• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Neha Dhupia
ବେବି ବମ୍ପ୍ ଦେଖେଇ ପୁଲ୍ ପାର୍ଟୀ ଉପଭୋଗ କଲେ ନେହା ଧୂପିଆ

ବଲିଉଡ୍ ଅଭିନେତ୍ରୀ ନେହା ଧୂପିଆ ପୁଣି ଗର୍ଭବତୀ ଅଛନ୍ତି। ତେବେ ‍ସେ ତାଙ୍କର ଏହି ମୁହୂର୍ତ୍ତକୁ ଖୁବ୍ ଭଲ ଭାବେ ଉପଭୋଗ କରୁଛନ୍ତି। ସୋସିଆଲ୍ ମିଡିଆରେ ସେ ତାଙ୍କର ବେବି ବମ୍ପ ଦେଖେଇ ଫଟୋ ପୋଷ୍ଟ କରି ଚାଲିଛନ୍ତି। ଏବେ ସେ ପୁଲ୍ ପାର୍ଟୀକୁ ଉପଭୋଗ କରୁଥିବାର କିଛି...

Priyanka Chopra
‘ଏକ୍ଟିଭିଟିଜ୍’ ରେ ଭାଗ ନେଇ କ୍ଷମା ମାଗିଲେ ପ୍ରିୟଙ୍କା

ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କାଙ୍କୁ ଶୋ’ ‘ଏକ୍ଟିଭିଟିଜ୍’ ରେ ଭାଗ ନେବା ନେଇ ଟ୍ରୋଲ୍ ହେବାକୁ ପଡିଛି। ଏହି ଶୋ’କୁ ନେଇ ବିବାଦ ବଢୁଥିବା ଦେଖି ଏବେ ପ୍ରିୟଙ୍କା ସୋସିଆଲ୍ ମିଡିଆରେ ଏକ ଲମ୍ବା ଚୌଡା ପୋଷ୍ଟ୍ ସେୟାର କରି କ୍ଷମା ମାଗିଛନ୍ତି।

Amitabh Bachchan
ପାନ ମସଲା ବିଜ୍ଞାପନ କାହିଁକି କଲେ ଅମିତାଭ?

ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କୁ ଏକ ପାନ ମସଲା ବିଜ୍ଞାପନ ପାଇଁ ଟ୍ରୋଲ ହେବାକୁ ପଡିଛି। ନିକଟରେ ଅମିତାଭ ରଣବୀର ସିଂହଙ୍କ ସହିତ ଏହି ବିଜ୍ଞାପନଟି କରିଥିଲେ। ଟ୍ରୋଲିଂ ହେବା ପରେ ସେ ଏହାର ଜବାବ ସୋସିଆଲ୍ ମିଡିଆରେ ରଖିଛନ୍ତି।

IPL Auction
ଅକ୍ଟୋବର ୧୭ରେ ହେବ ଆଇପିଏଲର ଆଗାମୀ ଅକ୍ସନ୍: ଦୁଇ ନୂଆ ଦଳ ସାମିଲ୍

ଆଇପିଏଲ୍‌ର ଆଗାମୀ ସିଜନ୍‌ରେ ଦୁଇଟି ନୂଆ ଦଳ ସାମିଲ ହେବାକୁ ଯାଉଛନ୍ତି। ନୂଆ ଦଳ ନିଲାମ ପାଇଁ ବିସିସିଆଇ ପ୍ରସ୍ତୁତି ଚଳାଇଛି। ଏନେଇ ବିସିସିଆଇ ଦ୍ୱାରା ଅକ୍ଟୋବର ୧୭ରେ ନିଲାମ ପ୍ରକ୍ରିୟା ଆୟୋଜନ କରାଯାଇପାରେ। ୨୦୨୨ ରୁ ଆଇପିଏଲ୍‌ରେ ୮ ଟି ଟିମ୍ ପରିବର୍ତ୍ତେ ୧୦ଟି ଟିମ୍ ପ୍ରବେଶ...

Telecome
ଟେଲିକମ୍ କ୍ଷେତ୍ରରେ ବଡ଼ ଧରଣର ଆର୍ଥିକ ସଂସ୍କାର : ୪ ବର୍ଷ ପାଇଁ ବକେୟା ଦେୟ ଛାଡ

ଅଟୋମୋବାଇଲ ଓ ଟେଲିକମ୍ କ୍ଷେତ୍ର ଲାଗି ବଡ଼ ଧରଣର ଆର୍ଥିକ ସଂସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦେଶରେ ଉତ୍ପାଦନ ବଢାଇବା ଲାଗି ଅଟୋମୋବାଇଲ କ୍ଷେତ୍ର ପାଇଁ ପ୍ରଡକସନ୍ ଲିଙ୍କଡ୍ ଇନ୍‌ସେନ୍‌ଟିଭ୍ ବା PLI ସ୍କିମ୍‌ ଘୋଷଣା କରାଯାଇଛି ।ଏଥିପାଇଁ ୨୬ ହଜାର ୫୮ କୋଟି ଟଙ୍କାର ବ୍ୟବସ୍ଥା...

Sambit Patra
ହିନ୍ଦୁ ଧର୍ମକୁ ଅପମାନ କରୁଛନ୍ତି ରାହୁଲ୍ : ସମ୍ବିତ ପାତ୍ର

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ ବିଜେପି ପ୍ରତିକ୍ରିୟା ରଖିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କ ମାତା ଦୁର୍ଗା ଏବଂ ମାତା ସରସ୍ୱତୀଙ୍କ ବୟାନକୁ ହିନ୍ଦୁ ଧର୍ମ ପ୍ରତି ଅପମାନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ହିନ୍ଦୁ ଧର୍ମକୁ ଅତ୍ୟଧିକ...

Astitwa
ମୋବାଇଲ୍ ଛୁଇଁଲେ ଉଡିଯାଉଛି ଡାଟା; ଚିନ୍ତାରେ ପରିବାର

ଯଦି ମୋବାଇଲ୍ ଫୋନ୍ କାହାକୁ ହସ୍ତାନ୍ତର କରିବା ପରେ ଡାଟା ସମ୍ପୂର୍ଣ୍ଣ ଉଡିଯାଏ ତେବେ ଏହା ନିଶ୍ଚିତ ଚକିତ କରିବା ଭଲି କଥା। ଏଭଳି ଏକ ଘଟଣା ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୪ ବର୍ଷର ଛାତ୍ରଙ୍କ କ୍ଷେତ୍ରରେ ଘଟୁଛି। ତାଙ୍କ ହାତରେ ମୋବାଇଲ୍ ଫୋନ୍ ଆସିବା ମାତ୍ରେ...

Most Evil Criminal Iqbal
ଶହେ ବାଳକଙ୍କ ସହ ଅନୈତିକ ସଂପର୍କ ରଖି ହତ୍ୟା କରିଥିଲା ଇକବାଲ

ଅପରାଧ କରୁଥିବା ଲୋକ ସବୁବେଳେ ଭାବେ ଯେ ସେ ନିରାପଦ। ସେ କେବେ ବି ଧରାପଡିବ ନାହିଁ। ତେବେ ଏହି ଆତ୍ମବିଶ୍ୱାସ ନେଇ ସେ ଏଭଳି କିଛି କରିବସେ ଯାହା ତା’ର ଅପରାଧ ଦୁନିଆର ଅନ୍ଧାରକୁ ପ୍ରକାଶିତ କରିଦିଏ। ଏଭଳି ଭାବିଥିଲା ପାକିସ୍ତାନରେ ରହୁଥିବା ଜାଭେଦ ଇକବାଲ୍। ଜାଭେଦକୁ...

Sonu Sood
ସୋନୁ ସୁଦଙ୍କ ଘରେ ଇନ୍‌କମ୍‌ ଟାକ୍ସ ଅଫିସର

ବଲିଉଡ ତଥା ଟଲିଉଡ୍ ଅଭିନେତା ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇସ୍ଥ କାର୍ଯ୍ୟାଳୟକୁ ଇନକମ ଟାକ୍ସ ବିଭାଗ ତରଫରୁ ସର୍ଭେ କରାଯାଇଛି। ସୂଚନା ମୁତାବକ ମୁମ୍ବାଇରେ ଥିବା ତାଙ୍କର ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଅନୁସନ୍ଧାନ ଚାଲିଛି। ତେବେ ଇନକମ ଟାକ୍ସ ବିଭାଗ ଅଧିକାରୀ ସୋନୁ ସୁଦଙ୍କ ସମ୍ପତ୍ତି ଉପରେ...

Disha Patani
ଦିଶା ପାଟନୀଙ୍କ ଏହି ରୂପ ଦେଖି ସମସ୍ତେ ଫିଦା

ଆଜିକାଲି ବଲିଉଡ୍ ଅଭିନେତ୍ରୀ ଦିଶା ପାଟନୀ ନିଜର ଗ୍ଲାମରସ୍‌ ଫଟୋ ପାଇଁ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ପାଶ୍ଚାତ୍ୟ ପୋଷାକରେ ତ ପୁଣି କେତେବେଳେ ବିକିନୀରେ ଦିଶା ନିଜର ଫଟୋ ସେୟାର କରିଥାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କୁ ଆଉ ଏକ ଅବତାରରେ ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ଦିଶା...

Salman-Shahrukh
ଶାହରୁଖ ଓ ସଲମାନଙ୍କ ଡାଏଟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଶାହରୁଖ ଖାନ୍ ଓ ସଲମାନ ଖାନ୍ ବଲିଉଡ୍ ଇଣ୍ଡଷ୍ଟ୍ରୀର ସବୁଠାରୁ ବଡ ଷ୍ଟାର୍। ଏହି ଦୁହିଁଙ୍କ ଫିଲ୍ମ ଯଦି ପରଦାକୁ ଚାଲିଆସେ ତେବେ ଟିକେଟ୍ ବ୍ଲାକ୍‌ ହେବା ଥୟ। ଲୋକେ ଏମାନଙ୍କ ଫିଲ୍ମକୁ ଉତ୍ସାହର ସହିତ ଚାହିଁ ବସିଥାନ୍ତି। ଲୋକେ ସେମାନଙ୍କ ଫିଲ୍ମକୁ ତ ପସନ୍ଦ କରନ୍ତି ଏହା...

Hindi Diwas 2021
ହିନ୍ଦୀକୁ ରାଷ୍ଟ୍ରଭାଷା କରିବା ପ୍ରସଙ୍ଗରେ କ’ଣ ଥିଲା ଗାନ୍ଧୀଙ୍କ ମତ?

ଭାରତ ସ୍ୱାଧୀନତା ପୂର୍ବରୁ ଏହା ଏକ ବଡ ପ୍ରସଙ୍ଗ ଥିଲା ଯେ ସ୍ୱାଧୀନ ଭାରତର ରାଷ୍ଟ୍ର ଭାଷା କ’ଣ ହେବ? ମୁସଲମାନ ଏବଂ ହିନ୍ଦୁମାନଙ୍କ ମଧ୍ୟରେ ବଢୁଥିବା ମତଭେଦ ପାଇଁ ଭାଷା ମଧ୍ୟ ଏକ ପ୍ରମୁଖ କାରଣ ଥିଲା। ଉତ୍ତର ଭାରତର ଲୋକେ ଭାବୁଥିଲେ ଯେ ହିନ୍ଦୀ ହିନ୍ଦୁମାନଙ୍କର...

Heavy Rain
ଛାଡିଯାଇଛି ଲଗାଣ ବର୍ଷା; କଲବଲ କରୁଛି ପାଣି

ଉପକୂଳ ଓଡ଼ିଶାରେ ବର୍ଷା ଛାଡିଥିଲେ ବି ହେଲେ ବଢିଯାଇଛି ଦୁର୍ଦ୍ଦଶା। ଲଗାଣ ବର୍ଷା ପରେ ଅଧିକାଂଶ ସ୍ଥାନରେ ଜଳବନ୍ଦୀ ସ୍ଥିତି। ପାଣିରେ ବୁଡି ରହିଛି ସାହି, ଗଳି, ଘରଦ୍ୱାର। ଘରେ ଘରେ ଆଣ୍ଠୁଏ ଉଚ୍ଚରେ ଛୁଟୁଛି ପାଣିର ସୁଅ। ରୋଷେଇବାସ ବନ୍ଦ, ଭୋକ ଉପାସରେ କଟୁଛି ଦିନ।

Giant Mammoths
ପୃଥିବୀକୁ ଫେରିବ ବିଶାଳକାୟ ହାତୀ ମାମୋଥ୍

ବୈଜ୍ଞାନିକମାନେ ସବୁବେଳେ ନୂଆ ଅନୁସନ୍ଧାନ କରିବାରେ ବ୍ୟସ୍ତ ଥାନ୍ତି। ସେମାନେ ଏପରି ଜିନିଷ ଗବେଷଣା କରନ୍ତି ଯାହାକୁ ସାଧାରଣ ଲୋକେ କେବେ ଭାବି ପାରିବେ ନାହିଁ। ବର୍ତ୍ତମାନ ବୈଜ୍ଞାନିକମାନେ ପୁଣି ଥରେ ଏଭଳି ଏକ ଅନୁସନ୍ଧାନ କରୁଛନ୍ତି। ବର୍ତ୍ତମାନ ସେମାନେ ମାମୋଥ୍‌(ବିଶାଳକାୟ ଲୋମଶ ହାତୀ) ପ୍ରଜାତିକୁ ପୃଥିବୀକୁ ଫେରାଇ...

Gorillas covid-positive
ଚିଡିଆଖାନାରେ ଥିବା ୧୩ ଗରିଲା କରୋନା ସଂକ୍ରମିତ

ଆମେରିକାର ଏକ ଚିଡିଆଖାନାରେ ଥିବା ୬୦ଟି ଗରିଲାଙ୍କ ମଧ୍ୟରୁ ୧୩ ଗରିଲା କରୋନା ସଂକ୍ରମିତ ହୋଇଛନ୍ତି। ତେବେ ପ୍ରାଣୀ ଉଦ୍ୟାନ ପ୍ରଶାସନ ଦୃଢଭାବରେ କହିଛି ଯେ କେତେକ କର୍ମଚାରୀଙ୍କ ଯୋଗୁଁ ସେମାନଙ୍କ ପାଖକୁ ଭାଇରସ୍‌ ଆସିଥିବ। ଯେତେବେଳେ ଚିଡିଆଖାନାର କର୍ମଚାରୀମାନେ ଗରିଲାଙ୍କ କାଶ ଓ ନାକରୁ ପାଣି ବୋହୁଥିବା...

Naseeruddin Shah
ଆଦିତ୍ୟନାଥଙ୍କ ‘ଅବ୍‌ବା ଜାନ’ ବୟାନର ପ୍ରତିକ୍ରିୟା ରଖିଲେ ନସିଋଦ୍ଦୀନ ଶାହ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନର ପ୍ରତିକ୍ରିୟା ରଖିଛନ୍ତି ବଲିଉଡ ଅଭିନେତା ନସିଋଦ୍ଦୀନ ଶାହ। ଯୋଗୀ ଆଦିତ୍ୟନାଥଙ୍କ ‘ଅବ୍‌ବା ଜାନ’ ବୟାନକୁ ନେଇ ପ୍ରତିକ୍ରିୟା କରିଛନ୍ତି ନସିଋଉଦ୍ଦୀନ। ସେ ଏହି ବୟାନକୁ ଅପମାନଜନକ ବୋଲି କହିଛନ୍ତି। ପୂର୍ବରୁ ସୋସିଆଲ ମିଡିଆରେ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ଭାଇରାଲ...

Kangana Ranaut
କଙ୍ଗନା ରଣୱତ ହେବେ ମାତା ସୀତା

ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ଏବଂ ୪ ଥର ରାଷ୍ଟ୍ରୀୟ ପୁରଷ୍କାର ଜିତିଥିବା କଙ୍ଗନା ରଣୱତ ପର୍ଦାରେ ଜୟଲଳିତାଙ୍କ ଭୂମିକା ନିଭେଇବା ପରେ ବର୍ତ୍ତମାନ ଆଉ ଏକ ବଡ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। କଙ୍ଗନା ବର୍ତ୍ତମାନ ଏପିକ୍ ଡ୍ରାମା ‘ଦ ଇନ୍‌କାର୍‌ନେସନ୍‌-ସୀତା’ ରେ ମୁଖ୍ୟ ଭୂମିକା କରିବାକୁ ଯାଉଥିବା...

Kangana-Javed
ମାନହାନୀ ମାମଲାରେ କୋର୍ଟରେ ପହଞ୍ଚିଲେ ନାହିଁ କଙ୍ଗନା

ମାନହାନୀ ମାମଲାରେ କୋର୍ଟରେ ପହଞ୍ଚିଲେ ନାହିଁ କଙ୍ଗନା ରଣୱତ। ବଲିଉଡ୍ ଗୀତିକାର ଜାଭେଦ ଅଖତର ଅଭିନେତ୍ରୀ କଙ୍ଗନା ରଣୱତଙ୍କ ନାମରେ ମାନହାନୀ କେସ୍‌ ଦାଖଲ କରିଥିଲେ। ଏହି ମାମଲାରେ ଆଜି ଅନ୍ଧେରୀ କୋର୍ଟରେ ଶୁଣାଣି ଥିଲା। ମାମଲା ଶୁଣାଣି ନେଇ ଜାଭେଦ ଅଖତର୍ ପତ୍ନୀ ଓ ବଲିଉଡ୍‌ର ବରିଷ୍ଠ...

Ramayan-Mahabharat
ଏଣିକି ଇଂଜିନିୟରିଂ ପିଲା ବି ପଢିବେ ରାମାୟଣ-ମହାଭାରତ

ମଧ୍ୟପ୍ରଦେଶ ସରକାର ନେଇଛି ନୂଆ ପଦକ୍ଷେପ। ଇଂଜିନିୟରିଂ ପାଠ୍ୟକ୍ରମରେ ମହାଭାରତ ଓ ରାମାୟଣ ମହାକାବ୍ୟକୁ ସାମିଲ୍ କରିବାକୁ ନିର୍ଣ୍ଣୟ ନେଇଛି। ବୈଷୟିକ ଶିକ୍ଷାରେ ସାଂସ୍କୃତିକ ସିଦ୍ଧାନ୍ତକୁ ଯୋଡିବା ନେଇ ଏଭଳି ପ୍ରୟାସ କରାଯାଇଥିବା ସରକାର କହିଛି। ଉଚ୍ଚ ଶିକ୍ଷା ବିଭାଗ କରିଛି ଯେ ଇଂଜିନିୟରିଂ ଛାତ୍ରଙ୍କ ପାଠ୍ୟକ୍ରମରେ ରାମାୟଣ,...

Honeybee to watch elephant
ବନ ବିଭାଗର ନୂଆ ନୀତି; ହାତୀକୁ ତଡିବ ମହୁମାଛି

ସ୍ଥଳଭାଗର ସବୁଠାରୁ ବଡ଼ ଜୀବ ହାତୀକୁ ଜଗିବ ଏହା ତୁଳନାରେ ଅତି ଛୋଟ ମହୁମାଛି। ହାତୀ ଉପଦ୍ରବରେ ଅଙ୍କୁଶ ଲଗାଇବାକୁ ମହୁମାଛିଙ୍କୁ ଉପଯୋଗ କରିବ ବନ ବିଭାଗ। ଯେଉଁ ଅଞ୍ଚଳରେ ହାତୀ ଉପଦ୍ରବ ଅଧିକ ରହୁଛି, ସେସବୁ ଜାଗାରେ ରହିବ ମହୁମାଛି ବକ୍ସ। ବକ୍ସଗୁଡ଼ିକ ତାରରେ ସଂଯୋଗ କରାଯିବ।...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।