• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Fake Mosquito Repellent Stick Factory Busted In Paradip
ନକଲି ସସ୍‌, ନକଲି ସିମେଣ୍ଟ ପରେ ଏବେ ନକଲି ମଶାଧୂପ

କେତେବେଳେ ନକଲି ତେଲ, ଘିଅ ତ ଆଉ କେତେବେଳେ ନକଲି ଗୁଟଖା, ନକଲି ସସ, ନକଲି ଲଙ୍କାଗୁଣ୍ଡ ଆଦି କେତେ କଣ ପରେ ଏବେ ଦେଖିବାକୁ ମିଳିଛି ନକଲି ମଶାଧୂପ ।

Medical Commission Board Proposes To Replace Hippocratic Oath With 'Charak Shapath'
ଏଣିକି ‘ହିପୋକ୍ରାଟିକ୍’ ନୁହେଁ, ‘ଚରକ’ ଶପଥ ନେବେ ଡାକ୍ତରୀ ଛାତ୍ରଛାତ୍ରୀ

ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଏଣିକି ହିପୋକ୍ରାଟିକ୍ ଶପଥ ବଦଳରେ ନେବାକୁ ପଡିପାରେ ଚରକ ଶପଥ । ଫେବ୍ରୁଆରୀ ୧୪ରୁ ହେବାକୁ ଥିବା ନୂତନ ଶିକ୍ଷାବର୍ଷଠାରୁ ଏହି ନିୟମ ଲାଗୁ ହୋଇପାରେ ।

Daily Horoscope 12 Feb 2022
Daily Horoscope 12 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୨ ତାରିଖ, ଶନିବାର, ମକର ୩୦ ଦିନ, ମାଘମାସ, ଶୁକ୍ଳପକ୍ଷ, ଏକାଦଶୀ ତିଥି,ଆଦ୍ରା ନକ୍ଷତ୍ର, ମିଥୁନ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 12 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

SEC Preparations For Voting
ବ୍ଲକରେ ହେବ ପଞ୍ଚାୟତ ଭୋଟ୍ ଗଣତି

ବୁଥ୍ ନୁହେଁ ବ୍ଲକରେ ହେବ ପଞ୍ଚାୟତ ଭୋଟ୍ ଗଣତି I ଭୋଟ୍ ବାକ୍ସ ଷ୍ଟ୍ରଙ୍ଗ ରୁମ୍ ଓ କାଉଣ୍ଟିଂ ହଲରେ ଲାଗିବ ସିସିଟିଭି I ମତଦାନର ୧୦ ଦିନ ପରେ ଗଣତିକୁ ନେଇ ଗଡ଼ବଡ଼ ଆଶଙ୍କାରେ ବିରୋଧୀ I ସବୁ ସ୍ବଛତାରେ ହେବ କହିଲା ବିଜେଡି

Khola Katha Ep-739 | 10th Feb 2022 | Bishweswar Tudu | ଟୁଡୁଙ୍କ ମୁହଁରେ ୫ଟି ର ଡେଫିନେସନ
Khola Katha Ep-739 | 10th Feb 2022 | Bishweswar Tudu | ଟୁଡୁଙ୍କ ମୁହଁରେ ୫ଟି ର ଡେଫିନେସନ

KHOLA KATHA EP 739 FEBRUARY 10 2022| Bishweswar Tudu| ଟୁଡୁଙ୍କ ମୁହଁରେ ୫ଟି ର ଡେଫିନେସନ OdishaTV is Odisha\'s

Omicron
ଆଗକୁ ଆସିପାରେ ଦ୍ରୁତ ସଂକ୍ରାମକ ଭାରିଆଣ୍ଟ

ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ । ଏହି ସୂଚନା ଆଇଏଲଏସ୍‌ର ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି । ଜାନୁୟାରୀ ୨୭ରୁ ଆଇଏଲ୍ଏସ୍ ପକ୍ଷରୁ ଗତ ଫେବ୍ରୁୟାରୀ ୪ ତାରିଖ ମଧ୍ୟରେ ୨୪୧ଟି କରୋନା ପଜିଟିଭ୍ ନମୂନାର ସିକ୍ୱେନ୍ସିଂ କରାଯାଇଥିଲା ।

OUAT Assistant Professor Kills
ମୃତ୍ୟୁ ପୂର୍ବରୁ 100କୁ କିଏ ଓ କାହିଁକି କରିଥିଲେ ଡାଏଲ୍?

କାହିଁକି ଓ କେଉଁ ପରିସ୍ଥିତିରେ ଜୀବନ ହାରିଲେ ଓୟୁଏଟିର ଆସିଷ୍ଟାଣ୍ଟ୍ ପ୍ରଫେସର ବାସନ୍ତୀ ଜେନା? ୬ ବର୍ଷର ପୁଅ ଆଉ ସ୍ୱାମୀଙ୍କୁ ଛାଡ଼ି କେଉଁ କାରଣ ପାଇଁ ନେଲେ ଚରମ ନିଷ୍ପତ୍ତି? ସ୍ୱାମୀ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ବାପଘର ଲୋକ ଏହାକୁ ବିଶ୍ୱାସ କରୁ ନାହାନ୍ତି।

BJD Leaders
ବଢ଼ିଲା ଓଡ଼ିଶାରେ ବିଧାନ ପରିଷଦ ସସ୍ପେନ୍ସ

କେନ୍ଦ୍ର ଆଇନମନ୍ତ୍ରୀଙ୍କ ଉତ୍ତର ପରେ ତେଜିଲା ରାଜନୀତି I ରାଜ୍ୟର ପ୍ରସ୍ତାବ ହସ୍ତଗତ ହୋଇନଥିବା କହିଥିଲେ ଆଇନ ମନ୍ତ୍ରୀ I ବାଚସ୍ପତି କହିଲେ ୩ ବର୍ଷ ତଳୁ ରିଜୋଲ୍ୟୁସନ କରି ପଠାଇଛୁ

Odisha Ministers Fake Promises
ପଞ୍ଚାୟତ ପ୍ରଚାରବେଳେ କାହିଁକି ହଟହଟା ଶାସକଦଳ ନେତା-ମନ୍ତ୍ରୀ ?

କେଉଁଠି ଅଣ୍ଡାମାଡ଼ ତ କେଉଁଠି ପ୍ରଶ୍ନବାଣରେ ହେଉଛନ୍ତି ଘାଇଲା I ଭୋଟରଙ୍କୁ ଧମକାଇବା ସହ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ I ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସୋକଜ୍ ନୋଟିସ୍ ଜାରି I ସୋରରେ ପୂର୍ବତନ ବିଧାୟକଙ୍କୁ ବର୍ତ୍ତମାନର ବିଧାୟକଙ୍କ ଦୁର୍ବ୍ୟବହାର I ବିଜେଡି ସାଂସଦ ରମେଶ ମାଝୀଙ୍କ ବିରୋଧରେ...

Ind vs WI
ୱେଷ୍ଟଇଣ୍ତିଜ୍‌କୁ ଟିମ୍ ଇଣ୍ତିଆର କ୍ଲିନ୍ ସ୍ୱିପ୍: ୩-୦ ରେ ସିରିଜ ବିଜୟୀ

ଭାରତ ଦ୍ୱାରା ଧାର୍ଯ୍ୟ ୨୬୬ ରନର ଟାର୍ଗେଟ୍ ପିଛା କରି ୱେଷ୍ଟଇଣ୍ଡିଜ୍ ଟିମ୍ ୩୭.୧ ଓଭରରେ ୧୬୯ ରନ୍ କରି ଅଲଆଉଟ୍ ହୋଇଯାଇଛି। ଏଥିସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ୩-୦ ରେ କ୍ଲିନ୍ ସ୍ୱିପ୍ କରିନେଇଛି ।

K J Alphons
ସାଂସଦଙ୍କ ବୟାନକୁ ନେଇ ଚର୍ଚ୍ଚା; କହିଲେ ଉଦ୍ୟୋଗପତିଙ୍କୁ ପୂଜା କରିବା ଦରକାର

ବିଜେପି ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। କାରଣ ସେ ପରୋକ୍ଷରେ ଅଦାନୀ ଓ ଅମ୍ବାନୀଙ୍କୁ ପୂଜା କରିବା ପାଇଁ କହୁଛନ୍ତି।

Raveena Tandon Father Death
ଅଭିନେତ୍ରୀ ରବିନା ଟଣ୍ଡନଙ୍କ ପିତା ତଥା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ରବି ଟଣ୍ଡନଙ୍କ ୮୫ ବର୍ଷ ବୟସରେ ଦେହାନ୍ତ

ରବିନାଙ୍କ ପିତାଙ୍କ ମୃତ୍ୟୁ ଆଜି ବଢି ସକାଳୁ ହୋଇଥିବା ନେଇ ସୂଚନା ମିଳିଛି । ଖବର ଶୁଣିବା ପରେ ବଲିଉଡର ଫିଲ୍ମ ନିର୍ମାତା ଫରାହ୍ ଖାନ୍ ଓ ଅଭିନେତ୍ରୀ ରିଦ୍ଧିମା ପଣ୍ତିତ ପ୍ରଥମେ ରଭିନାଙ୍କୁ ଭେଟିବାକୁ ଯାଇଥିଲେ ।

NOTA
ଯଦି କୌଣସି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଚାହୁଁନାହାନ୍ତି, ତେବେ ଏହି ସ୍ୱିଚ୍ ଟିପନ୍ତୁ..

EVM ଶେଷ ପ୍ୟାନେଲରେ ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ‘କେହି ନୁହେଁ’ ଲେଖା ରହିବ । ଯଦି କୌଣସି ପ୍ରାର୍ଥୀଙ୍କୁ ଭୋଟର ଚାହୁଁନାହାନ୍ତି, ତେବେ ଏହି ନୋଟା ସ୍ୱିଚ୍ ଟିପି ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ ।

Charanjit Singh Channi Asset
ଚରଣଜିତ୍ ସିଂହ ଚନ୍ନି ଜଣେ ଗରିବ ଘରର ପୁଅ: ରାହୁଲ ଗାନ୍ଧୀ

୨୦୧୭ ରେ ଚନ୍ନିଙ୍କ ପାଖରେ ୧୪.୫୧ କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ ଏବେ ତାହା କମି ୯.୪୫ କୋଟିରେ ପହଞ୍ଚିଛି। ତେବେ ହଠାତ୍‌ କାହିଁକି ଚନ୍ନିଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ହେଲା?

Allegations of distribution of fake old-age allowance cards to manipulate votes
ଭୋଟ ହାତେଇବା ପାଇଁ ନକଲି ବାର୍ଦ୍ଧକ୍ୟ ଭତ୍ତା କାର୍ଡ ବଣ୍ଟନ ଅଭିଯୋଗ

ଭୋଟ୍ ପାଇବା ପାଇଁ ବାଣ୍ଟିଲେ ଫେକ୍ ଭତ୍ତା କାର୍ଡ । ଲୋକଙ୍କୁ ଦିଆଯାଇଛି ୫ ଶହ ଟଙ୍କା ସହ ନକଲି ବାର୍ଦ୍ଧକ ଭତ୍ତା କାର୍ଡ । ଗଞ୍ଜାମ ଧରାକୋଟ ବ୍ଲକ ଝାଡ଼ବନ୍ଧ ପଞ୍ଚାୟତରୁ ଏହି ଅଭିଯୋଗ ଆସିଛି । ଗତ କିଛି ଦିନ ଧରି ଗାଁରେ ଲୋକଙ୍କୁ ଏଭଳି...

Panchayat Polls:Face-Off Erupts Between BJD,Congress Workers In Koraput
ପ୍ରଚାର ସମୟରେ ମୁହାଁମୁହିଁ ହେଲେ ବିଜେଡି-କଂଗ୍ରେସ କର୍ମୀ

ପ୍ରଚାର ବେଳେ ମୁହାଁମୁହିଁ ହେଲେ ବିଜେଡି-କଂଗ୍ରେସ କର୍ମୀ । ରଣକ୍ଷେତ୍ର ପାଲଟିଲା କୋରାପୁଟ ଡୁମ୍ବାଗୁଡା ସାପ୍ତାହିକ ହାଟ ।

'Don't Spread These Things To A Larger Level', SS On Pleas Challenging HC Order On Hijab
ହିଜାବ୍ ମାମଲାରେ ତ୍ୱରିତ ଶୁଣାଣି ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ହିଜାବ୍ ମାମଲାରେ ତ୍ୱରିତ ଶୁଣାଣି ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଉଚିତ୍ ସମୟରେ ମାମଲାର ଶୁଣାଣି ହେବ ବୋଲି ରୋକଠୋକ୍ କହିଛନ୍ତି ସବୋର୍ଚ୍ଚ ଅଦାଲତ ।

The couple got married at the police station
ଫାଣ୍ଡିରେ ପ୍ରେମୀ ଯୁଗଳଙ୍କ ବାହାଘର

ଫାଣ୍ଡିରେ ବାହା ହେଲେ ପ୍ରେମୀଯୁଗଳ । ରେଢାଖୋଲ ଉପଖଣ୍ଡ ଚାରମାଳ ଥାନା  ବଡମାଲ ଫାଣ୍ଡିରେ ଦେଖିବାକୁ ମିଳିଛି ଏହି ନିଆରା ବିବାହ । ଯେଉଁଠି ନାଁ ଥିଲା ପଣ୍ଡିତର ମନ୍ତ୍ରପାଠ, ନାଁ ଥିଲା ବରଯାତ୍ରୀଙ୍କ ଶୋଭାଯାତ୍ରା କେବଳ ପୋଲିସ ଓ ଗାଁ ଲୋକଙ୍କ ଉପସ୍ଥିତିରେ ନିଆରା ଢଙ୍ଗରେ...

Apana Eka Nuhanti | Koraput Man Seeks Govt Help To Treat 2 Sons
Apana Eka Nuhanti | Koraput Man Seeks Govt Help To Treat 2 Sons

Apana Eka Nuhanti | Koraput Man Seeks Govt Help To Treat 2 Sons OdishaTV is Odisha\'s no 1 News Channel. OTV being the first private satellite TV channel