• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 28 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ଏଥର ବାପାଙ୍କ ଗଡ଼ ଜଗିଛନ୍ତି ପୁଅ, ଦାବି କରୁଛନ୍ତି ଆମେ ଜିତିବୁ !

କଥାରେ ଅଛି; ଜିସ୍‌କା ବାପ୍ ଚଢ଼େ ଘୋଡ଼ା, ଉସ୍‌କା ବେଟା ଥୋଡ଼ା ଥୋଡ଼ା । ହେଲେ ଏଥର ପଞ୍ଚାୟତ ନିର୍ବାଚନରେ ଆଉ ଥୋଡ଼ା ଥୋଡ଼ା ନୁହେଁ ପୁରା ବଡ଼ା ବଡ଼ା କାମରେ ଲାଗିଛନ୍ତି ନେତାଙ୍କ ପୁଅ । More
  • Otv Khabar Bureau
  • 2 years ago

ରାଜ୍ୟରେ କମୁଛି ସଂକ୍ରମଣ, ସମ୍ମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ ଦେବାକୁ ଗୁରୁତ୍ୱ

ରାଜ୍ୟରେ କ୍ରମାଗତ ହ୍ରାସ ପାଉଛି କରୋନାର ଦୈନିକ ସଂକ୍ରମଣ । ଗତକାଲି ୭ ହଜାର ଉପରେ ଥିବା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୪ ଘଣ୍ଟା ମଧ୍ୟରେ ୫ ହଜାର ୯୦୧କୁ ଖସିଛି । More
  • Satyendu Shekher Mishra
  • 2 years ago

ପ୍ରସାଦ କାହାକୁ ଇଙ୍ଗିତ କରି କହିଲେ, ‘ମୁଁ ବେପାରୀ ନୁହେଁ, ଡିଲ କରିବି; ମୋର ଖଣି ବ୍ୟବସାୟ କି ମିଡିଆ ନାହିଁ’

‘ମୁଁ ବେପାରୀ ନୁହେଁ, ଡିଲ କରିବି । ମୋର ଖଣି ବ୍ୟବସାୟ କି ମିଡିଆ ନାହିଁ ।’ ଏଭଳି କହିବା ସହ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଗୋଷ୍ଠୀକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । More
  • Otv Khabar Bureau
  • 2 years ago

ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ଦାବିରେ ତେଜୁଛି ଛାତ୍ର ଅଶାନ୍ତି

ରାଜ୍ୟର କୋଭିଡ୍ ସ୍ଥିତି ସୁଧୁରିବା ପରେ କଲେଜ ଖୋଲି ପାଢପଢା ଆରମ୍ଭ ହୋଇଥିଲା । ମାତ୍ର ଓମିକ୍ରନ ଭୟ ବଢିବା ପରେ ଗତ ୧୦ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଥିଲା । ଫଳରେ ସିଲାବସ୍‌ର ୭୦ ପ୍ରତିଶତ ଏଯାଏଁ ଶେଷ ହୋଇନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ସରକାର କି ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ରହିଛି । More
  • Satyendu Shekher Mishra
  • 2 years ago

ଜମୁଛି ପଞ୍ଚାୟତ ନିର୍ବାଚନ, ଗାଁ ଗହଳିରେ ରାଜନୀତି ସରଗରମ ! ବିଜେପିର ବିଗ୍‌ ଗେମ୍‌ ପ୍ଲାନ୍‌

ଯେଉଁଥିରେ ଦୁର୍ନୀତିମୁକ୍ତ ପଂଚାୟତିରାଜ ବ୍ୟବସ୍ଥା ଲାଗୁ କରିବା, ମୋଦି ପଠାଇଥିବା ଟଙ୍କା ଲୁଟ୍‌କୁ ଜଗିବା ଉପରେ ଦିଆଯାଇଛି ଗୁରୁତ୍ୱ । ତାସହ ଗ୍ରାମସଭା ଓ ପଲ୍ଲୀସଭା କରି ବିକାଶ କାମ ଆଗକୁ ନେବା ଉପରେ ଦଳ ଫୋକସ୍ କରିଛି । More