ଆଲୋ ଆଲୋ ଇଏ ପୋଡାମୁହାଁ ମେଘଟା କୋଉଠି ଥିଲା କେଜାଣି? ଦେଖୁନୁ ଠିକ୍ ମନ୍ତ୍ରୀ ଓହ୍ଲେଇଲା ବେଳେ କାଚି ଦେଇଗଲା। ରହରହ...ନାରଣ ଛତାଟା ଆଣେ, ନହେଲେ ମନ୍ତ୍ରୀ ଓଦା ହୋଇଯିବେ ଯେ...
ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶନିବାର ତିଥି – ୭ମୀ ଦିବା ୦୨/୧୪ ଗତେ ୮ମୀ ଚନ୍ଦ୍ର – ବୃଷ ରାତ୍ରି ୦୧/୪୪ ଗତେ ମିଥୁନ ଘାତ ଚନ୍ଦ୍ର- ବିଛା ରାଶିର ରାତ୍ରି ୦୧/୪୪ ଗତେ କନ୍ୟା ରାଶିର ଘାତ ବାର...
ଲତାଙ୍କ ଦୁଃଖ ଶୁଣୁଛି କିଏ? ବିଛଣାରେ ପଡିଛି ରୋଗୀଣା ମାଆ...ଆରପାରିରେ ବାପା। ସାନଭଉଣୀକୁ ମଣିଷ କରିବା ପାଇଁ ପର ଦୁଆରେ ମୂଳ ଲାଗୁଛି ଲତା ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ଚଳୁଛି ପୂରା ପରିବାର। ଦେକନ୍ତୁ ଲତାଙ୍କ ସଂଘର୍ଷର କାହାଣୀ
ଉପରେ ମୁଣ୍ଡରେ ବ୍ରିଜ୍, ତଳମୁଣ୍ଡରେ ବାଲିଗୁଳା...ରୂପ ବଦଳାଉଛି ବୈତରଣୀ। ମାତ୍ର ୨ ବର୍ଷ ଭିତରେ ୩୦ ଫୁଟ୍ ଗାଁ ଆଡକୁ ମାଡି ଆସିଲାଣି ନଈ। ପ୍ରଶାସନ ଦୃଷ୍ଟି ନଦେଲେ ନଈ ଗର୍ଭରେ ଲୀନ ହେବ ଏଇ ସବୁ ପଂଚାୟତ। ଚିନ୍ତାରେ ଗାଁ ଲୋକ...
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୦,୯୪୦ ରହିଛି।
ଏ ସରକାର ଶୋଇଛି କୋଉଠି? କୁଆଡେ ଗଲା ମୋ ସ୍କୁଲ ଯୋଜନା? କଟକ ପରି ଜିଲ୍ଲାରେ ମାଟି କୁଡିଆରେ ପିଲାଏ ପଢୁଛନ୍ତି ପାଠ । ଗୋବର ଚଟାଣରେ ଚାଲିଛି ଅ, ଆ, ଇ, ଈ....
ଶୁଭମ୍ଙ୍କୁ ସାଲ୍ୟୁଟ୍। ନିଜେ ସିନା ଚାଲିଗଲେ ହେଲେ ଦୁଇଜଣଙ୍କୁ ଦୁନିଆ ଦେଖାଇଲେ...ସପ୍ତମ ଶ୍ରେଣୀର ପୁଅକୁ ହରାଇ ମୁଣ୍ଡ ବାଡେଇ କାନ୍ଦୁଛି ମାଆ...ପାଣି ଛିଞ୍ଚିଲେ ବି ଉଠୁନି। ଆଉ ସେପଟେ ପୁଅ ଯୋଉ କାମ କରିଦେଇ ଗଲା ସେନେଇ ଗର୍ବ କରୁଛନ୍ତି ପରିବାର। ଗୋଟିଏ ପଟେ ଜୁଇ ଜଳୁଛି, ଅନ୍ୟ...
ମଲା...ନେତା କଣ ନାଚନ୍ତି? ସେମାନେ ନଚାନ୍ତି ନା...ନାରଣ ଦେଖିଲୁ...ଇଏ କଣ? ଅତିଥି ହୋଇଯାଇଥିଲେ ଷ୍ଟେଜ୍ ଉପରେ ଧୁମ୍ ନାଚିଲେ ମନ୍ତ୍ରୀ। ଗାୟିକା ଭଉଣୀ ବି ଛାଡୁନାହାନ୍ତି
ଜୀବନ ବଞ୍ଚାଇବା ପାଇଁ....୭୦ କିମି ନଈ ପହଁରିଲେ ମହିଳା। କହିଲେ...କଦଳୀ ପାଟୁଙ୍ଗା ସହ ଭଗବାନ ହେଲେ ସାହା...
କେମିତି ଚାଲିଛି ମହିଷାସୁର ଫିଲ୍ମର ସୁଟିଂ ସେଟ୍? ଆଲୋ ମୋର କଣ୍ଢେଇ ପରେ ପୁଣି ଆଇନଜୀବୀ ବେଶରେ ଅର୍ଚ୍ଚିତା । ଶବାନା ବେଗମ୍ ଭୂମିକାରେ ସୁଟିଂ ସେଟ୍କୁ ଦୁଲକାଇଦେଲେ ଅର୍ଚ୍ଚିତା
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୧,୫୦୦ ରହିଛି।
ସାବାସ ଅରୁଣ। ନିଜସ୍ୱ ଉଦ୍ୟମରେ ଗାଁରୁ ବନ୍ଦ କରିଦେଲେ ଦାଦନ ପ୍ରଥା। ଗାଁରେ ରହି ଯୁବକ ଓ ଯୁବତୀମାନେ ଭଲ ଦୁଇପଇସା ରୋଜଗାର କରୁଛନ୍ତି। ବିନା କୌଣସି ଟ୍ରେନିଂରେ କରିସ୍ମା କରିଦେଲେ ଏଇ ଯୁବକ ।
ବାଃ ବାଃରେ ପ୍ରଶାସନ। ସାଢେ ସାତ କିମି ରାସ୍ତା କଲେ, ଆଉ ଦେଢ କିମି ବେଳକୁ ହାତ ଟେକିଦେଲେ। ଘାଟି ରାସ୍ତା ତିଆରି ନହେବାରୁ ରାସ୍ତା ନିର୍ମାଣର ଫଳ ଶୂନ। ସରକାର କା ମାଲ୍ ଦରିଆ ମେ ଡାଲ୍ ନୀତି କରି ବସିପଡିଛି ପ୍ରଶାସନ। ହଇରାଣ ହେଉଛନ୍ତି ଗାଁ...
ଟ୍ରକ ଚୋରି କରୁଥିଲେ ବିଜେଡି ନେତା। ଏବେ ବାନ୍ଧି ଜେଲରେ ପୂରାଇଲା ପୋଲିସ। ଧର୍ମଶାଳା ଓ ବଡଚଣାରୁ ଟ୍ରକ ଚୋରି କରୁଥିଲେ। କୋଲକାତା ଓ ବିହାରରେ ବିକ୍ରି କରି ରୋଜଗାର କରୁଥିଲେ କୋଟି କୋଟି ଟଙ୍କା। ଚୋରି ମାମଲାର ପର୍ଦ୍ଦାଫାସ କରୁ କରୁ ସାମ୍ନାକୁ ଆସିଥିଲା ବିଜେଡି ନେତାଙ୍କ...
ଆହାର କେନ୍ଦ୍ର ଖୋଲିଲା ଗରିବଙ୍କ ପାଇଁ ହେଲେ ଖାଇବା ମିଳିଲା ନାହିଁ। ନବୀନ ବାବୁ ଖାଲି ବୁଲି ବୁଲି କହୁଛନ୍ତି ଆହାର କେନ୍ଦ୍ର ଖୋଲିଛି ମୁହିଁ, ହେଲେ ଆମେ ଦୁହେଁ ଦିବ୍ୟାଙ୍ଗ ଟିକିଏ ଖାଇବା ପାଇଲୁ ନାହିଁ। ଆହାର କେନ୍ଦ୍ର ସାମ୍ନାରେ ଖାଦ୍ୟ ନପାଇବାରୁ ଏମିତି ପ୍ରତିବାଦ କରୁଛନ୍ତି...
ସୈାର ସିଂହ ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର ତିଥି – ୫ମୀ ଦିବା ୧୧/୦୦ ଗତେ ୬ଷ୍ଠୀ ଚନ୍ଦ୍ର – ମେଷ ଦିବା ୦୨/୨୯ ଗତେ ବୃଷ ଘାତ ଚନ୍ଦ୍ର- ମେଷ ରାଶିର ଦିବା ୦୨/୨୯ ଗତେ ବିଛା ଘାତ ବାର –...
ମାତ୍ର ୫ ବର୍ଷରେ ସାଙ୍ଗ ହୋଇ ଚାଲିଗଲେ ବାପା-ମାଆ। ବୁଢୀ ମାଆର ଏତେ ବୟସ ହେଲାଣି ଯେ ସେ ନିଜେ ଚାଲିବୁଲି ପାରୁନାହାନ୍ତି। ଆଉ ଏ ବୟସରେ ଶିବାର ସେବା କରିବେ ବା କେମିତି? ହେଲେ ଅଣ୍ଟାରେ ବଳ ନଥିଲେ ବି ଶିବାର ନେଉଛନ୍ତି ଯତ୍ନ। ସରକାରୀ ସାହାଯ୍ୟ...
ଇଏ ବି ଜଣେ ସାଲବେଗ। ମହାପ୍ରଭୁ ଜଗନ୍ନାଥଙ୍କ ଏମିତି ଭଜନ ଗାଉଛନ୍ତି ଯେ ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ହେବ ଇଚ୍ଛା। ବିନା କୌଣସି ତାଲିମରେ ଜଗାର ଭଜନ ଗାଉଛନ୍ତି ମେହେରବାନ୍। ଶୁଣନ୍ତୁ ତାଙ୍କ ଭଜନ…
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୧,୭୫୦ ରହିଛି।
ଆଉ ମାତ୍ର ୧୫ ଦିନ ପରେ ଆରମ୍ଭ ହେବ ପାର୍ବଣ। ହେଲେ ରାଜଧାନୀର ରାସ୍ତା ଖାଲଖମାରେ ଭର୍ତ୍ତି। କୋଉଠି ନାଳ ଉପରେ ସ୍ଲାବ୍ ନାହିଁ ତ ପୁଣି କେଉଁଠି ମଣ୍ଡପ ସାମ୍ନାରେ ଆଣ୍ଠୁଏ ଖାଲ। ବିଏମସି କହୁଛି ପୂଜା ପୂର୍ବରୁ ସବୁ ଠିକ୍ ହୋଇଯିବ