ବାପାଙ୍କ ରୋଜଗାର ଥିଲା ୪୦ ଟଙ୍କା , ଖାଇବାକୁ ତ ଅଂଟୁ ନଥିଲା ଖେଳ କଥା କହିଥାଆନ୍ତି କେମିତି? କିନ୍ତୁ ଝିଅ ବୁଝିଥିଲା ବାପାର କଷ୍ଟ...ବିଲରେ ଚାଷରେ ସାହାଯ୍ୟ କରୁଥିଲେ ସନ୍ଧ୍ୟା ବେଳେ ପଡ଼ିଆରେ ଖେଳ ଅଭ୍ୟାସ କରୁଥିଲେ...ଆଜି ସମସ୍ତଙ୍କ ପାଇଁ ସାଜିଛନ୍ତି ପ୍ରେରଣା
ବିଚ୍ ରାସ୍ତାରେ ରୋବାବ ଦେଖାଇଲେ ମହିଳା। ନିଜେ ସ୍କୁଟି ନେଇ ବସ୍ ଦେହରେ ପିଟିଲେ...ଗାଡ଼ି ଭିତରକୁ ଉଠି ଡ୍ରାଇଭରଙ୍କୁ ବହେ ପିଟିଲେ, ଭାଇରାଲ ହେଉଛି ଭିଡ଼ିଓ...
ହାତରେ ନୁହେଁ QR CODEରେ ଭିକ ମାଗୁଛନ୍ତି ଭିକାରୀ । ବିହାର ବେତିୟା ଷ୍ଟେସନ୍ରେ ବୁଲୁଛନ୍ତି ଡିଜିଟାଲ୍ ଭିକାରୀ । ବାର କୋଡ୍ ସ୍କାନ୍ କରି ଭିକ ଦେଉଛନ୍ତି ଲୋକେ ।
ବିଧାୟକଙ୍କ ନାଁରେ ଶାଢ଼ୀ ବାଣ୍ଟିବା ଅଭିଯୋଗ । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ଗାଡ଼ିରୁ ଶାଢ଼ୀ, ଟାଓ୍ୱଲ ଓ ଉତ୍ତରୀୟ ମିଳିବା ଘଟଣା । ବ୍ଲକ୍ ନିର୍ବାଚନ ଅଧିକାରୀ ଘଟଣାସ୍ଥଳରୁ ଗାଡ଼ିକୁ ଜବତ କରି ପାପଡ଼ାହାଣ୍ଡି ଥାନାକୁ ଆଣିଛନ୍ତି।
ମୁଁ ନିଜେ ପରା ଗୋଟେ ସରକାର। ମୋ ପାଖକୁ ସରକାରୀ ଫାଇଲ ଆସିବନି କେମିତି? ମୁଁ ଚୌକି ଉଠେଇ ମାରିବାର କିଏ ଦେଖିଛି?
‘ପୁଷ୍ପା’ ପୋଷ୍ଟର ଶାଢୀର ବହୁତ ଡିମାଣ୍ଡ। ତିଆରି ହେଉଛି ଅଧିକରୁ ଅଧିକ ‘ପୁଷ୍ପା’ ଶାଢୀ। ଯେଉଁଥି ପାଇଁ ‘ତିଆରି କରିବା ଲୋକ ପାଖକୁ ଅନେକ ଅର୍ଡର। ଏବେ ଜାଣନ୍ତୁ ପୂରା କଥା...
ଭାରତ ଉପରେ ଆକ୍ରମଣ କରିବ କି ଚାଇନା? ସୀମାରେ ଜୋରସୋରରେ ପ୍ରସ୍ତୁତି ଚଲାଇଥିବା ନେଇ ହ୍ୱାଇଟ୍ ହାଉସ ଦେଲା ସୂଚନା। କହିଲା, ସତର୍କ ଥାଅ, କେଉଁ ମୁହୂର୍ତ୍ତରେ ବି ହୋଇପାରେ ଆକ୍ରମଣ…
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ତହସିଲ ଅଫିସ ଫାଟକ, ବୁଡ଼ାଗୁଡ଼ା ଠାରେ ଥିବା ରାସ୍ତା ର୍ନିମାଣ କରିଥିବା ଠିକା ସଂସ୍ଥାର ଗୋଟିଏ ଟ୍ରକ ପୋଡ଼ି ଦେବା ଘଟଣାରେ ଆଜି ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଆରବ ସାଗରର ଗୁଜୁରାଟ ଉପକୂଳରୁ ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ । ଭାରତୀୟ ନୌସେନା ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମିଳିତ ଚଢ଼ଉ ବେଳେ ପ୍ରାୟ ୮୦୦ କିଲୋଗ୍ରାମ ଓଜନର ଡ୍ରଗ୍ସ ଜବତ କରାଯାଇଛି ।
୧୫ ସେକେଣ୍ଡରେ ତିନି ମହଲା କୋଠାକୁ ଚଢ଼ି ଗଲେ ଏହି ବ୍ୟକ୍ତି। ସ୍ପାଇଡର୍ ମ୍ୟାନଠାରୁ କୌଣସି ଗୁଣରେ କମ ନୁହଁନ୍ତି ଏହି ବ୍ୟକ୍ତି। ଏବେ ଦେଖନ୍ତୁ ତାଙ୍କ କୋଠା ଚଢିବା ଶୈଳୀ...
ସେ ନାହାନ୍ତି ସତ କିନ୍ତୁ ତାଙ୍କ ଅଭିନୟକୁ ଝୁରୁଛି ପୂରା ରାଜ୍ୟ। ହିରୋ ହେଉ କି ଗୁଣ୍ଡା....କମେଡ଼ି ହେଉ କି ନେତା...ସବୁ ଆକ୍ଟିଂ ପାଇଁ ସେ ଥିଲେ ପୂରା ଫିଟ୍, ଦେଖନ୍ତୁ ତାଙ୍କ ଦମଦାର ଆକ୍ଟିଂର କିଛି ସତେଜ୍ ଦୃଶ୍ୟ...
ନାଁ ଯେମିତି କାମ ବି ସେମିତି । ଅସମ୍ଭବ ଲାଗୁଥିବା କାମକୁ ସମ୍ଭବ କରି ଦେଖାଉଛନ୍ତି ଛାତ୍ର ସମ୍ଭବ ମିଶ୍ର । କୋଭିଡ କଟକଣା ବେଳେ ଘରେ ବସି ଲେଖିଦେଲେ ଏକ ବହି । ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଛୁଟି ଆସିଲା ପ୍ରଶଂସା ଉପରେ ପ୍ରଶଂସା...
ଗେଟ୍ରେ ତାଲା ଦେଇ ଭିତରେ ଘୁଙ୍ଗୁଡ଼ି ମାରୁଛନ୍ତି ଦିଦି। କ୍ୟାମେରା ଲାଇଟ୍ ପଡ଼ିଲାରୁ ଉଠିଲେ...ରାଗ ତମ ତମ ହୋଇ ମୁଁ ୧୩ ଟା ନାଇଟ୍ କଲିଣି...ଏବେ ରେଷ୍ଟ ନେଉଛି ବୋଲି କହି ଚିଡ଼ି ଗଲେରେ ନାରଣ...ମିଡ଼ିଆ ଲାଇଟ୍ ଦେଖେଇକି କହୁଛ ନିଅ ଛୁଟି...
ଆଜିକାଲି ନେତାଙ୍କ ପାଖରେ ନୀତି ନୈତିକତା କିଛି ନାହିଁ। କଳେବଳେ କେମିତି ନିର୍ବାଚନ ଜିତିବେ ତାହା ସେମାନଙ୍କର ଲକ୍ଷ୍ୟ। କିନ୍ତୁ ଏହି ଭିଡିଓରେ ଭେଟନ୍ତୁ ଜଣେ ବ୍ୟକ୍ତିଙ୍କୁ, ଯିଏ ଗତ ୩୫ ବର୍ଷ ହେଲା ୱାର୍ଡମେମ୍ବର ନିର୍ବାଚନ ଲଢୁଛନ୍ତି, କିନ୍ତୁ କେବେ ଜିତି ନାହାଁନ୍ତି। ଏହାପରେ ବି ସେ...
ରାଜ୍ୟରେ ଏହି ୫ ସ୍ୱାମୀ-ସ୍ତ୍ରୀ କଳି ବେଶ୍ ଚର୍ଚ୍ଚିତ ହୋଇଥିଲା। ଟିଭିଠୁ ସୋସିଆଲ ମିଡ଼ିଆଲ ସବୁଠି ଦେଖିବାକୁ ମିଳିଥିଲା ଏହିମାନଙ୍କ ଆରୋପ-ପ୍ରତ୍ୟାରୋପର କଥା..ଦେଖନ୍ତୁ ଏହି ଭିଡ଼ିଓ…
ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୩ ତାରିଖ, ରବିବାର, କୁମ୍ଭ ୧ ଦିନ, ମାଘମାସ, ଶୁକ୍ଳପକ୍ଷ,ଦ୍ୱାଦଶୀ ତିଥି, ଆଦ୍ରା ନକ୍ଷତ୍ର, କର୍କଟ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କଟକରୁ ଗିରଫ ଧୂର୍ତ୍ତ ନିଶା ବେପାରୀ I ଘରୁ ମିଳିଲା ନଗଦ ୭୫ଲକ୍ଷ ଟଙ୍କା ଓ ସୁନା I ଗଜପତିରୁ ଗିରଫ ନିଶା ବେପାରୀ I କୋଟିଏ ୨୬ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ I ଆନ୍ଧ୍ର ପୋଲିସ ଜାଳିଦେଲା ସାଢ଼େ ୮ଶହ କୋଟିର ଗଂଜେଇ
ର୍ବାଚନୀ କ୍ୟାମ୍ପେନ୍ରେ କାମ କରୁଛନ୍ତି ସରକାରୀ କର୍ମଚାରୀ। ଶିକ୍ଷକମାନଙ୍କ ସମ୍ପୃକ୍ତି ସବୁଠାରୁ ଅଧିକ। ଏମିତି କିଛି ତଥ୍ୟ ସାମନାକୁ ଆସିବା ପରେ ନିର୍ବାଚନୀ ସ୍ବଚ୍ଛତାକୁ ନେଇ ବି ପ୍ରଶ୍ନ ଉଠିଲାଣି।
ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ ଏମିତି ତିର୍ଯ୍ୟକ ଆଉ ସିଧାସଳଖ ପ୍ରଶ୍ନ ମୁହଁରେ ନୁହେଁ, ପରୀକ୍ଷା ଖାତାରେ ପଚାରିଛନ୍ତି ଭୋଟର ।