ବାପା-ମାଆ...ଭଉଣୀ ସମସ୍ତେ ଦାଦନ ଖଟୁଛନ୍ତି। ରେଭେନ୍ସା କଲେଜରେ ପୁଅ ପାଇଲା ଗୋଲ୍ଡ ମେଡାଲ। ପୁଅର ସଫଳତା ଦେଖି ଖୁସିରେ କାନ୍ଦିଲେ ବାପା-ମାଆ। ବସଷ୍ଟାଣ୍ଡରୁ ଘର ପର୍ଯ୍ୟନ୍ତ ସୁନା ପୁଅ ପାଇଁ ହେଲା ଧମାକେଦାର ଶୋଭାଯାତ୍ରା...
ହାତରେ ଖାତା କଲମ ଧରିଛନ୍ତି,ଲୋକଙ୍କ ସବୁ ସମସ୍ୟାକୁ ଟିପି ରଖୁଛନ୍ତି। ନିର୍ବାଚନ ଜିତିବା ପରେ ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ଏମିତି କାମ କରୁଛନ୍ତି ସରପଞ୍ଚ। ଆଉ ନେତାଙ୍କୁ ପାଖରେ ପାଇ ଖୁସିରେ ଗଦଗଦ ଜନତା
ଆଲୋ ଆଲୋ...ଛାମୁ ଆୱାର୍ଡ ପାଇଲେ, ରାଜଧାନୀରେ ନେତାଏ ଏମିତି ଝାଳ ବୁହାଇଲେ ଯେ ଜାମାପଟା ସବୁ ଓଦା। ବୁଝୁନୁରେ ନାରଣ, ଏଇନା ଯିଏ ଯେତେ ଝାଳ ବୁହାଇବ ୨୦୨୪ରେ ସିଏ....ସବୁ କଣ ଆମେ ଖୋଲିକି କହିବୁ?
ସୈାର ସିଂହ ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର ତିଥି – ପ୍ରତିପଦ ଦିବା ୦୧/୧୫ ଗତେ ୨ୟା ଚନ୍ଦ୍ର – ମୀନ ଅହୋରାତ୍ର ଘାତ ଚନ୍ଦ୍ର- ଧନୁ ଅହୋରାତ୍ର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ – ୨ ପାଦ...
ସଫା ହୋଇଗଲାଣି ରକ୍ତ ଚନ୍ଦନ ଜଙ୍ଗଲ। ନାଭିରେ ଯଡା ତେଲ ମାରି ଶୋଇଛି ଓଡ଼ିଶା ପୋଲିସ ଓ ବନବିଭାଗ। ସେପଟେ ଜଙ୍ଗଲ ଦସ୍ୟୁଙ୍କୁ ଧରି କାଠ ସିଜ୍ କରି କୋଟି କୋଟି ଟଙ୍କାର ରାଜସ୍ୱ ପାଉଛି ଆନ୍ଧ୍ର...ଆଉ ଜଳକା ହୋଇ ଚାହିଁ ରହିଛି ଓଡ଼ିଶା
ସିଏ ନୃତ୍ୟଶିଳ୍ପୀ, କଣ୍ଠଶିଳ୍ପୀ, ଚିତ୍ରଶିଳ୍ପୀ। ଏବେ ତାଙ୍କ ଫ୍ୟାବ୍ରିକ୍ ପେଣ୍ଟିଂ ପାଇଁ ରାଜ୍ୟ ବାହାରୁ ଆସୁଛି ଅର୍ଡର। ସିଏ ସିନେମାର ହିରୋଇନ୍। ମଡେଲ୍। ଗୀତ ମଧ୍ୟ ଗାଆନ୍ତି। ଏତେ ସବୁ ପରେ ସେ ଜଣେ ସାମ୍ବାଦିକତାର ଛାତ୍ରୀ ମଧ୍ୟ। ସୁନ୍ଦରୀ ଶ୍ୱେତା କହୁଛନ୍ତି ମୁଁ ହେବି ସାମ୍ବାଦିକା। ଚାଲନ୍ତୁ...
ବାଃ ବାଃରେ ରସିକିଆ ସ୍ୱାମୀ। ଜଣଙ୍କୁ ବାହା ହୋଇ ଗର୍ଭବତୀ କରିବା ପରେ ଏବେ ଆଉ ଜଣଙ୍କ ସହ ରଖିଛନ୍ତି ପ୍ରେମ ସମ୍ପର୍କ। ଖାଲି ସମ୍ପର୍କ ନୁହେଁ ବରଂ ତାଙ୍କ ସହ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ କରୁଛନ୍ତି ପୋଷ୍ଟ। ଇନଷ୍ଟା ଭିଡ଼ିଓ ଦେଖିବା ପରେ ଥାନାର ଦ୍ୱାରସ୍ଥ...
ଦିନେ ୫୦ ଟଙ୍କା ପାଇଁ ପର ଦୁଆରେ ମୂଲ ଲାଗୁଥିଲେ ସହଦେବ। ଆଉ ଆଜି ପରିଶ୍ରମ କରି ୫୦ ଲକ୍ଷ ଟଙ୍କା ଫାର୍ମ ହାଉସ୍ର ମାଲିକ। ହେକ୍ଟର ହେକ୍ଟର ଜମିରେ ମୁକ୍ତାଠୁ ମାଛ...ଶାଗୁଆନଠୁ ପରିବା ଚାଷ କରି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା...
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୨୮୦ ରହିଛି।
ରିଲ୍ ଭିଡ଼ିଓ ଅପଲୋଡ୍ କରି ସୋସିଆଲ ମିଡ଼ିଆକୁ ଘାଂଟୁଛନ୍ତି ପୂର୍ଣ୍ଣ ମଉସା। ଦୋକାନରୁ ଟିକିଏ ଫୁରସତ ପାଇଲେ ବନାଉଛନ୍ତି ରିଲ୍। ଆଉ ଭିଡ଼ିଓ ଅପଲୋଡ୍ ହେବା ମାତ୍ରେ ଲକ୍ଷଲକ୍ଷ ଦର୍ଶକ ଦେଖୁଛନ୍ତି ମଉସାଙ୍କ ଏଇ ସବୁ ଭିଡ଼ିଓ। ଗୀତ ସାଙ୍ଗକୁ ଲିରିକ୍ସରେ ଦେଖାଉଛନ୍ତି ଜଲୱା
ସଂସାର କରି ରହିବୁ ଆଉ ଆମେ ଜଙ୍ଗଲରେ ବୁଲିବୁନି। ରାତିରେ ଲୁଚି ଛପି ରହିବୁନି। ଏଣିକି ଆମେ ମୁଖ୍ୟସ୍ରୋତର ମଣିଷ। ଆମେ ଦୁହେଁ ବାହା ହୋଇ ସୁଖର ସଂସାର କରିବୁ... ଲାଲ୍ ବାହିନୀ ଆଉ ଭଲ ଲାଗୁନି...
ଆଚ୍ଛା !! ଏମିତି ଚାଲିଛି ଜିଲ୍ଲାପାଳଙ୍କ ଜନ ଶୁଣାଣୀ? ଜନ-ଶୁଣାଣି ଦିନ ସବୁ ଖୋଲା ହେଲେ ଜନ ଶୁଣାଣୀ ସରିବା ପରେ ସବୁ ହୋଇଗଲା ବନ୍ଦ...ଦେଖୁନୁରେ ନାରଣ କେମିତି ସବୁ କଠୋରୀରେ ଝୁଲୁଛି ଚାଲା
ବାହାଘର ହେଲା। ଚାରି-ପାଞ୍ଚ ବର୍ଷ ଭଲରେ ଚାଲିଲା ସଂସାର। ଯେତେବେଳେ ତୁଣ୍ଡରେ ପଡିଗଲା ମଦ, ସେବେଠାରୁ ଆରମ୍ଭ ହୋଇଗଲା ନିର୍ଯାତନା...
କିଡନୀ ରୋଗରେ ପୀଡିତ ଶଶିକଳା। ଭଲ କରିବା ପାଇଁ ଠାକୁରଙ୍କୁ ଡାକୁଛନ୍ତି ପୂରା ପରିବାର। ବୋହୂ ପାଇଁ ଅଧିଆ ପଡିଛନ୍ତି ଶାଶୁ। ସ୍ତ୍ରୀକୁ ଧରି ଲୁହ ଗଡାଉଛନ୍ତି ସ୍ୱାମୀ। ଏବେ ଶଶିକଳାଙ୍କ ଚିକିତ୍ସା ପାଇଁ କେହି ସାହାର୍ଯ୍ୟର ହାତ ବଢାନ୍ତୁ...
ଯେବେଠାରୁ ତା ଦେହରେ ଏ ଭୁବନେଶ୍ୱର ପାଣି ବାଜିଲାଣି। ସେବେଠାରୁ ଫୁଲେଇ ହୋଇ କଥା କହିବା ଆରମ୍ଭ କରି ଦେଇଛି। ପଖାଳ କଥା ଛାଡ଼ି କଥା କଥାକେ ଖାଲି କହୁଛି ନୁଡୁଲ୍... ଫିଜା
ସାମାନ୍ୟ ବଢିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୨୫୦ ରହିଛି
ଶିକ୍ଷକଙ୍କ ନିଆରା ଉଦ୍ୟମ। ପରିବେଶ ବଂଚାଇବା ପାଇଁ ନିଜସ୍ୱ ଖର୍ଚ୍ଚରେ ବୁଲି ବୁଲି ଲଗାଇଲେଣି ୫ ହଜାରରୁ ଅଧିକ ଗଛ...
ଭଗବାନ ବଡ଼ ଲୋକ। ତାଙ୍କୁ ମୋର ଗୁହାରି, ମୁଁ ବଂଚି ଥିଲା ବେଳେ ମୋତେ କେବେ ହେଲେ ନ ମିଳୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ୱାର୍ଡ। ସ୍ୱତନ୍ତ୍ର ସାକ୍ଷାତକାରରେ କହିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର
ଗାଁରେ ସପ୍ତାହେ ହେଲାଣି ମାତିଛନ୍ତି ହାତୀ। ଗୋଟିଏ କି ଦୁଇଟି ନୁହେଁ, ୨୨ଟି। ଧାନ ଖାଉଛନ୍ତି, ଫସଲ ଦଳୁଛନ୍ତି, ଘର ଭାଙ୍ଗୁଛନ୍ତି। ହାତୀ ଦେଖିବାକୁ ଗାଁରେ ଯାତ୍ରା, ଦାଣ୍ଡରେ ପଡ଼ିଛି ଧଡ଼ା
ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର ତିଥି – ୧୩ ଶୀ ରାତ୍ରି ୦୯/୦୩ ଗତେ ୧୪ଶୀ ଚନ୍ଦ୍ର – ମକର ରାତ୍ରି ୧୨/୩୯ ଗତେ କୁମ୍ଭ ଘାତ ଚନ୍ଦ୍ର- ସିଂହ ରାଶିର , ରାତ୍ରି ୧୨/୩୯ ଗତେ ମିଥୁନ ଓ...