ବଲିଉଡ ଅଭିନେତା ସୋନୁ ସୁଦ୍ଙ୍କ ସମସ୍ୟା ବଢିଚାଲିଛି। ନିକଟରେ ତାଙ୍କ ଘରେ ଆୟକର ବିଭାଗ ଚଢଉ କରିଛି। ସୂଚନା ମୁତାବକ ଚଢଉ ବେଳେ ଟାକ୍ସ ହେରଫେରର ଦୃଢ ପ୍ରମାଣ ମିଳିଛି। ଆୟକର ବିଭାଗ ଏକାସାଙ୍ଗରେ କାନପୁର, ଜୟପୁର, ଲକ୍ଷ୍ନୌ ଓ ଗୁରୁଗ୍ରାମରେ ଥିବା ସୋନୁ ସୁଦଙ୍କ ବିଭିନ୍ନ କାର୍ଯ୍ୟାଳୟରେ...
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ବିଚିତ୍ର ଖବର ଭାଇରାଲ ହୋଇଥାଏ। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆଜିକାଲି ଏପରି ଏକ ଅଜବ ଖବର ସାମ୍ନାକୁ ଆସିଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଖବରଟି ଜଣେ ମହିଳାଙ୍କ ସହ ଜଡିତ, ଯିଏ ତାଙ୍କର ଏକ...
ନିକଟରେ ୧୦ ବର୍ଷୀୟ ଆରୋନ ପ୍ରେସଲି ଫିଲାଡେଲଫିଆ ଫିଲିସ୍ ଓ ସିକାଗୋ କବ୍ ମଧ୍ୟରେ ଖେଳାଯାଉଥିବା ଏକ ବେସ୍ବଲ୍ ମ୍ୟାଚ୍ ଦେଖିବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଜଣେ ଅଲ୍-ଷ୍ଟାର୍ ଖେଳାଳିଙ୍କ ଫାଉଲ୍ ବଲ୍ ଧରିବାର ସୁଯୋଗ ମିଳିଥିଲା। ତେବେ ଏହି ବଲକୁ ପାଇବା ପାଇଁ ଏକ କୁନି...
ଚରଣଜିତ ସିଂ ଚନ୍ନୀ ହେବେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ। କଂଗ୍ରେସ ହାଇକମାଣ୍ଡ ବିଧାୟକଙ୍କ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି। ଏହାର କିଛି ସମୟ ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ସୂଚନା ଦେଇଥିଲେ ଯେ ବିଧାୟକଙ୍କ ସହ ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।...
ଆମ ପୃଥିବୀରେ ଏପରି ଅନେକ ବିପଜ୍ଜନକ ପ୍ରାଣୀ ଅଛନ୍ତି ଯେଉଁମାନେ କାମୁଡ଼ିବା ଦ୍ୱାରା କ୍ଷଣିକ ମଧ୍ୟରେ ମଣିଷର ମୃତ୍ୟୁ ହୋଇଥାଏ। ପ୍ରାୟତଃ ଏମାନଙ୍କ ଦ୍ୱାରା ଶିକାର ହୋଇଥିବା ଅନେକ ଘଟଣା ରହିଛି। ଏହି ବିପଜ୍ଜନକ ପ୍ରାଣୀ ଭିତରେ ରହିଛି ଏକ ପ୍ରକାର ସ୍ପାଇଡର୍। ଏହି ଜୀବ କାମୁଡ଼ିବା ପରେ...
କୁହାଯାଏ ପ୍ରେମ ହେଲେ ସବୁ କିଛି ରଙ୍ଗୀନ ଲାଗେ। ପ୍ରେମ ପାଖରେ ଦେଖାଯାଏ ନି ଜାତି କି ବୟସ। ଏଭଳି ଏକ ଘଟଣା ଆମେରିକାରେ ଦେଖାଯାଇଛି। ଏଠାରେ ଜଣେ ୧୯ ବର୍ଷର ଝିଅ ୬୧ ବର୍ଷୀୟ ପୁରୁଷଙ୍କ ପ୍ରେମରେ ପଡିଛନ୍ତି। ଝିଅଟିର ନାମ ଆଣ୍ଡ୍ରି। ସେ ଜଣେ ମିଲେଟ୍ରୀ...
ନିକଟ ଅତୀତରେ ବଲିଉଡରେ ବାୟୋପିକ୍ସର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବିଶେଷକରି ସ୍ପୋର୍ଟ୍ସ ବାୟୋପିକ୍ ବହୁତ ଚର୍ଚ୍ଚାରେ ରହିଛି। ମହେନ୍ଦ୍ର ସିଂ ଧୋନିଙ୍କ ବାୟୋପିକ୍ ହେଉ ବା ମହମ୍ମଦ ଅଜହରୁଦ୍ଦିନଙ୍କ ‘ଅଜହର’, ଖେଳାଳିଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ଦର୍ଶକଙ୍କୁ ଖୁବ ଭଲ ଲାଗିଛି। ଏହି ସମୟରେ କ୍ରିକେଟ୍...
ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଫିଲ୍ମ 'ଥଲାଇଭି'ର ସଫଳତାକୁ ଉପଭୋଗ କରୁଛନ୍ତି। ଏହି ସମୟରେ, ହଲିଉଡରେ ବଲିଉଡରୁ ନକଲ କରୁଥିବା କାନାଡିୟ ଅଭିନେତା ରିଆନ୍ ରେନୋଲ୍ଡସଙ୍କ ବିବୃତ୍ତି ଉପରେ କଙ୍ଗନା ରାଣାୱତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିକଟରେ ରିଆନ୍ ରେନୋଲ୍ଡସ୍ ତାଙ୍କ ଚଳଚ୍ଚିତ୍ର 'ଫ୍ରି ଗାୟ'ର ପ୍ରମୋସନ ଭିଡିଓରେ...
୨୧ ଦିନ ଉପବାସ ରହିବେ ନର୍ଗିସ ଫଖରୀ। କିଛି ଖାଇବେ ନାହିଁ, ଖାଲି ପାଣି ପିଇ ଉପବାସ ପାଳିବେ। ନର୍ଗିସ ଇନଷ୍ଟାଗ୍ରମ ଷ୍ଟୋରୀରେ ଏହି ସୂଚନା ଦେଇଛନ୍ତି। କିନ୍ତୁ ସେ ଏହାର କାରଣ ବିଷୟରେ କିଛି କହି ନାହାନ୍ତି। ତେବେ ତାଙ୍କର ଏଭଳି ପୋଷ୍ଟରୁ ଅନୁମାନ କରାଯାଇପାରେ ଯେ...
ଦୁନିଆରେ ଏପରି ଅନେକ ଅଦ୍ଭୁତ ସ୍ଥାନ ରହିଛି, ଯାହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏହିସବୁ ଜାଗା ଅତ୍ୟନ୍ତ ଭୟଙ୍କର ହୋଇଥିଲେ ବି ଦୂରଦୂରାନ୍ତରୁ ଅନେକ ପର୍ଯ୍ୟଟକ ଏହି ସ୍ଥାନଗୁଡିକର ରୋମାଞ୍ଚକୁ ଅନୁଭବ କରିବା ନେଇ ଏଠାକୁ ଆସନ୍ତି। ଦୁନିଆରେ ଏପରି ଏକ ଅଦ୍ଭୁତ ଦ୍ୱୀପ ଅଛି, ଯେଉଁଠାରେ କେବଳ...
ଆମ ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ସ୍ୱତନ୍ତ୍ରତା ହେତୁ ବହୁତ ପ୍ରସିଦ୍ଧ। ଏହି କାରଣରୁ, ସେ ସବୁର ଆଲୋଚନା ଦେଶ ବିଦେଶରେ ହୋଇଥାଏ। ଦୁନିଆର ଏଭଳି ଏକ ଅନନ୍ୟ ଗାଁ ଅଛି ଯେଉଁଠାରେ ଅଧିକାଂଶ ଲୋକ କେବଳ ଗୋଟିଏ କିଡ୍ନୀ ସାହାଯ୍ୟରେ ଜୀବିତ ଅଛନ୍ତି।...
ଛୋଟ ପିଲାମାନଙ୍କର ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ। ଏନେଇ ସେମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବା ଜରୁରୀ। କିନ୍ତୁ ଅନେକ ସମୟରେ ପିତାମାତା ଶସ୍ତା ସ୍ୱାର୍ଥରେ ଉତ୍ପାଦର ଗୁଣ ଉପରେ ଆପୋଷ ବୁଝାମଣା କରିନିଅନ୍ତି, ଯାହା ବେଳେବେଳେ ପିଲାମାନଙ୍କ ଜୀବନ ପ୍ରତି ବିପଦ ଆଣିଥାଏ। ଇଂଲଣ୍ଡରୁ ଏଭଳି ଏକ...
ଜଣେ ମା ୩୭ ବର୍ଷ ବୟସରେ ୧୧ ଟି ସନ୍ତାନକୁ ଜନ୍ମ ଦେଇସାରିଲେଣି। ଏତିକିରେ ସରିଯାଇନି ତାଙ୍କ ମାତୃତ୍ୱକୁ ଭୋଗିବାର ଲୋଭ। ସେ ଆସନ୍ତା ବର୍ଷ ମାର୍ଚ୍ଚରେ ଦ୍ୱାଦଶ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ମାର୍ଚ୍ଚ ୨୦୨୧ ରେ, ତାଙ୍କ ବଡ ପୁଅକୁ ୧୨ ବର୍ଷ ହୋଇଛି। ଏହି...
ପଞ୍ଜାବ ରାଜନୀତିରେ ଆଇଟମ୍ ଗାର୍ଲ ରାଖୀ ସାୱନ୍ତଙ୍କ ନାମ ସେତେବେଳେ ଆସିଥିଲା ଯେତେବେଳେ ଆମ୍ ଆଦମୀ ପାର୍ଟୀର ନେତା ରାଘବ ଚଡ୍ଡା ପଞ୍ଜାବ ରାଜନୀତିର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ରାଖୀ ସାୱନ୍ତ ବୋଲି କହିଥିଲେ। ଏହି କଥାରେ ରାଖି ଉତ୍ତେଜିତ ହୋଇ ଆପ୍ ନେତା ରାଘବ...
ଅଭିନେତା ଅରଶଦ ବାରସୀ ନିଜର ଫିଟ୍ନେସ୍ ପରଫେକ୍ଟ ଫଟୋ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ଟ୍ରାନ୍ସଫର୍ମେସନକୁ ଦେଖି ଉପଭୋକ୍ତାଙ୍କ ଆଖି ଲାଖିଯାଉଛି। ଏହି ଫଟୋରେ ଅରଶଦ ତାଙ୍କ ବାଇସେପ୍ସ ଦେଖେଇଛନ୍ତି, ଯାହା ଲୋକଙ୍କୁ ଆଖି ତରାଟି ଚାହିଁବାକୁ ବାଧ୍ୟ କରିଛି।
ବର୍ତ୍ତମାନ ରାଘବ ରିଏଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍ ୬’କୁ ହୋଷ୍ଟ୍ କରୁଛନ୍ତି, ଯାହା ଡିଜ୍ନି ପ୍ଲସ୍ ହଟ୍ ଷ୍ଟାର୍ରେ ପ୍ରସାରିତ ହେଉଛି। କରୋନା ସମୟରେ ସେ ଉତ୍ତରାଖଣ୍ଡବାସୀଙ୍କୁ ବହୁ ସାହାଯ୍ୟର ହାତ ବଢେଇଥିଲେ। ଏହି ଦୁର୍ଦ୍ଦିନରେ ଲୋକଙ୍କ ସେବାକରି ସେ ପ୍ରମାଣିତ କରିଦେଇଥିଲେ ଯେ ସେ କେତେ ହୃଦୟବାନ।...
ଜଣାଶୁଣା ବୈଜ୍ଞାନିକ ତନୁ ପଦ୍ମନାଭନ୍ଙ୍କ ପରଲୋକ। ଶୁକ୍ରବାର ପୁଣେରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ତାଙ୍କର ଜଣେ ପୂର୍ବତନ ସହକର୍ମୀ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସୂଚନା ମୁତାବକ ହୃଦଘାତରେ ପୀଡ଼ିତ ହେବା ପରେ ପଦ୍ମନାଭନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ...
ଦେଶ ଦୁନିଆରେ ଏମିତି କିଛି ବିପଦପୂର୍ଣ୍ଣ ଜାଗା ଅଛି ଯାହା ବିଷୟରେ ଶୁଣିବା ମାତ୍ରେ ରୁମ୍ ଟାଙ୍କୁରି ଉଠେ। ଅନେକ ସମୟରେ ପର୍ଯ୍ୟଟକମାନେ ଏହି ସ୍ଥାନଗୁଡିକ ବିଷୟରେ ରୋମାଞ୍ଚକର ତଥ୍ୟ ଜାଣିବା ନେଇ ଏଠାକୁ ଭ୍ରମଣ କରିଥାନ୍ତି। ଏହାରି ଭିତରେ ଏମିତି କେତେକ ପୋଲ ଅଛି ଯାହାକୁ ପାରି...
ଆଗରୁ କେବଳ ଗୁଇନ୍ଦାଗିରିରେ ସୀମିତ ଥିଲା ହନି ଟ୍ରାପ୍। ଏବେ ଚୋରି, ଠକେଇ ଏବଂ ଅନ୍ୟ ଅପରାଧ ପାଇଁ ବ୍ୟବହାର ହେଲାଣି ଏହି ଟ୍ରିକ୍। ଘରେ ବସି ସୁନ୍ଦରୀ ଯୁବତୀଙ୍କ ସହାୟତାରେ କୋଟି କୋଟି ଟଙ୍କା ଚୂନ ଲଗାଇବାରେ ହନି ଟ୍ରାପକୁ ବହୁଳ ବ୍ୟବହାର ସାମ୍ନାକୁ ଆସୁଛି। ଯାହା...
୭୧ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏମିତିରେ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ତାଙ୍କ କାର୍ଯ୍ୟ ସହିତ ଯୋଜନାଗୁଡିକର ମଧ୍ୟ ଅବଲୋକନ ଓ ବିଶ୍ଲେଷଣ କରାଯିବ। ତାଙ୍କୁ ନେଇ ଅନେକ କଥା ରହିଛି ଯାହା ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ତାଙ୍କୁ ସ୍ୱତନ୍ତ୍ର କରେ।...