମିଶନ କଲା ମଙ୍ଗଳର ଆଭ୍ୟନ୍ତରୀଣ ଗଠନର ଖୁଲାସା

ଆନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଦଳ ନାସାର ଇନ୍‌ସାଇଟ୍ ମିଶନର ସେସମୋମିଟର ଦ୍ୱାରା ଚିହ୍ନଟ ହୋଇଥିବା ମଙ୍ଗଳର ଭୂକମ୍ପକୁ ଅଧ୍ୟୟନ କରି ଏହି ଗ୍ରହର ଆଭ୍ୟନ୍ତରୀଣ ଗଠନ ବିଷୟରେ ବିସ୍ତୃତ ଭାବରେ ଅନୁସନ୍ଧାନ କରିଛି। ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ରେଡ୍‌ ପ୍ଲାନେଟ୍‌ର ମୂଳର ଆକାର ଏବଂ ରଚନା, ଏହାର...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।