ଦିନେ ଗାଁର ଗୌନ୍ତିଆ ଥିଲେ.. ଖାଇବା ପିଇବା ଚଳିବାରେ ଅଭାବ ନଥିଲା.. ହେଲେ ସରକାରୀ ଜଳସେଚନ ପ୍ରକଳ୍ପ ତାଙ୍କୁ ଦାଣ୍ଡର ଭିକାରୀ ସଜେଇଦେଲା.. ଆଜି ମୁଠାଏ ଦାନା ପାଇଁ ସେ ଡହକ ବିକଳ..
ସ୍କୁଲରେ ମକଟେଲ୍ କାଉଣ୍ଟର.. ବୋତଲ୍ ଓ ଗ୍ଲାସ ସବୁ ସଜା ହୋଇ ଥୁଆ ହୋଇଛି.. ହୋଟେଲ୍ ଭଳି ମିଳୁଛି ଖାଦ୍ଯ.. ସବୁ ବ୍ୟବସ୍ଥା ଛାତ୍ରଛାତ୍ରୀମାନେ କରିଛନ୍ତି..
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୪୯ ହଜାର ୩୦୦ ଟଙ୍କା ରହିଛି...
ରୋଷେଇ ଘରୁ ଆରମ୍ଭ ହୋଇଥିବା ସରୋଜାଙ୍କ ଅଭିଯାନ ଆଜି ତାଙ୍କୁ କିଚେନ୍ କୁଇନର ମାନ୍ୟତା ଦେଇଛି.. ସୁଆଦିଆ ଖାଦ୍ଯ ସହ ଲୋକଙ୍କୁ ପରସୁଛନ୍ତି ଫିଟନେସ୍ ବାର୍ତ୍ତା..
ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୮ ତାରିଖ ବୁଧବାର ତିଥି – ୩ୟା ରାତ୍ରି ୦୧/୨୭ ଗତେ ୪ର୍ଥୀ ଚନ୍ଦ୍ର – ତୁଳା ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ନାସ୍ତି
ସ୍କୁଲରେ ଦିଦି ଶିଖାଇଥିଲେ ପର ଧନକୁ ଲୋଭ କରିବନି.. ଅକ୍ଷରେ ଅକ୍ଷରେ ମାନିଲେ ଛାତ୍ର.. ରାସ୍ତାରୁ ପାଇଲେ ୨୫ ହଜାର ନଗଦ ଟଙ୍କା.. ହେଲେ ଲୋଭ ନ କରି ଫେରେଇ ଦେଲେ..
ହଇରେ ନାରଣ.. ଆଲୋ ହିରୋ ଆସିଗଲେ କି ? ଗୋରେ ଗୋରେ ମୁଖଡେ ପେ କାଲା କାଲା ଚଷମା.. ଯିଏ ଯେତେ ପାଖରେ, ସିଏ ସେତେ ପାଖ ଲୋକରେ ଗଣାହେବ..
ଆମ ସରକାର ଲୋକଙ୍କ ସମସ୍ୟା ଆଧାରରେ ଯୋଜନା କରନ୍ତି ନା ଅମଲାଙ୍କ ନକ୍ସା ଦେଖି ତାହା ସେ ହିଁ ଜାଣିଥିବେ। ହେଲେ ଏଠି ଏମିତି ପୋଲ ତିଆରି କରିଛନ୍ତି ଯେ, ଲୋକେ କହିଲେ ରଖ ତମ ଯୋଜନା, ଆମେ ବାନ୍ଧିବୁ କାଠ ପୋଲ। ଚାଲନ୍ତୁ ଦେଖିବା ବାସୁଦେବପୁରରୁ ଏ...
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୪୯ ହଜାର ୨୦୦ ଟଙ୍କା ରହିଛି...
ଆମେ ବହୁତ ଧାନ ଚାଷ କଲୁ ହେଲେ ଲାଭ କାହିଁ ? ତେଣୁ ସ୍ଥିର କଲୁ ମିଠା ମକା ଚାଷ କରିବୁ। ବର୍ଷକୁ ଦୁଇ ଥର, ରାସ୍ତା କଡ଼ରେ ବସିଲେ ସେଇଠି ମେଲିଲା ବଜାର। ଏ ଚାଷ ଆମକୁ ନୂଆ ଉପାୟ ବତେଇଛି
ସିଲେଇ କରିଜାଣନ୍ତି, ଇଲେକ୍ଟ୍ରି କାମ କରନ୍ତି, ଟେଣ୍ଟ୍ ହାଉସ୍ ବି ଅଛି। ହାରମନିୟମ ଧରିଲେ ଗୀତ ଗାଆନ୍ତି। ଏତେ କାମ କରି ପାରୁଥିବା ସନ୍ତୋଷ କିନ୍ତୁ ସରକାରଙ୍କ ଉପରେ ଅସନ୍ତୋଷ। କାରଣ ସେ ଦୁନିଆ ଦେଖି ପାରନ୍ତି ନାହିଁ। ଦୃଷ୍ଟିବାଧିତ ସନ୍ତୋଷଙ୍କ ପାଇଁ ସରକାର ଦୃଷ୍ଟିହୀନ ହୋଇଯାଇଛନ୍ତି
ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର ତିଥି –୨ୟା ରାତ୍ରି ୦୨/୨୮ ଗତେ ୩ୟା ଚନ୍ଦ୍ର – କନ୍ୟା ସନ୍ଧ୍ୟା ୦୬/୧୭ ଗତେ ତୁଳା ଘାତ ଚନ୍ଦ୍ର- ବୃଷ ସନ୍ଧ୍ୟା ୦୬/୧୭ ପର୍ଯ୍ୟନ୍ତ ଘାତ ବାର – ମକର ରାଶିର ପୁଷ୍କର...
ଯାଇଁଲୁରେ ନାରଣ ତୁ ଆଉ କିଛି କହନା। ଏଠି ଟାଙ୍କି ପୂରା ଫୁଲ୍। ଗାଡ଼ି ମେନ୍ ରେ ଅଛି। ଗିୟର ପଡ଼ିଲେ ଏସିଲିରେଟର ବଢ଼ୁଛି। ଆଜି ପେଗ୍ ବଢ଼ି ଯାଇଛି
ବାହାଘରିଆ ଭୋଜିଭାତ ହେଉ କି କୌଣସି ହୋଟେଲ୍, ଆପଣ ଚିକେନ୍ ପତ୍ରପୋଡ଼ା ଖାଇଥିବେ। ହେଲେ ଘରେ କରି କେବେ ଖାଇଛନ୍ତି? ନିଜ ଘରେ ଗ୍ୟାସରେ କେମିତି ଚିକେନ୍ ପତ୍ରପୋଡ଼ା କରି ଖାଇବେ ଚାଲନ୍ତୁ ଦେଖିବା। ଆଜି ଏ ସୁଆଦିଆ ଆଇଟମ୍ ଟି ଆମକୁ ଶିଖାଇବେ ବନ୍ଦନା ଅପା...
ଆରେ ଆମେ ପୁରୁଣା କଂଗ୍ରେସିଆ ନେତା। ଆମ ଦେହରେ କଂଗ୍ରେର ରକ୍ତ ଟକଟକ। ତୁ ଆଉ ଏଠି ବେଶି କଟିଂ ନଦେଖେଇ ମୋ ଗାଡ଼ିଟାକୁ ଟିକେ ଯୋଡାଯୋଡି କରି ଦେ। ମୁଁ ସିଧା ଏଇ ଗାଡ଼ିରେ ଦିଲ୍ଲୀ ପଳେଇବି।
ପୁଣି ଦୂତି-ସରସ୍ୱତୀ କଳି। ସୋସିଆଲ୍ ମିଡିଆରେ ଯୁଦ୍ଧ। ଦୁଇ ଭଉଣୀ ପରସ୍ପର ବିରୋଧରେ ବର୍ଷିଛନ୍ତି।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦରରହିଛି ୪୯ ହଜାର ୪୩୦ ଟଙ୍କା ରହିଛି...
ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ସୋମବାର ତିଥି – ପ୍ରତିପଦ ରାତ୍ରି ୦୩/୦୮ ଗତେ ୨ୟା ଚନ୍ଦ୍ର – କନ୍ୟା ଅହୋରାତ୍ର ଘାତ ଚନ୍ଦ୍ର- ବୃଷ ଅହୋରାତ୍ର ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ – ୧ ପାଦ...
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ବଟ। ଏହିଠାରେ ରହିଛି ମହାକଳ୍ପବଟ। ଏଠାରେ ସଦାବେଳେ ଭକ୍ତଙ୍କ ଭିଡ ଜମେ। ହେଲେ ଏବେ ଏହି କଳ୍ପବଟ ସମ୍ପୂର୍ଣ୍ଣ ଥୁଣ୍ଟା ହୋଇଯାଇଛି। ଗୋଟିଏ ବି ପତ୍ର ନାହିଁ। ସବୁ କଞ୍ଚା ପତ୍ର ଝଡ଼ିଯାଉଛି। ମହନ୍ତ କହୁଛନ୍ତି ସମୟ କିଛି ଭଲ ନାହିଁ...