ପଂଚାୟତ ନିର୍ବାଚନ ପାଇଁ ଗାଁ ମୁହାଁ ନେତା। କାହାକୁ କରୋନା କମଳ ବାଂଟି ଦେଉଛନ୍ତି ତ କାହାର ଗୋଡ଼ ଧରିନେଉଛନ୍ତି...କହୁ କହୁ କହିଦେଉଛନ୍ତି ଆମେ ନେଇ ନେଇ ନେତା, ଆମେ ପୁଣି କାହାକୁ କ’ଣ ଦେବୁ?
ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ସମ୍ବଲପୁର ବିଦ୍ୟୁତ ବିଭାଗର ମୁଖ୍ୟ ଯନ୍ତ୍ରୀ ତଥା ମୁଖ୍ୟ ନିରୀକ୍ଷକ ସୁନିଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି ।
ସ୍ୱାମୀଙ୍କୁ ଜୋରଦାର ବିରୋଧ କରୁଛନ୍ତି କିନ୍ତୁ ଶଙ୍ଖ ଦଳିଆ ନେତାଙ୍କୁ ପଂଚାୟତ ନିର୍ବାଚନରେ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି। ଖରାତରାରେ ବୁଲି ଦଳୀୟଗୁଣ ଗାନ କରିବା ସହ ଛୋଟ ପିଲାଙ୍କୁ କାରରେ ବସାଇ ଗେଲ କରୁଛନ୍ତି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ
ଖେଳିବା ସହ ବାପାଙ୍କୁ ଚାଷରେ ସାହାଯ୍ୟ କରିବାକୁ ପଡ଼େ। ପଡ଼ିଆରେ ଖେଳିବା ସହ ଖଳାକୁ ବିଲରୁ ଧାନ ମୁଣ୍ଡାଇ ଆଣିଥିଲେ...କଷ୍ଟ କରି ଏବେ ଅନ୍ୟମାନଙ୍କ ପାଇଁ ପାଲଟିଗଲେ ପ୍ରେରଣା, ଦେଖନ୍ତୁ ଏହି ଭିଡ଼ିଓ
ବିଜେଡ଼ିରେ ବର୍ତ୍ତମାନ ୱାର୍କର ନାହାନ୍ତି। ସେମାନେ କଂଟ୍ରାକ୍ଟରୁ ନେଇ ରାଜନୀତି କରୁଛନ୍ତି। ତାଙ୍କର ଯଦି ନେତା ଅଛନ୍ତି ସେମାନେ ଅନ୍ୟ ଦଳର ନେତାଙ୍କୁ କାହିଁକି କିଣିନେଉଛନ୍ତି?
ଦେଖାଯାଉଛନ୍ତି ପ୍ରେମିକା। ହେଲେ ତାଙ୍କୁ କହିବେ କେମିତି ଜାଣିପାରୁନାହାନ୍ତି ପ୍ରେମିକ...ଦେଖନ୍ତୁ ଅଧା ଲେଖା ଅଧା ଗପରେ କଣ ଚାଲିଛି
ମାତ୍ର ୧ ଟଙ୍କାରେ ଚିକିତ୍ସା ସହ ମିଳୁଛି ସହୁ ଔଷଧ। ରୋଗ ଦେଖାଇବାକୁ ଏହି ଡାକ୍ତରଙ୍କ ପାଖରେ ଲାଗିଛି ଲମ୍ବା ଲାଇନ୍। ବିଭିନ୍ନ ରୋଗ ଦେଖାଇ ଭଲ ହେଉଛନ୍ତି ରୋଗୀ...୧ ଟଙ୍କିଆ କ୍ଲିନ୍କକୁ ଏହାରି ମଧ୍ୟରେ ପୂରିଛି ୧ ବର୍ଷ
କାହାକୁ ଭଲ ପାଉଥିଲେ ବିଶିଷ୍ଟ ଶିଳ୍ପପତି ରତନ ଟାଟା ? କାହିଁକି ହୋଇପାରିଲା ନାହିଁ ବିବାହ ? ବିବାହରେ କିଏ ସାଜିଲା ପ୍ରତିବନ୍ଧକ ? ଏମିତି ଅନେକ ପ୍ରଶ୍ନର ଉତ୍ତର ରହିଛି ଏହି ରିପୋର୍ଟରେ...
ରାତି ଅଧିଆ ଗାଁରେ ପଶିଥିଲେ ନେତା। ଅନ୍ଧାରିଆ ଦେଖି ମାଡ଼ି ବସିଲେ ଜନତା...ମାରିଦେଲୁରେ ନାରଣ...ଦେଖୁନାହାନ୍ତି ତା’ପରେ ହେଲା କଣ?
୨ ଫୁଟର ଝିଅ। ୫ ଫୁଟର ପୁଅ। ଝିଅର ବୟସ ୩୨। ପୁଅର ବୟସ ମାତ୍ର ୧୯। ହେଲେ ଦୁହଁଙ୍କ ଭିତରେ ହୋଇ ଯାଇଛି ପ୍ରେମ। ଏବେ ସାରା ବିଶ୍ୱରେ ଏହି ପ୍ରେମ କାହାଣୀର ଚର୍ଚ୍ଚା...
ଆଜି ଭାଲେଣ୍ଟାଇନ୍ ଡେ। କାହିଁକି ପାଳନ ହୁଏ ଏହି ଦିନ। କେମିତି ହେଲା ଏହାର ନାଁ। କିଏ ଦେଲା ଏମିତି ନାଁ। ସତରେ କଣ ଆଜିର ଦିନରେ ପ୍ରେମ ପାଇଁ ପ୍ରିୟ ମଣିଷ ସହ କିଛି ମୁହୂର୍ତ୍ତ କାଟିବାକୁ ହୋଇଥାଏ...
ପ୍ରେମର ଦିବସରେ ଲାଲ ଗୋଲାପ ନୁହେଁ ରକ୍ତର ହୋଲି ଖେଳିଥିଲେ ଆତଙ୍କୀ। ବିସ୍ଫୋରଣ ଓ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ ୪୦ ବୀର ଯବାନ। ଦୋହଲି ଯାଇଥିଲା ପୂରା ଦେଶ...ପୁଲୱାମା ଆର୍ଟାକ୍କୁ ପୂରିଲା ୩ ବର୍ଷ...ହେଲେ ଆଜି ବି ଭୁଲିହେଉନାହିଁ ସେହି କଳାଦିନକୁ
ଆଜି ୩ ରାଜ୍ୟରେ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟୟରେ ୯ଟି ଜିଲ୍ଲାର ୫୫ଟି ସିଟ୍ରେ ମତଦାନ ଚାଲିଥିବାବେଳେ ଉତ୍ତରାଖଣ୍ଡର ୭୦ ଓ ଗୋଆରେ ୪୦ଟି ସିଟ୍ରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର ।
ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୪ ତାରିଖ, ସୋମବାର, କୂମ୍ଭ୨ ଦିନ, ମାଘମାସ,ଶୁକ୍ଳପକ୍ଷ, ତ୍ରୟୋଦଶ ତିଥି, ପୁନର୍ବସୁ ନକ୍ଷତ୍ର, କର୍କଟ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ପାନୀୟ ଜଳ ପ୍ରକଳ୍ପ ପାଇଁ ଜାଗା ନ ଦେବାରୁ ଜଣେ ଅସହାୟ ମହିଳାଙ୍କ ପରିବାର ଉପରେ ଦାଉ ସାଧିଲେ ଗ୍ରାମବାସୀ । ସଂପୃକ୍ତ ମହିଳାଙ୍କୁ ବାସନ୍ଦ କରିବା ଲାଗି କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ନିଆଯାଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଠାରୁ ମାତ୍ର ୧ କିଲୋମିଟର ଦୂର...
୧୬ରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ପଶ୍ଚିମା ଝଡ଼ ପ୍ରଭାବରେ ୧୬ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲିଠୁ ରାଜ୍ୟର ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ସମ୍ଭାବନା ରହିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୁଖତଃ ଶୁଖିଲା...
News Fuse - Govt Hospital Staff Caught Napping, Here\'s What She Says OdishaTV is Odisha\'s no 1 News Channel. OTV being the first private satellite TV
ରାସ୍ତା ପାଇଁ ଆସିଛି ୫ ହଜାର କୋଟି, କିନ୍ତୁ ରାସ୍ତାରେ ମୁଠାଏ ପଡ଼ିନି ମାଟ। ଏ ଦୃଶ୍ୟକୁ ଦେଖିଲେ ଆପଣ ବି ଲଜ୍ଜିତ ହେବେ ଆଉ କହିବେ ସରକାରଙ୍କ ଯୋଜନା ଏଇଛି କାହିଁକି ପହଞ୍ଚିନାହିଁ? କିଏ ବାଟ ଓଗାଳିଛି? ଗାଁ ଭିତରକୁ ସାଇକେଲରେ ଯିବା ବି କଷ୍ଟ...ଅଧା ରାସ୍ତାରେ...