• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

First Phase Election
ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ମାଓ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା

ରାତି ପାହିଲେ ପଡ଼ିବ ପଞ୍ଚାୟତ ଭୋଟ୍ । ତେଣୁ ପୋଲିଂ ବୁଥ୍‌କୁ ଆରମ୍ଭ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପର୍ଯ୍ୟନ୍ତ ସବୁଠି ଚୂଡାନ୍ତ ହୋଇଛି ପ୍ରସ୍ତୁତି । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଭୋଟ୍‌ ଗ୍ରହଣ ହେବ ।

Lakhimpur Kheri Murder Case
ଲଖିମପୁର ଖେରି ହତ୍ୟାକାଣ୍ତ ମାମଲା: ଜେଲରୁ ବାହାରିଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ଲଖିମପୁର ଖେରି ହିଂସାକାଣ୍ତ ମାମଲାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଆଶ୍ୱସ୍ତି ମିଳିଛି । ଜାମିନ୍ ମଞ୍ଜୁର ହେବା ପରେ ଆଜି ସେ ଜେଲରୁ ବାହାରିଛନ୍ତି ।

Missing Engineering Student
ଇଂଜିନିୟରିଂ ଛାତ୍ର ନିଖୋଜ ମାମଲାରେ ଟ୍ୱିଷ୍ଟ: ଜମତରା ଗ୍ୟାଙ୍ଗ୍‌ ସହ ରହିଛି ଲିଙ୍କ୍ !

ଜମତରା ଗ୍ୟାଙ୍ଗର ସଦସ୍ୟଙ୍କୁ ଟ୍ରାକ୍‌ କରୁ କରୁ ୪ ଇଞ୍ଜିନିୟରିଂ ଛାତ୍ରଙ୍କୁ ଉଠାଇନେଲା ସମ୍ବଲପୁର ପୋଲିସ । ପୋଲିସ ସନ୍ଦେହ କରୁଛି, ଏହି ଇଂଜିନିୟରିଂ ଛାତ୍ରମାନେ ଜମତରା ଗ୍ୟାଙ୍ଗ ସହିତ ସଂପୃକ୍ତ ଥାଇପାରନ୍ତି ।

Presiding Officer Death
ଆସନ୍ତାକାଲି ଭୋଟ୍, ହେଲେ ଆଜି ଆଖି ବୁଜିଦେଲେ ପ୍ରିଜାଇଡିଂ ଅଫିସର

ପଞ୍ଚାୟତ ନିର୍ବାଚନରେ ଯୋଗ ଦେବା ପୂର୍ବରୁ ଅଧିକାରୀଙ୍କ ମୃତ୍ୟୁ । ମୃତକ ହେଲେ ଅନୁଗୁଳ ଜିଲ୍ଲା ରଜାମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁଭେନ୍ଦୁ ନାୟକ ।

The Great Odisha Political Circus | Candidates Take Up Innovative Ways To Woo Voters
The Great Odisha Political Circus | Candidates Take Up Innovative Ways To Woo Voters

The Great Odisha Political Circus | Candidates Take Up Innovative Ways To Woo Voters OdishaTV is Odisha\'s no 1 News Channel. OTV being the first private

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 15 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

Pre-Poll Violence
କେଉଁଠି ପ୍ରାର୍ଥୀଙ୍କ ଘରକୁ ବୋମାମାଡ଼, କେଉଁଠି ଢେଲାମାଡ଼

ଭୋଟ୍ ତାତି ଲଗାଇଲା ରାଜନୈତିକ ହିଂସାର ନିଆଁ I କେଉଁଠି ପ୍ରାର୍ଥୀଙ୍କ ଘରକୁ ବୋମାମାଡ଼, କେଉଁଠି ଢେଲାମାଡ଼ I ଯୋଡ଼ାରେ ପ୍ରଚାର ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ I ପୁରୀ ଗୋପରେ ପ୍ରଚାର କ୍ୟାମ୍ପ ପୋଡ଼ିଦେଲେ ଦୁର୍ବୃତ୍ତ

Several Schemes
କୋଟିଆରେ ଥମୁନାହିଁ ଆନ୍ଧ୍ରର ଅନୁପ୍ରବେଶ

ଓଡ଼ିଶା ମାଟିରେ ଆନ୍ଧ୍ରର ରାଜୁତି। ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବି ଆନ୍ଧ୍ର ସରକାର ଅନାୟାସରେ କୋଟିଆର ସୀମାନ୍ତ ଗାଁର ନିରୀହ ଆଦିବାସୀଙ୍କୁ ବିଭିନ୍ନ ସ୍କିମ୍ ଦ୍ୱାରା ପ୍ରଲୋଭିତ କରିବାକୁ ଜାରି ରଖିଛନ୍ତି ନିରନ୍ତର ପ୍ରୟାସ।

Jibana Do Chhakire Ashara Alok Ep 304| Son\'s death kept couple in a hazardous position
Jibana Do Chhakire Ashara Alok Ep 304| Son\'s death kept couple in a hazardous position

This show is the most challenging show as it focuses on resolving real life issues of the people. It looks into family complications, misunderstanding

News Fuse 14th February 2022| Prasant jagdev viral video
News Fuse 14th February 2022| Prasant jagdev viral video

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Matrimonial Fraud
ଗୋଟେ ଲୋକର ୭ ରାଜ୍ୟରେ ୧୪ ସ୍ତ୍ରୀ

ରସିକିଆ ସ୍ବାମୀର ଭାଣ୍ଡାଫୋଡ୍ I ୭ ରାଜ୍ୟରେ ୧୪ ସ୍ତ୍ରୀ I ମାଟ୍ରିମୋନି ସାଇଟ୍ରେ ମିଛ ଡାକ୍ତର ପ୍ରୋଫାଇଲ୍ I ସଂଭ୍ରାନ୍ତ ମହିଳାଙ୍କୁ କରୁଥିଲା ଟାର୍ଗେଟ୍ I ପତ୍ନୀଙ୍କୁ ଧୋକା ଦେଇ ଟଙ୍କା ହଡପ୍ ଅଭିଯୋଗ I କମିଶନରେଟ୍ ପୋଲିସର ତନାଘନା

Odisha Autorickshaw Driver
ବର୍ଷ ସାରା ଭିନ୍ନକ୍ଷମଙ୍କୁ ମାଗଣା ଯାତ୍ରା

୨୦୧୯ ଆଜି ପରି ସେଦିନ ବି ଥିଲା ଫେବ୍ରୁଆରି ୧୪। ପ୍ରାୟ ଅଢ଼େଇ ହଜାର ସିଆରପିଏଫ୍ ଯବାନ ଜମ୍ମୁରୁ ଯାଉଥିଲେ ଶ୍ରୀନଗର। ସମୟ ଅପରାହ୍ନ ପ୍ରାୟ ୩ଟା। ପୁଲଓ୍ୱାମା ଜିଲ୍ଲାର ଲେଥାପୁରା ନିକଟରେ ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ କରି ବର୍ବର ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ଘଟାଇଲା ଆତ୍ମଘାତୀ ବିସ୍ଫୋରଣ।

Polling Officers Gear Up
କେମିତି ଦେବେ ଭୋଟ୍; ସବୁ ଜିଲ୍ଲାରେ ପହଞ୍ଚିଲେ ପୋଲିଂ ପାର୍ଟି

ଦିନକ ପରେ ପ୍ରଥମ ପର୍ଯ୍ୟାୟ ପଂଚାୟତ ଭୋଟ୍ । ଏଥିପାଇଁ ବିଭିନ୍ନ ବ୍ଲକ୍ ହେଡ୍‌ କ୍ୱାର୍ଟରରୁ ବୁଥ୍ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି । ବାଲାଟ୍ ବକ୍ସ, ବାଲାଟ୍ ପେପର୍ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ମତଦାନ କେନ୍ଦ୍ରରେ ପହଞ୍ଚିବାରେ ଲାଗିଛନ୍ତି ଅଧିକାରୀ ।

Polling Officers Gear Up
ବ୍ଲକ୍ ହେଡ କ୍ୱାଟରରୁ ବୁଥ୍ ମୁହାଁ ପୋଲିଂ ପାର୍ଟି

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ଥମିଲା ପ୍ରଚାର । ଦିନକ ପରେ ଅର୍ଥାତ ୧୬ ତାରିଖ ସକାଳ ୭ଟାରୁ ଦିନ ଗୋଟିଏ ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହେବ ।

Chinese App Ban
ସତର୍କ! ସୁଇଟ୍ ସେଲ୍‌ଫି, ବ୍ୟୁଟି କ୍ୟାମେରା, ଭିଭା ଭିଡିଓ ବ୍ୟବହାର କରୁଛନ୍ତି କି ? ତେବେ ଚୋରି ହେବ ଆପଣଙ୍କ ପର୍ସନାଲ୍ ଡାଟା

ଚୀନ୍ ବିରୋଧରେ ଭାରତର ଆଉ ଏକ ଡିଜିଟାଲ୍ ଷ୍ଟ୍ରାଇକ୍ । ବ୍ୟାନ୍ ହେଲା ଆଉ ୫୪ ଚାଇନିଜ୍ ଆପ୍ । ସୁରକ୍ଷା ଦୃଷ୍ଟିରୁ ଏସବୁ ଆପ୍‌କୁ ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର ।

Ban 54 Chinese Apps
ପୁଣି ଡିଜିଟାଲ ଷ୍ଟ୍ରାଇକ୍

ଚୀନ୍ ବିରୋଧରେ ପୁଣି ଡିଜିଟାଲ ଷ୍ଟ୍ରାଇକ୍ I ଭାରତରେ ବ୍ୟାନ୍ ଆଉ ୫୪ ଚାଇନିଜ୍ ଆପ୍ I ସୁଇଟ୍ ସେଲ୍ଫି, ବିୟୁଟି କ୍ୟାମେରା ଓ ଭିଭା ଆପ୍ ବ୍ୟାନ୍ I ଚୋରି ହେଉଥିଲା ସମ୍ବେଦନଶୀଳ ତଥ୍ୟ-ଆଇଟି ମନ୍ତ୍ରାଳୟ

Stars disappear
ଆଉ ତାରା ଦିଶିବ ନାହିଁ, ଖାଲି ଦିଶିବ ତ..

ସୌର ଜଗତରେ ଆଉ ଦିଶିବ ନାହିଁ ତାରା। ଏମିତି ଚାଚଂଲ୍ୟକର ତଥ୍ୟ ଦେଇଛନ୍ତି ବେଜ୍ଞାନିକ। ଯାହାକୁ ନେଇ ଏବେ କେବଳ ଦେଶରେ ନୁହେଁ ବରଂ ପୂରା ବିଶ୍ୱରେ ଚର୍ଚ୍ଚା ଚାଲିଛି।

5th class girl become collector
ଗୋଟିଏ ଦିନର କୁନି କଲେକ୍ଟର : ସିଟ୍‌ରେ ବସିବା କ୍ଷଣି ଅର୍ଡର ଦେଲେ ନବ୍ୟା

ଯଦି ଆପଣ ପୂର୍ବରୁ ‘ନାୟକ’ ଚଳଚିତ୍ର ଦେଖିଥିବେ, ତେବେ ଏହି ଘଟଣାଟି ଆପଣଙ୍କୁ ଏହାର ପୁନରାବୂର୍ତ୍ତୀ ବୋଲି ଲାଗିବ, କାରଣ ୫ମ ଶ୍ରେଣୀର ଝିଅକୁ ଗୋଟିଏ ଦିନ ପାଇଁ କଲେକ୍ଟରର କ୍ଷମତା ଦିଆଯାଇଛି ।

Khola Katha With Union Minister Bishweswar Tudu
Khola Katha With Union Minister Bishweswar Tudu

Khola Katha With Union Minister Bishweswar Tudu OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries

News Fuse- Irate Locals Gherao \'Political Leader\' At Midnight In Kakatpur
News Fuse- Irate Locals Gherao \'Political Leader\' At Midnight In Kakatpur

News Fuse- Irate Locals Gherao \'Political Leader\' At Midnight In Kakatpur OdishaTV is Odisha\'s no 1 News Channel. OTV being the first private satellite