• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd Oct 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରିରେ ପଦୋନ୍ନତି ପାଇବେ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର ତିଥି –୭ମୀ ରାତ୍ରି ୦୬/୪୭ ଗତେ ୮ମୀ ଚନ୍ଦ୍ର – ଧନୁ ଅହୋରାତ୍ର ଘାତ ଚନ୍ଦ୍ର- ତୁଳା , କୁମ୍ଭ ଅହୋରାତ୍ର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ – ୨ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୬/୪୭ ଗତେ ୧ପାଦ-କୃଷିଦାନି-ଭୂମିଦାନ

Aries

ମେଷ

Sunday 02 Oct 2022

ଅଶ୍ୱନୀ –ଅବହେଳା କରିଥିବା କାର୍ଯ୍ୟ ପାଇଁ ଅନୁତାପ କରିବେ

ଦ୍ୱିଜା – ଭାତୃ ମଧ୍ୟରେ ମନ ମାଳିନ୍ୟ ହୋଇପାରେ

କୃତିକା –ଯାତ୍ରା ସମୟରେ ହାତ କିମ୍ବା ଗୋଡରେ ଅଘାତ ଲାଗିପାରେ

ପ୍ରତିକାର - ମା ମଙ୍ଗଳାଙ୍କର ପୂଜା ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :