ରାଜନୀତି ଏମିତି ଏକ ନିଶା, ଯେଉଁଠି ଦେଖାଯାଏନି ବୟସର ତାରତମ୍ୟ । ଜୀବନର ଅପରାହ୍ନରେ ପହଞ୍ଚି ବି ଅନେକ ମଣିଷ କେମିତି ରାଜନୀତି ମାଧ୍ୟମରେ ଜନସେବା କରିବାକୁ ପ୍ରବଳ ଆଗ୍ରହୀ, ତାର ଚିତ୍ର ଆସିଛି ପଞ୍ଚାୟତ ନିର୍ବାଚନ ମଇଦାନରୁ । ସେମିତି ଜଣେ ବ୍ୟକ୍ତିତ୍ୱଙ୍କୁ ଆମ ଟିମ୍ ଭେଟିଛି...
ପ୍ରେସିଡେଣ୍ଟସ୍ ବଡି ଗାର୍ଡର ଅଶ୍ୱାରୋହୀ ଦଳର ବିଶାଳ ଶୋଭାଯାତ୍ରାରେ ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ନୂଆଦିଲ୍ଲୀର ରାଇସିନା ହିଲ୍ରୁ ସାଉଥ୍ ବ୍ଲକ୍ ଓ ନର୍ଥ ବ୍ଲକ୍ ଦେଇ ବିଜୟ ଚୌକ ଆଉ ଲେଠୁ ଦେଇ ସଂସଦ ଭବନ ପର୍ଯ୍ୟନ୍ତ ଏହି ସମାରୋହ...
ଆପଣ କ୍ରିପ୍ଟୋକରେନ୍ସିରେ ନିବେଶ କରିବାକୁ ଚାହୁଁଛନ୍ତି କି? ଜାଣିଛନ୍ତି କି କ୍ରିପ୍ଟୋକରେନ୍ସିରେ କେମିତି ହେଉଛି କାରବାର? ବ୍ୟାଙ୍କ ଏବଂ ମ୍ୟୁଚୁଆଲ୍ ଫଣ୍ଡଠାରୁ କ୍ରିପ୍ଟୋକରେନ୍ସିରେ କେମିତି ମିଳୁଛି ଅଧିକ ରାଶି ରିଟର୍ଣ୍ଣ? କଣ ରହିଛି ଏହା ପଛର ଗୁଢ଼ ରହସ୍ୟ? ଏଥର ବଜେଟ୍ ୨୦୨୨-୨୩ରେ ଭାରତ ସରକାର କ୍ରିପ୍ଟୋ କରେନ୍ସି କାରବାରକୁ...
ଆଗାମୀ ୨ ବର୍ଷ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଏକ ଅଂଶ ହୋଇଯିବ । କେନ୍ଦ୍ରମନ୍ତ୍ରୀ କପିଲ୍ ପାଟିଲ ଏହି ମନ୍ତବ୍ୟ ଦେଇଛନ୍ତି ।
କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଛି । ମୁଖ୍ୟ ଚିକିତ୍ସାଳୟର ଡାଏଲେସିସ୍ ରୁମ୍ରେ ନିଆଁ ଲାଗିବାରୁ ରୁମ୍ରେ ଥିବା ସିଟି ସ୍କାନ ମେସିନରେ ସର୍ଟ ସର୍କିଟରୁ ନିଆଁ ଲାଗିଛି ।
କଟକରେ କୁମ୍ଭୀର ଆତଙ୍କ । କଟକର ନୂଆପାଟଣା ଓ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ମଧୁସୂଦନ ସେତୁ ପାଖରେ ଭାସୁଛି ଏକ କୁମ୍ଭୀର । ବନ ବିଭାଗ କର୍ମଚାରୀ, ସ୍ଥାନୀୟ ପୋଲିସ ସହାୟତାରେ କୁମ୍ଭୀରକୁ ଉଦ୍ଧାର ଲାଗି ଉଦ୍ୟମ ଚଳାଇଛନ୍ତି ।
Taste Of Odisha- Know How To Prepare Mushroom Chatpatta OdishaTV is Odisha\'s no 1 News Channel. OTV being the first private satellite TV channel in
News Fuse- Public Corners Police Over MV Act Violation OdishaTV is Odisha\'s no 1 News Channel. OTV being the first private satellite TV channel in Odisha
ଦେଶରେ ଦିନକରେ ୨ ଲକ୍ଷ ୯ହଜାର ୯୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୩ ହଜାର ୩୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୯ ହଜାର ୨୪୦କୁ ବୃଦ୍ଧି ପାଇଛି।
ଏହି ଗାଁକୁ ନାଉରିଆ ଭରାସା। ବର୍ଷା ହେଉ କି ଶୀତ ଗାଁରୁ ବାହାରିବାକୁ ହେଲେ ଆଗେ ଖୋଜା ପଡନ୍ତି ନାଉରିଆ...ବିନା ନାଉରିଆରେ ଏମାନଙ୍କ ଅଖଚକ ବନ୍ଦ...ସ୍କୁଲଠୁ ମେଡ଼ିକାଲ ସବୁ ପାଇଁ ଦରକାର ନାଉରିଆର ସାହାଯ୍ୟ
ଆଜିକାଲି ପାଟିରେ କ୍ୟାନସର ଅଧିକ ହେଉଛି। ଯଦି ଆପଣ ଏହି ରୋଗରେ ପୀଡ଼ିତ ଅଛନ୍ତି ତେବେ ଜମା ବି ବ୍ୟସ୍ତ ହୁଅନ୍ତୁ ନାହିଁ...ଏମିତି ଭାବରେ କରନ୍ତୁ ଚିକିତ୍ସା
ଆଜି ଜାନୁଆରୀ ମାସର ଶେଷ କାର୍ଯ୍ୟ ଦିବସ। ଆସନ୍ତାକାଲିଠାରୁ ନୂଆ ନିୟମ ମାନିବାକୁ ଆପଣ ବାଧ୍ୟ। ନଚେତ୍ ଫେବୃଆରୀ ମାସର ନୂଆ ନିୟମ ଆପଣଙ୍କ ଉପରେ ପ୍ରଭାବ ପକାଇପାରେ। ସେଥି ପାଇଁ ଆଜିଠୁ ଜାଣନ୍ତୁ ଏସବୁ ନିୟମ...
ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ଆଜି ବଜେଟ ଅଧିବେଶନର ପ୍ରଥମ ଦିନ ହୋଇଥିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ରାଜ୍ୟସଭା ଓ ଲୋକସଭାର ସାଂସଦଙ୍କୁ ଏକାଠି ସମ୍ବୋଧନ କରିବେ ।
ଭାରି ସୁଆଦିଆ ଛତୁ ଛଟପଟା। ଟିକିଏ ସୋରିଷ ତେଲକୁ ହାଲକା ଲଙ୍କା...ଓଃ, ପାଟିରୁ ତ ନାଳ ବାହାରି ପଡ଼ିବ। ଗରମ ସାଙ୍ଗକୁ ପଖାଳ, ସବୁ ସାଙ୍ଗରେ ଜମିବ ପାଗ
ମହଙ୍ଗାଠୁ ମାହାଙ୍ଗା....କୁନ୍ଦୁଲିଠୁ ମମିତା ବିଜେଡିକୁ କଲାଣି ବାୟା...ଆଉ କଂଗ୍ରେସିଆଙ୍କ କଥା କହିବା ଯାହା ନିଶା ଖୋର ଭାଇର ଉତ୍ତର ଦେବା ସେଇୟା...ଆଉ ବିଜେପି....
ସରପଂଚ ପଦବୀ ପାଇଁ ମଇଦାନକୁ ଓହ୍ଲାଇଲେ ମଡେଲର। ଲୁକ୍ ଯେମିତି ପ୍ରତିଶ୍ରୁତି ବି ଦେଉଛନ୍ତି ସେମିତି...ଢୁଲୁସରରେ ଢୋଲ ବଜାଇ ଭୋଟରଙ୍କୁ ମାଗୁଛନ୍ତି ଭୋଟ୍, ଦେଖନ୍ତୁ କେମିତି ଭୋଟ ମାଗୁଛନ୍ତି ପ୍ରିୟଙ୍କା
ମାଇଁ ଲୋ ମାମୁଁଙ୍କ ଗାଡ଼ିରେ କିଛି ନାହିଁ, ବଜାର ଯାଇଥିଲେ ଅନ୍ୟ ଗାଡ଼ିର କାଗଜ ଯାଂଚ ପାଇଁ। ଜାଗା ମୁଣ୍ଡରେ ତା’ ଥେଇ ଥେଇ...ଲୋକେ ଧରିଲେ....କହିଲେ, ଥାନାରୁ ବାହାରିବା ପୂର୍ବରୁ ଚେକିଂ କଲନି ଗାଡ଼ିର କାଗଜ କାହିଁକି? ଆଉ ତା’ପରେ ..
ଇଏ ଏମିତି ଏକ ଗାଁ, ଯେଉଁ ଗାଁରେ ଆଜିଯାଏଁ କେହି ବି ପଢିନାହାନ୍ତି ପାଠ। ସ୍କୁଲ ଯିବା ବୟସରେ ମାଟି କାନ୍ଥ ଲିପାପୋଛାରେ ବ୍ୟସ୍ତ ନାବାଳିକା। ପଞ୍ଚାୟତ ଅଫିସ୍ଠାରୁ ମାତ୍ର ୧୬ କିମି ଦୂରରେ ଏହି ଗାଁ ଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚିପାରିନି ବିକାଶ...
ବୁଣାକାର ପୁଅର ହାତରେ ରହିଛି କଳାର ଯାଦୁଗରୀ। ଛୋଟ ଛୋଟ କାଠ ଟୁକୁରାକୁ ଦେଉଛନ୍ତି ଜୀବନ, କେବଳ ଏତିକି ନୁହେଁ ବରଂ ଯୁବକ ଓ ଯୁବତୀଙ୍କୁ ଦେଉଛନ୍ତି ମାଗଣା ଟ୍ରେନିଂ, ଦେଖନ୍ତୁ ଏହି ଭିଡ଼ିଓ