ବୁଝିଲୁ ନାରଣ, ତୋ ଜୀବନରେ ତୁ ଆନ୍ଦୋଳନ କରିପାରିବୁନି। ଖାଲି ସେଇଠି ଠିଆ ଠିଆ ଟାହୁଲି କରିବୁ। ଚାଲିଲୁ ଯିବା ସେଠି ଦେଖିବା ଆମ କଂଗ୍ରେସ ନାନୀ କେମିତି ଆନ୍ଦୋଳନ କରୁଛନ୍ତି ?
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ରହିଛି ୪୭ ହଜାର ୭୦୦ ଟଙ୍କା...
ଆଃ...ଟେଷ୍ଟ ପୂରା ୱା ୱା...ହାଣ୍ଡରେ ଗବଗବ ହୋଇ ଫୁଟୁଛି ମାଣ୍ଡିଆ ଚା’। ଥରେ ପିଇଲେ ଜମାରୁ ପାଟିରୁ ଛାଡିବନି...ଏବେ ପୁଣି ବଡବାବୁମାନେ ମାଣ୍ଡିଆ ଖାଇବାକୁ ବାଧ୍ୟ ବୋଲି କହିଲେଣି ସରକାର
ଖାସି ମାସଂକୁ ଧୋଇ...କଟା ମସଲାକୁ କଟା ପିଆଜ ମୁଗ ଦେଇ ଏମିତି କରନ୍ତୁ ମୁଗ ମାଂସ ତରକାରୀ। ଥରେ ଖାଇଲେ ଜମାରୁ ପାଟିରୁ ଛାଡିବନି
ଆଜି ପବିତ୍ର ମହାଳୟା ଅମାବାସ୍ୟା। ଏହି ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଇଥାଏ। ଏଥିପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ଶ୍ରାଦ୍ଧ ପ୍ରଦାନ କରାଯାଉଛି।ତିଳତର୍ପଣର ଅନ୍ତିମ ଦିବସ ପବିତ୍ର ଅମାବାସ୍ୟା ତିଥିରେ ଯେଉଁମାନେ ସେମାନଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥିଲେ ସେମାନେ ଆଜି ମହାଳୟା ଅବସରରେ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି।
ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର ତିଥି – ଅମାବାସ୍ୟା ରାତ୍ରି ୦୩/୨୪ ଗତେ ପ୍ରତିପଦ ଚନ୍ଦ୍ର – ସିଂହ ଦିବା ୧୧/୨୧ ଗତେ କନ୍ୟା ଘାତ ଚନ୍ଦ୍ର- କର୍କଟ ଓ ମକର, ଦିବା ୧୧/୨୧ ଗତେ ବୃଷ ଘାତ ବାର...
ଦ୍ରୌପଦୀଙ୍କ ଦୁଃଖ ବୁଝୁଛି କିଏ? ବାପା-ଚାଲିଯିବା ପରେ ଅନାଥ ହୋଇଗଲେ ୫ ଛୁଆ। ସାନ ଭାଇ ଭଉଣୀଙ୍କ ମୁହଁରେ ଆହର ଦେବା ପାଇଁ ପର ଦୁଆରେ ମୂଲ ଲାଗୁଛନ୍ତି ଦ୍ରୌପଦୀ...ଦୁଃଖ ବୁଝିବାକୁ କରୁଛନ୍ତି ନିବେଦନ
ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ଖୁସି ଖବର। ଏଣିକି ମାତ୍ର ୧ ଟଙ୍କାରେ ମିଳିବ ଘରୋଇ ମେଡିକାଲରେ ଚିକିତ୍ସା...ଜାଣନ୍ତୁ ଲିଷ୍ଟରେ ଥିବା ମେଡିକାଲର ନାଁ...
କୋର୍ଟ ଭିତରେ ଗୁରୁ-ଶିଷ୍ୟଙ୍କ ଜୋରଦାର ଲଢେଇ। ଆଦିତ୍ୟ ବନାମ ସବାନା...କାହାର କେତେ ଦମ୍? ଦେଖନ୍ତୁ ଏହି ଭିଡିଓ
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ରହିଛି ୪୭ ହଜାର ୭୦୦ ଟଙ୍କା ରହିଛି ।
ଗାଡି ଚାଳକଙ୍କ ପାଇଁ ବଡ଼ ଖବର। ଏଣିକି ପାନିକ୍ ବଟନ୍ କି ଟ୍ରାକିଂ ଡିଭାଇସ୍ ନଥିଲେ ପାନିକ୍ ବଟନ୍ କି ଟ୍ରାକିଂ ଡିଭାଇସ୍ ନଥିଲେ ଦେବେ ମୋଟା ଅଙ୍କର ଜୋରିମାନା…ଜାଣନ୍ତୁ ନୂଆ ନିୟମ କେବେଠୁ ହେଉଛି ଲାଗୁ?
ଏ ଯୁଗର ଶ୍ରବଣ କୁମାର। ରୋଗାଗ୍ରସ୍ତ ବାପାଙ୍କୁ ଧରି ବାଣ୍ଟୁଛନ୍ତି ଡାକ...କରୋନା ସମୟରେ ପାରାଲିସିସ୍ ହେବା ପରେ ଚାଲି ପାରୁନାହାନ୍ତି ବାପା। ଆଉ ଚିଠି ଦେବା ପାଇଁ କ୍ୟାରିଅରକୁ ପଛରେ ପକାଇ ବାପାର ସେବା କରୁଛି ପୁଅ...
ଠାକୁରଙ୍କ ନାଁରେ ଠକିଦେଲେ। ପୂରା ପରିବାର ବାହାରିଥିଲା ଶିରିଡିସାଇ ଟ୍ରିପ୍ରେ ....ହୋଟେଲ୍ ବୁକ କରୁ କରୁ ସାଇବର ଠକ ମାଗିଲେ ଓଟିପି। ବାସ୍ ଏପଟରେ ଆକାଉଣ୍ଟ ହୋଇଗଲା ଖାଲି
ବାୟା ହେଲେ ବାଇଡେନ୍? ନିଜ କଥାକୁ ନିଜେ ବୁଝିପାରିଲେନି। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର ତିଥି – ୧୧ ଶୀ ରାତ୍ରି ୧୧/୩୪ ଗତେ ୧୨ଶୀ ଚନ୍ଦ୍ର – କର୍କଟ ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ରାତ୍ରି ୧୧/୩୪...
ବିଚ୍ ରାସ୍ତାରେ ଚାଲିଥିଲା ମରାମରି। ହାଇ ସ୍ପିଡ୍ରେ ଆସିଲା କାର, ଜୋରସୋରରେ ଦେଲା ଧକ୍କା….ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
୫ଟି ଗାଁକୁ କାଳ ସାଜିଛି ୭ କିଲୋମିଟର ରାସ୍ତା । ସବୁଦିନିଆ ରାସ୍ତା ନଥିବାରୁ ଶହ ଶହ ଲୋକେ ହଇରାଣ । ରାସ୍ତା ନଥିବାରୁ ଆନ୍ଧ୍ରରେ ମିଶିବାକୁ ଲୋକଙ୍କ ଚେତାବନୀ ।
ମାଟ୍ରିକ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଛନ୍ତି ପ୍ରଧାନଶିକ୍ଷକ। ପ୍ରତି ପିଲା ପିଛା ଆଦାୟ ହେଉଥିଲା ୩ ଶହ ଟଙ୍କା । ତେଲକୋଇର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
DEO କାର୍ଯ୍ୟାଳୟରେ ଶିକ୍ଷକଙ୍କ ନିଆରା ପ୍ରତିବାଦ । ଝାଡ଼ୁ ମାରି ବିରୋଧ ପ୍ରଦର୍ଶନ କଲେ ଶିକ୍ଷକ ସଂଘ। ଭେଣ୍ଡିଆ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଝାଡ଼ୁ ମରାଇଥିଲେ ADEO । ପ୍ରଧାନଶିକ୍ଷକ ଝାଡ଼ୁ ମାରୁଥିବା ଫଟୋ ହୋଇଥିଲା ଭାଇରାଲ୍ ।
ଆପଣ ମଟନର ବିଭିନ୍ନ ରେସିପି ଘରେ ବନେଇ ଖାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ସୁଆଦିଆ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ସାହି ମଟନ୍ କୋର୍ମା’।