ଶୁଭ ସମୟ- ପ୍ରାତଃ ୦୫/୩୭ ରୁ ୦୭/୧୪ ଦିବା ୧୦/୧୦ ରୁ ୧୧/୧୭ ଦିବା ୦୧/୪୩ ରୁ ୦୪/୫୮ ସନ୍ଧ୍ୟା ୦୬/୩୪ ରୁ ୧୦/୩୧ ରାତ୍ରି ୧୦/୪୦ ରୁ ୦୨/୩୯ ରାତ୍ରି ୦୪/୦୮ ରୁ ୦୫/୩୭ ଅଶୁଭ ସମୟ ଋାହୁକାଳ – ଦିବା ୧୧/୪୨ ରୁ ୦୧/୧୩ କାଳବେଳା...
ଆଲୋ ଆଲୋ ଲିଗାଲ ଲେଖୁ ଲେଖୁ ରିଗାଲ କଣ ଲେଖିରୁରେ? ମଲା...ଏଇଠି କୋଉ ସବୁ ଲିଗାଲ କାମ ଚାଲିଛି ଯେ? ଇଲୋ ଇଲୋ ସେଲିବ୍ରେସନ କରୁଛନ୍ତି ହେଲେ ନବୀନ ବାବୁ କି ଆୱାର୍ଡ ପାଇଲେ ସମର୍ଥକ ଜାଣିନାହାନ୍ତି?
ଆଚ୍ଛା !! ଏମିତି ଚାଲିଛି ଆମର ସ୍ମାର୍ଟ ସ୍କୁଲ। ବ୍ଲାକ୍ ବୋର୍ଡ ନାହିଁ ବୋଲି ଆଲମିରାକୁ କଳାପଟା ଭାବରେ ବ୍ୟବହାର କରୁଛନ୍ତି ଶିକ୍ଷୟିତ୍ରୀ ଓ ଶିକ୍ଷକ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ତରତର ହୋଇ ସ୍କୁଲ ଉଦଘାଟନ କଲେ। ହେଲେ ସ୍କୁଲର ହାଲ୍ ପୂରା ବେହାଲ ଅବସ୍ଥାରେ
କ୍ୟାନସରରେ ପଡିଛି ସ୍ୱାମୀ। ସାହାଯ୍ୟ ପାଇଁ ଗାଁ ଗାଁରେ ବୁଲି ଭିକ ମାଗୁଛି ସ୍ତ୍ରୀ। ଲୋକଙ୍କୁ ପ୍ରାର୍ଥନା କରୁଛି, ମତେ ଟିକିଏ ସାହାଯ୍ୟ କର। ମୋ ସ୍ୱାମୀଙ୍କୁ ବଂଚାଇ ଦିଅ। ଭେଣ୍ଡିଆ ପୁଅର ଏ ଅବସ୍ଥା ଦେଖି ଲୁହ ଗଡାଉଛି ମାଆ...ସେପଟେ ଭାଇ ଲାଗି ଭଉଣୀ....
କେବେ ଖାଇଛନ୍ତି କି କଖାରୁ ଅଣ୍ଡା ମୁସ୍କା? କଖାରୁ ସିଝିବା ପରେ ଅଣ୍ଡା, ହଳଦୀ ଗୁଣ୍ଡ ସହ ଏମିତି କରନ୍ତୁ ଏଇ ସ୍ୱତନ୍ତ୍ର ଡିସ୍। ଥରେ ଖାଇଲେ ପାଟିରୁ ଜମା ଛାଡିବନି
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୧୦୦ ରହିଛି।
ଚାହୁଁ ଚାହୁଁ ବର୍ଷଟେ ବିତିଗଲା । ଅଫେରା ରାଇଜକୁ ଚାଲିଯାଇଥିବା ଲୋକଟି ଆଜି ବି ମନରେ ସେମିତି ନିଜ ଜାଗାରେ ସତେଜ ସ୍ମୃତିଟିଏ ହୋଇ ରହିଛି । ଚିଫ୍ ରିପୋର୍ଟର ସ୍ୱର୍ଗତଃ ଅରିନ୍ଦମ ଦାସଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ମନେ ପକାଉଛନ୍ତି ସାରା ଓଡ଼ିଶାବାସୀ, ପୂରା ଓଟିଭି...
ରାଜନୀତି କରିବ ତ ଏମିତି। ଦେଖୁନାହାନ୍ତି କେମିତି ସଂଧ୍ୟାରେ ଅଳିଆ ସବୁ ପକାଇଲେ ଆଉ ଏବେ ସକାଳୁ ସକାଳୁ ଆସି ଅଳିଆକୁ ଉଠାଉଛନ୍ତି। ରହ ରହ....ଏଇନା ସୁଲୋଚନା ମାଡାମ୍ ଆସିବେ, ଫାଇନ୍ କାଟିଦେବେ
ସୈାର ସିଂହ ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ମଙ୍ଗଳବାର ତିଥି – ୩ୟା ଦିବା ୧୦/୩୭ ଗତେ ୪ର୍ଥୀ ଚନ୍ଦ୍ର – ମୀନ ପ୍ରାତଃ ୦୬/୩୬ ଗତେ ମେଷ ଘାତ ଚନ୍ଦ୍ର- ଧନୁ ରାଶିର ପ୍ରାତଃ ୦୬/୩୬ ଗତେ ମେଷ ଘାତ ବାର –...
ସ୍ୱାଭିମାନୀ ଶୁକ୍ରମଣୀ। ଦୁଇ ପୁଅ ଦୂରରେ ରହୁଛନ୍ତି...ହେଲେ ୭୦ ବର୍ଷରେ ବି ସେ ହାର ମାନିନାହାନ୍ତି। ଖଲି ଟିପୁଛନ୍ତି ପୁଣି ହଳଦୀ ତିଆରି କରୁଛନ୍ତି। କି ଖରା କି ବର୍ଷା? ଦିନରାତି ପରିଶ୍ରମ କରି ଏମିତି ରାସ୍ତା କଡରେ ରୋଷେଇ କରି ଖାଉଛନ୍ତି ଶୁକ୍ରମଣୀ। । ସାହାଯ୍ୟ କଲେ...
ମେଡିକାଲ କି ଦୋକାନର ରାଙ୍କିଙ୍ଗ୍ ବଢାଇବାକୁ ଚାହୁଁଛନ୍ତି କି? ଆସିବ ଫୋନ୍ କଲ୍, ଆଉ କହିବେ ଏଇ ନମ୍ବରରେ କଲ୍ କରନ୍ତୁ। ବାସ୍ କଲ୍ କରୁ କରୁ ଆକାଉଣ୍ଟ ହୋଇଯିବ ଖାଲି
ବିଧିର ବିଧାନ କିଏ କରିବ ଆନ? ୧୦ ବର୍ଷ ତଳୁ ନିଖୋଜ ହୋଇଯାଇଥିଲା ପୁଅ। ଖୋଜି ଖୋଜି ନୟାନ୍ତ ହେବା ପରେ ଶେଷରେ ଶୁଦ୍ଧକ୍ରିୟା କରିବାକୁ ପ୍ରସ୍ତୁତ ହେଉଥିଲା ପରିବାର। ହେଲେ ଏତିକି ବେଳେ ପୁଅର ମିଳିଲା ଖବର। ଦେଖନ୍ତୁ କେମିତି ଥିଲା ବୌଦ୍ଧରୁ ବିହାର ପର୍ଯ୍ୟନ୍ତ ଯାତ୍ରା...
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୧୫୦ ରହିଛି।
ବିଲରେ ପଶି ଧାନ ଗଛ ଖାଇଦେଲା ଷଣ୍ଢ। ରାଗରେ ଚାଷୀ ପଂଚମ...ନିର୍ଧୁମ ତ ପିଟିଲା, ସେତିକିରେ ମନ ଶାନ୍ତ ହେଲାନି ଯେ କାଠଗଣ୍ଡିକୁ ବେକରେ ଓହଳାଇ ଷଣ୍ଢକୁ ଗଛରେ ବାନ୍ଧି ଦେଲା। ଖାଇବାକୁ ଦେଲାନି କି ପିଇବାକୁ ଦେଲାନି। ଭୋକ ଉପାସରେ ଲୁହ ଗଡାଉଛି ଷଣ୍ଢ
ମାରିଦେଲୁରେ ନାରଣ। ଏଇନା କଣ ହେଇଥାଆନ୍ତା? ଏ ଭିଡ ଭିତରେ ଅନନ୍ତ ବାବୁ କାହିଁକି ପଶିଲେ? ମଲା ...ନଆସିଲେ ମାର୍କ କଟିଯିବ ଯେ...ତେଣୁ ଭିଡ ଭିତରେ ଆମେ ପଶିବୁନା...
ନିରୀହ ଚାହାଣି ଚାହୁଁଛନ୍ତି ହେଲେ ଆଖିରେ ଫ୍ୟାନଙ୍କୁ ହାଣି ଦେଉଛନ୍ତି। କୁନି ଓଠରେ ଜବରଦସ୍ତ ସ୍ମାଇଲ କରୁଛନ୍ତି ଆର୍ଲିନ ଅଙ୍କିତା। ପ୍ରେମର ରଙ୍ଗରେ ରଙ୍ଗୀନ ନାୟିକା। ବିଛା ଗ୍ୟାଙ୍ଗରେ କରୁଛନ୍ତି ଜବରଦସ୍ତ ଆକ୍ଟିଂ
ସରପଂଚ ହେବ ତ ଏମିତି। ଗାଁ ରାସ୍ତା ପାଇଁ ଘରକୁ ଘର ବୁଲି ମାଗିଲେ ଭିକ। ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ବି ରାସ୍ତା କାମ ନହେବାରୁ ଏମିତି ଅଭିନବ ଉପାୟରେ ଭିକ ମାଗି ରାସ୍ତା ତିଆରି ପାଇଁ ନେଲେ ନିଷ୍ପତ୍ତି। ସେପଟେ ଜିଲ୍ଲାପାଳ କହିଲେ...
ସାଇବର ଲୁଟେରାଙ୍କ ନୂଆ କାରନାମା। ହାର୍ଟଆଟାକ୍ ଚେକ୍ଅପ୍ ପାଇଁ ଡାକ୍ତରଙ୍କ ଫିସ୍ ୫ ହଜାର ବୋଲି କହିଲେ। ଆଉ ଭଲ ଡାକ୍ତରକୁ ଦେଖାଇବା ଚକ୍କରରେ ଆକାଉଣ୍ଟ ହୋଇଗଲା ଖାଲି....
ବାପା-ମାଆ...ଭଉଣୀ ସମସ୍ତେ ଦାଦନ ଖଟୁଛନ୍ତି। ରେଭେନ୍ସା କଲେଜରେ ପୁଅ ପାଇଲା ଗୋଲ୍ଡ ମେଡାଲ। ପୁଅର ସଫଳତା ଦେଖି ଖୁସିରେ କାନ୍ଦିଲେ ବାପା-ମାଆ। ବସଷ୍ଟାଣ୍ଡରୁ ଘର ପର୍ଯ୍ୟନ୍ତ ସୁନା ପୁଅ ପାଇଁ ହେଲା ଧମାକେଦାର ଶୋଭାଯାତ୍ରା...
ହାତରେ ଖାତା କଲମ ଧରିଛନ୍ତି,ଲୋକଙ୍କ ସବୁ ସମସ୍ୟାକୁ ଟିପି ରଖୁଛନ୍ତି। ନିର୍ବାଚନ ଜିତିବା ପରେ ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ଏମିତି କାମ କରୁଛନ୍ତି ସରପଞ୍ଚ। ଆଉ ନେତାଙ୍କୁ ପାଖରେ ପାଇ ଖୁସିରେ ଗଦଗଦ ଜନତା