Advertisment

ପ୍ରଦୀପଙ୍କ ଝିଅ ଶ୍ରୁତିଙ୍କୁ ଇଡିର ୬ ଘଣ୍ଟା ଧରି ଜେରା

ବାପାଙ୍କ ପରେ ଝିଅ । ଇଡ଼ିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ । ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତିଙ୍କୁ ଇଡିର ୬ ଘଣ୍ଟା ଧରି ଜେରା । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ପଚରା ଉଚୁରା କରାଯାଇଥିଲା ।

author-image
Pallipuspa Samal
ଅଦ୍ୟତନ ହୋଇଛି

ବାପାଙ୍କ ପରେ ଝିଅ । ଇଡ଼ିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ । ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତିଙ୍କୁ ଇଡିର ୬ ଘଣ୍ଟା ଧରି ଜେରା ।

Advertisment
Advertisment
Advertisment