ଦିନେ ଏମାନେ ସାଇକେଲ ଚଲାଇବାକୁ ଡରୁଥିଲେ, ହେଲେ ଆଜି ଅଟୋ ଚଲାଇ ଗାଁ ଗାଁକୁ ବୁଲି ସଂଗ୍ରହ କରୁଛନ୍ତି ଅଳିଆ। ପରିବାର ଚଳାଇବାକୁ ଅଂଟା ଭିଡ଼ିଛନ୍ତି ଏଇ ଦୁଇ ମହିଳା। ମାସକୁ ୬ ହଜାରରୁ ଅଧିକ ରୋଜଗାର ବି କରୁଛନ୍ତି। ପଚାରିଲେ କୁହନ୍ତି…ପରିସ୍ଥିତି ଆସିଲେ ସବୁକିଛି କରିବା ସମ୍ଭବ…ଦେଖନ୍ତୁ...
ଏବର୍ଷ ଏ ଗାଁର ଶେଷ ନୂଆଖାଇ। ଦିନ କେଇଟା ପରେ ଏଇ ପଡା ପୂରା ପାଣିରେ ବୁଡିଯିବ। ପ୍ରତିବର୍ଷ ପରି ଏଥର ଉତ୍ସାହ ନାହିଁ, ହେଲେ ବି ପରମ୍ପରାକୁ ବଜାୟ ରଖିବା ପାଇଁ ଘର ଲିପା ଚାଲିଛି…ଧୁଆ ପଖଳା ବି ହେଉଛି। ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ କେମିତି ଶେଷ...
ମଲା...ତୁମେ ପାଣିକୁ ନଓହ୍ଲାଇ ବନ୍ୟା ଦୁର୍ଦ୍ଦଶା ବୁଝିବ କେମିତି? ଆଲୋ ଆଲୋ କଂଗ୍ରେସିଆ ଏଡେ ଏଡେ ଜରି ପ୍ୟାକେଟ୍ରେ କଣ ଆଣିଛନ୍ତି ରୁହ ରୁହ ଖୋଲିକି ଦେଖିବା। ରହରେ ନାରଣ...ଆମେ ଦେଖୁ ଆଗେ ତା ଭିତରେ କିଛି ଅଛି ନା ଖାଲି ଏମିତି ଧରେଇ ଦେଇ ଗଲେ...
କଂଗ୍ରେସର ଯାହା ସ୍ଥିତି ଏହି ଦଳରେ ରହି ଆଗକୁ ଯିବେ ନା ପାଗ ଦେଖି ଦଳଠୁ ଡିଭର୍ସ ନେବେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍? ଦଳରେ ରହି ଏମିତି ବିରୋଧ ପ୍ରଦର୍ଶନ କଲେ ଦଳ ସହିବ ତ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ବିଧାୟକ ମହମ୍ମଦ ମୋକିମ?
କଖାରୁ ପିଠା କେବେ ଖାଇଛନ୍ତି କି? ଯଦି ନା, ତେବେ ଏବେ ସାଙ୍ଗେ ସାଙ୍ଗେ କରନ୍ତୁ ପିଠା। କଖାରୁ କୋରାରୁ ଗୁଡ, ଗୁଜୁରାତି ଦେଇ ପାଗ କରନ୍ତୁ। ପରେ ଅଟା ଦେଇ କଡେଇରେ ଏମିତି ଛାଣନ୍ତୁ କଖାରୁ ପିଠା। ଓଃ ଏ ବର୍ଷା ପାଗରେ ଖାଇକି ଥରେ ଖାଲି...
CCTV ର ଯୁଗ ଶେଷ !! ଏଣିକି LED ବଲବ୍ରେ ରେକର୍ଡ ହେବ ସବୁ ଭିଡ଼ିଓ। ଦାମ୍ ମାତ୍ର ଏତିକି ଟଙ୍କା...ଜାଣନ୍ତୁ କଣ କଣ ରହିଛି ଫିଚର୍ସ...
ବାଃ ବାଃ !! ଭେଣ୍ଡିଂ ଜୋନ୍ରେ ବି ଦୁର୍ନୀତି? ଷ୍ଟଲ ତିଆରି କରିବା ନାଁରେ ଖାଇଗଲେ ୨୦ ଲକ୍ଷ…ଦେଖନ୍ତୁ କେମିତି ହେଉଛି ଲୁଟ୍...
ରାଇରଙ୍ଗପୁରରୁ ରାଞ୍ଚି !! ହେମନ୍ତଙ୍କ ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ କି କଳ୍ପନା? ଓଡ଼ିଆ ଝିଅ ମୁଖ୍ୟମନ୍ତ୍ରୀ ହେବା ନେଇ ସବୁଠି ବଢିଲା ଚର୍ଚ୍ଚା...
ମଶାଙ୍କ କବଳରୁ ମିଳିବ ମୁକ୍ତି। ଇଏ ଏମିତି ସେମିତି ମଶାରୀ ନୁହେଁ ବଂର ଏଇ ମଶାରୀରେ ଥରେ ମଶା ପଡ଼ିଲେ ଆଉ ପଦାକୁ ଆସିପାରିବେନି। ବରଂ ଚାହୁଁ ଚହୁଁ ସବୁ ମଶାଙ୍କ ଜୀବ ପ୍ରାଣ...ଦାମ୍ ମାତ୍ର ଏତିକି ଟଙ୍କା
ଆଲୋ ଆଲୋ ଇଏ କଣ? ପିଲା ହାତରେ କଟୁରୀ? ଇଏ କଣ? ଦେଖୁନୁରେ ନାରଣ, କେମିତି ପାପୁଲି ଛିଡିଛି। ହେଲେ ସ୍କୁଲରେ ତ ପାଠ ପଢା ହେବା କଥା...ଏ ପିଲା କଟରୀ ଧରିଲା କାହିଁକି? ସବୁ ଆମେ କହିବୁ, ତୁ କଣ ଲେମ୍ବୁ ଟା ଦେଖିବୁ?
ଏଥର ଖେଳ ଜମିବ। ହେଲେ ବାଇନ ଟିକେ କହିଲ ତମ କ୍ୟାପଟେନ୍ କିଏ ଆଉ ତମ ଗୋଲ୍ କିପର୍ କିଏ?
ନିଜ ପାଖ ଗାଁରେ ପାଠ ପଢ଼ିବ ବୋଲି ପିଲାଟି ଦୂର ଗାଁର ସ୍କୁଲରୁ TC ଧରି ଆସିଲା। ହେଲେ ନିଜ ଗାଁ ସ୍କୁଲରେ ନାଁ ଲେଖାଇ ପାରିଲାନି। ତାକୁ କାଳେ ଲାଞ୍ଚ ମଗା ଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରୁଛନ୍ତି। ସେଇଥିପାଇଁ ପିଲାଟି ସ୍କୁଲ୍ ସାମ୍ନାରେ ଚଣା...
ଦିଲ୍ଲୀପ ଓ ଚାନ୍ଦିନୀଙ୍କ ପ୍ରେମକାହାଣୀ ଦିନେ ଚର୍ଚ୍ଚାରେ ଥିଲା। ଆଉ ଆଜି ଚର୍ଚ୍ଚା ପୁଣି ବଢ଼ିଛି। ମିସ୍ କଲ୍ ରୁ ପ୍ରେମ ହେଲା। ପ୍ରେମ ବିବାହର ରୂପ ନେଲା। ସରକାରଙ୍କ କାନରେ ଏ ଖବର ପଡ଼ିବା ପରେ ଉଭୟଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ବିବାହ ପ୍ରୋତ୍ସାହନ ରାଶୀ ମିଳିଲା।...
ସାମାନ୍ୟ କମିଲା ସୁନା ଦର। ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩,୦୦୦ ରହିଛି ।
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଶନିବାର ତିଥି – ଅମାବାସ୍ୟା ଦିବା ୦୧/୪୭ ଗତେ ପ୍ରତିପଦ ଚନ୍ଦ୍ର – ସିଂହ ଅହୋରାତ୍ର ଘାତ ଚନ୍ଦ୍ର- କର୍କଟ ଓ ମକର ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର...
ଏମିତି ସ୍କୁଲ ଆପଣ ଜୀବନରେ ଦେଖିନଥିବେ। ଯେଉଁଠି ଠାକୁର, ସେଇଠି ସ୍କୁଲ୍। ଭକ୍ତ ଆସି ପୂଜାପାଠ କରୁଛନ୍ତି, ଘଣ୍ଟି ବଜାଉଛନ୍ତି। ଆଉ ସେଇଠି ଠାକୁରଙ୍କ ଆଗରେ ବସି ପାଠ ପଢୁଛନ୍ତି ଛୋଟ ଛୋଟ ପିଲା। ପୂଜାପାର୍ବଣ ଆସିଲେ, ମନ୍ଦିରରେ ଗହଳି ବଢ଼େ, ତେଣୁ ସ୍କୁଲ ବନ୍ଦ। ଆଉ ମଧ୍ୟାହ୍ନ...
ଲୋକ ବନ୍ୟା ପାଣିରେ ବୁଡ଼ି ଗଲେଣି ତୁମକୁ ଖେଳ ଘର ଲାଗିଛି ଆଉ? ତମ ଗୋଡ଼ରେ ଏମିତି କାଦୁଅ ନାଗା ଯାଉଛି?
ସାଧାରଣତଃ ଲୋକମାନେ ଲାଲ୍ ଆପଲ୍ ଖାଆନ୍ତି ଏବଂ ଏହାର ଉପକାରିତା ବିଷୟରେ ଜାଣନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସବୁଜ ଆପଲ୍ ବା ଗ୍ରୀନ୍ ଆପଲ୍ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ।
ସାମାନ୍ୟ ବଢିଲା ସୁନା ଦର। ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩,୪୦୦ ରହିଛି ।
ଅତୀତରେ ଅନେକ ଆତଙ୍କ ଦେଖାଇଛି ଆଇଏସ୍ ଆତଙ୍କବାଦୀ ସଂଗଠନ। ୨୦୧୫ରେ ପ୍ୟାରିସ୍ ଆକ୍ରମଣକୁ ଦେଖି ସବ୍ଧ ହୋଇଯାଇଥିଲା ବିଶ୍ୱ। ଏବେ ଆତଙ୍କବାଦୀ ସଂଗଠନକୁ ନିପାତ କରିବାକୁ ଆଗେଇ ଆସିଛନ୍ତି ଋଷ-ଆମେରିକା...