ପରଦାକେ ପିଛେ, ଛାତ୍ କେ ନିଚେ...ତେରା ଇନ୍ତିଜାର୍ କରୁଗାଁ....ଦେଖୁଛନ୍ତି ତ କେମିତି ପରଦା ପଛରେ ରହି କରିଦେଲେ ଲୁଟ୍...ଧଳା ପରଦା ପଛରେ ଲେଖିଦେଲେ କଳାକାହାଣୀ
Published: Otv Khabar Bureau
Last updated: 28 January 2022, 11:35 AM IST
ଚୋରି ପୂର୍ବରୁ ଦେବୀଙ୍କୁ କରାଯାଉଛି ଆରଧାନା...ବୋଧହୁଏ କହୁଛନ୍ତି ହେ ମା'ଲୋ ଆମେ ଯେମିତି ଧରାନପଡ଼ୁ, କିନ୍ତୁ ଦୁଃଖ ଶୁଣିଲେନି ଦେବୀ, ଲୁଟ୍ପାତ୍ କରୁଥିବା ବେଳେ ଧରାପଡ଼ିଲେ ଲୁଟେରା